କନକ ବ୍ୟୁରୋ : କଲେଜ ଆଡମିଶନ ଫି ବୃଦ୍ଧିକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା । ବର୍ଷାରେ ଭିଜି ଭିଜି କଲେଜ ଗେଟ ଆଗରେ ଧାରଣା ଦେଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀମାନେ ଆଡମିଶନ ଫି ବୃଦ୍ଧିକୁ ବିରୋଧ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଅନ୍ୟ କଲେଜContinue reading “କଲେଜ ଫି ବୃଦ୍ଧିକୁ ବିରୋଧ : ବର୍ଷାରେ ଭିଜି ଭିଜି ପ୍ରତିବାଦ କଲେ ଛାତ୍ରଛାତ୍ରୀ”
Tag Archives: News
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ : ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ରାଜ୍ୟର ୭ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କଟକ ଓ ଅନୁଗୁଳ । ଏହାଛଡା ସୋନପୁର, ବଲାଙ୍ଗୀର, ଢେଙ୍କାନାଳ,Continue reading “ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ : ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି”
କ୍ଷଣିକ କ୍ରୋଧରେ ପିଶାଚ ପାଲଟିଗଲା ମାଆ : ସ୍ୱାମୀଙ୍କ ସହ ଗଣ୍ଡଗୋଳ ପରେ ନିଜ ଶିଶୁକୁ ହତ୍ୟା କରି କେନାଲରେ ଫିଙ୍ଗିଦେଲା
କନକ ବ୍ୟୁରୋ : କ୍ଷଣିକ କ୍ରୋଧର କରୁଣ ପରିଣତି । ପିଶାଚିନୀ ସାଜିଲା ମାଆ । ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କଲା ଜନ୍ମକଲା ମାଆ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗ୍ରାମର ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବାଙ୍କିଡିହି ଗାଁରେ ସଲାଇ ନାଏକଙ୍କ ଦେଢ ମାସର ଶିଶୁ ପୁତ୍ରକୁ ଜନ୍ମଦାତ୍ରୀ ମାଆ ପାର୍ବତୀ ନାଏକ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ସୂଚନାContinue reading “କ୍ଷଣିକ କ୍ରୋଧରେ ପିଶାଚ ପାଲଟିଗଲା ମାଆ : ସ୍ୱାମୀଙ୍କ ସହ ଗଣ୍ଡଗୋଳ ପରେ ନିଜ ଶିଶୁକୁ ହତ୍ୟା କରି କେନାଲରେ ଫିଙ୍ଗିଦେଲା”
ଭ୍ଲାଦିମିର ପୁଟିନ୍ ଓ କିମ ଜୋଙ୍ଗ ଉନଙ୍କ ମଧ୍ୟରେ ହୋଇପାରେ ଗୁପ୍ତ ବୈଠକ : ଉତ୍ତରକୋରିଆରୁ ରୁଷ ଅଭିମୁଖେ ଗଡିଲା ସ୍ପେଶାଲ ଟ୍ରେନ
କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ପୁଟିନ ଓ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା ଚାଲିଥିଲା । ଏବେ ଦୁଇ ରାଷ୍ଟ୍ରନେତାଙ୍କ ବୈଠକକୁ ନେଇ ଉଭୟ ଦେଶ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ଭିତରେ ସୋମବାର ନର୍ଥକୋରିଆ ସୀମାରେ କିମ ଜୋଙ୍ଗଙ୍କ ସ୍ପେଶାଲ ଟ୍ରେନ ଦେଖିବାକୁ ମିଳିଛି । ବିଦେଶ ଗସ୍ତ ପାଇଁ କିମ୍ ବ୍ୟବହାର କରୁଥିବା ସ୍ପେଶାଲ ଟ୍ରେନକୁ ରୁଷ ଓ ଉତ୍ତର କୋରିଆ ସୀମାରେContinue reading “ଭ୍ଲାଦିମିର ପୁଟିନ୍ ଓ କିମ ଜୋଙ୍ଗ ଉନଙ୍କ ମଧ୍ୟରେ ହୋଇପାରେ ଗୁପ୍ତ ବୈଠକ : ଉତ୍ତରକୋରିଆରୁ ରୁଷ ଅଭିମୁଖେ ଗଡିଲା ସ୍ପେଶାଲ ଟ୍ରେନ “
ଏସିଆ କପ ସୁପର ଫୋରରେ ଭାରତର ବିଶାଳ ବିଜୟ : ପାକିସ୍ତାନକୁ ୨୨୮ରନରେ ହରାଇଲା ଟିମ ଇଣ୍ଡିଆ; ଆଜି ଶ୍ରୀଲଙ୍କାକୁ ଭେଟିବ ରୋହିତ ବାହିନୀ
କନକ ବ୍ୟୁରୋ : ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିଛି । ପାରମ୍ପରକି ପ୍ରିତଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି ଭାରତ । ବର୍ଷା ବାଧକ ସାଜିବାରୁ ରିଜର୍ଭ ଡେର ହୋଇଥିବା ଏହି ଖେଳରେ ଟିମ ଇଣ୍ଡିଆ ପାକିସ୍ତାନକୁ ୩୫୬ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ବିରାଟ କୋହଲି ଓ କେଏଲ ରାହୁଲଙ୍କ ଶତକୀୟ ଇନିଂସ ବଳରେ ପାକିସ୍ତାନ ଆଗରେ ରନର ପାହାଡContinue reading “ଏସିଆ କପ ସୁପର ଫୋରରେ ଭାରତର ବିଶାଳ ବିଜୟ : ପାକିସ୍ତାନକୁ ୨୨୮ରନରେ ହରାଇଲା ଟିମ ଇଣ୍ଡିଆ; ଆଜି ଶ୍ରୀଲଙ୍କାକୁ ଭେଟିବ ରୋହିତ ବାହିନୀ “
ଉତରପ୍ରଦେଶରେ ବର୍ଷା ପ୍ରଳୟ: ବନ୍ୟା ପାଣିରେ ଭାସୁଛି ଘରଦ୍ୱାର, ରାସ୍ତାଘାଟ
କନକ ବ୍ୟୁରୋ: ଉତର ପ୍ରଦେଶରେ ୧୨ଘଂଟାର ଲଗାଣ ବର୍ଷା ଆଣିଛି ବିପତି । ରାସ୍ତାଘାଟଠୁ ନେଇ ଘର ଦ୍ୱାରା । ଯୁଆଡେ ଆଖି ପଡୁଛି ସେଠି କେବଳ ପାଣି ହିଁ ପାଣି । ଅଧିକାଂଶ ଲୋକ ବର୍ଷା ପାଣି ଭିତରେ ଫଶିଥିବା ଯୋଗୁଁ ନାହିଁ ନଥିବା ସମସ୍ୟା ଭିତରେ ଫଶିଛନ୍ତି । ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଲଗାଣ ବର୍ଷା ସାଙ୍ଗକୁ ବିଦ୍ୟୁତ୍ କାଟ୍ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ।Continue reading “ଉତରପ୍ରଦେଶରେ ବର୍ଷା ପ୍ରଳୟ: ବନ୍ୟା ପାଣିରେ ଭାସୁଛି ଘରଦ୍ୱାର, ରାସ୍ତାଘାଟ”
ସମ୍ପତ୍ତି ପାଇଁ ସଇତାନ ସାଜିଲା ସ୍ୱାମୀ: ପତ୍ନୀଙ୍କୁ ହତ୍ୟା ପରେ ୨୪ଘଂଟା ଧରି ଘର ଭିତରେ ଲୁଚାଇ ରଖିଥିଲା ଶବ
କନକ ବ୍ୟୁରୋ: ସମ୍ପତି ଯୋଗୁଁ ସଇତାନ ସାଜିଲ ସ୍ୱାମୀ । ସ୍ୱାର୍ଥ ହାସଲ ପାଇଁ ଅସୁସ୍ଥ ସ୍ତ୍ରୀର ବିଭତ୍ସ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ । ଏଭଳି ଏକ ବିଚଳିତ କରିବା ଘଟଣା ଘଟିଛି ନୋଏଡା । ସମ୍ପତି ଲୋଭରେ ସ୍ତ୍ରୀକୁ ହତ୍ୟା କରିବା ସହ ମୃତ ଦେହକୁ ୪୮ଘଂଟା ଧରି ଲୁଚାଇ ରଖିଥିଲା ସ୍ୱାମୀ । ସବୁଠୁ ବଡ କଥା ହେଉଛି ହତ୍ୟାର ଶିକାର ହୋଇଥିବା ମହିଳା ହେଉଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ରିନୁContinue reading “ସମ୍ପତ୍ତି ପାଇଁ ସଇତାନ ସାଜିଲା ସ୍ୱାମୀ: ପତ୍ନୀଙ୍କୁ ହତ୍ୟା ପରେ ୨୪ଘଂଟା ଧରି ଘର ଭିତରେ ଲୁଚାଇ ରଖିଥିଲା ଶବ”
ପ୍ୟାରିସରୁ ପୁଣି ବିଜେପି ସରକାରଙ୍କୁ ପ୍ରଶ୍ନ: ବିଜେପି ଓ ଆରଏଏସକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
କନକ ବ୍ୟୁରୋ: ବିଦେଶରୁ ବିଜେପି ଓ ଆରଏସଏସକୁ ପୁଣି ଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହଲ ଗାନ୍ଧୀ । ପ୍ୟାରିସରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ରାହୁଲ ପରମ ପ୍ରତିଦ୍ୱନ୍ଦୀ ବିଜେପି ସହ ଆରଏସଏସକୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ହିନ୍ଦୁତ୍ୱ ସହ ବିଜେପି ଓ ଆରଏସଏସ କୌଣସି ସର୍ମ୍ପକ ନାହିଁ । କେବଳ କ୍ଷମତା ହାତେଇବାକୁ ବିଜେପି କୌଣସି ସ୍ତରକୁ ଯାଇପାରେ ଓ କିଛି ବି କରିପାରେ । ବିଜେପି କଦାପି ହିନ୍ଦୁ ରାଷ୍ଟ୍ରବାଦୀContinue reading “ପ୍ୟାରିସରୁ ପୁଣି ବିଜେପି ସରକାରଙ୍କୁ ପ୍ରଶ୍ନ: ବିଜେପି ଓ ଆରଏଏସକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ”
ମନ ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଋଷି ସୁନକଙ୍କ ଫଟୋ ହେଉଛି ଭାଇରାଲ
କନକ ବ୍ୟୁରୋ: ସୋସିଆଲ ମିଡିଆରେ ବର୍ତମାନ ଏଭଳି କିଛି ଫଟୋ ବେଶ ଭାଇରାଲ ହେଉଛି । ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏହି ଫଟୋଗୁଡିକ କେବଳ ଚର୍ଚ୍ଚା ପରିସରକୁ ଆସିନି ବଂର ଲୋକଙ୍କ ମନକୁ ବେଶ ଛୁଇଁଛି । ନିକଟରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀରେ ପତ୍ନୀ ଅକ୍ଷତାଙ୍କ ସହ ପହଁଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ବିମାନବନ୍ଦରରେ ପହଁଚିବାଠୁ ନେଇ କାର୍ଯ୍ୟକ୍ରମ ସ୍ଥଳରେ ତାଙ୍କର ବ୍ୟବହାର, ଗଣମାଧ୍ୟକୁ ଦେଇଥିବା ପ୍ରତିକ୍ରିୟା, ଭାରତ ପ୍ରତିContinue reading “ମନ ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ: ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଋଷି ସୁନକଙ୍କ ଫଟୋ ହେଉଛି ଭାଇରାଲ”
କେବଳ ପୃଥିବୀରେ ନୁହେଁ ଚନ୍ଦ୍ରପୃଷ୍ଠରେ ମଧ୍ୟ ଅନୁଭୁତ ହୁଏ ଭୂମିକମ୍ପ: ତାପମାତ୍ରା ଅସମାନତା କାରଣରୁ ରୀତିମତ କମ୍ପନରେ ଥରେ ଜହ୍ନ
କନକ ବ୍ୟୁରୋ: ଚନ୍ଦ୍ରପଷ୍ଠରେ ହୁଏ କମ୍ପନ । ଏନେଇ କିଛି ଦିନ ପୂର୍ବରୁ ସୂଚନା ଦେଇଥିଲା ଚନ୍ଦ୍ରଯାନ ଥ୍ରୀର ବିକ୍ରମ ଲ୍ୟାଣ୍ଡର ଆଉ ଏବେ ସମାନ କଥା ଦାବି କରୁଛନ୍ତି ଗବେଷକ । ସୂଚନା ଅନୁସାରେ ଚନ୍ଦ୍ରପୃଷ୍ଠରେ ଚାଲିଛି ତାପଜ ଚନ୍ଦ୍ର କମ୍ପନ ବା ଥର୍ମାଲ ମୁ୍ନକ୍ୱାକ୍ । ଏଠାରେ ବ୍ୟାପକ ତାପମାତ୍ରା ଅସମାନତା କାରଣରୁ ଏଠାରେ କମ୍ପନ ହେଉଥିବା କହିଛନ୍ତି ଆମେରିକା ଗବେଷକ ଫ୍ରାନସେସ୍କୋ ସିଭିଲିନ ଓ ତାଙ୍କ ଟିମ୍ । ଜର୍ଣ୍ଣାଲ ଅଫ ଜିଓଫିଜିକାଲContinue reading “କେବଳ ପୃଥିବୀରେ ନୁହେଁ ଚନ୍ଦ୍ରପୃଷ୍ଠରେ ମଧ୍ୟ ଅନୁଭୁତ ହୁଏ ଭୂମିକମ୍ପ: ତାପମାତ୍ରା ଅସମାନତା କାରଣରୁ ରୀତିମତ କମ୍ପନରେ ଥରେ ଜହ୍ନ”