ରାସ୍ତା ଉପରେ ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ଟ୍ରାଫିକ୍ ପୋଲିସର ବ୍ୟାପକ ଚେକିଂ, ଶହେରୁ ଅଧିକ ବୁଲେଟ୍ ସିଜ୍

କନକ ବ୍ୟୁରୋ : ରାଜଧାନୀ ରାସ୍ତା ଉପରେ ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ରୋଡ୍ ରୋମିଓଙ୍କ ବିରୋଧରେ ଆକ୍ସନ ନେବାକୁ ଟ୍ରାଫିକ୍ ପୋଲିସର ଘନଘନ ଚେକିଂ । କିଛି ଯୁବକ ରାସ୍ତା ଉପରେ ଗୁଳି ଫୁଟିଲା ଭଳି ଶବ୍ଦ ସହ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇଛି । ଏହି ଆଧାରରେ ୧୦୦ରୁ ଅଧିକ ବୁଲେଟ୍Continue reading “ରାସ୍ତା ଉପରେ ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ଟ୍ରାଫିକ୍ ପୋଲିସର ବ୍ୟାପକ ଚେକିଂ, ଶହେରୁ ଅଧିକ ବୁଲେଟ୍ ସିଜ୍”

ବିଷ ପିଇଦେଲେ ଗୋଟିଏ ପରିବାରର ୩ ଜଣ । ମା, ଝିଅ ଓ ପୁଅ ବିଷ ପିଇଥିବା ସୂଚନା

କନକ ବ୍ୟୁରୋ : ଗୋଟିଏ ପରିବାରର ୩ଜଣ ଏକାସାଥୀରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବରଗଡ ଜିଲ୍ଲାରୁ ଆସିଛି ଏଭଳି ଖବର । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଦ୍ୟ ସୂଚନା ମୁତାବକ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ସେପଟେ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବରଗଡ ଜିଲ୍ଲା ସୋହେଲା ଥାନା ମାଷ୍ଟରପଡାରେ ଏଭଳି ଅଭାବନୀୟ ଘଟଣାContinue reading “ବିଷ ପିଇଦେଲେ ଗୋଟିଏ ପରିବାରର ୩ ଜଣ । ମା, ଝିଅ ଓ ପୁଅ ବିଷ ପିଇଥିବା ସୂଚନା”

ପାକିସ୍ତାନ ବିରୋଧରେ ଭାରତର ମଜବୁତ ପ୍ରାରମ୍ଭ । ୧୫ ଓଭରରେ ବିନା ୱିକେଟରେ ୧୧୫ ରନ ସଂଗ୍ରହ

କନକ ବ୍ୟୁରୋ : ଏସିଆ କପ-୨୦୨୩ ସୁପର ୪ ଷ୍ଟେଜରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳ ଚାଲିଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତ ବ୍ୟାଟିଂ କରୁଛି । ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୧୧୫ ରନ ସଂଗ୍ରହ କରିଛି । କ୍ୟାପଟେନ ରୋହିତ ଶର୍ମା ୪୬ ବଲରେ ୫୫ ରନ କରିଥିବା ବେଳେ ଶୁଭମନ ଗିଲ ୪୬ଟି ବଲ ଖେଳି ୫୪Continue reading “ପାକିସ୍ତାନ ବିରୋଧରେ ଭାରତର ମଜବୁତ ପ୍ରାରମ୍ଭ । ୧୫ ଓଭରରେ ବିନା ୱିକେଟରେ ୧୧୫ ରନ ସଂଗ୍ରହ”

ପାଦରେ ଚାଲି ଚାଲି ଅଯୋଧ୍ୟାରୁ ଶ୍ରୀଲଙ୍କା । ୪ ହଜାର କିଲୋମିଟର ଚାଲିସାରିଲେଣି ସମ୍ରେନ୍ଦ୍ର ।

କନକ ବ୍ୟୁରୋ: ଅଯୋଧ୍ୟାରୁ ଶ୍ରୀଲଙ୍କା ଯାତ୍ରା । ବନବାସ ଯାଇଥିବା ଶ୍ରୀରାମଙ୍କ ପଥକୁ ଅନୁସରଣ କରି ବାହାରିଛନ୍ତି ପାଦଚଲା ଯାତ୍ରା । ଅଯୋଧ୍ୟାର ବାଲିଆରୁ ସମ୍ରେନ୍ଦ୍ର ସିଂ ରାଠୋର କୋଣ ଅନୁକୋଣରେ ଶ୍ରୀରାମ ବନବାସ କାଟିଥିବା ସ୍ଥାନକୁ ପରିଦର୍ଶନ କରୁଛନ୍ତି । ରାମଙ୍କ ପାଦ ପଡିଥିବା ସ୍ଥାନ ସୁରକ୍ଷିତ ରହିଛି ନା ନାହିଁ ତାହାର ସଠିକ୍ ତଥ୍ୟ ସନାତନଙ୍କ ସମ୍ମୁଖରେ ଆଣିବାକୁ ସ୍ୱପ୍ନ ଦେଖୁଛନ୍ତି ସମ୍ରେନ୍ଦ୍ର । ତେବେ ୪ ହଜାର କିଲୋମିଟର ଚାଲି ଚାଲି ଆଜିContinue reading “ପାଦରେ ଚାଲି ଚାଲି ଅଯୋଧ୍ୟାରୁ ଶ୍ରୀଲଙ୍କା । ୪ ହଜାର କିଲୋମିଟର ଚାଲିସାରିଲେଣି ସମ୍ରେନ୍ଦ୍ର ।”

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଖରୀରେ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

କନକ ବ୍ୟୁରୋ: ଆଠଗଡ଼ ଥାନା କନ୍ତୋଲ ବାରବାଟୀ ପୋଖରୀରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗ୍ରାମବାସୀଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ତେବେ ଆତ୍ମହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଅଗ୍ନିଶମ ବିଭାଗ । ଯୁବକ ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି । The post ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଖରୀରେ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।Continue reading “ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପୋଖରୀରେ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।”

ପାକିସ୍ତାନ ଟିମକୁ ଝଟକା । ଗୋଟିଏ ପଏଣ୍ଟ ପାଇଁ ହରାଇଲା ନମ୍ବର ୱାନ୍ ରାଙ୍କ୍ । ଜାଣନ୍ତୁ, କେତେ ନମ୍ବର ସ୍ଥାନରେ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ପାକିସ୍ତାନ ଟିମକୁ ବଡ ଝଟକା । ଆଇସିସି ଟିମ୍ ରାଙ୍କିରେ ପାକିସ୍ତାନ ହରାଇଲା ନମ୍ବର ୱାନ୍ ସ୍ଥାନ । ପାକିସ୍ତାନକୁ ହଟାଇ ଅଷ୍ଟ୍ରେଲିଆ ଟିମ୍ ରାଙ୍କିର ଏକ ନମ୍ବର ସ୍ଥାନକୁ ଉଠିଛି । ସେପଟେ ମାତ୍ର ଗୋଟିଏ ପଏଣ୍ଟ ପାଇଁ ଦୁଇ ନମ୍ବର ରାଙ୍କକୁ ଖସିଆସିଛି ପାକିସ୍ତାନ । ଅନ୍ୟପଟେ ଟିମ୍ ଇଣ୍ଡିଆ ଏବେ ବି ଦିନିକିଆ ରାଙ୍କିର ତିନି ନମ୍ବର ସ୍ଥାନରେ ରହିଛି । ଏହା ପଛକୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଯଥାକ୍ରମେContinue reading “ପାକିସ୍ତାନ ଟିମକୁ ଝଟକା । ଗୋଟିଏ ପଏଣ୍ଟ ପାଇଁ ହରାଇଲା ନମ୍ବର ୱାନ୍ ରାଙ୍କ୍ । ଜାଣନ୍ତୁ, କେତେ ନମ୍ବର ସ୍ଥାନରେ ଟିମ୍ ଇଣ୍ଡିଆ ।”

ଚୀନକୁ ଭାରତର ବଡ ବାର୍ତ୍ତା । ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ଲଢୁଆ ବିମାନ କ୍ଷେତ୍ର

କନକ ବ୍ୟୁରୋ : ଜି-୨୦ ଶିଖର ସମ୍ମିଳନୀ ସମାପ୍ତ ହେବାର କିଛି ସମୟ ମଧ୍ୟରେ ଭାରତ ଚୀନକୁ ଏକ ବଡ ବାର୍ତ୍ତା ଦେଇଛି । ଭାରତ ତରଫରୁ ଲଦାଖର ନିୟୋମାରେ ବିଶ୍ୱର ସର୍ବୋଚ୍ଚ ଲଢୁଆ ବିମାନକ୍ଷେତ୍ର ନିର୍ମାଣ କରିବ ବୋଲି କହିଛି । ଏହି ପରିଯୋଜନାର ଶିଳାନ୍ୟାସ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଚଳିତମାସ ୧୨ ତାରିଖରେ ଜମ୍ମୁର ଦେବକ ବ୍ରିଜରେ କରିବେ । ସୀମାରେ ଚୀନ ସହ ଭାରତର ଲଗାତର ମୁହାଁମୁହିଁକୁ ନଜରରେ ରଖି ରକ୍ଷାମନ୍ତ୍ରଣାଳୟ ତରଫରୁContinue reading “ଚୀନକୁ ଭାରତର ବଡ ବାର୍ତ୍ତା । ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ଲଢୁଆ ବିମାନ କ୍ଷେତ୍ର”

ବଡ ବୟାନ ରଖିଲେ ବ୍ରାଜିଲ୍‌ ରାଷ୍ଟ୍ରପତି । କହିଲେ, ରିଓ ‘ଜି-୨୦’ ଶିଖର ସମ୍ମିଳନୀରେ ଯୋ‌ଗଦେଲେ ଗିରଫ ହେବେନି ପୁଟିନ୍‌

କନକ ବ୍ୟୁରୋ: ଆସନ୍ତାବର୍ଷ ରିଓ ଡି ଜେନିରୋରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମିଳନୀରେ ‌ଯଦି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଯୋଗ ଦିଅନ୍ତି, ତାଙ୍କୁ ସେଠାରେ ଗିରଫ କରାଯାଇ ପାରିବ ନାହିଁ । ଶନିବାର ଦିନ ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଦା ସିଲ୍‌ଭା ଏହା କହିଛନ୍ତି । ଗଣମାଧ୍ୟମକୁ ଲୁଲା ଦା ସିଲ୍‌ଭା କହିଛନ୍ତି, ମୋର ମନେହୁଏ ଯେ, ପୁଟିନ୍‌ ଅନାୟାସରେ ବ୍ରାଜିଲ୍‌ ଯାଇପାରିବେ। ମୁଁ ଆପଣମାନଙ୍କୁ କହି ରଖୁଛି ଯେ, ମୁଁContinue reading “ବଡ ବୟାନ ରଖିଲେ ବ୍ରାଜିଲ୍‌ ରାଷ୍ଟ୍ରପତି । କହିଲେ, ରିଓ ‘ଜି-୨୦’ ଶିଖର ସମ୍ମିଳନୀରେ ଯୋ‌ଗଦେଲେ ଗିରଫ ହେବେନି ପୁଟିନ୍‌”

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ । ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।

କନକ ବ୍ୟୁରୋ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି । ଆଜି ଏସିଆ କପ୍ ସୁପର-୪ ମୁକାବିଲାରେ ଭାରତ-ପାକିସ୍ତାନ ମୁହାଁମୁୁହିଁ ହେଉଛନ୍ତି । ଆଉ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାବର ଆଜମ୍ । ଫଳରେ କ୍ରିକେଟ୍ ପ୍ରେମୀମାନେ ପ୍ରଥମେ ଭାରତର ବ୍ୟାଟିଂ ଦେଖିବାକୁ ପାଇବେ । ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହେଇଛି । ଦୀର୍ଘ ଦିନ ପରେ ଦଳରେ ସ୍ଥାନ ପାଇଛନ୍ତିContinue reading “ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ । ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।”

ଆଉ କିଛି ସମୟର ଅପେକ୍ଷା : ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

କନକ ବ୍ୟୁରୋ : ସୁପର ସଣ୍ଡେ, ସୁପର ଫୋର ଫାଇଟ୍, ସୁପର ଟକ୍କର । ରବିବାରର ରୋମାଂଚକର ଲଢେଇ । ଏସିଆ କପ୍ ସୁପର ଫୋରରେ ଆଜି ଭାରତ ପାକିସ୍ତାନ ମହାମୁକାବିଲା । ଶ୍ରୀଲଙ୍କାର କୋଲୋମ୍ବୋରେ ହେବ କଡା ଟକ୍କର । ଆଉ କିଛି ସମୟର ଅପେକ୍ଷା । ଅପରାହ୍ନ ୨.୩୦ରେ ପଡିବ ଟସ୍ ଆଉ ୩ଟାରେ ପଡିବ ବଲ୍ । ଗ୍ରୁପ୍ ପର୍ଯ୍ୟାୟରେ ବର୍ଷା ଯୋଗୁଁ ମ୍ୟାଚ୍ ଧୋଇ ହୋଇଯାଇଥିଲା । ଦୁଇ ଦଳ ପଏଂଟContinue reading “ଆଉ କିଛି ସମୟର ଅପେକ୍ଷା : ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ”

Design a site like this with WordPress.com
Get started