କଲୋମ୍ବରେ ଜାରି ରହିଛି ବର୍ଷା: ଭାରତ-ପାକିସ୍ତାନ ମ୍ୟାଚରେ ବିଳମ୍ବ

କନକ ବ୍ୟୁରୋ: ଅଧାରେ ରହିଥିବା ଭାରତ-ପାକିସ୍ତାନ ମ୍ୟାଚ ଆଜି ବି ସମୟରେ ଆରମ୍ଭ ହୋଇପାରିନି । କାରଣ କଲୋମ୍ବରେ ଏବେବି ବର୍ଷାର ଦାଦାଗିରି ଜାରି ରହିଛି । ଏବେବି ସଙ୍କଟରେ ରହିଛି ଭାରତ-ପାକିସ୍ତାନ ମ୍ୟାଚ । ବର୍ଷା ଯୋଗୁଁ ଆଉଟ ଫିଲ୍ଡ ଓଦା ରହିଥିବାରୁ ତାହାକୁ ଶୁଖାଉଛନ୍ତି ଫିଲ୍ଡ ଷ୍ଟାଫ । ସେପଟେ ଫିଲ୍ଡର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଓମ୍ପାୟାର । କାଲି ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ୨୪ ଦଶମିକ ୧Continue reading “କଲୋମ୍ବରେ ଜାରି ରହିଛି ବର୍ଷା: ଭାରତ-ପାକିସ୍ତାନ ମ୍ୟାଚରେ ବିଳମ୍ବ”

ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ : ତାଙ୍କ ସରଳତା ଓ ମାନବିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

କନକ ବ୍ୟୁରୋ : ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ତାଙ୍କ ସରଳତା ଓ ମାନବିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଖାଲି ପାଦରେ ଆଣ୍ଡୁ ମାଡ଼ି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ ଭେଟିବା ସହ କଥାବାର୍ତା ହେଉଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଜି-୨୦ ସମ୍ମିଳନୀ ଅବସରରେ ଶେଖ୍ ହସିନାଙ୍କୁ ଭେଟିଥିଲେ ଋଷି ସୁନାକ୍ । ଏହି ସମୟରେ ସେ ଅତି ନମ୍ରତା ସହ ବାଂଲାଦେଶରେ ପ୍ରଧାନମନ୍ତ୍ରୀଙ୍କContinue reading “ଚର୍ଚ୍ଚାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ : ତାଙ୍କ ସରଳତା ଓ ମାନବିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା”

ଏପଟେ ବିଜ୍ଞପ୍ତି ସେପଟେ ପ୍ରତିବାଦ : ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଭଳି ବିଭିନ୍ନ ଦାବି ନେଇ ଶିକ୍ଷକ ସଙ୍ଗଠନର ରାଜ୍ୟବ୍ୟାପୀ ଆନ୍ଦୋଳନ

କନକ ବ୍ୟୁରୋ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଅଧିନରେ ସମସ୍ତ ବର୍ଗର ଶିକ୍ଷକ ସଂଗଠନ ରାଜ୍ୟବ୍ୟାପି ଆନ୍ଦୋଳନ ଆରମ୍ଭ କରିଛି । ଗତ ୮ ସେପ୍ଟେମ୍ବରରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଏକ୍ସ-କ୍ୟାଡର ଶିକ୍ଷକ ଓ କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ କରିବା, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରର ମୂଳବେତନ ଲେବୁଲ ୯ ଗ୍ରେଡ୍ ପେ ଅନୁଯାୟୀ ବେତନ ଦେବା,Continue reading “ଏପଟେ ବିଜ୍ଞପ୍ତି ସେପଟେ ପ୍ରତିବାଦ : ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଭଳି ବିଭିନ୍ନ ଦାବି ନେଇ ଶିକ୍ଷକ ସଙ୍ଗଠନର ରାଜ୍ୟବ୍ୟାପୀ ଆନ୍ଦୋଳନ”

ସମାନ ନାଗରିକ ସଂହିତା ଆଲୋଚନା ବେଳେ ଖଣ୍ଡପଡା ବିଧାୟକଙ୍କ ବଡ ବୟାନ; କହିଲେ, ବର୍ତ୍ତମାନ ସ୍ଥିତିରେ ଗଣତନ୍ତ୍ରର ଅର୍ଥ – ‘ଜୋ ଜିତା ୱ ସିକନ୍ଦର’

କନକ ବ୍ୟୁରୋ : ଗଣତନ୍ତ୍ରରେ ‘ଯୋ ଜିତା ବୋ ସିକନ୍ଦର’ । ଏଭଳି ଏକ ବୟାନ ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି- ଗଣତନ୍ତ୍ର ବୋଲି ଆମେ ଗର୍ବ ଅନୁଭବ କରୁଛୁ, କିନ୍ତୁ ବର୍ତ୍ତମାନ ସ୍ଥିତିରେ ଗଣତନ୍ତ୍ରମାନେ ଯୋ-ଜିତା ବୋ ସିକନ୍ଦର । ଯିଏ ସଂଖ୍ୟା ଖେଳରେ ଜିତିଲା ସେ ରାଜା ହେଲା । ସମାନ ନାଗରିକ ସଂହିତା ଉପରେ ଆଲୋଚନା କରିବା ପାଇଁ ଆଉ କାହାର ଆଗ୍ରହ ନାହିଁ ।Continue reading “ସମାନ ନାଗରିକ ସଂହିତା ଆଲୋଚନା ବେଳେ ଖଣ୍ଡପଡା ବିଧାୟକଙ୍କ ବଡ ବୟାନ; କହିଲେ, ବର୍ତ୍ତମାନ ସ୍ଥିତିରେ ଗଣତନ୍ତ୍ରର ଅର୍ଥ – ‘ଜୋ ଜିତା ୱ ସିକନ୍ଦର’”

ଗଭୀର ସମୁଦ୍ରରରୁ ଖଣିଜ ପଦାର୍ଥ ଖୋଜିବ ‘ମତ୍ସ୍ୟ’ । ଆରମ୍ଭ ହେଲା ସମୁଦ୍ର ପ୍ରକଳ୍ପ

ମୂଲ୍ୟବାନ୍‌ ଧାତୁ ଏବଂ ‘କୋବାଲ୍‌ଟ୍‌, ନିକେଲ୍‌ ଓ ମାଙ୍ଗାନିଜ୍‌ ଭଳି ଖଣିଜ ପଦାର୍ଥର ସନ୍ଧାନ ନିମନ୍ତେ ଭାରତୀୟ ବୈଜ୍ଞାନିକମାନେ ଆରମ୍ଭ କରିଛନ୍ତି ‘ସମୁଦ୍ରଯାନ ପ୍ରକଳ୍ପ’ ।  ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡ଼ାଜାହାଜ ପଠାଇବ । ଏଥିରେ ୩ଜଣ ଲୋକ ଯିବେ। ସ୍ବଦେଶୀ ଜ୍ଞାନକୌଶଳରେ ୨ ବର୍ଷ ହେଲା ନିର୍ମାଣ ଚାଲିଥିବା ‘ମତ୍ସ୍ୟ ୬୦୦୦’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବ। ‘ଟାଇଟାନିକ୍‌’ ଭଗ୍ନାଂଶContinue reading “ଗଭୀର ସମୁଦ୍ରରରୁ ଖଣିଜ ପଦାର୍ଥ ଖୋଜିବ ‘ମତ୍ସ୍ୟ’ । ଆରମ୍ଭ ହେଲା ସମୁଦ୍ର ପ୍ରକଳ୍ପ”

ଅପରାଜିତାଙ୍କ ଟାର୍ଗେଟରେ ୪ରୁ ୬ ଜଣ ଅଫିସର : କହିଲେ ଏହି ଅଫିସରଙ୍କ ଉପରେ ନଜର ରଖିଛି କେନ୍ଦ୍ର

କନକ ବ୍ୟୁରୋ : ଅପରାଜିତାଙ୍କ ଟାର୍ଗେଟରେ ୪ରୁ ୬ ଜଣ ଅଫିସର । କହିଲେ ଏହି ଅଫିସରଙ୍କ ଉପରେ କେନ୍ଦ୍ର ସରକାରଙ୍କ ନଜର ରହିଛି । ମୟୂରଭଞ୍ଜ ଜିଲ୍ଲାପାଳ ଏସ୍ପି ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି କାର୍ଯ୍ୟକ୍ରମରେ ଯୋଗଦେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, କିଛି ପ୍ରଶାସନିକ ଅଧିକାରୀ ସରକାରୀ ପଦବୀରେ ଥାଇ ବିଜୁ ଜନତା ଦଳର କର୍ମୀ ଭାବେ କାମ କରୁଛନ୍ତି । କେନ୍ଦୁଝର ଜିଲ୍ଲାପାଳContinue reading “ଅପରାଜିତାଙ୍କ ଟାର୍ଗେଟରେ ୪ରୁ ୬ ଜଣ ଅଫିସର : କହିଲେ ଏହି ଅଫିସରଙ୍କ ଉପରେ ନଜର ରଖିଛି କେନ୍ଦ୍ର”

ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ : ବାରମ୍ବାର ଅଭିଯୋଗ ପରେ ବି ହଷ୍ଟେଲ ମିଳୁନଥିବାରୁ ଅସନ୍ତୋଷ

କନକ ବ୍ୟୁରୋ : ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ହଷ୍ଟେଲ ମିଳିନଥିବାରୁ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ । ବାରମ୍ବାର ଅଭିଯୋଗ ପରେ ବି ହଷ୍ଟେଲ ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ପ୍ରଥମେ ହଷ୍ଟେଲ ଆଗରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ଏହା ପରେ ପିଜି କାଉନସିଲଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀମାନେ ରାଲି କରି ଯାଇ ପିଜି କାଉନସିଲଙ୍କ ନିକଟରେ ନିଜର ଦାବି ରଖିଛନ୍ତି । The post ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ : ବାରମ୍ବାରContinue reading “ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ : ବାରମ୍ବାର ଅଭିଯୋଗ ପରେ ବି ହଷ୍ଟେଲ ମିଳୁନଥିବାରୁ ଅସନ୍ତୋଷ”

କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା : ହସ୍ପିଟାଲ ନିର୍ଦ୍ଦେଶକଙ୍କ ବିରୋଧରେ ନାରାବାଜି

କନକ ବ୍ୟୁରୋ : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା । ବିଭିନ୍ନ ଦାବି ନେଇ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି କରି ପ୍ରତିବାଦ କରିଛନ୍ତି ସଫେଇ କର୍ମଚାରୀ । ବାରମ୍ବାର ଟେଣ୍ଡର ପରିବର୍ତ୍ତନ କରାଯାଉଛି । ତାଙ୍କୁ ଦୁର୍ବ୍ୟବହାର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ନୂଆ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ସଫେଇ କର୍ମଚାରୀ ପ୍ରତିବାଦ କରିଛନ୍ତି । The post କ୍ୟାପିଟାଲ ହସ୍ପିଟାଲ ଆଗରେContinue reading “କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା : ହସ୍ପିଟାଲ ନିର୍ଦ୍ଦେଶକଙ୍କ ବିରୋଧରେ ନାରାବାଜି”

ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ । ଷ୍ଟାର ଖେଳାଳୀ ଦଳରୁ ପଡିଲେ ବାଦ୍, ନୂଆ ମୁହଁ ଭାବେ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ସୁଯୋଗ ।

କନକ ବ୍ୟୁରୋ : ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ ଟିମ୍ । କେନ୍ ୱିଲିୟମସନଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ କିୱି ଦଳ । ୱିଲିୟମସନ ଆହତ ହୋଇଥିଲେ ମଧ୍ୟ ତାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଗତ ଆଇପିଏଲ ସମୟରେ ୱିଲିୟମସନ୍ ଆହତ ହୋଇଥିଲେ ତେବେ ବିଶ୍ୱକପ ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନି । ଘୋଷିତ ୧୫ ଜଣିଆContinue reading “ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ । ଷ୍ଟାର ଖେଳାଳୀ ଦଳରୁ ପଡିଲେ ବାଦ୍, ନୂଆ ମୁହଁ ଭାବେ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ସୁଯୋଗ ।”

ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିବା ଘଟଣା : ଜଙ୍କିଆ ଏଏସଆଇଙ୍କୁ ନିଲମ୍ବନ କଲେ ଖୋର୍ଦ୍ଧା ଏସପି

କନକ ବ୍ୟୁରୋ : ୱାର୍ଡ ସଭ୍ୟଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି । ଖୋର୍ଦ୍ଧା ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି । ଗତକାଲି ୱାର୍ଡ ସଭ୍ୟ ଓ ସମିତି ସଭ୍ୟଙ୍କୁ ମାଡ଼ କରିଥିଲେ ଏଏସ୍ଆଇ ନିରଞ୍ଜନ ମହାନ୍ତି । କୌଣସି ଏକ ମାମଲା ସଂପର୍କରେ ବୁଝିବାକୁ ଜଙ୍କିଆ ଥାନାକୁ ଯାଇଥିଲେ ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନ । ଥାନାରେ ଆଇଆଇସି ନଥିବାରୁ ସେ ବାହାରକୁ ଆସି ଫୋନରେContinue reading “ୱାର୍ଡ ସଭ୍ୟଙ୍କୁ ମାଡ଼ ମାରିବା ଘଟଣା : ଜଙ୍କିଆ ଏଏସଆଇଙ୍କୁ ନିଲମ୍ବନ କଲେ ଖୋର୍ଦ୍ଧା ଏସପି”

Design a site like this with WordPress.com
Get started