ଅଜଣା ଯୁବତୀଙ୍କ ସହ ଚ୍ୟାଟିଂ କରୁଛନ୍ତି କି ? ନିଜ ଫ୍ରେଣ୍ଡଲିଷ୍ଟରେ ତାଙ୍କୁ ଜାଗା ଦେଉଛନ୍ତି କି ? ସାବଧାନ…….

କନକ ବ୍ୟୁରୋ: ସାବଧାନ, ଅଜଣା ଯୁବତୀଙ୍କ ସହ ଚ୍ୟାଟିଂ କରୁଛନ୍ତି କି ? ସୁନ୍ଦରୀ ଯୁବତୀଙ୍କ ଉପରେ ସନ୍ଦେହ ନ କରି ନିଜ ଫ୍ରେଣ୍ଡଲିଷ୍ଟରେ ତାଙ୍କୁ ଜାଗା ଦେଉଛନ୍ତି କି ? ପ୍ରୋଫାଇଲ ଫଟୋ ଦେଖି ଜୀବନସାଥୀ କରିବାର ସ୍ୱପ୍ନ ଦେଖୁଛନ୍ତି କି ? ତାହା ହେଲେ ଟିକିଏ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଫେସବୁକରେ ମାତିଛନ୍ତି ଖୋଳପା ପିନ୍ଧା ସୁନ୍ଦରୀ । ଏହି ଫେସବୁକ ସୁନ୍ଦରୀଙ୍କ ଆକାଉଣ୍ଟ ପଛରେ ରହିଛନ୍ତି ଜଣେ ଜଣେ ସଇତାନContinue reading “ଅଜଣା ଯୁବତୀଙ୍କ ସହ ଚ୍ୟାଟିଂ କରୁଛନ୍ତି କି ? ନିଜ ଫ୍ରେଣ୍ଡଲିଷ୍ଟରେ ତାଙ୍କୁ ଜାଗା ଦେଉଛନ୍ତି କି ? ସାବଧାନ…….”

ନବୀନ ଆମେ ତମ ଫ୍ୟାନ ଷ୍ଟାଇଲରେ କଂଗ୍ରେସ କଲା ମ୍ୟୁଜିକ ଭିଡିଓ । ସ୍ୱର ଦେଲେ ତାରା ବାହିନୀପତି, ମାନସ ଚୌଧୁରୀ ଓ ୟାସିର ନୱାଜଙ୍କ ଭଳି ନେତା ।

କନକ ବ୍ୟୁରୋ: ନବୀନ ସରକାରଙ୍କୁ ଘେରିବା ପାଇଁ ଗୀତର ସାହାର ନେଲା କଂଗ୍ରେସ । ୬ମିନିଟର ଏକ ମ୍ୟୁଜିକ୍ ଭିଡିଓକୁ ପ୍ରସ୍ତୁତ କରିଛି ଛାତ୍ର କଂଗ୍ରେସ । ଏଥିରେ ତାରା ପ୍ରସାଦ ବାହିନୀପତି, ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ ଓ କଂଗ୍ରେସ ନେତା ମାନସ ଚୌଧୁରୀ କଣ୍ଠଦାନ କରିଛନ୍ତି । ତେବେ ଏହି ଗୀତକୁ ଗାଁ ଗାଁ ଓ ଘରେ ଘରେ ଗୀତକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ରିଲିଜ ହେଲା କଂଗ୍ରେସର ନବୀନContinue reading “ନବୀନ ଆମେ ତମ ଫ୍ୟାନ ଷ୍ଟାଇଲରେ କଂଗ୍ରେସ କଲା ମ୍ୟୁଜିକ ଭିଡିଓ । ସ୍ୱର ଦେଲେ ତାରା ବାହିନୀପତି, ମାନସ ଚୌଧୁରୀ ଓ ୟାସିର ନୱାଜଙ୍କ ଭଳି ନେତା ।”

ବେଦାନ୍ତ ବିରୋଧୀ ନ୍ୟାୟିକ ବିଜୟ ପରେ ପୁରୀରେ ଉତ୍ସବ । କୋଣାର୍କ ବେଳାଭୂମି ରାସ୍ତାର ବେଲଦୋଳରେ ବିଶାଳ ଚାଷୀ ସମାବେଶ । ଯୋଗଦେଲେ ପ୍ରଶାନ୍ତ ଭୂଷଣଙ୍କ ସହ ମେଧା ପାଟକର

କନକ ବ୍ୟୁରୋ : ପାରମ୍ପରିକ ନାଗା, ମେଢ଼ ନାଚ ଓ ବାଡି ଖେଳ ସହ ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ପରିବେଶବିତ୍ ମେଧା ପାଟକରଙ୍କୁ ପୁରୀରେ ସ୍ୱାଗତ । ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ପରେ ପୁରୀ ଜିଲ୍ଲାର ବେଲଦଳରେ ହଜାର ହଜାର ଚାଷୀଙ୍କ ଗହଣରେ କୃଷକ ସମାବେଶ । ଏ ଉତ୍ସବ ବିଜୟର । ସୁପ୍ରିମକୋର୍ଟରେ ନ୍ୟାୟିକ ବିଜୟ ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇବାର ଅବସର । ଏହି ଅବସରରେ ବେଦାନ୍ତ କମ୍ପାନି କିଭଲି ରାଜ୍ୟରContinue reading “ବେଦାନ୍ତ ବିରୋଧୀ ନ୍ୟାୟିକ ବିଜୟ ପରେ ପୁରୀରେ ଉତ୍ସବ । କୋଣାର୍କ ବେଳାଭୂମି ରାସ୍ତାର ବେଲଦୋଳରେ ବିଶାଳ ଚାଷୀ ସମାବେଶ । ଯୋଗଦେଲେ ପ୍ରଶାନ୍ତ ଭୂଷଣଙ୍କ ସହ ମେଧା ପାଟକର”

ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଣ୍ଟିଲା ଓଡିଶାର କୋଣାର୍କ ଚକ୍ର । ଭାରତ ମଣ୍ଡପମର କୋଣାର୍କ ଚକ୍ର ପ୍ରତିକୃତି ଆଗରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିଛି ଓଡିଶାର ଗର୍ବ, ଗୌରବ କୋଣାର୍କ ଚକ୍ର । ଭାରତ ମଣ୍ଡପମରେ ସ୍ଥାନ ପାଇଛି କୋଣାର୍କ ଚକ୍ରର ପ୍ରତିକୃତି । ଯେଉଁଠି ବିଶ୍ୱନେତାମାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ୱାଗତ କରିବା ସମୟରେ କୋଣାର୍କର ଐତିହ ସମ୍ପର୍କରେ ବୁଝାଇ ଦେଇଛନ୍ତି ମୋଦୀ । ଜି-୨୦ର ସାକ୍ଷୀ ରହିଲା କୋଣାର୍କ ଚକ୍ର ଐତିହ୍ୟ ଓ କାରୁକାର୍ଯ୍ୟ ଦେଖିContinue reading “ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଣ୍ଟିଲା ଓଡିଶାର କୋଣାର୍କ ଚକ୍ର । ଭାରତ ମଣ୍ଡପମର କୋଣାର୍କ ଚକ୍ର ପ୍ରତିକୃତି ଆଗରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ”

ଡେରାସରେ କେନାଲ ଅବରୋଧ ନେଇ ଅପରାଜିତାଙ୍କ ଚିଠି ପରେ ମାନିଲା ପ୍ରଶାସନ । ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନୁଧ୍ୟାନ କଲେ ଭୁବନେଶ୍ୱର ତହସିଲଦାର ।

କନକ ବ୍ୟୁରୋ: ଗରିବ ଚାଷୀଙ୍କ ପାଇଁ ଲଢେଇ କରୁଥିବା ଅପରାଜିତାଙ୍କୁ ମିଳିଛି ବଡ ବିଜୟ । ଗୁରୁବାର ପ୍ରଭାବିତ ଚାଷୀଙ୍କୁ ନେଇ ଡେରାସ ଅଞ୍ଚଳରେ କେନାଲ ଅବରୋଧ ହଟାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ୱର ସାଂସଦ । ଏହାପରେ ନରମିଛି ପ୍ରଶାସନ । କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ତହସିଲଦାର । ସେପଟେ ଅପରାଜିତା ପୁଣି ଚେତାବନୀ ଦେଇଛନ୍ତି, କାଲି ସୁଦ୍ଧା ସମ୍ପୂର୍ଣ୍ଣ ଅବରୋଧ ହଟାଇ ଜମି ଡିମାର୍କେସନ୍Continue reading “ଡେରାସରେ କେନାଲ ଅବରୋଧ ନେଇ ଅପରାଜିତାଙ୍କ ଚିଠି ପରେ ମାନିଲା ପ୍ରଶାସନ । ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନୁଧ୍ୟାନ କଲେ ଭୁବନେଶ୍ୱର ତହସିଲଦାର ।”

ସୌମ୍ୟଙ୍କ ସପକ୍ଷରେ କଂଗ୍ରେସ, ବିଜେପି । କହିଲେ, ବିଜେଡି ବିଧାୟକ, ସାଂସଦଙ୍କ ନାହିଁ ଆତ୍ମସମ୍ମାନ । ସତ କହିବାକୁ ସୌମ୍ୟବାବୁଙ୍କ ରହିଛି ସାହସ

କନକ ବ୍ୟୁରୋ: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବିଜେପି ଓ କଂଗ୍ରେସ । ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ଖଣ୍ଡପଡା ବିଧାୟକଙ୍କୁ ଘେରିବା କଥାକୁ ନାପସନ୍ଦ କରିଛନ୍ତି ବିରୋଧୀ । କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଆତ୍ମସମ୍ମାନ ନେଇ ପ୍ରଶ୍ନ କରିଛନ୍ତି । ସୌମ୍ୟଙ୍କ ସପକ୍ଷରେ କଂଗ୍ରେସ, ବିଜେପି ‘ବିଜେଡି ବିଧାୟକ, ସାଂସଦଙ୍କ ନାହିଁ ଆତ୍ମସମ୍ମାନ’  ଖଣ୍ଡପଡ଼ାର ବିଜେଡି ବିଧାୟକContinue reading “ସୌମ୍ୟଙ୍କ ସପକ୍ଷରେ କଂଗ୍ରେସ, ବିଜେପି । କହିଲେ, ବିଜେଡି ବିଧାୟକ, ସାଂସଦଙ୍କ ନାହିଁ ଆତ୍ମସମ୍ମାନ । ସତ କହିବାକୁ ସୌମ୍ୟବାବୁଙ୍କ ରହିଛି ସାହସ”

ମନ୍ତ୍ରୀମାନଙ୍କ ଅସହାୟତା ଦେଖି ଦୁଃଖପ୍ରକାଶ କଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । କହିଲେ ଦଳୀୟ କାମରେ ମୁଣ୍ଡ ପୂରାଇ ପାରିବେନି ୫-ଟି ସଚିବ । ସେ, ଯାହା କହୁଛନ୍ତି ଦଳର ଭଲ ପାଇଁ…

କନକ ବ୍ୟୁରୋ: ଆମ ଘରର ହାଲଚାଲ ଆଲେଖ୍ୟରେ ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା ସଂପର୍କରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯାହା ଲେଖିଥିଲେ, ଗତ ତିନି ଦିନର ଘଟଣାବଳୀ ତାହାକୁ ପ୍ରମାଣିତ କରିବାରେ ଲାଗିଛି । ପ୍ରଥମେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ତା’ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ଆଜି ମନ୍ତ୍ରୀ ପ୍ରତାପ ଦେବ, ସୌମ୍ୟଙ୍କ ବିରୋଧରେ ବର୍ଷିଛନ୍ତି । ସଂପାଦକୀୟ ଲେଖାର ୧୫ ଦିନ ପର୍ଯ୍ୟନ୍ତ ବିଜେଡିର କେହି ବରିଷ୍ଠ ନେତା ମୁହଁ ଖୋଲୁContinue reading “ମନ୍ତ୍ରୀମାନଙ୍କ ଅସହାୟତା ଦେଖି ଦୁଃଖପ୍ରକାଶ କଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । କହିଲେ ଦଳୀୟ କାମରେ ମୁଣ୍ଡ ପୂରାଇ ପାରିବେନି ୫-ଟି ସଚିବ । ସେ, ଯାହା କହୁଛନ୍ତି ଦଳର ଭଲ ପାଇଁ…”

ରାୟଗଡା ଜିଲ୍ଲାର ଉପାନ୍ତ ଗାଁରେ ପାଠପଢା ଠାରୁ ଦୂରେଇ ଯାଉଛନ୍ତି ଛାତ୍ରୀ । ପରିବାରର ଆର୍ଥିକ ଅନଟନ ଯୋଗୁଁ ଅଷ୍ଟମରୁ ପାଠ ଛାଡି ବିଲରେ କାମ କରୁଛନ୍ତି ଝିଅ

କନକ ବ୍ୟୁରୋ : ରାୟଗଡା ଜିଲ୍ଲାରେ ବାଳିକା ଶିକ୍ଷା ଅତ୍ୟନ୍ତ ନୈରାସ୍ୟଜନକ । ଶିକ୍ଷାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଆଦିବାସୀ ଅଂଚଳର ଅଭିଭାବକ ଓ ଝିଅମାନଙ୍କୁ ପ୍ରଭାବିତ କରିପାରୁନି । ଫଳରେ ଶିକ୍ଷାନୁଷ୍ଠାନରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମି ଯାଉଛି । ବେଶିରେ ବେଶୀ ଅଷ୍ଟମ ଯାଏଁ ପଢିବା ପରେ ଅଧିକାଂଶ ଛାତ୍ରୀମାନେ ପାଠପଢା ଛାଡି ଦେଉଛନ୍ତି । ବିଦ୍ୟାଳୟକୁ ଆସିବା ବଦଳରେ ପରିବାର ସହ ବିଲ ଓ ଡଙ୍ଗରରେ କାମ କରିବାକୁContinue reading “ରାୟଗଡା ଜିଲ୍ଲାର ଉପାନ୍ତ ଗାଁରେ ପାଠପଢା ଠାରୁ ଦୂରେଇ ଯାଉଛନ୍ତି ଛାତ୍ରୀ । ପରିବାରର ଆର୍ଥିକ ଅନଟନ ଯୋଗୁଁ ଅଷ୍ଟମରୁ ପାଠ ଛାଡି ବିଲରେ କାମ କରୁଛନ୍ତି ଝିଅ”

ଦୁର୍ନୀତିର ଅମରାବତୀ ରାଜନଗର ବ୍ଲକ କୋଇଲିପୁର ପଂଚାୟତ । ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତାକୁ ଦେଖାଇ ସରକାରୀ ଅର୍ଥକୁ ଲୁଟ

କନକ ବ୍ୟୁରୋ : ରାଜନଗର ବ୍ଲକ କୋଇଲିପୁର ପଂଚାୟତ ବଡପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବଷ୍ଟେସନ ଯାଇଥିବା ରାସ୍ତା ତନ୍ତିଆପାଳ-ବଡପଲ୍ଲୀ ରାସ୍ତାକୁ ସଂଯୋଗ କରୁଛି । ୨୦୧୮ରୁ ୨୦୨୧ ଭିତରେ ରାସ୍ତାର ୭୦ ମିଟର ଢଳେଇ ହୋଇଥିବା ବେଳେ ୧୮୦ ମିଟର ଫେବରବ୍ଲକ କରାଯାଇଛି । ୨୦୨୨, ଜାନୁଆରୀ ମାସରେ ରାଜନଗର ବିଧାୟକ ଏହାକୁ ଲୋକାର୍ପଣ କରିଥିଲେ । ହେଲେ ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ସରକାରୀ ରେକର୍ଡରେContinue reading “ଦୁର୍ନୀତିର ଅମରାବତୀ ରାଜନଗର ବ୍ଲକ କୋଇଲିପୁର ପଂଚାୟତ । ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତାକୁ ଦେଖାଇ ସରକାରୀ ଅର୍ଥକୁ ଲୁଟ”

ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନର ପ୍ରଭାବ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ୨୮୦ ସ୍କୁଲରେ ପଡିଛି ତାଲା

କନକ ବ୍ୟୁରୋ : ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସ୍କୁଲରେ ପଡିଲା ତାଲା । ପାଠ ପଢିବାକୁ ଆସି ଫେରି ଯାଉଛନ୍ତି ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରର ବିଭିନ୍ନ ବିଦ୍ୟାଳୟରେ ଏହିଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଅସ୍ତରଙ୍ଗ ବ୍ଲକରେ ୧୨୬ଟି ସ୍କୁଲ ବନ୍ଦ ରହିଥିବା ବେଳେ କାକଟପୁର ବ୍ଲକରେ ୧୪୧ ବିଦ୍ୟାଳୟ ପୁରା ଠପ୍ ହୋଇଯାଇଛି । ଏପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେContinue reading “ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନର ପ୍ରଭାବ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ୨୮୦ ସ୍କୁଲରେ ପଡିଛି ତାଲା”

Design a site like this with WordPress.com
Get started