ପରିଣତ ବୟସରେ ଅସହାୟ ବାପା-ମା’ । ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଛାଡି ଚାଲି ଯାଉଛନ୍ତି ପିଲା

କନକ ବ୍ୟୁରୋ : ହାତ କଉଣିରେ ଆଘାତ ଯୋଗୁଁ ୨୦୧୯, ଅକ୍ଟୋବର ୨୨ତାରିଖ ଦିନ ଏମକେସିଜି ମେଡିକାଲକୁ ଆସିଥିଲେ କନକ । ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ହେଲେ ସେବେଠାରୁ ତାଙ୍କୁ ଦୂରେଇ ଦେଇଛି ପରିବାର । ୪ ବର୍ଷ ହେଲା ଏଇ ମେଡିକାଲରେ ପଡି ରହିଛନ୍ତି ବୃଦ୍ଧା ଜଣଙ୍କ । ଗୋଡରେ ଆଘାତ ଲାଗିବାରୁ ୨୦୨୧, ଅଗଷ୍ଟ ୨୯ରୁ ଦକ୍ଷିଣ ଓଡିଶାର ବଡ ମେଡିକାଲରେ ଭର୍ତି ହୋଇଛନ୍ତି । ଝିଅ ଆନ୍ଧ୍ରପ୍ରଦେଶରContinue reading “ପରିଣତ ବୟସରେ ଅସହାୟ ବାପା-ମା’ । ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଛାଡି ଚାଲି ଯାଉଛନ୍ତି ପିଲା”

ଘାଟି ଗାଁରେ ଦୁଃଖ ଦେଇଗଲା ଦାଦନ ମୃତ୍ୟୁ । ପେଟ ପାଇଁ କାମ କରିବାକୁ ଯାଇ ଜୀବନ ହାରିଲେ ଶିକ୍ଷିତ ବଣ୍ଡା ଯୁବକ, ବାହୁନି ବାହୁନି କାନ୍ଦୁଛି ବଣ୍ଡା ପାହାଡ

କନକ ବ୍ୟୁରୋ : ରୋଜଗାରିଆ ପୁଅ ଗାଁକୁ ଫେରିଛି । ଜୀବନ୍ତ ନୁହେଁ ଶବ ହୋଇ ଫେରିଛି । ମୃତଦେହ ପହଂଚିବା ପରେ ଯନ୍ତ୍ରଣାରେ ଫାଟି ପଡୁଛି ଘାଟି ଅଂଚଳ । ପେଟ ପାଇଁ ଦାଦନ ବାଟ ବାଛିଛନ୍ତି ବଣ୍ଡାଘାଟିକ ଭେଣ୍ଡିଆ ଯୁବକ । ଆଉ ଦାଦନ ଖଟୁଥିବା ବେଳେ ଯୁବକଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇଯାଇଛି ପୁରା ଘାଟି ଅଂଚଳ । ୨ ମାସ ତଳେ ରୋଜଗାର ଆଶାରେ ହାଇଦ୍ରାବାଦ ଯାଇଥିବା ପୁଅ ଟଙ୍କା ଆଣିContinue reading “ଘାଟି ଗାଁରେ ଦୁଃଖ ଦେଇଗଲା ଦାଦନ ମୃତ୍ୟୁ । ପେଟ ପାଇଁ କାମ କରିବାକୁ ଯାଇ ଜୀବନ ହାରିଲେ ଶିକ୍ଷିତ ବଣ୍ଡା ଯୁବକ, ବାହୁନି ବାହୁନି କାନ୍ଦୁଛି ବଣ୍ଡା ପାହାଡ”

ଜି-୨୦ ମଂଚରେ ଦିଲ୍ଲୀ ଘୋଷଣା ପତ୍ର ମଞ୍ଜୁର । ୩୭ ପୃଷ୍ଠା ବିଶିଷ୍ଟ ଘୋଷଣାପତ୍ରରେ ଏକ ମାଟି, ଏକ ପରିବାର ଓ ଏକ ଭବିଷ୍ୟତ ଉପରେ ଗୁରୁତ୍ୱ

କନକ ବ୍ୟୁରୋ : ଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀ ଚାଲିଛି । ସମ୍ମିଳନୀର ପ୍ରଥମ ଦିନରେ ନୂଆ ଦିଲ୍ଲୀ ତରଫରୁ ମିଳିତ ଘୋଷଣାପତ୍ରକୁ ମଞ୍ଜୁର ପ୍ରଦାନ କରାଯାଇଛି । ବୈଠକର ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିବା ସହ ଜି-୨୦ ଶେରପା, ମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏକ ଖୁସି ଖବର ହେଉଛି ଆମ ଟିମର କଠିନ ପରିଶ୍ରମ ଏବଂ ଆପଣମାନଙ୍କ ସମର୍ଥନରେContinue reading “ଜି-୨୦ ମଂଚରେ ଦିଲ୍ଲୀ ଘୋଷଣା ପତ୍ର ମଞ୍ଜୁର । ୩୭ ପୃଷ୍ଠା ବିଶିଷ୍ଟ ଘୋଷଣାପତ୍ରରେ ଏକ ମାଟି, ଏକ ପରିବାର ଓ ଏକ ଭବିଷ୍ୟତ ଉପରେ ଗୁରୁତ୍ୱ”

5T ସଚିବ ରାଜନୀତି କରିପାରିବେ ନାହିଁ । ଯଦି ରାଜନୀତି କରିବାକୁ ଇଚ୍ଛା ତାହେଲେ ଇସ୍ତଫା ଦେଇ ଦିଅନ୍ତୁ- ସୌମ୍ୟ

କନକ ବ୍ୟୁରୋ: ଫାଇଭ-ଟି ସଚିବ ରାଜନୀତି କରିପାରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସିଧାସିଧା କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଫାଇଭ-ଟି ସଚିବଙ୍କୁ ଶାଣିତ ଢଙ୍ଗରେ ଟାର୍ଗେଟ୍ କରିଛନ୍ତି ସୌମ୍ୟ । କହିଛନ୍ତି, ଆମ ଦଳରେ କ’ଣ କେହି ନେତା ନାହାନ୍ତି । ଜଣେ ଦୁଇଜଣ ଆଇଏଏସ୍ ଅଫିସର କ’ଣ ଦଳ ସମ୍ଭାଳିବେ? ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ଅଛି, ତାହେଲେ ଇସ୍ତଫା ଦେଇ ଦିଅନ୍ତୁ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ,Continue reading “5T ସଚିବ ରାଜନୀତି କରିପାରିବେ ନାହିଁ । ଯଦି ରାଜନୀତି କରିବାକୁ ଇଚ୍ଛା ତାହେଲେ ଇସ୍ତଫା ଦେଇ ଦିଅନ୍ତୁ- ସୌମ୍ୟ”

ଚାଷୀଙ୍କ ବିଜୟ ଉତ୍ସବରେ ଉଭୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ ଭୂଷଣ । କହିଲେ, ଘରୋଇ କମ୍ପାନୀ ପାଇଁ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ସରକାର

କନକ ବ୍ୟୁରୋ : ‘ମୋ ସରକାର’ ନାରା ଦେଉଥିବା ଶାସକ ଦଳ ବିଜେଡି କାହିଁକି ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଫାଇଦା ଦେବା ପାଇଁ ୬ହଜାର ପରିବାରର ୩୦ହଜାର ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଲା । ଆଜି ପୁରୀରେ ଆୟୋଜିତ ବିଶାଳ ଚାଷୀଙ୍କ ବିଜୟ ସମାବେଶରେ ଏଭଳି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘେରିଛି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି । କମିଟି କହିଛି, ଭୂମି ଅଧିଗ୍ରହଣ ଆଇନ ୧୯୮୪ ଏବଂ ଭୂମି ଅଧିଗ୍ରହଣ ଆଇନ୍Continue reading “ଚାଷୀଙ୍କ ବିଜୟ ଉତ୍ସବରେ ଉଭୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଶାନ୍ତ ଭୂଷଣ । କହିଲେ, ଘରୋଇ କମ୍ପାନୀ ପାଇଁ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ସରକାର”

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ । ଡେରାସ ଅଂଚଳରେ କେନାଲ ପୋତାଯାଇଥିବା ମାନିଲେ ସରକାର

କନକ ବ୍ୟୁରୋ : ପ୍ରଶାସନ ବିରୋଧରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ବିଜୟ ହୋଇଛି । ଡେରାସ ଅଂଚଳରେ କେନାଲ ପୋତାଯାଇଥିବା ମାନିଛନ୍ତି ରାଜ୍ୟ ସରକାର । କେନାଲ ପୁନରୁଦ୍ଧାର ପାଇଁ ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେବା ପରେ ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ପହଂଚି ଯାଂଚ କରିଛନ୍ତି । ଗତ ୨ ବର୍ଷ ଧରି ଡେରାସ ମେଣ୍ଡାଶାଳ ପଂଚାୟତରେ କେନାଲ ଜବରଦଖଲ ହୋଇଥିବା ନେଇContinue reading “ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ । ଡେରାସ ଅଂଚଳରେ କେନାଲ ପୋତାଯାଇଥିବା ମାନିଲେ ସରକାର”

ପ୍ରତାପ ଦେବଙ୍କୁ ସୌମ୍ୟ ପଟ୍ଟନାୟକଙ୍କ କଡ଼ା ଜବାବ । କହିଲେ, ଯାହା କହୁଛି ଦଳର ହିତ ପାଇଁ, ରାଜନୀତି କରିପାରିବେନି ଫାଇଭ-ଟି ସଚିବ

କନକ ବ୍ୟୁରୋ : ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଶକ୍ତ ଜବାବ । ମନ୍ତ୍ରୀ କହିଥିଲେ, ଅଭିଯୋଗ ଥିଲେ ଦଳୀୟ ଫୋରମରେ କହିବାର ଥିଲା । ଆଉ ଏହାର ଜବାବ ଦେଇ ସୌମ୍ୟ ପଟ୍ଟନାୟକ ପଚାରିଛନ୍ତି, ଦଳୀୟ ଫୋରମ୍ କ’ଣ ତୃତୀୟ ମହଲାରେ ଅଛି କି । ଖଣ୍ଡପଡା ବିଧାୟକ କହିଛନ୍ତି, ପ୍ରତାପଙ୍କୁ ଧନ୍ୟବାଦ ଯେ ମୋ କଥା ତାଙ୍କୁ କିଛି ପରିମାଣରେ ଆଘାତ ଦେଇଛି । ମୁଁ କେବେବି ଦଳ ବିରୋଧୀ କଥାContinue reading “ପ୍ରତାପ ଦେବଙ୍କୁ ସୌମ୍ୟ ପଟ୍ଟନାୟକଙ୍କ କଡ଼ା ଜବାବ । କହିଲେ, ଯାହା କହୁଛି ଦଳର ହିତ ପାଇଁ, ରାଜନୀତି କରିପାରିବେନି ଫାଇଭ-ଟି ସଚିବ”

ଗେହଲଟ ଓ ବଘେଲଙ୍କ ଦାବି । କହିଲେ, ଆମକୁ ଦିଲ୍ଲୀରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାକୁ ମିଳିନାହିଁ ଅନୁମତି

କନକ ବ୍ୟୁରୋ : ଭାରତରେ ଜି-୨୦ ସମ୍ମିଳନୀର ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ରାତ୍ରଭୋଜନ ନିମନ୍ତ୍ରଣକୁ ନେଇ ରାଜନୀତି ସରଗରମ ହୋଇଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ହେଲେ ସେମାନଙ୍କ ହେଲିକପ୍ଟର ଦିଲ୍ଲୀରେ ଅବତରଣ କରିବାକୁ ଅନୁମତି ମିଳିନାହିଁ । କଂଗ୍ରେସ ଶାସିତ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ ଗୃହମନ୍ତ୍ରଣାଳୟ ଖାରଜ କରିଛି । ଗୃହମନ୍ତ୍ରଣାଳୟ କହିଛି କି ଏହାContinue reading “ଗେହଲଟ ଓ ବଘେଲଙ୍କ ଦାବି । କହିଲେ, ଆମକୁ ଦିଲ୍ଲୀରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାକୁ ମିଳିନାହିଁ ଅନୁମତି”

ସବୁ ଜାଣି ଖାଲି ହଁ ମାରିବା କର୍ମୀ ମୁଁ ନୁହେଁ, ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ : ସୌମ୍ୟରଞ୍ଜନ ପଟ୍ଟନାୟକ

କନକ ବ୍ୟୁରୋ : ସମ୍ପାଦକୀୟ ଲେଖିବାକୁ ଯଦି ଇଚ୍ଛା ତେବେ ଦଳ ଛାଡିଦିଅନ୍ତୁ ବୋଲି ପ୍ରତାପ ଦେବ କହିବା ପରେ ଏହାର ଜବାବ ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ କହିଛନ୍ତି, ମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇପାରିବେନି ଯେ, ମୁଁ ଦଳରେ ରହିବି କି ସମ୍ପାଦକ ରହିବି । ସେ ରାଜା ଘର ଲୋକ ସେ ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି । ତାଙ୍କ ଅସହାୟବୋଧତା ଦେଖି ମୁଁ ଦୁଃଖିତ । ବିଜୁ ଜନତା ଦଳ କାହାରContinue reading “ସବୁ ଜାଣି ଖାଲି ହଁ ମାରିବା କର୍ମୀ ମୁଁ ନୁହେଁ, ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ : ସୌମ୍ୟରଞ୍ଜନ ପଟ୍ଟନାୟକ”

ସିଏମଓରୁ ତ ଆଉ କେହି ଯାଉନାହାନ୍ତି, କଣ ସେହି ଗୋଟିଏ ଲୋକ ଅଛନ୍ତି? ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ଯେ ଭିଡ଼ିଓ ବାର୍ତ୍ତାରେ କହିବେ ସୁଖ ଦୁଃଖ ବୁଝିବା ପାଇଁ ଲୋକ ପଠାଉଛି ? ସୌମ୍ୟଙ୍କ ନିଶାନାରେ ସରକାର । 

କନକ ବ୍ୟୁରୋ : ପ୍ରେସମିଟ୍ କରି ପ୍ରତାପଙ୍କୁ କଡା ଜବାବ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡିରେ ରହି ଗର୍ବ ଅନୁଭବ କରେ, ଦଳ ଛାଡିବାର ନାହିଁ ବୋଲି କହିଛନ୍ତି ସୌମ୍ୟ । ମତ କଣ ବଦଳେ ନାହିଁ, ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି? କେନ୍ଦ୍ର ଅବହେଳା ଓ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ସଂସଦରେ ସ୍ୱର ଉଠାଇବାକୁContinue reading “ସିଏମଓରୁ ତ ଆଉ କେହି ଯାଉନାହାନ୍ତି, କଣ ସେହି ଗୋଟିଏ ଲୋକ ଅଛନ୍ତି? ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ଯେ ଭିଡ଼ିଓ ବାର୍ତ୍ତାରେ କହିବେ ସୁଖ ଦୁଃଖ ବୁଝିବା ପାଇଁ ଲୋକ ପଠାଉଛି ? ସୌମ୍ୟଙ୍କ ନିଶାନାରେ ସରକାର । “

Design a site like this with WordPress.com
Get started