ହଜିଲା ମାଆକୁ ଖୋଜି ପାଇଲା ନାବାଳକ ପୁଅ: ମାସେ ତଳୁ ପୁରୀ ଡେଲାଙ୍ଗରୁ ନିଖୋଜ ମାଆ ଚନ୍ଦକା ଜଙ୍ଗଲରୁ ଉଦ୍ଧାର

କନକ ବ୍ୟୁରୋ: ମାସେ ପରେ ନିଖୋଜ ମା’କୁ ପାଇଲା ନାବାଳକ ପୁଅ । ପୁରୀ ଡେଲାଙ୍ଗରୁ ହଜି ଯାଇଥିବା ମାନସିକ ବିକାରଗ୍ରସ୍ତ ମହିଳା ଭୁବନେଶ୍ୱର ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି । ମାସେ ତଳେ ଘରୁ କେଉଁ ଆଡେ ଚାଲି ଯାଇଥିଲେ ୪୦ ବର୍ଷିୟ ସମସର୍ ବିବିବ । ମାଆକୁ ଘରେ ନପାଇ ବ୍ୟତିବ୍ୟସ୍ତ ହୋଇଯାଇଥିଲା ୧୩ ବର୍ଷିୟ ନାବାଳକ ପୁଅ ଆପ୍ରଜ ଖାନ୍ । ମାଆ ହଜି ଯିବା ଦିନଠାରୁ ଖୋଜାଖୋଜି ଜାରି ରଖିଥିଲା ପୁଅContinue reading “ହଜିଲା ମାଆକୁ ଖୋଜି ପାଇଲା ନାବାଳକ ପୁଅ: ମାସେ ତଳୁ ପୁରୀ ଡେଲାଙ୍ଗରୁ ନିଖୋଜ ମାଆ ଚନ୍ଦକା ଜଙ୍ଗଲରୁ ଉଦ୍ଧାର”

କେବେ ସରିବ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ମରାମତି ଓ ପ୍ରଶସ୍ତିକରଣ କାମ: ଆଉ କେତେ ବର୍ଷ ଯାଏଁ ଖାଲଖମା ଭର୍ତି ରାସ୍ତାରେ ଯାତାୟତ କରିବେ ଲୋକ

କନକ ବ୍ୟୁରୋ: ବିପଦ ସଙ୍କୁଳ ଅବସ୍ଥାରେ ଇଣ୍ଡଷ୍ଟ୍ରୀଆଲ କରିଡରକୁ ସଯୋଗ କରୁଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ । ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ପାଲଟିଛି ମରଣଯନ୍ତା । ଛ ବର୍ଷ ଧରି ଚାଲିଛି ମରାମତି ଓ ପ୍ରଶସ୍ଥି କରଣ କାମ । ଲୋକେ ଭେଗୁଛନ୍ତି ଦୁର୍ଦ୍ଦଶା । ଯାଜପୁର ଚଣ୍ଡିଖୋଲ-ଡୁବୁରୀ ରାସ୍ତା । ରାସ୍ତାରେ କେଉଁଠି ଆଣ୍ଠୁଏ ଖାଲ ହୋଇ ପାଣି ଜମା ହୋଇଛି ତ ଆଉ କେଉଁଠି ଧୂଳି ଗଦା ହୋଇ ରହିଛିContinue reading “କେବେ ସରିବ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ମରାମତି ଓ ପ୍ରଶସ୍ତିକରଣ କାମ: ଆଉ କେତେ ବର୍ଷ ଯାଏଁ ଖାଲଖମା ଭର୍ତି ରାସ୍ତାରେ ଯାତାୟତ କରିବେ ଲୋକ”

ସରକାରୀ ପ୍ରତାରଣାର ଶିକାର ହୋଇଛନ୍ତି ଦେବଗଡ ବାରକୋଟ ବ୍ଲକର ଅଭାବୀ ପରିବାର: ୨୨ବର୍ଷ ତଳୁ ୫୭ ଭୂମିହୀନ ପରିବାରକୁ ମିଳିଛି ସରକାରୀ ଜମି ପଟ୍ଟା

କନକ ବ୍ୟୁରୋ: ସରକାରୀ ପ୍ରତାରଣାର ଶୀକାର ହୋଇଛନ୍ତି ୫୭ ଜଣ ଭୂମିହୀନ ପରିବାର । ୨୨ବର୍ଷ ତଳେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ୪ ଡେସମିଲ ଲେଖାଁଏ ଜମି ପଟ୍ଟା ଦିଆଯାଇଛି । ହେଲେ ଆଜି ଯାଏଁ ପଟ୍ଟାଧାରୀ ଉକ୍ତ ଜମି ପାଇ ପାରି ନାହାନ୍ତି । ଦେବଗଡ ବାରକୋଟ ବ୍ଲକ କଣ୍ଢଳ ଅଂଚଳରୁ ଅଭିଯୋଗ କରିଛନ୍ତି ଭୂମୀହୀନ ପରିବାର । ବାରକୋଟ ତହସିଲ ଅନ୍ତର୍ଗତ କଣ୍ଡଳ ରାଜସ୍ୱ ଗାଁରContinue reading “ସରକାରୀ ପ୍ରତାରଣାର ଶିକାର ହୋଇଛନ୍ତି ଦେବଗଡ ବାରକୋଟ ବ୍ଲକର ଅଭାବୀ ପରିବାର: ୨୨ବର୍ଷ ତଳୁ ୫୭ ଭୂମିହୀନ ପରିବାରକୁ ମିଳିଛି ସରକାରୀ ଜମି ପଟ୍ଟା”

ସମୁଦ୍ର ଗିଳି ଦେବକି ଗାଁ: ଭୋଗରାଇ ବ୍ଲକର ସମୁଦ୍ରକୂଳିଆ ୫ଟି ପଂଚୟାତରେ କୋକୁଆ ଭୟ

କନକ ବ୍ୟୁରୋ: ସମୁଦ୍ର ଗିଳିବ ଗାଁ, ପଥର ବନ୍ଧ ନଥିବାରୁ ସମୂଦ୍ରର ପ୍ରଖର ଜୁଆର ଏବଂ ଢେଉ ମାଡରେ ଝାଉଁ ଜଙ୍ଗଲ ସବୁ ସମୁଦ୍ର ଗର୍ଭରେ ଲୀନ ହୋଇ ଗଲାଣି, ଏବେ ଜନବସତି ଆଡକୁ ମୁହାଁଉଛି ସମୁଦ୍ର, ଭୋଗରାଇ ବ୍ଲକର ୫ଟି ପଞ୍ଚାୟତର ୩୦ ହଜାରରୁ ଅଧିକ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସମୁଦ୍ର କୁଳିଆ ଗାଁ ପାଇଁ ଦୁଃଖ ପାଲଟିଛି ବଙ୍ଗୋପସାଗର । ଉପକୂଳବର୍ତୀ ୫ଟି ପଂଚାୟତର ୧୦ରୁ ଅଧିକ ଗାଁ ସମୁଦ୍ରContinue reading “ସମୁଦ୍ର ଗିଳି ଦେବକି ଗାଁ: ଭୋଗରାଇ ବ୍ଲକର ସମୁଦ୍ରକୂଳିଆ ୫ଟି ପଂଚୟାତରେ କୋକୁଆ ଭୟ”

ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା: ଘରୋଇ କଳହକୁ ନେଇ ରାସ୍ତା ମଝିରେ ହଙ୍ଗାମା

କନକ ବ୍ୟୁରୋ: ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା । ଘରୋଇ କଳିକୁ ନେଇ ଗାଁ ଦାଣ୍ଡରେ ହଙ୍ଗାମା । ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ପନାଖିରି ଗାଁରେ ଏଭଳି ଘଟଣା ଘଟିଛି । ଅଇଁଠା ପାଣିକୁ ନେଇ ଏଭଳି ମହାଭାରତ ହୋଇଛି । ସାମାନ୍ୟ କାରଣକୁ ନେଇ ଝଗଡ଼ା ଏତେ ଉଗ୍ରରୂପ ଧାରଣ କରିବ ତାହା କେହି କଳ୍ପନା କରିନଥିବେ । ପ୍ରଥମେ ବଚସା ଓ ପରେ ହୋଇଥିଲାContinue reading “ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା: ଘରୋଇ କଳହକୁ ନେଇ ରାସ୍ତା ମଝିରେ ହଙ୍ଗାମା”

ଯଶପ୍ରୀତ ବୁମରାହଙ୍କୁ ଗିଫ୍ଟ ଦେଲେ ସାଇନ ଶାହା ଆଫ୍ରିଦି: ଅଭିନନ୍ଦନ ଜଣାଇଲେ, ହାତ ମିଶାଇଲେ

କନକ ବ୍ୟୁରୋ: ଆଜି ପୁଣି ଆରମ୍ଭ ହୋଇଛି ଅଧାରେ ଥିବା ଭାରତ-ପାକିସ୍ତାନ ମ୍ୟାଚ । ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳ ଦେଖିବାକୁ ଖେଳ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ। ତେବେ ଭାରତ ଓ ପାକିସ୍ତାନ ଚିରପ୍ରତିଦ୍ୱନ୍ଦ୍ୱୀ ଭାବେ ପଡ଼ିଆରେ ଖେଳୁଥିବା ବେଳେ ଉଭୟ ଦେଶର କ୍ରିକେଟରମାନେ ପଡ଼ିଆ ବାହାରେ ଭଲ ବନ୍ଧୁ ରହିଛନ୍ତି। Spreading joy Shaheen Afridi deliversContinue reading “ଯଶପ୍ରୀତ ବୁମରାହଙ୍କୁ ଗିଫ୍ଟ ଦେଲେ ସାଇନ ଶାହା ଆଫ୍ରିଦି: ଅଭିନନ୍ଦନ ଜଣାଇଲେ, ହାତ ମିଶାଇଲେ”

ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁରେ ମିଛ ଖବର: ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ

କନକ ବ୍ୟୁରୋ: ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁରେ ମିଛ ଖବର । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍ ପୋର୍ଟାଲରେ ମିଛ ଖବର ପ୍ରକାଶ କରାଯିବା ପରେ ଏହାକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅନୁ ଚୌଧୁରୀ । ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ହୋଇଥିବା ଏକ ୱେବ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏଭଳି ମିଥ୍ୟା ଖବରକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତିContinue reading “ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ନାଁରେ ମିଛ ଖବର: ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ”

ବିଜେଡିର ପ୍ରଶିକ୍ଷଣ ବନାମ ବିଜେପିର ୱାର ରୁମ୍: ନିର୍ବାଚନ ପାଇଁ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବ ଦଳ

କନକ ବ୍ୟୁରୋ: ନିର୍ବାଚନ ପାଇଁ ବିଜେଡିର କସରତ । ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ନେତା ଓ କର୍ମୀଙ୍କୁ ଦିଆଯିବ ଗୁରୁମନ୍ତ୍ର । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି ବିଜେଡିର ତାଲିମ ଶିବିର । ଶଙ୍ଖ ଭବନରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୩୭ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦୈନିକ ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ଦିଆଯିବ ତାଲିମ । ୧୪୭ଟି ବିଧାନସଭା କ୍ଷେତ୍ରର ସମସ୍ତ ପଂଚାୟତରୁ ୪ଜଣ ସକ୍ରିୟContinue reading “ବିଜେଡିର ପ୍ରଶିକ୍ଷଣ ବନାମ ବିଜେପିର ୱାର ରୁମ୍: ନିର୍ବାଚନ ପାଇଁ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବ ଦଳ”

‘ସନାତନ ଧର୍ମ ଡେଙ୍ଗୁ ରୋଗ ଭଳି….’ । ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ରଖିଲେ ଫିଲ୍ମ ଅଭିନେତା ପ୍ରକାଶ ରାଜ ।

କନକ ବ୍ୟୁରୋ: ପୁଣି ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ । ଏଥର ଏଭଳି ବୟାନ ରଖିଛନ୍ତି ଲୋକପ୍ରିୟ ଫିଲ୍ମ ଅଭିନେତା ପ୍ରକାଶ ରାଜ । ଏଥର ସେ ସନାତନ ଧର୍ମକୁ ଡେଙ୍ଗୁ ରୋଗ ସହ ତୁଳନା କରିଛନ୍ତି । ଯାହାପରେ ହିନ୍ଦୁମାନେ ତାଙ୍କ ଉପରେ ରାଗି ଉଠିବା ସହିତ, ସୋସିଆଲ୍ ମିଡିଆରେ ତାଙ୍କୁ ବିରୋଧ କରାଯାଉଛି । ସନାତନ ଧର୍ମକୁ ନେଇ ଉଦୟନିଧି ଦେଇଥିବା ବୟାନକୁ ପୁଣିଥରେ ଦୋହରାଇବା ସହିତ ପ୍ରକାଶ ରାଜ କହିଛନ୍ତି ଯେ,Continue reading “‘ସନାତନ ଧର୍ମ ଡେଙ୍ଗୁ ରୋଗ ଭଳି….’ । ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ରଖିଲେ ଫିଲ୍ମ ଅଭିନେତା ପ୍ରକାଶ ରାଜ ।”

ଅଲଗା ହେଇଯିବେ କି ଲାଲୁ-ନୀତିଶ? ଚର୍ଚ୍ଚା ବଢାଇଲା ପିକେଙ୍କ ବୟାନ । ପଢନ୍ତୁ, କଣ କହିଲେ ପ୍ରଶାନ୍ତ କିଶୋର?

କନକ ବ୍ୟୁରୋ: ବିହାର ରାଜନୀତିକୁ ନେଇ ପିକେଙ୍କ ବଡ ବୟାନ । ବିଶିଷ୍ଟ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବିହାର ରାଜନୀତିକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି, ଯାହାକି ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛନ୍ତି । ସେ କହିଛନ୍ତି, ଭବିଷ୍ୟତରେ ବିହାରର କେଉଁ ନେତା କେଉଁ ଦଳକୁ ଯିବା ତାହା କେହି ବି ଜାଣିନାହାଁନ୍ତି । ବିହାରରେ ଆଜି ଯାହା ରାଜନୈତିକ ବ୍ୟବସ୍ଥା ଅଛି, ଆଗାମୀ ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ବେଳକୁContinue reading “ଅଲଗା ହେଇଯିବେ କି ଲାଲୁ-ନୀତିଶ? ଚର୍ଚ୍ଚା ବଢାଇଲା ପିକେଙ୍କ ବୟାନ । ପଢନ୍ତୁ, କଣ କହିଲେ ପ୍ରଶାନ୍ତ କିଶୋର?”

Design a site like this with WordPress.com
Get started