ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କଲେ ଋଷି ସୁନକ୍

କନକ ବ୍ୟୁରୋ : ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ସକାଳେ ଅକ୍ଷରଧାମ ମନ୍ଦିରରେ ପହଞ୍ଚଛନ୍ତି । ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି । ଏହା ସହ ମନ୍ଦିରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା । ଏହାରି ଭିତରେ ସକାଳୁ ସକାଳୁ ଯାଇ ମନ୍ଦିରରେ ପହଞ୍ଚ ଥିଲେ ଋଷି ସୁନକ । ବ୍ରିଟେନ୍Continue reading “ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କଲେ ଋଷି ସୁନକ୍”

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବିଶ୍ୱନେତା : ଏକାଠି ହେଲେ ଜି-୨୦ ଅତିଥି; ଶେଷ ଦିନରେ ୱାନ ଫ୍ୟୁଚର ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଶେଷ ଦିନ । ରାଜଘାଟରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ ଓ ଅନ୍ୟ ନେତା ପହଞ୍ଚିଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପରେ ଭାରତ ମଣ୍ଡପମରେ ପହଞ୍ଚିବେ । ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି । ଏହା ପରେ ଦ୍ୱିତୀୟ ଦିନର ଅଧିବେଶନ ଆରମ୍ଭ ହେବ । ୱାନ୍ ଫ୍ୟୁଚର ଉପରେ ଆଜିର ଅଧିବେଶନରେ ଆଲୋଚନା ହେବ । ଏହା ସହ ଫ୍ରାନ୍ସContinue reading “ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବିଶ୍ୱନେତା : ଏକାଠି ହେଲେ ଜି-୨୦ ଅତିଥି; ଶେଷ ଦିନରେ ୱାନ ଫ୍ୟୁଚର ଉପରେ ହେବ ଆଲୋଚନା”

ଏସିଆ କପରେ ଆଜି ଭାରତ-ପାକ୍ ମୁକାବିଲା । ଚୂଡାନ୍ତ ଏକାଦଶ ଘୋଷଣା କଲା ପାକିସ୍ତାନ । ଦଳରେ ଗୋଟିଏ ପରିବର୍ତ୍ତନ…

କନକ ବ୍ୟୁରୋ: ଆଜି ଏସିଆ କପରେ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ସୁପର-୪ ମୁକାବିଲାରେ ଏହି ଚିର ପ୍ରତିଦ୍ୱନ୍ଦ୍ୱୀ ଆଜି କ୍ରିକେଟ୍ ମୈଦାନକୁ ଓହ୍ଲାଇବେ । ଭାରତୀୟ ସମୟ ଦିନ ୩ଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ, ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଏହି ମ୍ୟାଚ୍ ଖେଳାଯିବ । ତେବେ ମ୍ୟାଚ୍ ଆରମ୍ଭ ହେବାର ବହୁ ପୂର୍ବରୁ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କରିଛି ପାକିସ୍ତାନ ଟିମ୍ ।Continue reading “ଏସିଆ କପରେ ଆଜି ଭାରତ-ପାକ୍ ମୁକାବିଲା । ଚୂଡାନ୍ତ ଏକାଦଶ ଘୋଷଣା କଲା ପାକିସ୍ତାନ । ଦଳରେ ଗୋଟିଏ ପରିବର୍ତ୍ତନ…”

ଶଶିଭୂଷଣ ରଥ ମହିଳା କଲେଜ ଛାତ ଉପରେ ଛାତ୍ରୀଙ୍କ ରିଲ୍ସ ନିଶା : ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କଲେଜ କର୍ତ୍ତୃପକ୍ଷ

କନକ ବ୍ୟୁରୋ : ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ରିଲ୍ସ ମନା । କଲେଜର ଚାରି ମହଲା କୋଠା ୫୦ ଫୁଟ ଉପରେ ବିପଜ୍ଜନକ ଭାବେ ଭାବେ ଦୁଇ ଜଣ ଛାତ୍ରୀ ରିଲ୍ସ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । କୋଠା ଉପରେ କାନ୍ଥ ଧାରରେ ଠିଆ ହୋଇ ବିଭିନ୍ନ ଅଙ୍ଗଭଙ୍ଗୀ କରୁଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଏହାର ଭିଡିଓ କରିଥିଲେ । ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାContinue reading “ଶଶିଭୂଷଣ ରଥ ମହିଳା କଲେଜ ଛାତ ଉପରେ ଛାତ୍ରୀଙ୍କ ରିଲ୍ସ ନିଶା : ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ କଲେଜ କର୍ତ୍ତୃପକ୍ଷ”

ଜି-୨୦ ରାତ୍ରୀ ଭୋଜନରେ ଭାରତୀୟ ପରମ୍ପରାର ଝଲକ । ଶାଢିରେ ନଜର ଆସିଲେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଓ ଅନ୍ୟ ଅଧିକାରୀ

କନକ ବ୍ୟୁରୋ: ଶାଢି ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ । ଭାରତରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଡିନରରେ ଏହାର ପ୍ରତ୍ୟକ୍ଷ ଝଲକ ଦେଖିବାକୁ ମିଳିଥିଲା । ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଶାଢି ପରିଧାନରେ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାବ୍ୟତୀତ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷଙ୍କ ପତ୍ନୀଙ୍କୁ ମଧ୍ୟ ଶାଢିରେContinue reading “ଜି-୨୦ ରାତ୍ରୀ ଭୋଜନରେ ଭାରତୀୟ ପରମ୍ପରାର ଝଲକ । ଶାଢିରେ ନଜର ଆସିଲେ ଜାପାନ ଓ ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଓ ଅନ୍ୟ ଅଧିକାରୀ”

ଆର୍ମି ଚାକିରି ଛାଡି ଆକ୍ଟର ବନିଲେ । ଏବେ ବଲିଉଡରେ କରୁଛନ୍ତି କମାଲ

କନକ ବ୍ୟୁରୋ: ଏବେ ଫିଲ୍ମ ହଲରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ୍’ର କ୍ରେଜ୍ । ଫିଲ୍ମକୁ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ । ଏହି ହାଇ ଆକ୍ସନ୍ ପ୍ୟାକ୍ଡ ଫିଲ୍ମରେ ଶାହାରୁଖଙ୍କ ସହ ଆଉ ଜଣେ ଏଭଳିି ଅକ୍ଟରଙ୍କୁ ଦେଖିବା ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା । ରିଲ ଲାଇଫରେ ପୁଲିସ ଅଫିସରର ଆକ୍ଟିଙ୍ଗ କରୁଥିବା ଏହି ଆକ୍ଟର ଜଣକ ପ୍ରକୃତରେ ଜଣେ ଯବାନ୍, ଯାହାଙ୍କ ନାଁ ହେଉଛି ସଙ୍ଗୟ ଶେଲତ୍ରିମ୍ । ଭୂଟାନContinue reading “ଆର୍ମି ଚାକିରି ଛାଡି ଆକ୍ଟର ବନିଲେ । ଏବେ ବଲିଉଡରେ କରୁଛନ୍ତି କମାଲ”

ହଷ୍ଟେଲ ନମିଳିବାକୁ ନେଇ ତାତିଲେ ଛାତ୍ର : ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା

କନକ ବ୍ୟୁରୋ : ହଷ୍ଟେଲ ନମିଳିବାକୁ ନେଇ ତାତିଲେ ଛାତ୍ର । ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା ଦେଖାଦେଇଛି । ପିଜି ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିଙ୍ଗିଲ ରୁମ ହଷ୍ଟେଲ ନମିଳିବାକୁ ନେଇ ଶତାଧିକ ଛାତ୍ର ଧାରଣା ଦେଇଛନ୍ତି । ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ପିଲାମାନେ ଧାରଣା ଦେବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ନିୟମ ଅନୁଯାୟୀ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସିଙ୍ଗିଲ ରୁମ ଦିଆଯାଏ । ହେଲେ ହଷ୍ଟେଲ କାମ ଚାଲିଥିବାରୁ ସେମାନଙ୍କୁContinue reading “ହଷ୍ଟେଲ ନମିଳିବାକୁ ନେଇ ତାତିଲେ ଛାତ୍ର : ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା”

ସୁପର ସଣ୍ଡେରେ ସୁପର ମୁକାବିଲା : ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ବର୍ଷା ସାଜିପାରେ ବାଧକ

କନକ ବ୍ୟୁରୋ : ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ଶ୍ରୀଲଙ୍କା କଲମ୍ବୋରେ ଏସିଆକପର ସୁପର-୪ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ ଖେଳାଯିବ । ଦୁଇଦେଶ ମଧ୍ୟରେ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପ୍ରଥମ ମ୍ୟାଚ ଗତ ରବିବାର ଦିନ ହୋଇଥିଲା । ହେଲେ ବର୍ଷା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା । ତେବେ ଆଜିର ମ୍ୟାଚ ପାଇଁ ବାବାର ଆଜମଙ୍କContinue reading “ସୁପର ସଣ୍ଡେରେ ସୁପର ମୁକାବିଲା : ଆଜି ଏସିଆ କପର ସୁପର-୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ବର୍ଷା ସାଜିପାରେ ବାଧକ”

ପିଶାଚ ସାଜିଲା ପ୍ରେମିକ : ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଲା; ଅଭିଯୁକ୍ତକୁ ଗିରଫ ପରେ ସିନ୍ ରିକ୍ରିଏସନ କଲା ପୁଲିସ

କନକ ବ୍ୟୁରୋ : ପିଶାଚ ସାଜିଲା ପ୍ରେମିକ । ନାବାଳିକା ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଦେଲା ଅଭିଯୁକ୍ତ । ଅଭିଯୋଗ ପରେ ବେଙ୍ଗାଲୁରୁରୁ ଅଭିଯୁକ୍ତଙ୍କୁ ଗିରଫ ପରେ ସିନ୍ ରିକ୍ରିଏସନ କରିଛି ପୁଲିସ । ନବରଙ୍ଗପୁର ରାଇଘରପୁର ଅଞ୍ଚଳରେ ଘଟିଛି ଏଭଳ ଅଭାବନୀୟ ଘଟଣା । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରେମିକକୁ ପୁଲିସ ପଚରାଉଚରା ଜାରି ରଖିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗ୍ରାମର ଆଶାରାମ ଗଣ୍ଡଙ୍କ ନାବାଳିକା ଝିଅContinue reading “ପିଶାଚ ସାଜିଲା ପ୍ରେମିକ : ପ୍ରେମିକାକୁ ହତ୍ୟା କରି କୂଅରେ ଫୋପାଡିଲା; ଅଭିଯୁକ୍ତକୁ ଗିରଫ ପରେ ସିନ୍ ରିକ୍ରିଏସନ କଲା ପୁଲିସ”

ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପାର କଲା ଆଦିତ୍ୟ-ଏଲ୧ : ଚୁତୁର୍ଥ କକ୍ଷପକ୍ଷରେ ଘୁରୁଛି ସାଟେଲାଇଟ୍; ସୂଚନା ଦେଲା ଇସ୍ରୋ

କନକ ବ୍ୟୁରୋ : ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ୧ । ଶନିବାର ରାତି ସାଢେ ୨ଟାରେ ତୃତୀୟ କକ୍ଷପକ୍ଷ ଅତିକ୍ରମ କରିଛି । ଏବେ ଚୁତୁର୍ଥ କକ୍ଷପକ୍ଷରେ ଘୁରୁଛି ସାଟେଲାଇଟ୍ । ଏନେଇ ଟୁଇଟ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପୃଥୀବିଠୁ ୨୯୬ରୁ ୭୧Continue reading “ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ପାର କଲା ଆଦିତ୍ୟ-ଏଲ୧ : ଚୁତୁର୍ଥ କକ୍ଷପକ୍ଷରେ ଘୁରୁଛି ସାଟେଲାଇଟ୍; ସୂଚନା ଦେଲା ଇସ୍ରୋ”

Design a site like this with WordPress.com
Get started