G-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବେ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆୟୋଜିତ G-20 ଶିଖର ସମ୍ମିଳନୀରେ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବରେ G-20ରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ବାଗତ ଭାଷଣରେ କହିଛନ୍ତି ଯେ “ଆପଣଙ୍କ ସମସ୍ତଙ୍କ ସହମତିରେ ଏହି ସମ୍ମିଳନୀ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମୁଁ ଆଫ୍ରିକୀୟ ୟୁନିଅନର ଚେୟାରମ୍ୟାନଙ୍କୁ G-20 ର ସ୍ଥାୟୀ ସଦସ୍ୟ ଭାବରେ ତାଙ୍କ ଆସନ ଗ୍ରହଣContinue reading “ଆଫ୍ରିକୀୟ ୟୁନିଅନ ହେଲା G-20 ଗୋଷ୍ଠୀର ସ୍ଥାୟୀ ସଦସ୍ୟ”
Tag Archives: News
ଭାରତର ଜି୨୦ ଭବ୍ୟ ଆୟୋଜନକୁ ଦେଖି ନିଜ ସରକାର ଉପରେ ବର୍ଷିଲେ ପାକିସ୍ତାନୀ । କହିଲେ, ‘ଭାରତ ଆହୁରି ଆଗକୁ ବଢିବ’
କନକ ବ୍ୟୁରୋ: ଭାରତର ଜି୨୦ ସମ୍ମିଳନୀର ଆୟୋଜନକୁ ଦେଖି ପାକିସ୍ତାନୀ ନାଗରିକ ନିଜ ସରକାର ଉପରେ ନିଜ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି ‘ଏ ଦେଶ ଭୋକରେ ଆଉଟୁପାଉଟୁ । ଏ କାଙ୍ଗାଳ ଦେଶକୁ କେହି ଆସୁନାହାଁନ୍ତି । ପାକିସ୍ତାନ ନିଜ ସ୍ଥିତି ସୁଧାରିବାକୁ ହେଲେ ପଡୋଶୀଠାରୁ କିଛି ଶିଖିବା କଥା’ । ନିକଟରେ ଦିଲ୍ଲୀରେ ଆୟୋଜିତ ବୈଶ୍ୱିକ ସମ୍ମିଳନୀ ଜି୨୦ର ଆୟୋଜନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ କଟାକ୍ଷ କରିଥିଲେ । ଏ ସମ୍ମିଳନୀରୁContinue reading “ଭାରତର ଜି୨୦ ଭବ୍ୟ ଆୟୋଜନକୁ ଦେଖି ନିଜ ସରକାର ଉପରେ ବର୍ଷିଲେ ପାକିସ୍ତାନୀ । କହିଲେ, ‘ଭାରତ ଆହୁରି ଆଗକୁ ବଢିବ’”
ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ : ପୋଲିସ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ଖସି ପଳାଇଲା ଅପରାଧୀ, ବିଭିନ୍ନ ସ୍ଥାନରେ ଚଢ଼ାଉ
କନକ ବ୍ୟୁରୋ : ଥାନାରୁ ଅଭିଯୁକ୍ତ ଫେରାର । ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଜଗି ରହିଥିବା ପୋଲିସ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ହାଜତ ଭିତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଅଗଷ୍ଟ ୯ ତାରିଖରେ ଅମୃତମୃଣୟୀ ପାଟଣା ଗାଁରେ ବୋମାମାଡ଼ ଘଟଣାରେ ଫେରାର ରହିଥିଲା ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ । ଗତକାଲି ବିରଞ୍ଚିକୁ ଥାନାକୁ ଆଣିଥିଲା ଆଠଗଡ଼ ପୋଲିସ । ହେଲେ ପୋଲିସର ଅସାବଧାନତା କାରଣରୁ ଅଭିଯୁକ୍ତ ଥାନାରୁ ଖସିବାରେ ସଫଳ ହୋଇଛିContinue reading “ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ : ପୋଲିସ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ଖସି ପଳାଇଲା ଅପରାଧୀ, ବିଭିନ୍ନ ସ୍ଥାନରେ ଚଢ଼ାଉ”
ଗାଁକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ : ୩ କିଲୋମିଟର କାନ୍ଧରେ ବୁହାହେଲେ ରୋଗୀ
କନକ ବ୍ୟୁରୋ : ଗାଁକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ । ୩ କିଲୋମିଟର କାନ୍ଧରେ ବୁହାହେଲେ ରୋଗୀ । କଳାହାଣ୍ଡି ଲାଂଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁସିତ ମାଳିଯୁବାଙ୍ଗ ପଂଚାୟତର ବଡ଼ସେମେଲ ପଦର ଗାଁକୁ ରାସ୍ତା ନଥିବାରୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଗାଁର ମହେନ୍ଦ୍ର ମାଝୀଙ୍କୁ କିଛି ଦିନ ହେଲା ଜ୍ୱର ହେଉଥିଲା । ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁContinue reading “ଗାଁକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ : ୩ କିଲୋମିଟର କାନ୍ଧରେ ବୁହାହେଲେ ରୋଗୀ”
ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ : ଭାରତ ମଣ୍ଡପମର ସ୍ୱାଗତସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର; ବିଦେଶୀ ଅତିଥିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ବିଶ୍ୱ ଦେଖୁଛି ଭାରତର ଦମ୍ । କିଛି ସମୟ ପରେ ଦିଲ୍ଲୀରେ ଆରମ୍ଭ ହେବ ଦୁଇ ଦିନିଆ ଜି-୨- ସମ୍ମିଳନୀ । ଏଥିପାଇଁ ଭାରତ ମଣ୍ଡପମ୍ରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଜଣଙ୍କ ପରେ ଜଣେ ନେତା ଆସି ଭାରତ ମଣ୍ଡପମ୍ରେ ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ । ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ରହିଛି ଐତିହ୍ୟ କୋଣାର୍କContinue reading “ବିଶ୍ୱ ଦେଖିଲା ଓଡ଼ିଶାର ଐତିହ୍ୟ : ଭାରତ ମଣ୍ଡପମର ସ୍ୱାଗତସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର; ବିଦେଶୀ ଅତିଥିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ”
କିଏ ଏହି କୁନି ଝିଅ, ଯାହା ସହ ଦିଲ୍ଲୀ ଏୟାରପୋର୍ଟରେ କଥା ହୋଇଥିଲେ ବାଇଡେନ୍ ।
କନକ ବ୍ୟୁରୋ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଶୁକ୍ରବାର ଭାରତରେ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଦିଲ୍ଲୀ ଏୟାରପୋର୍ଟରେ ବାଇଡେନ୍ ବିମାନରୁ ଅବତରଣ କରିବା ପରେ ତାଙ୍କୁ ଭାରତୀୟ ଅଧିକାରୀ ପାଛୋଟି ନେଇଥିଲେ । ଏହି ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏକ କୁନି ଝିଅ । ଯାହା ସହ ବାଇଡେନ୍ କିଛି ସମୟ କଥା ହେବାର ଦେଖିବାକୁ ମିଳିଥିଲା । ଏହି କୁନି ଝିଅ ହେଉଛି ଭାରତରେ ଅବସ୍ଥାପିିତ ଆମେରିକା ରାଷ୍ଟ୍ରଦୂତContinue reading “କିଏ ଏହି କୁନି ଝିଅ, ଯାହା ସହ ଦିଲ୍ଲୀ ଏୟାରପୋର୍ଟରେ କଥା ହୋଇଥିଲେ ବାଇଡେନ୍ । “
ବିଶ୍ୱ ଦେଖିବ ଭାରତର ନେତୃତ୍ୱ : କିଛି ସମୟ ପରେ ଆରମ୍ଭ ହେବ ଦୁଇ ଦିନିଆ ଜି-୨୦ ସମ୍ମିଳନୀ; ଯୋଗଦେବା ପାଇଁ ଦିଲ୍ଲୀରେ ବିଶ୍ୱ ନେତା
କନକ ବ୍ୟୁରୋ : ବିଶ୍ୱ ଦେଖିବ ଭାରତର ନେତୃତ୍ୱ । କିଛି ସମୟ ପରେ ଦିଲ୍ଲୀରେ ଆରମ୍ଭ ହେବ ଦୁଇ ଦିନିଆ ଜି-୨- ସମ୍ମିଳନୀ । ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ ସେଂଟର ଭାରତ ମଣ୍ଡପମ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏଥିପାଇଁContinue reading “ବିଶ୍ୱ ଦେଖିବ ଭାରତର ନେତୃତ୍ୱ : କିଛି ସମୟ ପରେ ଆରମ୍ଭ ହେବ ଦୁଇ ଦିନିଆ ଜି-୨୦ ସମ୍ମିଳନୀ; ଯୋଗଦେବା ପାଇଁ ଦିଲ୍ଲୀରେ ବିଶ୍ୱ ନେତା”
ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ’ । ଏଥିରେ ୬.୭ ଫୁଟ୍ ଅଫଜଲ ଖାନଙ୍କୁ ହତ୍ୟା କରିଥିଲେ ଶିବାଜୀ
କନକ ବ୍ୟୁରୋ: ମୋଦୀ ସରକାରଙ୍କ ଆଉ ଏକ ସଫଳତା । ଭାରତର ଐତିହ୍ୟର ମୁକସାକ୍ଷୀ ଥିବା ଆଉ ଏକ ମୂଲ୍ୟବାନ୍ ବସ୍ତୁ ଭାରତ ଫେରିବ । ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠୁ ଖାସ୍ ହତିଆର ‘ବାଘ ନଖ’ ଭାରତ ଫେରିବ । ଏହି ଅସ୍ତ୍ରରେ ଶିବାଜୀ ନିଜ ବୁଦ୍ଧି ବଳରେ ମୋଗଲ ବାଦଶାହା ଅଫଜାଲ ଖାନଙ୍କର ହତ୍ୟା କରିଥିଲେ । ଗତ ଅନେକ ଦଶନ୍ଧି ଧରି ଏହି ବିରଳ ବାଘ ନଖ ଲଣ୍ଡନର ଭିକ୍ଟୋରିଆ ଆଣ୍ଡ ଆଲବର୍ଟContinue reading “ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ’ । ଏଥିରେ ୬.୭ ଫୁଟ୍ ଅଫଜଲ ଖାନଙ୍କୁ ହତ୍ୟା କରିଥିଲେ ଶିବାଜୀ”
ଟ୍ରଲର ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଆଗରେ ନଇଁଲା ପ୍ରଶାସନ;ଯୁଦ୍ଧକାଳୀନ ଭିତ୍ତିରେ ହେବ ରାଜପଥ ମରାମତି କାମ
କନକ ବ୍ୟୁରୋ : ଜିତିଲେ ଛାତ୍ରଛାତ୍ରୀ, ନଇଁଲା ପ୍ରଶାସନ । ଆଜିଠୁ ଯୁଦ୍ଧକାଳୀନ ଭିତ୍ତିରେ ହେବ ରାଜପଥ ମରାମତି କାମ । ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଛାତ୍ରଛାତ୍ରୀ । ଟ୍ରଲର ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଅନୁଗୁଳ ବଅଁରପାଳରେ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଥିଲେ । କ୍ଷତିପୂରଣ ଦାବି ସହିତ, ଭାରିଯାନ ଚଳାଚଳ ବନ୍ଦ, ରାସ୍ତା ମରାମତି, ଘରୋଇ କମ୍ପାନୀ ବସ୍ ମନଇଛା ଷ୍ଟପେଜ୍ ନକରି ସୀମିତ ସ୍ଥାନରେ ଷ୍ଟପେଜ କରିବା ଭଳି ବିଭିନ୍ନContinue reading “ଟ୍ରଲର ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଆଗରେ ନଇଁଲା ପ୍ରଶାସନ;ଯୁଦ୍ଧକାଳୀନ ଭିତ୍ତିରେ ହେବ ରାଜପଥ ମରାମତି କାମ”
ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଆସିଲେ ୨ ହୁଲକ ଗିବନ ସମେତ ୫ ଜୀବଜନ୍ତୁ
କନକ ବ୍ୟୁରୋ : ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଦୁଇ ଦୁଇ ହୁଲକ ଗିବନଙ୍କ ବୟସ ୪ ବର୍ଷ ଓ ୧୧ ବର୍ଷ । ଅନ୍ୟ ପ୍ରାଣିଙ୍କ ମଧ୍ୟରେ ଅଛନ୍ତି ହିମାଳୟ କଳା ଭାଲୁ, ଘୁଷରୁି ଲାଞ୍ଜ ମାଙ୍କଡ଼ । ଅଦଳବଳଦ ପ୍ରକ୍ରିୟାରେ ନନ୍ଦନକାନନରୁ ଦୁଇ ବାଘ ଦେଇ ୫ ଜୀବଜନ୍ତୁ ଅଣାଯାଇଛି । ରାଜ୍ୟ ଉଦ୍ଭିଦ ଉଦ୍ୟାନର ଏସିଏଫContinue reading “ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଆସିଲେ ୨ ହୁଲକ ଗିବନ ସମେତ ୫ ଜୀବଜନ୍ତୁ”