କନକ ବ୍ୟୁରୋ : ଗୁଳି,ମୋର୍ଟାର ମାଡ଼, ବୋମା ବିସ୍ଫୋରଣରେ ଥରୁଛି ପାକିସ୍ତାନ-ଆଫଗାନର ତୋରଖମ ସୀମା ଟର୍ମିନାଲ । ପାକିସ୍ତାନ ସେନା ଓ ଟିଟିପି ଭିତରେ ଚାଲିଛି ଘମାଘୋଟ ଯୁଦ୍ଧ । ଉଭୟ ପଟୁ ଗୁଳି ଓ ବୋମାମାଡ଼ରେ ଥରୁଛି ସୀମା । ମିଳିଥିବା ସୂଚନା ଅନୁସାରେ ତାଲିବାନର ଆକ୍ରମଣରେ ୪ଜଣ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଛି । ଏଥିସହ କିଛି ସେନାକୁ ତାଲିବାନ ବନ୍ଧକ ବନାଇ ରଖିଥିବା ମଧ୍ୟ ଜଣାପଡିଛି । ସ୍ଥିତି ସଂଗୀନ ହେଉଥିବାରୁ ତୋରଖମContinue reading “ପାକିସ୍ତାନ ଉପରେ ତାଲିବାନର ଆକ୍ରମଣ । ପାକିସ୍ତାନ ସେନା ଓ ଟିଟିପି ଭିତରେ ସଂଘର୍ଷ”
Tag Archives: News
ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରୁ ଆସିଲା ବଡ ଖବର । ୨୦୨୪ରେ ଏକାଠି ମିଶି ଲଢିବେ ଜେଡିଏସ-ବିଜେପି
କନକ ବ୍ୟୁରୋ : କର୍ଣ୍ଣାଟକ ପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ବଡ ବୟାନ । କହିଲେ ୨୦୨୪ ଲୋକସଭା ନିର୍ବାଚନରେ ଏକାଠି ମିଶି ନିର୍ବାଚନ ଲଢିବେ ବିଜେପି ଓ ଜେଡିଏସ । କିଛି ଦିନ ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ ପରସ୍ପର ବିରୋଧରେ ଲଢିଥିବା ଏହି ଦୁଇ ଦଳ ହାତ ମିଶାଇଥିବା ସୂଚନା ମିଳିଛି । ୟେଦିରୁପ୍ପା କହିଛନ୍ତି ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହContinue reading “ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରୁ ଆସିଲା ବଡ ଖବର । ୨୦୨୪ରେ ଏକାଠି ମିଶି ଲଢିବେ ଜେଡିଏସ-ବିଜେପି”
ଆସିଲା ୬ରାଜ୍ୟର ୭ ବିଧାନସଭା ଉପନିର୍ବାଚନ ଫଳାଫଳ । ଜାଣନ୍ତୁ କେଉଁଠି ଜିତିଲା କେଉଁ ଦଳ
କନକ ବ୍ୟୁରୋ : ଦେଶର ୬ ରାଜ୍ୟରେ ଅନୁଷ୍ଠିତ ୭ ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏହି ଉପନିର୍ବାଚନରେ ତ୍ରିପୁରାର ଧନପୁର ଓ ବୋକ୍ସାନଗର ଓ ଉତ୍ତରାଖଣ୍ଡର ବାଗେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଅନ୍ୟପକ୍ଷରେ ଝାଡ଼ଖଣ୍ଡର ଝୁମରୀରେ ଜେଏମ୍ଏମ୍, ପଶ୍ଚିମବଙ୍ଗର ଧୂପଗଡ଼ି ନିର୍ବାଚନମଣ୍ଡଳୀରେ ଟିଏମସି ଓ କେରଳର ପୁଥୁପଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଉତ୍ତରପ୍ରଦେଶ ଘୋସି ନିର୍ବାଚନମଣ୍ଡଳୀରେ ସମାଜବାଦୀ ପାର୍ଟି ବିଜୟContinue reading “ଆସିଲା ୬ରାଜ୍ୟର ୭ ବିଧାନସଭା ଉପନିର୍ବାଚନ ଫଳାଫଳ । ଜାଣନ୍ତୁ କେଉଁଠି ଜିତିଲା କେଉଁ ଦଳ”
ବେଲଜିୟମରୁ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ, ଭାରତରେ ଚାଲିଛି ଗଡସେ ଓ ଗାନ୍ଧୀ ବିଚାରଧାର ଭିତରେ ଲଢେଇ
କନକ ବ୍ୟୁରୋ : ବେଲଜିୟମରୁ ବିଜେପିକୁ ପ୍ରଂଶସା ଓ ସମାଲୋଚନା କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ପ୍ରଂଶସା କରିଛନ୍ତି ରାହୁଲ । ବେଲଜିୟମ ମିଡିଆର ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି କି ଋଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ବିରୋଧୀ ମଧ୍ୟ ସମର୍ଥନ କରୁଛନ୍ତି । ସେପଟେ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତନ କରି ଭାରତ ରଖାଯିବା ସମ୍ଭାବନାକୁ ନେଇ ସେ ସମାଲୋଚନାContinue reading “ବେଲଜିୟମରୁ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ, ଭାରତରେ ଚାଲିଛି ଗଡସେ ଓ ଗାନ୍ଧୀ ବିଚାରଧାର ଭିତରେ ଲଢେଇ”
ସୋନିଆ ଗାନ୍ଧୀ ଓ ଖଡଗେଙ୍କୁ ମିଳିଲାନି ନୈଶ୍ୟ ଭୋଜିର ନିମନ୍ତ୍ରଣ, ଭୋଜିରେ ନୀତିଶ, ମମତା, ମନମୋହନ ଯୋଗ ଦେବା ନେଇ ସୂଚନା
କନକ ବ୍ୟୁରୋ : ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ସଦସ୍ୟ ଦେଶର ରାଷ୍ଟ୍ରନେତାଙ୍କ ପାଇଁ ଶନିବାର ରାତିରେ ରାତ୍ରୀଭୋଜନର ଆୟୋଜନ କରାଯାଇଛି । ତେବେ ଏବେ ଚର୍ଚ୍ଚା ପାଲଟିଛି ନିମନ୍ତ୍ରିତ ଅତିଥିଙ୍କୁ ନେଇ । ଜାତୀୟ ରାଜନୀତିରରେ କିଛି ବଚ୍ଛାବଚ୍ଛା ରାଜନେତାଙ୍କୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିବାବେଳେ ବାଦ ପଡିଛନ୍ତି କିଛି ହେଭିୱେଟ ନେତା । ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ତରଫରୁ ଆୟୋଜିତ ରାତ୍ରୀଭୋଜନContinue reading “ସୋନିଆ ଗାନ୍ଧୀ ଓ ଖଡଗେଙ୍କୁ ମିଳିଲାନି ନୈଶ୍ୟ ଭୋଜିର ନିମନ୍ତ୍ରଣ, ଭୋଜିରେ ନୀତିଶ, ମମତା, ମନମୋହନ ଯୋଗ ଦେବା ନେଇ ସୂଚନା”
ମଂଚ ପ୍ରସ୍ତୁତ, ଭାରତ ପ୍ରସ୍ତୁତ । ଦିନକ ପରେ ଦିଲ୍ଲୀରେ ‘ଜି-୨୦’ ବିଶ୍ୱ ମହାକୁମ୍ଭ, ମଂଚରେ ଝଲସିବ ଭାରତର କଳା, ସଂସ୍କୃତି, ଶକ୍ତି, ସାମର୍ଥ୍ୟ
କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ଉପରେ ସାରା ବିଶ୍ୱର ନଜର । ଜି-୨୦ ସମ୍ମିଳନୀ ଶଙ୍ଖନାଦରେ ଚଳଚଂଚଳ ଦିଲ୍ଲୀ । ଆଖି ଜୁଆଡେ ଯାଉଛି ସେଠାରେ ଦେଖିବାକୁ ମିଳୁଛି ଅଦଭୁତ, ଅବିଶ୍ୱନୀୟ ଓ ଆଚମ୍ବିତ କରିବା ଭଳି ପ୍ରସ୍ତୁତି । ଜଳ- ସ୍ଥଳ-ଆକାଶ । ସବୁଠି କଡ଼ା ସୁରକ୍ଷା, ସବୁଠି ସୁରକ୍ଷାକର୍ମୀଙ୍କ କଡ଼ା ପ୍ରହରା । ଦିନକ ପରେ ଜି-୨୦ ମହାକୁମ୍ଭ । ତେଣୁ ବିଶ୍ୱନେତାଙ୍କ ସୁଅ ଛୁଟିଲାଣି । ଦିଲ୍ଲୀ ଗୁରୁଗ୍ରାମ ବିମାନବନ୍ଦରରେ ଚାଲିଛିContinue reading “ମଂଚ ପ୍ରସ୍ତୁତ, ଭାରତ ପ୍ରସ୍ତୁତ । ଦିନକ ପରେ ଦିଲ୍ଲୀରେ ‘ଜି-୨୦’ ବିଶ୍ୱ ମହାକୁମ୍ଭ, ମଂଚରେ ଝଲସିବ ଭାରତର କଳା, ସଂସ୍କୃତି, ଶକ୍ତି, ସାମର୍ଥ୍ୟ”
ଲୋକଙ୍କ ବ୍ୟାଙ୍କ ଆକାଉଂଟକୁ ଆସୁଛି ଅଜଣା ସୂତ୍ରରୁ ଟଙ୍କା: କେଉଁଠୁ ଆସୁଛି ଟଙ୍କା, ଠିକ ଭାବେ କହି ପାରୁନାହାନ୍ତି ବ୍ୟାଙ୍କ କର୍ତୃପକ୍ଷ
କନକ ବ୍ୟୁରୋ: ବ୍ୟାଙ୍କ ଖାତାକୁ ଆସୁଛି ହଜାର ହଜାର ଟଙ୍କା । କାହା ଖାତାକୁ ୬୦ ହଜାର ଟଙ୍କା ଆସିଛି, ତ ଆଉ କାହା ଖାତାକୁ ୮ ହଜାର ଟଙ୍କା ଆସିଛି । ଟଙ୍କା ଆସୁଛି ଖବର ପାଇଁ ବ୍ୟାଙ୍କ୍ ଆଗରେ ଲାଗିଛି ଲମ୍ବା ଲାଇନ୍ । କେଉଁଠୁ ଓ କାହିଁକି ବ୍ୟାଙ୍କ୍ ଖାତାକୁ ଟଙ୍କା ଆସିଛି, ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖା ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଆସିଛି ଏଭଳିContinue reading “ଲୋକଙ୍କ ବ୍ୟାଙ୍କ ଆକାଉଂଟକୁ ଆସୁଛି ଅଜଣା ସୂତ୍ରରୁ ଟଙ୍କା: କେଉଁଠୁ ଆସୁଛି ଟଙ୍କା, ଠିକ ଭାବେ କହି ପାରୁନାହାନ୍ତି ବ୍ୟାଙ୍କ କର୍ତୃପକ୍ଷ “
ପ୍ରେମ ବିବାହକୁ ନେଇ ପରିବାର ଶୁଦ୍ଧି ହେବା ପରେ ମୁହଁ ଖୋଲିଲେ ଝିଅ: କହିଲେ ବିବାହ କରି ସେ ଖୁସିରେ ଅଛନ୍ତି
କନକ ବ୍ୟୁରୋ: ଜୀବନ ସାଥୀ ପାଇ ଦୀପାଂଜଳି ଖୁସି ଅଛନ୍ତି ସତ, କିନ୍ତୁ ମନରେ ଅଭିମାନ ରହିଯାଇଛି । କାରଣ ବଂଚିଥାଉଁ ଥାଉଁ ତାଙ୍କର ସୁଦ୍ଧି କରିଦେବା କଥାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଦୀପାଂଜଳି । ଓଲଟା ପ୍ରଶ୍ନ କରୁଛନ୍ତି- ପ୍ରେମ କରିବା କ’ଣ ଭୁଲ? କେହି କ’ଣ କେବେ ଭଲ ପାଇ ନାହାଁନ୍ତି? ପରିବାର ଲୋକ ସିନା ତାଙ୍କୁ ପର କରିଦେଲେ । ମରିଗଲା ବୋଲି ସୁଦ୍ଧି ହୋଇଗଲେ । ହେଲେ ଶ୍ୱଶୂର ଘରContinue reading “ପ୍ରେମ ବିବାହକୁ ନେଇ ପରିବାର ଶୁଦ୍ଧି ହେବା ପରେ ମୁହଁ ଖୋଲିଲେ ଝିଅ: କହିଲେ ବିବାହ କରି ସେ ଖୁସିରେ ଅଛନ୍ତି”
ସାମୂହିକ ଛୁଟିରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ: ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
କନକ ବ୍ୟୁରୋ: ସ୍କୁଲରେ ପଡ଼ିଲା ତାଲା, ପିଲାଙ୍କ ପାଠପଢ଼ା ବନ୍ଦ । ସାମୁହିକ ଛୁଟିରେ ଗଲେ ଶିକ୍ଷକ । ଠିକା ବ୍ୟବସ୍ଥା ଉଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ ଦାବିରେ ରାଜ୍ୟର ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତିି ଶିକ୍ଷକ-ଶିକ୍ଷୟିତ୍ରୀ । ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲର ପାଠ ପଢ଼ା ପ୍ରଭାବିତ ହୋଇଛି । ବାରମ୍ବାର ଆନ୍ଦୋଳନ ପରେ ବି ସରକାରContinue reading “ସାମୂହିକ ଛୁଟିରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ: ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା”
ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି । କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବ ଦ୍ୱିପାକ୍ଷୀକ ଆଲୋଚନା
କନକ ବ୍ୟୁରୋ : ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଂଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ବିମାନବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ବି.କେ ସିଂ ତାଙ୍କୁ ସ୍ୱାଗତ କରିଥିଲେ । ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ସେ ଆଗାମୀ ୩ଦିନ ପର୍ଯ୍ୟନ୍ତ ଭାରତରେ ରହିବେ । କିଛି ସମୟ ପରେ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷୀକ ଆଲୋଚନା କରିବେ । ଆମେରିକାର ଅଷ୍ଟମ ରାଷ୍ଟ୍ରପତି ଭାବେ ବାଇଡେନContinue reading “ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି । କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବ ଦ୍ୱିପାକ୍ଷୀକ ଆଲୋଚନା”