୨ ହଜାର ଟପିଲା ମରୋକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା : ଭଙ୍ଗାକୋଠା ତଳେ ଏବେବି ଫଶି ରହିଛନ୍ତି ଅନେକ ଲୋକ

କନକ ବ୍ୟୁରୋ : ମରୋକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨ ହଜାର ଟପିଛି । ଏପର୍ଯ୍ୟନ୍ତ ୨ହଜାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଶନିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭୂମିକମ୍ପର ପ୍ରଭାବ ପ୍ରାୟ ୭୨ କିଲୋମିଟର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ୨ ହଜାରରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଅନେକ ଭଙ୍ଗା କୋଠା ତଳେ ଫସି ରହିଛନ୍ତି । ଅନେକ କୋଠା ଭାଙ୍ଗିରୁଜି ଯାଇଥିବାର ଖବର ମିଳିଛି । ଭଗ୍ନାବଶେଷ ତଳେContinue reading “୨ ହଜାର ଟପିଲା ମରୋକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା : ଭଙ୍ଗାକୋଠା ତଳେ ଏବେବି ଫଶି ରହିଛନ୍ତି ଅନେକ ଲୋକ”

ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ : ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା

କନକ ବ୍ୟୁରୋ : ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଶେଷ ଦିନ । ସକାଳ ୯ା ଭିତରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା । ଦିନ ସାଢେ ୧୦ ଟାରେ ଭାରତ ମଣ୍ଡପମରେ ହେବ ତୃତୀୟ ବୈଠକ । ୱାନ ଫୁଚର ଉପରେ ହେବ ଆଲୋଚନା । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ନେତାମାନେ ଆଜି ସକାଳେ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛିContinue reading “ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ : ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା”

ରାଷ୍ଟପତିଙ୍କ ଡିନର ପାର୍ଟିରେ ସାକାହାରୀ ଭୋଜନର ବ୍ୟବସ୍ଥା, ୧୮୦ ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ପଂଚତାରକା ହୋଟେଲର ୨୫୦୦ କର୍ମଚାରୀ

କନକ ବ୍ୟୁରୋ : ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ । ଏଥିପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ପଂହଚିବାରେ ଲାଗିଛନ୍ତି । ଏଥିରେ ଭାରତୀୟ ଖାଦ୍ୟର ମଜା ନେଇପାରିବେ ଅତିଥୀ । ଏଥିପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ପଂହଚିଛନ୍ତି । ଅନ୍ୟ ଅତିଥି ବି ସାମିଲ ହୋଇଛନ୍ତି । ରାତ୍ରିଭୋଜନରେ ଶୁଦ୍ଧ ସାକାହାରୀ ଭୋଜନ ବ୍ୟବସ୍ଥା କରାଯାଇଛି । ଜି-୨୦ ଶିଖର ସମ୍ମିଳନୀରେContinue reading “ରାଷ୍ଟପତିଙ୍କ ଡିନର ପାର୍ଟିରେ ସାକାହାରୀ ଭୋଜନର ବ୍ୟବସ୍ଥା, ୧୮୦ ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ପଂଚତାରକା ହୋଟେଲର ୨୫୦୦ କର୍ମଚାରୀ”

ସେବେ ଖାଉଟିଙ୍କୁ କନ୍ଦାଉଥିଲା ଏବେ ଚାଷୀଙ୍କୁ କନ୍ଦାଉଛି ବିଲାତି, ଆନ୍ଧ୍ରରେ କିଲୋପ୍ରତି ୩ଟଙ୍କା ତ ତାମିଲନାଡୁରେ ୪ଟଙ୍କା

କନକ ବ୍ୟୁରୋ : ଯେଉଁ ଟମାଟୋ କିଛି ଦିନ ପୂର୍ବରୁ ଗ୍ରାହକଙ୍କ ପକେଟକୁ ମାଡ କରୁଥିଲା । ବ୍ୟବସାୟୀଙ୍କ ଆଖିରେ ଲୁହ ଆଣିଥିଲା । ହାଣ୍ଡିଶାଳରେ ନଜର ଆସୁନଥିଲା , ଏବେ ତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏଥରକ ଦର ବୃଦ୍ଧି ପାଇଁ ନୁହେଁ ଦର କମ ପାଇଁ ଖବରରେ ରହିଛି ଲାଲ ଟହ ଟହ ଟମାଟୋ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେଉଁ ଟମାଟୋ ଦର କିଛି ଦିନ ପୂର୍ବରୁContinue reading “ସେବେ ଖାଉଟିଙ୍କୁ କନ୍ଦାଉଥିଲା ଏବେ ଚାଷୀଙ୍କୁ କନ୍ଦାଉଛି ବିଲାତି, ଆନ୍ଧ୍ରରେ କିଲୋପ୍ରତି ୩ଟଙ୍କା ତ ତାମିଲନାଡୁରେ ୪ଟଙ୍କା”

ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬. ୮, ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ : ଶୁକ୍ରବାର ରାତି । ଆଫ୍ରିକାର ଦେଶ ମରକ୍କୋରେ ପାଇଁ କାଳ ସାଜିଛି । ୬୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ଝଟକାରେ ଥରି ଉଠିଛି ପୂରା ମରକ୍କୋ ।କେଉଁଠି ଆଖି ପିଛୁଳାକେ ତାସ ଘର ପରି ବଡ ବଡ ଅଟାଳିକା ଭାଙ୍ଗି ମାଟିରେ ମିଶିଛି ତ ପୁଣି କେଉଁଠି ରାସ୍ତା ଉପରେ ଶବ ଗୁଡିକ ଇଟା ଗୋଡି ମାଟି ପରି ପଡି ରହିଛି । ଟିକେ ନଜର ପକାନ୍ତୁ ଉତର ଆଫ୍ରିକାର ଦେଶContinue reading “ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬. ୮, ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ”

ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ଚନ୍ଦ୍ରବାବୁ ଓ ତାଙ୍କ ପୁଅ ଉପରେ ରହିଛି ୩୭୧ କୋଟି ଟଙ୍କା ଠକେଇ ଅଭିଯୋଗ

କନକ ବ୍ୟୁରୋ : ଶନିବାର ଭୋରୁ ଭୋରୁ । ଏକ ଜନସଭାରେ ଯୋଗ ଦେବା ପରେ ଆନ୍ଧ୍ରପ୍ରଦେଶ ନାନ୍ଦିଆଲରେ ବିଶ୍ରାମ ନେଉଥିଲେ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । କେହି କିଛି ବୁଝିବା ଆଗରୁ ହଠାତ ବିଶ୍ରାମସ୍ଥଳରେ ପହଁଚିଥିଲେ ସିଆଇଡି ଟିମ । ସିଆଇଡିର ଏଭଳି କାର୍ଯ୍ୟାନୁଷ୍ଠାନକୁ ସହଜରେ ଗ୍ରହଣ କରିପାରିନଥିଲେ ଦଳୀୟକର୍ମୀ ଓ ଚନ୍ଦ୍ରବାବୁଙ୍କ ସମର୍ଥନ । ପ୍ରବଳ ହଙ୍ଗାମା, ବିରୋଧରେ ଭିତରେ ଗିରଫ ହୋଇଥିଲେ ଆନ୍ଧ୍ର ରାଜନୀତି ଦୁନିଆରContinue reading “ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ଚନ୍ଦ୍ରବାବୁ ଓ ତାଙ୍କ ପୁଅ ଉପରେ ରହିଛି ୩୭୧ କୋଟି ଟଙ୍କା ଠକେଇ ଅଭିଯୋଗ”

ଭାରତ-ବନାମ ଇଣ୍ଡିଆ ବିବାଦ ନିଆଁରେ ଘିଅ ଢାଳିଲା କଂଟ୍ରି ନେମ ପ୍ଲେଟ । ପ୍ରଧାନମନ୍ତ୍ରୀଙ୍କ ଆସନ ସମ୍ମୁଖ ନେମ ପ୍ଲେଟରେ ଇଣ୍ଡିଆ ବଦଳରେ ଲେଖାଗଲା ଭାରତ

କନକ ବ୍ୟୁରୋ : ଭାରତ ବନାମ ଇଣ୍ଡିଆ ନାଁକୁ ନେଇ ଦେଶରେ ଚାଲିଛି ବିବାଦ । ଏହି ବିବାଦ ଭିତରେ ମୋଦି ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଜି-୨୦ ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ନିମନ୍ତଣ ପତ୍ରରେ ଭାରତ ଲେଖା ଘଟଣାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏବେ ଏବେ ଜି ୨୦ କଂଟ୍ରି ନେମ ପ୍ଲେଟରେ ପୁଣି ଥରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖା ଦେଖିବାକୁ ମିଳିଛି   Continue reading “ଭାରତ-ବନାମ ଇଣ୍ଡିଆ ବିବାଦ ନିଆଁରେ ଘିଅ ଢାଳିଲା କଂଟ୍ରି ନେମ ପ୍ଲେଟ । ପ୍ରଧାନମନ୍ତ୍ରୀଙ୍କ ଆସନ ସମ୍ମୁଖ ନେମ ପ୍ଲେଟରେ ଇଣ୍ଡିଆ ବଦଳରେ ଲେଖାଗଲା ଭାରତ”

ଜି-୨୦ ସମ୍ମିଳନୀକୁ ନେଇ ବିଦେଶୀ ଗଣମାଧ୍ୟମରେ ଭାରତର ଚର୍ଚ୍ଚା । କିଏ କରୁଛି ପ୍ରଶଂସା ତ କିଏ ଉଠାଉଛି ପ୍ରଶ୍ନ

କନକ ବ୍ୟୁରୋ : କିପରି ଭାବେ ଜି-୨୦ ଶିଖର ସମ୍ମିଳନୀର ଦାୟିତ୍ୱ ନେଉଛି ଭାରତ, ଏହା ଉପରେ ରହିଛି ସାରା ବିଶ୍ୱର ନଜର । ରାଜଧାନୀ ଦିଲ୍ଲୀରେ ବିଶ୍ୱ ନେତାଙ୍କୁ ନେଇ ବସୁଛି ବୈଠକ । ଏହାରି ଭିତରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ପ୍ରକାଶ ପାଉଛି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କୁ ଏକଜୁଟ କରିବା ସହ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ଏବିଷୟରେ ବିଦେଶୀ ଗଣମାଧ୍ୟମ ଭିନ୍ନ ଭିନ୍ନ ଖବର ପ୍ରସାରଣContinue reading “ଜି-୨୦ ସମ୍ମିଳନୀକୁ ନେଇ ବିଦେଶୀ ଗଣମାଧ୍ୟମରେ ଭାରତର ଚର୍ଚ୍ଚା । କିଏ କରୁଛି ପ୍ରଶଂସା ତ କିଏ ଉଠାଉଛି ପ୍ରଶ୍ନ”

ଆଜିଠୁ ଆରମ୍ଭ ହେଲା ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ । ବିଶ୍ୱରେ ବିଶ୍ୱାସ ସଙ୍କଟ ଥିବା କହି ଜି-୨୦ରୁ ସବକା ସାଥ ସବକା ବିକାଶର ମନ୍ତ୍ର ଦେଲେ ମୋଦୀ

କନକ ବ୍ୟୁରୋ : ଭାରତମଣ୍ଡପମରେ ପହୁଁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରନେତା । ସେମାନଙ୍କୁ ଭବ୍ୟ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅତଥିଙ୍କୁ ପାଛୋଟି ନେଇଛନ୍ତି ପ୍ରଧାନମନ୍ତ୍ରୀ । କାହା ସହ କରମର୍ଦ୍ଦନ କରି ତ ପୁଣି କାହାକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ର୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଅନେକ ଦେଶର ରାଷ୍ଟ୍ରନେତାଙ୍କ ସହ ଔପଚାରିକ ବୈଠକ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେContinue reading “ଆଜିଠୁ ଆରମ୍ଭ ହେଲା ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ । ବିଶ୍ୱରେ ବିଶ୍ୱାସ ସଙ୍କଟ ଥିବା କହି ଜି-୨୦ରୁ ସବକା ସାଥ ସବକା ବିକାଶର ମନ୍ତ୍ର ଦେଲେ ମୋଦୀ”

ବିକ୍ରମ ଲ୍ୟାଣ୍ଡରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ଟୁ ଅର୍ବିଟର । ଦେଖିବାକୁ ମିଳିଲା ଚନ୍ଦ୍ରରେ ରାତି ସମୟରେ ବିକ୍ରମ ଲ୍ୟାଣ୍ଡରର ସ୍ଥିତ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଲ୍ୟାଣ୍ଡର ବିକ୍ରମର ଚମକ୍ରାର ଫଟୋ । ଏହି ଫଟୋ ଚନ୍ଦ୍ରଯାନ ଟୁର ଅର୍ବିଟର ଉତ୍ତୋଳନ କରିଛି । ଫଟୋରେ ଦେଖିବାକୁ ମିଳିଛି ଚନ୍ଦ୍ରରେ ରାତି ସମୟରେ ବିକ୍ରମର ଲ୍ୟାଣ୍ଡର ସ୍ଥିତି । ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରର ସେହି ଅଂଶରେ ରାତି ହୋଇଥିଲା ଯେଉଁଠାରେ ଚନ୍ଦ୍ରଯାନ ଥ୍ରୀର ବିକ୍ରମ ଲ୍ୟାଣ୍ଡର ଅବତରଣ କରିିଥିଲା । ଲ୍ୟାଣ୍ଡର ବିକ୍ରମ ଅନ୍ଧାରରେ କିଭଳି ଦେଖାଯାଉଛି ତାର ଝଲକ ସେଠାରେ ଥିବା ଚନ୍ଦ୍ରଯାନ ଟୁContinue reading “ବିକ୍ରମ ଲ୍ୟାଣ୍ଡରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ ଟୁ ଅର୍ବିଟର । ଦେଖିବାକୁ ମିଳିଲା ଚନ୍ଦ୍ରରେ ରାତି ସମୟରେ ବିକ୍ରମ ଲ୍ୟାଣ୍ଡରର ସ୍ଥିତ”

Design a site like this with WordPress.com
Get started