ମଦ୍ୟପ ପୁଅ ଭୁଲିଗଲା ମାନବିକତା : ସମ୍ପତି ଲୋଭରେ ରୋଗିଣା ବାପା ଓ ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ

କନକ ବ୍ୟୁରୋ : ମଦ୍ୟପ ପୂଅ ଭୁଲିଗଲା ମାନବିକତା । ସମ୍ପତି ଲୋଭରେ ରୋଗିଣା ବାପା ଓ ମାଆକୁ ମାଡ ମାରି ଘରୁ ବାହାର କରିଦେଲା । କିଡନି ରୋଗ ଓ ହାର୍ନିଆ ଅପରେଶନ ହୋଇଥିବା ବୃଦ୍ଧ ବାପାକୁ ପୁଅ ମାଡ ମାରିବା ଅଭିଯୋଗ ହୋଇଛି । ଆଉ ମଦ ନିଶାରେ ହାର୍ନିଆ ଅପରେସନ୍ ହୋଇଥିବା ବାପାଙ୍କ ଗୁପ୍ତାଙ୍ଗକୁ ଗୋଇଠା ମାରି ଘରୁ ତଡ଼ିଦେଇଥିବା ଅଭିଯୋଗ ହୋଇଛି । ଏବେ ଅସହାୟ ବାପା-ମାଆ ବୃଦ୍ଧାଶ୍ରମରେ ରହୁଛନ୍ତି ।Continue reading “ମଦ୍ୟପ ପୁଅ ଭୁଲିଗଲା ମାନବିକତା : ସମ୍ପତି ଲୋଭରେ ରୋଗିଣା ବାପା ଓ ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ”

ମରକ୍କୋରେ ଭୟଙ୍କର ଭୂମିକମ୍ପ : ଭୁଶୁଡ଼ିଲା ପଡ଼ିଲା କୋଠା, ବର୍ତ୍ତମାନ ସୁଦ୍ଧା ଗଲାଣି ୨୯୬ ଜୀବନ

କନକ ବ୍ୟୁରୋ : ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ । ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଛି । ରାତି ପାଖାପାଖି ୧୧ଟା ସମୟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । The post ମରକ୍କୋରେ ଭୟଙ୍କର ଭୂମିକମ୍ପ : ଭୁଶୁଡ଼ିଲା ପଡ଼ିଲାContinue reading “ମରକ୍କୋରେ ଭୟଙ୍କର ଭୂମିକମ୍ପ : ଭୁଶୁଡ଼ିଲା ପଡ଼ିଲା କୋଠା, ବର୍ତ୍ତମାନ ସୁଦ୍ଧା ଗଲାଣି ୨୯୬ ଜୀବନ”

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ : ୨୫୦ କୋଟି ଦୁର୍ନୀତି ମାମଲାରେ ଗିରଫ କଲା ସିଆଇଡି; ଆଜି କରାଯିବ କୋର୍ଟରେ ହାଜର

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗିରଫ । ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି ସିଆଇଡି । ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି । ଏହାର କିଛି ସମୟ ପରେ ରାତି ପାଖାପାଖି ୩ଟା ସମୟରେ ତାଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା ସିଆଇଡି । ନାନ୍ଦିଆଲରେ ରାଲି କରିବା ପରେ ରାତିରେContinue reading “ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ : ୨୫୦ କୋଟି ଦୁର୍ନୀତି ମାମଲାରେ ଗିରଫ କଲା ସିଆଇଡି; ଆଜି କରାଯିବ କୋର୍ଟରେ ହାଜର”

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ : ଡେରାସ ଅଞ୍ଚଳରେ କେନାଲ ପୋତା ଯାଇଥିବା ମାନିଲେ ସରକାର; ପୁନରୁଦ୍ଧାର ପାଇଁ ବିଭାଗର ନିର୍ଦ୍ଦେଶ

କନକ ବ୍ୟୁରୋ : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ । ଡେରାସ ଅଞ୍ଚଳରେ କେନାଲ ପୋତାଯାଇଥିବା ମାନିଲେ ରାଜ୍ୟ ସରକାର । । ପୁନରୁଦ୍ଧାର ପାଇଁ ଖୋର୍ଦ୍ଧା ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ବର୍ଷ ଧରି ଡେରାସ ମେଣ୍ଡାଶାଳ ପଞ୍ଚାୟତରେ କେନାଲ ଜବରଦଖଲ ହୋଇଥିବା ନେଇ ଚିଠିରେ ଲେଖାଯାଇଛି । ଗତ ଗୁରୁବାର ଘଟଣା ସ୍ଥଳକୁ ଯାଇ ଜବରଦଖଲ ହୋଇଥିବାContinue reading “ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିଜୟ : ଡେରାସ ଅଞ୍ଚଳରେ କେନାଲ ପୋତା ଯାଇଥିବା ମାନିଲେ ସରକାର; ପୁନରୁଦ୍ଧାର ପାଇଁ ବିଭାଗର ନିର୍ଦ୍ଦେଶ”

ଉପ-ନିର୍ବାଚନରେ ପଛରେ ପଡିଲା ବିଜେପି : ୬ ରାଜ୍ୟର ୭ ବିଧାନସଭା ଆସନରୁ ୪ଟିରେ ଇଣ୍ଡିଆ ମେଣ୍ଟ ବିଜୟୀ

କନକ ବ୍ୟୁରୋ : ବିଜେପି ଉପରେ ଭାରି ପଡିଲା ଇଣ୍ଡିଆ ମେଣ୍ଟ । ଉପନିର୍ବାଚନରେ ବିଜେପିକୁ ହରାଇଲା ଇଣ୍ଡିଆ ମେଣ୍ଟ । ଦେଶର ଗତକାଲି ୬ ରାଜ୍ୟରେ ଅନୁଷ୍ଠିତ ୭ ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏହି ଉପନିର୍ବାଚନରେ ୪ ଟି ଆସନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିବା ବେଳେ ୩ ଟିରେ ବିଜେପି ବିଜୟୀ ହୋଇଛି । ତ୍ରିପୁରାର ଧନପୁର ଓ ବୋକ୍ସାନଗର ଓ ଉତ୍ତରାଖଣ୍ଡର ବାଗେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେପିContinue reading “ଉପ-ନିର୍ବାଚନରେ ପଛରେ ପଡିଲା ବିଜେପି : ୬ ରାଜ୍ୟର ୭ ବିଧାନସଭା ଆସନରୁ ୪ଟିରେ ଇଣ୍ଡିଆ ମେଣ୍ଟ ବିଜୟୀ”

ଅତିଥିଙ୍କୁ ପାରମ୍ପରିକ ନୃତ୍ୟ ଗୀତରେ ସ୍ୱାଗତ : ଡାଲଖାଇ, ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ‘ଜି-୨୦’ ମଞ୍ଚ

କନକ ବ୍ୟୁରୋ : ଶନିବାର ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ । ବିଦେଶୀ ଅତିଥିମାନେ ଦିଲ୍ଲୀରେ ପହଞ୍ଚଲେଣି । ଦିଲ୍ଲୀ ପହଞ୍ଚିବା ପରେ ଆଇଏମଏଫ୍ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତେବେ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ଦେଶର ବିଭିନ୍ନ ପାରମ୍ପରିକ ନୃତ୍ୟ ଦେଖି କ୍ରିଷ୍ଟାଲିନା ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ବିଶେଷକରି ଓଡ଼ିଶାର ଡାଲ୍ଖାଇ ଗୀତରେ ସମ୍ବଲପୁରୀ ନୃତ୍ୟ ଦେଖି ନିଜେ ମଧ୍ୟ ନୃତ୍ୟ କରିଥିଲେ କ୍ରିଷ୍ଟାଲିନା । ସେହିପରି ଓମାନ୍Continue reading “ଅତିଥିଙ୍କୁ ପାରମ୍ପରିକ ନୃତ୍ୟ ଗୀତରେ ସ୍ୱାଗତ : ଡାଲଖାଇ, ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ‘ଜି-୨୦’ ମଞ୍ଚ”

ଜି-୨୦ ସମ୍ମିଳନୀରେ ଋଷକୁ ଘେରିବାକୁ ଯୋଜନା : ଋଷି ସୁନକ କହିଲେ, ଉଠାଇବେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ

କନକ ବ୍ୟୁରୋ : ଭାରତରେ ପହଞ୍ଚିବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଜାତୀୟ ଗଣମାଧ୍ୟମ ଗୋଟିଏ ଖବର ବେଶ ଚର୍ଚ୍ଚା ସାଉଁଟିଛି । ଋଷି କହିଛନ୍ତି ଜଣେ ଜ୍ୱାଇଁଭାବେ ଭାରତକୁ ଆସିବାର ତାଙ୍କୁ ନିଆରା ଅନୁଭୁତି ଦେଇଛି । ରିଷିଙ୍କ ଏହି ବୟାନ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଛି । ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷରାଙ୍କୁ ବିବାହ କରିଛନ୍ତି ଋଷି । ପତ୍ନୀ ଅକ୍ଷରାଙ୍କ ସହ ଗତକାଲିContinue reading “ଜି-୨୦ ସମ୍ମିଳନୀରେ ଋଷକୁ ଘେରିବାକୁ ଯୋଜନା : ଋଷି ସୁନକ କହିଲେ, ଉଠାଇବେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ”

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି : ଦୁଇ ଦେଶର ସମ୍ପର୍କ ବୃଦ୍ଧି ପାଇଁ ସହମତି; ଭାରତରେ ନିବେଶ କରିବାକୁ ଘୋଷଣା

କନକ ବ୍ୟୁରୋ : ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବିମାନବନ୍ଦରରୁ ସିଧାସଳଖ ବାଇଡେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଉଭୟ ନେତା ଏକାଠି ବସି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ରାଷ୍ଟ୍ରମୁଖ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ମିଳିତ ବିବୃତି ଜାରି କରିଛନ୍ତି ଦୁଇ ନେତା । ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ସମର୍ଥନ କରବାକୁ ବାଇଡେନ ପ୍ରତିଶ୍ରୁତିContinue reading “ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି : ଦୁଇ ଦେଶର ସମ୍ପର୍କ ବୃଦ୍ଧି ପାଇଁ ସହମତି; ଭାରତରେ ନିବେଶ କରିବାକୁ ଘୋଷଣା”

ବିଶ୍ୱ ଦେଖିବ ଭାରତର ନେତୃତ୍ୱ : ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ; ‘ବସୁଧୈବ କୁଟୁମ୍ବକମ୍‌’ ଥିମକୁ ନେଇ ହେବ ସମ୍ମଳିନୀ

କନକ ବ୍ୟୁରୋ : ବିଶ୍ୱ ଦେଖିବ ଭାରତର ନେତୃତ୍ୱ । ଆଜିଠୁ ଦିଲ୍ଲୀରେ ଦୁଇ ଦିନିଆଇ ଜି-୨- ସମ୍ମିଳନୀ । ଏଥିପାଇଁ ବିଶ୍ୱର ବଡ଼ ବଡ଼ ନେତା ଭାରତରେ ପହଞ୍ଚି ସାରିଛନ୍ତି । ଏଥିପାଇଁ ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ ସେଣ୍ଟର ଭାରତ ମଣ୍ଡପମ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ‘ବସୁଧୈବ କୁଟୁମ୍ବକମ୍‌’ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛିContinue reading “ବିଶ୍ୱ ଦେଖିବ ଭାରତର ନେତୃତ୍ୱ : ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ; ‘ବସୁଧୈବ କୁଟୁମ୍ବକମ୍‌’ ଥିମକୁ ନେଇ ହେବ ସମ୍ମଳିନୀ”

ଏକାଠି ଗଲ୍ଫ ଖେଳିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଓ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍ ଏସ୍ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇସାରିଥିଲେ ବି ତାଙ୍କର କ୍ରେଜ୍ ଏବେବି କିଛି କମ୍ ନାହିଁ । ଆମେରିକାରେ ପରିବାର ସହ ସେ ଏବେ ଛୁଟି କାଟୁଛନ୍ତି । ତେବେ ଧୋନୀଙ୍କ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ ଏକ ଗଲ୍ଫ ଗେମର ଆୟୋଜନ କରିଥିଲେ । ଉଭୟ ଧୋନୀ ଓ ଟ୍ରମ୍ପ ଗଲ୍ଫ ଖେଳୁଥିବାର ନଜିର ଆସିଛି । ଧୋନୀଙ୍କ ବନ୍ଧୁContinue reading “ଏକାଠି ଗଲ୍ଫ ଖେଳିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଓ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ”

Design a site like this with WordPress.com
Get started