କନକ ବ୍ୟୁରୋ : ସରିଲା ଜି-୨୦ ସମ୍ମିଳନୀ । ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରାଜିଲକୁ ହସ୍ତାନ୍ତର କଲେ ପରବର୍ତ୍ତୀ ଜି-୨୦ର ଅଧ୍ୟକ୍ଷତା । ମୋଦୀ କହିଥିଲେ, ଆଶା କରୁଛି ‘ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ’ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ । ଆପଣମାନଙ୍କୁ ଧନ୍ୟବାଦ । ଭାରତର ‘ଜି୨୦’ ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ବାକି ଅଛି । ଜି-୨୦ ଭର୍ଚୁଆଲ ଅଧିବେଶନ ନଭେମ୍ବରରେ ହେବ । ବ୍ରାଜିଲ୍ରContinue reading “ସରିଲା ଜି-୨୦ ସମ୍ମିଳନୀ : ଘୋଷଣା କଲେ ପ୍ରଧାନମନ୍ତ୍ରୀ; ବ୍ରାଜିଲକୁ ହସ୍ତାନ୍ତର କଲେ ପରବର୍ତ୍ତୀ ଜି-୨୦ର ଅଧ୍ୟକ୍ଷତା”
Tag Archives: News
ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ : ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ବାଦାମବାଡ଼ି-ଖାନନଗର ରାସ୍ତାରୋକ
କନକ ବ୍ୟୁରୋ : କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ । ବିନା ବିଜ୍ଞାପନରେ କଟକ ମ୍ୟୁନିସିପାଲଟି କମିଶନ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଯେଉଁ ସଂସ୍ଥାକୁ ନିଯୁକ୍ତି ପାଇଁ ଦାୟିତ୍ୱ ଦିଆଯାଇଛି ତାହା ରାଜ୍ୟ ବାହାରର ସଂସ୍ଥା । ତେଣୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଗୁରୁତ୍ୱ ମିଳୁନି ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।Continue reading “ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ : ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ବାଦାମବାଡ଼ି-ଖାନନଗର ରାସ୍ତାରୋକ”
ଅପରାଜିତାଙ୍କୁ କିରୁଥିକା ପ୍ରଭାକରନଙ୍କ ଲିଗାଲ ନୋଟିସ୍ : ଟ୍ୱିଟ୍ କରି ପାଲଟା ପ୍ରଶ୍ନ କଲେ ସାଂସଦ; ପଚାରିଲେ କିଏ କ୍ଷମା ମାଗିବା ଦରକାର
କନକ ବ୍ୟୁରୋ : କିରୁଥିକା ପ୍ରଭାକରନଙ୍କ ଲିଗାଲ ନୋଟିସ୍ ପରେ ଟ୍ୱିଟ୍ କରି ଖୋଲା ଚ୍ୟାଲେଞ୍ଜ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ପଚାରିଲେ କିଏ କ୍ଷମା ମାଗିବା ଦରକାର ? ଟ୍ୱିଟ୍ କରି ସାଂସଦ ଲେଖିଛନ୍ତି, ସେ ବିଗତ ଦିନରେ ବହୁ ସଂଖ୍ୟାରେ ଚାଷୀ, ବିଭିନ୍ନ ବ୍ୟକ୍ତିଗତ ଲୋକ ଓ ଜନସାଧାରଣଙ୍କ ଏକାଧିକ ଲିଖିତ ଅନୁରୋଧ ପରେ ବିଭିନ୍ନ ଅନୁସନ୍ଧାନ କରିଛନ୍ତି । ଚନ୍ଦକାରେ ବେଆଇନ ଘେରା ବନ୍ଦୀ ଏବଂ ଅବରୋଧ କରି ସରକାରୀ ଡେରାସContinue reading “ଅପରାଜିତାଙ୍କୁ କିରୁଥିକା ପ୍ରଭାକରନଙ୍କ ଲିଗାଲ ନୋଟିସ୍ : ଟ୍ୱିଟ୍ କରି ପାଲଟା ପ୍ରଶ୍ନ କଲେ ସାଂସଦ; ପଚାରିଲେ କିଏ କ୍ଷମା ମାଗିବା ଦରକାର”
ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଟାର୍ଗେଟ : ରାଷ୍ଟ୍ରପତିଙ୍କ ଡିନର ପାର୍ଟିରେ ଯୋଗ ନଦେବାକୁ ନେଇ କଲେ କଟାକ୍ଷ; ବିଭିନ୍ନ ପ୍ରସଙ୍ଗରେ କଲେ ସମାଲୋଚନା
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ଡିନରପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବାକୁ ନେଇ, ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ମିଶ୍ର । ସେ କଟାକ୍ଷ କରି କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ସମୟରେ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ ଭଉଣୀ ବୋଲି କହିଥିଲେ, ହେଲେ, ଏବେ ଡାକିଥିବା ଡିନରପାର୍ଟିକୁ ସେ ଗଲେନିContinue reading “ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଟାର୍ଗେଟ : ରାଷ୍ଟ୍ରପତିଙ୍କ ଡିନର ପାର୍ଟିରେ ଯୋଗ ନଦେବାକୁ ନେଇ କଲେ କଟାକ୍ଷ; ବିଭିନ୍ନ ପ୍ରସଙ୍ଗରେ କଲେ ସମାଲୋଚନା”
ମାତ୍ର ୧୯ ବର୍ଷରେ ୟୁଏସ୍ ଓପନ ଚାମ୍ପିଅନ୍ ହେଲେ । ଗୋଟିଏ ଝଟକାରେ ୨୫ କୋଟି ଜିତିଲେ କୋକୋ ଗଫ୍
କନକ ବ୍ୟୁରୋ: ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ୍ ହେଲେ ୧୯ ବର୍ଷୀୟା ଆମେରିକାର କୋକୋ ଗଫ୍ । ପ୍ରଥମେ ଗଫଙ୍କ ପ୍ରଦର୍ଶନ ଥିଲେ ବି ପରେ ପରେ ସେ ଟୁର୍ଣ୍ଣାମେଣ୍ଟକୁ ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇଥିଲେ । ଶେଷରେ ଆର୍ୟାନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ପଏଣ୍ଟରେ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଏଥିରେ ଗଫଙ୍କୁ ୨୫ କୋଟିର ପୁରସ୍କାର ରାଶି ସହ ଟ୍ରଫି ମିଳିଛି । ପିଲାବେଳୁ ଦେଖୁଥିବା ସ୍ୱପ୍ନକୁ ସାକାର କରିଛନ୍ତିContinue reading “ମାତ୍ର ୧୯ ବର୍ଷରେ ୟୁଏସ୍ ଓପନ ଚାମ୍ପିଅନ୍ ହେଲେ । ଗୋଟିଏ ଝଟକାରେ ୨୫ କୋଟି ଜିତିଲେ କୋକୋ ଗଫ୍”
ପ୍ରେମିକ ବାହୁରେ ଦେଖିଦେଲା ବୋଲି… କୁନି ପୁଅକୁ ଛାତରୁ ଠେଲିଦେଲା ମା’ । ବାରମ୍ବାର ସ୍ୱପ୍ନରେ ପୁଅ ଆସିବାରୁ ଧରାପଡିଲା ସତ ।
କନକ ବ୍ୟୁରୋ: ପରକୀୟା ପ୍ରୀତିକୁ ଚରିତାର୍ଥ କରିବାକୁ ଯାଇ ମଣିଷ ଏତେ ତଳକୁ ଖସିଯାଇପାରେ , ଯାହାର ଅତି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିଅର ଥାଟିପୁର ଥାନା ଅନ୍ତର୍ଗତ ତାରାମାଇ କଲୋନୀରେ । ସୂଚନା ମୁତାବକ, ତାରାମାଇ କଲୋନୀରେ ରହୁଥିଲେ ଧ୍ୟାନସିଂହ ରାଠୋର, ଯିଏ ମଧ୍ୟପ୍ରଦେଶ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ୨୦୧୭ରେ ତାଙ୍କ ବିବାହ ଜ୍ୟୋତି ରାଠୋରଙ୍କ ସହ ହୋଇଥିଲା । ପତ୍ନୀ,Continue reading “ପ୍ରେମିକ ବାହୁରେ ଦେଖିଦେଲା ବୋଲି… କୁନି ପୁଅକୁ ଛାତରୁ ଠେଲିଦେଲା ମା’ । ବାରମ୍ବାର ସ୍ୱପ୍ନରେ ପୁଅ ଆସିବାରୁ ଧରାପଡିଲା ସତ ।”
ସମ୍ବାଦ-ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା : ସମସ୍ତ ବ୍ଲକ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଆୟୋଜିତ
କନକ ବ୍ୟୁରୋ : ଆଜି ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ହେଉଛି । ଭୁବନେଶ୍ୱର କିସ୍ କ୍ୟାମ୍ପସରେ ୪ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ହସ୍ତାକ୍ଷର ଓ ନବମ ଏବଂ ଦଶମ ଶ୍ରେଣୀ ପିଲା ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଦେଉଛନ୍ତି । ରାଜ୍ୟର ସମସ୍ତ ବ୍ଲକ,Continue reading “ସମ୍ବାଦ-ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା : ସମସ୍ତ ବ୍ଲକ ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ଆୟୋଜିତ”
କେମିତି କାମ୍ବୋଡିଆରୁ ଫସିଥିଲେ ରଙ୍ଗେଇଲୁଣ୍ଡାର ଦୀନବନ୍ଧୁ ? ଘରକୁ ଫେରିବା ପରେ କହିଲେ ସଂଘର୍ଷ କାହାଣୀ
କନକ ବ୍ୟୁରୋ : କମ୍ପ୍ୟୁଟର ଅପରେଟର କାମ କରିବାକୁ ଯାଇ କମ୍ବୋଡିଆରେ ବନ୍ଦୀ ହୋଇ ରହିଥିବା ରଙ୍ଗେଲଲୁଣ୍ଡାର ଦୀନବନ୍ଧୁ ସାହୁ ଘରକୁ ଫେରିଛନ୍ତି । ଭିଏତନାମରେ ଚାକିରି ଦେବା ନାଁରେ କମ୍ବୋଡିଆରେ ବିକିଦେଇଥିଲା ଏଜେଣ୍ଟ । ୨୫୦୦ ଡଲାର ଦେଲେ ଛାଡ଼ିବେ ବୋଲି ଏଜେଣ୍ଟ କହିଥିଲେ । କୋଠରୀରେ ବନ୍ଦୀ ଭାବରେ ଜୀବନ ବିତାଉଥିଲେ ଦୀନବନ୍ଧୁ । କାନାଡାରେ ଥିବା ଗ୍ଲୋବାଲ ଓଡ଼ିଆ ଭଲ୍ୟୁଟିୟର୍ସ ଆସୋସିଏସନର ସଂଜୟ ଦଳାଇଙ୍କ ସହାୟତାରେ ସେ ଘରକୁ ଫେରିଛନ୍ତି । ପୁଅକୁContinue reading “କେମିତି କାମ୍ବୋଡିଆରୁ ଫସିଥିଲେ ରଙ୍ଗେଇଲୁଣ୍ଡାର ଦୀନବନ୍ଧୁ ? ଘରକୁ ଫେରିବା ପରେ କହିଲେ ସଂଘର୍ଷ କାହାଣୀ”
ଗଞ୍ଜାମରେ ରାଜନୈତିକ ରକ୍ତପାତ : ଦଳୀୟ କନ୍ଦଳରୁ ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ; ୨ ଜଣ ଅଟକ
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ରାଜନୈତିକ ରକ୍ତପାତ । ଦଳୀୟ କନ୍ଦଳରୁ ଯୁବ ବିଜେଡି ନେତାଙ୍କୁ ବିଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ସୂଚନା । ସୂଚନା ଅନୁସାରେ ମୃତ୍ୟୁ ହୋଇଥିବା ମଧୁ ବିଷୋୟୀ ବିଜେଡିର ଜଣେ ଦକ୍ଷ ସଙ୍ଗଠକ ଥିଲେ । ସେ ଗତ ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇଥିଲେ । ଯାହାକୁ ନେଇ ଆଉ ଏକ ଗୋଷ୍ଠି ତାଙ୍କ ଉପରେ ରାଗ ରଖିଥିଲେ । ଆଉ ଗତକାଲି ହତ୍ୟାContinue reading “ଗଞ୍ଜାମରେ ରାଜନୈତିକ ରକ୍ତପାତ : ଦଳୀୟ କନ୍ଦଳରୁ ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ; ୨ ଜଣ ଅଟକ”
ଶେରଗଡରେ ବୀଭତ୍ସ ହତ୍ୟାକାଣ୍ଡ : ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ
କନକ ବ୍ୟୁରୋ : ଶେରଗଡରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ଶେରଗଡ ବ୍ଲକର ବାର୍ଷିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁ ଠାରେ ସଂଘବଦ୍ଧ ଆକ୍ରମଣରେ କୁମାର ପାଣି ଗ୍ରାମର ୪୦ ବର୍ଷିୟ ଯୁବକ ମଧୂସୁଦନ ବିଷୋୟୀଙ୍କ ମୃତ୍ୟୁ ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି । ସଂଘବଦ୍ଧ ଭାବେ ମାରଣାସ୍ତ୍ର ଦ୍ଵାରା ମଧୂସୁଦନଙ୍କ ଉପରେ ଅତର୍କିତContinue reading “ଶେରଗଡରେ ବୀଭତ୍ସ ହତ୍ୟାକାଣ୍ଡ : ଯୁବ ବିଜେଡି ନେତା ମଧୁ ବିଷୋୟୀଙ୍କୁ ହତ୍ୟା ପରେ ପୋଲ ତଳକୁ ଫିଙ୍ଗିଦେଲେ ଦୁର୍ବୃତ୍ତ”