କନକ ବ୍ୟୁରୋ: ସନାତନ ଧର୍ମ ବିରୋଧୀ ବୟାନ ସମାଲୋଚନା ଘେରରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ଥରେ ଖବରରେ । ଏଥକ ମନ୍ତ୍ରୀ ସିଧାସଳଖ ବିଜେପି ଓ ଏଆଇଏଡିଏମକେକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି । ବିଜେପିକୁ ବିଷଧର ସାପ ଓ ଏଆଇଏଡିଏମକେକୁ ଅଳିଆ ଗଦା ସହ ତୁଳନା କରିଛନ୍ତି ଷ୍ଟାଲିନ । ସେପଟେ ଜବାବ ରଖି ବିଜେପି କହିଛି ଡିଏମକେ ନେତା ନୀଚ୍ଚ ରାଜନୀତି କରୁଛନ୍ତି । କିଛି ଦିନ ପୂର୍ବରୁContinue reading “ପୁଣି ଥରେ ଆପତିଜନକ ବୟାନ ଦେଇ ବିବାଦରେ ଉଦୟନିିଧି ଷ୍ଟାଲିନ: କହିଲେ ବିଜେପି ହେଉଛି ବିଷଧର ସାପ, ଏଆଇଏଡିଏମକେ ଅଳିଆ ଗଦା”
Tag Archives: News
ମୂଳପୋଛ ହୋଇଗଲା ପୁରା ପରିବାର । ମୁଖିଆଙ୍କ ମୃତ୍ୟୁ ପରେ ବିଷ ପିଇଦେଇଥିଲେ ସ୍ତ୍ରୀ, ପୁଅ, ଝିଅ ।
କନକ ବ୍ୟୁରୋ: ଅବସାଦର ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ପୁରା ପରିବାର । ଘରର ମୁରବୀ ଚାଲି ଯିବା ପରେ ସାହୁ ପରିବାର ଉପରେ ଯେମିତି ଛିଣ୍ଡି ପଡ଼ିଥିଲା ଦୁଃଖର ପାହାଡ଼ । କେମିତି ଘର ଚଳିବ, ପୁଅ କେମିତି ମଣିଷ ହେବ, ବିବାହିତ ଝିଅର ଭାଗ୍ୟ କ’ଣ ହେବ? ଏମିତି ଦ୍ୱନ୍ଦ୍ୱ ଭିତରେ ସନ୍ତୁଳି ହେଉଥିବା ପରିବାର, ଶେଷରେ ଜୀବନ ହାରିଦେବାକୁ ନିଷ୍ପତି ନେଇଥିଲେ । କୀଟନାଷକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବରଗଡ଼Continue reading “ମୂଳପୋଛ ହୋଇଗଲା ପୁରା ପରିବାର । ମୁଖିଆଙ୍କ ମୃତ୍ୟୁ ପରେ ବିଷ ପିଇଦେଇଥିଲେ ସ୍ତ୍ରୀ, ପୁଅ, ଝିଅ ।”
ସାମନାକୁ ଆସିଲା ସୂର୍ଯ୍ୟମନ୍ଦିରର ଜରାଜୀର୍ଣ୍ଣ ସ୍ଥିତି । ଫାଟିଗଲାଣି କୋଣାର୍କ ଚକ୍ର । ନଷ୍ଟ ହେବାକୁ ବସିଛି ସୂକ୍ଷ୍ମ କାରୁକାର୍ଯ୍ୟ ।
କନକ ବ୍ୟୁରୋ: ଓଡିଶାର ଗର୍ବ, ଗୌରବ, ଐତିହ ବହନ କରୁଥିବା କୋଣାର୍କ ଚକରେ ଫାଟ । ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ କୋଣାର୍କ ଚକ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା । ବିଶ୍ୱନେତାଙ୍କୁ ସ୍ୱାଗତ କରାଯାଉଥିବା ମଞ୍ଚର ପ୍ରଚ୍ଛଦପଟରେ ସ୍ଥାନ ପାଇଥିଲା କୋଣାର୍କ ଚକ୍ରର ପ୍ରତିକୃତି । ମାତ୍ର ଏପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଥିବା ପ୍ରକୃତ ଚକ୍ରରେ ଦେଖାଦେଇଛି ଫାଟ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଚକରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି ।Continue reading “ସାମନାକୁ ଆସିଲା ସୂର୍ଯ୍ୟମନ୍ଦିରର ଜରାଜୀର୍ଣ୍ଣ ସ୍ଥିତି । ଫାଟିଗଲାଣି କୋଣାର୍କ ଚକ୍ର । ନଷ୍ଟ ହେବାକୁ ବସିଛି ସୂକ୍ଷ୍ମ କାରୁକାର୍ଯ୍ୟ ।”
ମାଆ ତାରିଣୀଙ୍କ ପୀଠରେ ନଷ୍ଟ ହେଉଛି ଲକ୍ଷ ଲକ୍ଷ ମାନସିକ ନଡ଼ିଆ । ମନ୍ଦିର କର୍ତୃପକ୍ଷ କହିଲେ, ଟେଣ୍ଡର ନେଇଥିବା ବ୍ୟକ୍ତି ନଡ଼ିଆ ନନେବାରୁ ଉପୁଜିଛି ଏପରି ସ୍ଥିତି । ଖୋଲା ବଜାରରେ ବିକ୍ରି ଆରମ୍ଭ
କନକ ବ୍ୟୁରୋ: ମା’ ତାରିଣୀଙ୍କ ପୀଠରେ ଗଦା ହୋଇଛି ଲକ୍ଷ ଲକ୍ଷ ନଡିଆ । ଶ୍ରଦ୍ଧାଳୁମାନେ ମାନସିକ କରି ମା’ଙ୍କ ନିକଟକୁ ଏହି ନଡିଆ ପଠାଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ମାଙ୍କ ପାଖକୁ ଶ୍ରଦ୍ଧାଳୁମାନେ ପଠାଇଥିବା ଏହି ନଡିଆ ଭିତରୁ ପ୍ରାୟ ୮୦ ପ୍ରତିଶତ ନଡିଆ ପଚି ନଷ୍ଟ ହୋଇଗଲାଣି । ନଡିଆ କିଣିବାକୁ ଟେଣ୍ଡର ନେଇଥିବା ବ୍ୟକ୍ତି ଅଧାରୁ ଓହରି ଯିବାରୁ ଏପରି ସମସ୍ୟା ହୋଇଛି ବୋଲି କହିଛନ୍ତି ମନ୍ଦିର କର୍ତୁପକ୍ଷ ।Continue reading “ମାଆ ତାରିଣୀଙ୍କ ପୀଠରେ ନଷ୍ଟ ହେଉଛି ଲକ୍ଷ ଲକ୍ଷ ମାନସିକ ନଡ଼ିଆ । ମନ୍ଦିର କର୍ତୃପକ୍ଷ କହିଲେ, ଟେଣ୍ଡର ନେଇଥିବା ବ୍ୟକ୍ତି ନଡ଼ିଆ ନନେବାରୁ ଉପୁଜିଛି ଏପରି ସ୍ଥିତି । ଖୋଲା ବଜାରରେ ବିକ୍ରି ଆରମ୍ଭ”
ଖଣ୍ଡପଡା ବିଧାୟକଙ୍କ ବଡ ବୟାନ । ସୌମ୍ୟରଂଜନ କହିଲେ, ବର୍ତମାନ ସ୍ଥିତିରେ ଗଣତନ୍ତ୍ରର ଅର୍ଥ । ‘ଯୋ ଜିତା ୱହି ସିକନ୍ଦର’
କନକ ବ୍ୟୁରୋ: ଗଣତନ୍ତ୍ରରେ ‘ଯୋ ଜିତା ବୋ ସିକନ୍ଦର’ । ଏଭଳି ଏକ ବୟାନ ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ର ବୋଲି ଆମେ ଗର୍ବ ଅନୁଭବ କରୁଛୁ, କିନ୍ତୁ ବର୍ତମାନ ସ୍ଥିତିରେ ଗଣତନ୍ତ୍ରମାନେ ଯୋ ଜିତା ବୋ ସିକନ୍ଦର । ଯିଏ ସଂଖ୍ୟା ଖେଳରେ ଜିତିଲା ସେ ରାଜା ହେଲା । ସମାନ ନାଗରିକ ସଂହିତା ଉପରେ ଆଲୋଚନା କରିବା ପାଇଁ ଆଉ କାହାର ଆଗ୍ରହ ନାହିଁ ।Continue reading “ଖଣ୍ଡପଡା ବିଧାୟକଙ୍କ ବଡ ବୟାନ । ସୌମ୍ୟରଂଜନ କହିଲେ, ବର୍ତମାନ ସ୍ଥିତିରେ ଗଣତନ୍ତ୍ରର ଅର୍ଥ । ‘ଯୋ ଜିତା ୱହି ସିକନ୍ଦର’”
ନେତାଙ୍କୁ ରାଜନୀତିର ଟ୍ରେନିଂ । ବିଜେଡିର ପ୍ରଶିକ୍ଷଣ ବନାମ ବିଜେପିର ୱାର ରୁମ୍ । ନିର୍ବାଚନ ପାଇଁ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ।
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିର କସରତ । ତୃଣମୂଳ ସ୍ତରରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆରମ୍ଭ ହୋଇଛି ବିଜେଡିର ତାଲିମ ଶିବିର । ସେପଟେ ଭାରତୀୟ ଜନତା ପାର୍ଟି ମଧ୍ୟ ନିର୍ବାଚନ ପାଇଁ ଆରମ୍ଭ କରିଦେଇଛି ଜୋରଦାର ପ୍ରସ୍ତୁତି । ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚିିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ଦଳ । ଏଥିପାଇଁ ପ୍ରତି ୨ଟି ଲୋକସଭା ଆସନରେ ଗୋଟିଏ ଲେଖାଏଁ କଲସେଣ୍ଟର ବା ୱାରContinue reading “ନେତାଙ୍କୁ ରାଜନୀତିର ଟ୍ରେନିଂ । ବିଜେଡିର ପ୍ରଶିକ୍ଷଣ ବନାମ ବିଜେପିର ୱାର ରୁମ୍ । ନିର୍ବାଚନ ପାଇଁ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ।”
ବିରୋଧୀଙ୍କ ଟାର୍ଗେଟରେ ପ୍ରଶାସନିକ ଅଧିକାରୀ । ୪ରୁ ୬ ଜଣ ଅଫିସରଙ୍କୁ ଟାର୍ଗେଟ କଲେ ଅପରାଜିତା । କାହିଁକି ୫ ବର୍ଷରୁ ଅଧିକ ସମୟ ହେଲା ଗୋଟିଏ ସ୍ଥାନରେ ଅଛନ୍ତି ଅଫିସର…
କନକ ବ୍ୟୁରୋ: ବିରୋଧୀଙ୍କ ଟାର୍ଗେଟରେ ପ୍ରଶାସନିକ ଅଧିକାରୀ । ରାଜ୍ୟର ୪ରୁ ୬ ଜଣ ଅଫିସରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାପାଳ କାହିଁକି ୫ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିଛନ୍ତି, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ଏହାସହ କେନ୍ଦ୍ର ସରକାରଙ୍କ ନଜରରେ ଏହି ସବୁ ଅଫିସର ଥିବା କହି ସୁଧୁରିବା ପାଇଁ ଚେତାଇ ଦେଇଛନ୍ତି । ବିରୋଧୀଙ୍କ ଟାର୍ଗେଟରେ ଦୁଇContinue reading “ବିରୋଧୀଙ୍କ ଟାର୍ଗେଟରେ ପ୍ରଶାସନିକ ଅଧିକାରୀ । ୪ରୁ ୬ ଜଣ ଅଫିସରଙ୍କୁ ଟାର୍ଗେଟ କଲେ ଅପରାଜିତା । କାହିଁକି ୫ ବର୍ଷରୁ ଅଧିକ ସମୟ ହେଲା ଗୋଟିଏ ସ୍ଥାନରେ ଅଛନ୍ତି ଅଫିସର…”
ସରକାରୀ ବାବୁ ପିନ୍ଧିଲେ ନବୀନଙ୍କ ଫଟୋ ଥିବା ଟି-ସାର୍ଟ । ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ବିରୋଧୀ କହିଲେ ସାମ୍ବିଧାନିକ ସୀମା ଭିତରେ ରୁହନ୍ତୁ ଅଫିସର
କନକ ବ୍ୟୁରୋ: ବିବାଦରେ ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ ଟି-ସାର୍ଟ । ମାରାଥନ ଦୌଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ଏବେ ଅଡୁଆରେ ପଡିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନିକ ଅଧିକାରୀ ହୋଇ ଦଳୀୟ ପାର୍ଟିକୁ ସମର୍ଥନ କରି ଟି-ସାର୍ଟ ପିନ୍ଧିବା ସମ୍ବିଧାନ ବିରୋଧୀ ବୋଲି ପ୍ରଶ୍ନ ଉଠାଇଛି ବିଜେପି ଓ କଂଗ୍ରେସ । ମାତ୍ର ସେହି ପୋଷାକରେ ବିଜେଡିର ଦଳୀୟ ଚିହ୍ନ ନଥିବାରୁ ଏହା ନିୟମ ବିରୋଧୀ ନୁହେଁContinue reading “ସରକାରୀ ବାବୁ ପିନ୍ଧିଲେ ନବୀନଙ୍କ ଫଟୋ ଥିବା ଟି-ସାର୍ଟ । ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି । ବିରୋଧୀ କହିଲେ ସାମ୍ବିଧାନିକ ସୀମା ଭିତରେ ରୁହନ୍ତୁ ଅଫିସର”
ନୂଆ ଢଙ୍ଗରେ ଠିକା ନିଯୁକ୍ତି ପାଇଁ ବିଜ୍ଞପ୍ତି । ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ଆପତ୍ତି ଉଠାଇଲା ଶିକ୍ଷକ ସଂଘ
କନକ ବ୍ୟୁରୋ: ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଛି ବିବାଦ । ଶିକ୍ଷକମାନଙ୍କୁ ନୂଆ ଢ଼ଙ୍ଗରେ ଠିକା ନିଯୁକ୍ତି ଦିଆଯିବାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧ କରିଛି ଶିକ୍ଷକ ସଂଗଠନ । ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଏହି ନୋଟିଫିକେସନକୁ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବିContinue reading “ନୂଆ ଢଙ୍ଗରେ ଠିକା ନିଯୁକ୍ତି ପାଇଁ ବିଜ୍ଞପ୍ତି । ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ଆପତ୍ତି ଉଠାଇଲା ଶିକ୍ଷକ ସଂଘ”
ପାକିସ୍ତାନ ବିପକ୍ଷରେ କୋହଲି, ରାହୁଲଙ୍କ ଶତକ । ୫୦ ଓଭରରେ ଭାରତର ସ୍କୋର ୩୫୬ ।
କନକ ବ୍ୟୁରୋ: ପାକିସ୍ତାନ ବିରୋଧରେ ଭାରତର ଦମଦାର ବ୍ୟାଟିଂ । ୫୦ ଓଭରରେ ଭାରତର ସ୍କୋର ୩୫୬ ରନ୍ । ଶତକ ମାରିଲେ କୋହଲି ଏବଂ କେ ଏଲ ରାହୁଲ । ଆଜି ଏସିଆ କପ୍ ସୁପର-୪ ମୁକାବିଲାରେ ଚମକ୍ରାର ବ୍ୟାଟିଂ କରିଛି ଭାରତ । ଗତକାଲିର ଅଧା ମ୍ୟାଚରୁ ଆଜି ପୁଣି ଆରମ୍ଭ ହେଇଥିଲା ମ୍ୟାଚ୍ । ଆଉ ଆରମ୍ଭରୁ ହିଁ ଆକ୍ରମଣ ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଉଭୟ କେ ଏଲ ରାହୁଲContinue reading “ପାକିସ୍ତାନ ବିପକ୍ଷରେ କୋହଲି, ରାହୁଲଙ୍କ ଶତକ । ୫୦ ଓଭରରେ ଭାରତର ସ୍କୋର ୩୫୬ ।”