ଅସହାୟଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ : ସମାଜସେବୀଙ୍କ ସହାୟତାରେ ମେଡିକାଲ ନେଇ ଚିକିତ୍ସା; ସହାୟତା ଯୋଗାଇ ଦେବାକୁ ବିଡିଓଙ୍କ ପ୍ରତିଶ୍ରୁତି

କନକ ବ୍ୟୁରୋ : ଝାଟିମାଟିର କୁଡିଆ ଘରେ ଅସହାୟ ହୋଇ ପଡିରହିଥିଲେ ବୃଦ୍ଧା । ଭଙ୍ଗ କୁଡିଆରେ ବୃଦ୍ଧା ଅସୁସ୍ଥ ହୋଇ ଜୀବନ ପାଇଁ ସଂଗ୍ରାମ କରୁଥିବା କରୁଥିବା ଖବର ପାଇ ଗରିବ ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ ରୋଗଗ୍ରସ୍ତ ବୃଦ୍ଧାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଯାଇଛି । ଏଥିସହ ବୃଦ୍ଧାଙ୍କୁ ଏକ ପକ୍କା ଘର ଓ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।Continue reading “ଅସହାୟଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ : ସମାଜସେବୀଙ୍କ ସହାୟତାରେ ମେଡିକାଲ ନେଇ ଚିକିତ୍ସା; ସହାୟତା ଯୋଗାଇ ଦେବାକୁ ବିଡିଓଙ୍କ ପ୍ରତିଶ୍ରୁତି”

ମାଛ ଧରା ଜାଲରେ ପଡିଲା କୁମ୍ଭୀର : ଜାଲରୁ ବାହାର କରି ବନବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ

କନକ ବ୍ୟୁରୋ : ଜାଲ ଧରା ମାଛରେ ମାଛ ବଦଳରେ ପଡିଲା କୁମ୍ଭୀର । କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ ଲାଗି ରହିଥିବା ବେଳେ ପେଣ୍ଠପାଳ ପଞ୍ଚାୟତର କୁଳସାହି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ମାଛ ଧରିବାକୁ କୁଳସାହି ଗାଁରେ ମତ୍ସ୍ୟଜୀବୀ ଜାଲ ପକାଇଥିଲେ । ଜାଲରେ ଦୁଇଟି କୁମ୍ଭୀର ପଡିଥିବା ବେଳେ ଗୋଟିଏ କୁମ୍ଭୀର ଜାଲ ଫଟାଇ ଚାଲିଯାଇଛି । ଆଉ ଗୋଟିଏ କୁମ୍ଭୀର ଜାଲରେ ଛନ୍ଦି ହୋଇ ଧରାପଡିଛି । ଜାଲରେ ପଡିଥିବାContinue reading “ମାଛ ଧରା ଜାଲରେ ପଡିଲା କୁମ୍ଭୀର : ଜାଲରୁ ବାହାର କରି ବନବିଭାଗକୁ ହସ୍ତାନ୍ତର କଲେ ମତ୍ସ୍ୟଜୀବୀ”

ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ପରିବାର ପିଇଲେ ବିଷ : ଆଖିବୁଜିଲେ ଭାଇ, ଭଉଣୀ; ଗୁରୁତର ମାଆଙ୍କ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ବରଗଡ଼ ସୋହେଲାରେ ଅଭାବନୀୟ ଘଟଣା । କୀଟନାଶକ ପିଇ ଗୋଟିଏ ପରିବାର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଭାଇ, ଭଉଣୀ ମୃତ୍ୟୁ ହୋଇଛି । ଗୁରୁତର ମାଆର ଚିକିତ୍ସା ଚାଲିଛି । ମାଷ୍ଟରପଡ଼ାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନି, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣା ବିଷ ପିଇ ଘର କବାଟ ବନ୍ଦ କରିଥିଲେ । ପଡ଼ୋଶୀଙ୍କ ଠାରୁ ଖବର ପାଇContinue reading “ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ପରିବାର ପିଇଲେ ବିଷ : ଆଖିବୁଜିଲେ ଭାଇ, ଭଉଣୀ; ଗୁରୁତର ମାଆଙ୍କ ଚାଲିଛି ଚିକିତ୍ସା”

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲା : କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଚନ୍ଦ୍ରବାବୁ ନାଇଡୁ

କନକ ବ୍ୟୁରୋ : ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଝଟକା । କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ୧୪ ଦିନିଅ।। ବିଚାରବିଭାଗୀୟ ହେପାଜତକୁ ଗଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ । ୩୭୧ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚନ୍ଦ୍ରବାବୁ ନାଇଡୁ କୋର୍ଟରେ ହାଜର ହୋଇଥିଲେ । ହେଲେ ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ’ର ଏକ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଛନ୍ତି । ସେ ଜାମିନ ପାଇଁContinue reading “ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲା : କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଚନ୍ଦ୍ରବାବୁ ନାଇଡୁ”

ସରିଲା ଜି-୨୦ ସମ୍ମିଳନୀ : ଚୀନ ଆଣିଲା ସାଂଘାତିକ ଅଭିଯୋଗ, ଆୟୋଜକ ଭାବେ ଜି-୨୦ରୁ ଫାଇଦା ଉଠାଇଛି ଭାରତ

କନକ ବ୍ୟୁରୋ : ଭାରତର ଅଧ୍ୟକ୍ଷତାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଦୁଇଦିନ ଧରି ଚାଲିଥିବା ଏହି ଶିଖର ସମ୍ମିଳନୀକୁ ଅନ୍ୟତମ ସଫଳ ସମ୍ମିଳନୀ ବୋଲି ବିବେଚନା କରାଯାଉଛି । ହେଲେ ସେପଟେ ଚୀନ ଜି-୨୦ ବୈଠକକୁ ନେଇ ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ଚୀନର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରାଳୟ ସହ ଅନୁବନ୍ଧିତ ଚୀନ ଇନଷ୍ଟିଚ୍ୟୁଟ ଅଫ କଣ୍ଟେମ୍ପୋରାରି ଇଣ୍ଟରନ୍ୟାସନାଲ ରିଲେସନ ବା ସିଆଇସିଆଇଆର ନାମକ ସଂସ୍ଥା ଅଭିଯୋଗ ଆଣିଛିContinue reading “ସରିଲା ଜି-୨୦ ସମ୍ମିଳନୀ : ଚୀନ ଆଣିଲା ସାଂଘାତିକ ଅଭିଯୋଗ, ଆୟୋଜକ ଭାବେ ଜି-୨୦ରୁ ଫାଇଦା ଉଠାଇଛି ଭାରତ”

ଭାରତ-ପାକିସ୍ତାନ ମୁକାବିଲାରେ ବର୍ଷା ସାଜିଲା ବାଧକ : ଅଧା ପାଳିରୁ ଆଜି ପୁଣି ବ୍ୟାଟିଂ କରିବେ କୋହଲି ଓ କେଏଲ ରାହୁଲ

କନକ ବ୍ୟୁରୋ : ଏସିଆ କପର ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଛି ବର୍ଷା । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଦୁଇ ଟିମ ମୁହାଁମୁହିଁ ହୋଇଥିଲେ । କିନ୍ତୁ ପ୍ରଥମ ମ୍ୟାଚ ଭଳି ଗତକାଲି ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି । ଆଜି ପୁଣି ଭାରତୀୟ ଦଳ ଗତକାଲିର ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିବ । କାଲି ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲାContinue reading “ଭାରତ-ପାକିସ୍ତାନ ମୁକାବିଲାରେ ବର୍ଷା ସାଜିଲା ବାଧକ : ଅଧା ପାଳିରୁ ଆଜି ପୁଣି ବ୍ୟାଟିଂ କରିବେ କୋହଲି ଓ କେଏଲ ରାହୁଲ”

ବର୍ଷା ବିଗାଡିଲା ଭାରତ ବନାମ ପାକିସ୍ତାନ ମ୍ୟାଚ, ରିଜର୍ଭ ଡେ ରେ ପୁଣି ଖେଳାଯିବ ମ୍ୟାଚ

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚ୍ ବର୍ଷା କାରଣରୁ ସ୍ଥଗିତ ରହିଛି । ସୁପର ୪ମୁକାବିଲାରେ ଆଜି ପ୍ରଥମେ ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ତରଫରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ପଡିଆକୁ ଆସି ସୁନ୍ଦର ପ୍ରଦର୍ଶନ କରିଥିଲେ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ । ଉଭୟ ଯୋଡି ଭଲ ପ୍ରଦର୍ଶନ କରି ବ୍ୟକ୍ତିଗତ ଭାବେ ଉଭୟ ୫୦ ରନ୍ ଲେଖାଏଁ କରିବାରେ ସଫଳContinue reading “ବର୍ଷା ବିଗାଡିଲା ଭାରତ ବନାମ ପାକିସ୍ତାନ ମ୍ୟାଚ, ରିଜର୍ଭ ଡେ ରେ ପୁଣି ଖେଳାଯିବ ମ୍ୟାଚ”

ଜୀବିକା ଯୋଗାଉଛି ଜଙ୍ଗଲି ଆତ । ପାହାଡ଼ରୁ ଆତ ସଂଗ୍ରହ କରି ବିକ୍ରି କରୁଛନ୍ତି ରାୟଗଡ଼ାର ଆଦିବାସୀ ଅଧ୍ୟୁଷିତ ମହିଳା

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାରେ ସପୁରୀ, ପଣସ ଓ କପା ଭଳି ପ୍ରଚୁର ପରିମାଣରେ ଆତ ଅମଳ ହୋଇଥାଏ । ପାହାଡ଼ିଆ ଅଂଚଳରୁ ଆତ ସଂଗ୍ରହ କରି ପାଖାପାଖି ୨୦ କିଲୋମିଟର ଦୁର ଝୁଡ଼ିରେ ବୋହିଆଣନ୍ତି ମହିଳା । ରାୟଗଡା ସହରରେ ବଜାରର ବ୍ୟବସ୍ଥା ନଥିବାରୁ ଜାତୀୟ ରାଜପଥ କଡ଼ରେ ଏମାନେ ଆତର ପସରା ମେଲାଇ ବସନ୍ତି । ସରଂକ୍ଷଣ ପାଇଁ ଶିତଳଭଣ୍ଡାରର ସୁବିଧା ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନେକContinue reading “ଜୀବିକା ଯୋଗାଉଛି ଜଙ୍ଗଲି ଆତ । ପାହାଡ଼ରୁ ଆତ ସଂଗ୍ରହ କରି ବିକ୍ରି କରୁଛନ୍ତି ରାୟଗଡ଼ାର ଆଦିବାସୀ ଅଧ୍ୟୁଷିତ ମହିଳା”

ଗାଁ ମହିଳାଙ୍କ କମାଲ । ସ୍ୱାମୀଙ୍କ ସହଯୋଗରେ ଛତୁଚାଷ କରି ଚର୍ଚ୍ଚାରେ ଆଠଗଡ଼ର ସଞିତା ଓ ମିତାଲି

କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନାକ ଚାଷ ହେଇଥିବା ବେଳେ ଏହାକୁ ଅପଣେଇ ଗାଁ ଗହଳିରେ ଅଧିକାଂଶ ଚାଷୀ ଲାଭବାନ ହେଉଛନ୍ତି । ଏହି ଚାଷରୁ କମ ସମୟରେ ଅଧିକ ଲାଭ ମିଳିଥାଏ । ଏହି ବ୍ୟବସାୟକୁ ଆପଣେଇ ଉଭୟ ଚାଷୀ ଓ ବ୍ୟବସାୟୀ ଆତ୍ମନିର୍ଭର ହୋଇପାରୁଛନ୍ତି । ଆଠଗଡ଼ ବ୍ଲକ କଣ୍ଡରେଇ ପଂଚାୟତର ବାଉଁଶଟାଙ୍ଗର ଗାଁର ଦୁଇ ମହିଳା ସଞିତା ଭୁଜବଳ ଓ ମିତାଲି ସାମଲ ଛତୁଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ।Continue reading “ଗାଁ ମହିଳାଙ୍କ କମାଲ । ସ୍ୱାମୀଙ୍କ ସହଯୋଗରେ ଛତୁଚାଷ କରି ଚର୍ଚ୍ଚାରେ ଆଠଗଡ଼ର ସଞିତା ଓ ମିତାଲି”

ଗୋ-ପାଳନ ଦେଲା ନୂଆ ପରିଚୟ । କ୍ଷୀର ବ୍ୟବସାୟ କରି ସ୍ୱାବଲମ୍ବୀ, ୨୫ଟି ପରିବାରର ସାହାରା ପାଲଟିଛନ୍ତି ନମିତା

କନକ ବ୍ୟୁରୋ : ଗାଇ ଫାର୍ମରୁ ମିଳୁଛି ଭଲ ରୋଜଗାର । ପାଖାପାଖି ୧୫୦ରୁ ଅଧିକ ଗାଇ ରଖି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ ରୋଜଗାର ଦେଇଛନ୍ତି କୋରାପୁଟର ନମିତା ପାଟଯୋଶୀ । ଏହି ଗୋପାଳନ କେନ୍ଦ୍ରରୁ କେବଳ ସେ ନିଜେ ଉପକୃତ ହେଉଛନ୍ତି ତା’ ନୁହେଁ ପାଖାପାଖି ୨୫ଟି ପରିବାର ପାଇଁ ଅନ୍ନଦାତ୍ରୀ ପାଲଟିଛନ୍ତି । ଅର୍ଥ ଅଭାବରୁ କାମ ଧନ୍ଦା ଖୋଜି ବାହାରକୁ ଯାଉଥିବା ଲୋକଙ୍କୁ ସେ ସହାୟତାର ହାତContinue reading “ଗୋ-ପାଳନ ଦେଲା ନୂଆ ପରିଚୟ । କ୍ଷୀର ବ୍ୟବସାୟ କରି ସ୍ୱାବଲମ୍ବୀ, ୨୫ଟି ପରିବାରର ସାହାରା ପାଲଟିଛନ୍ତି ନମିତା”

Design a site like this with WordPress.com
Get started