ସଚିବଙ୍କ ସୁରକ୍ଷାରେ ଆଗକୁ ଆସିଲେ କି ମନ୍ତ୍ରୀ? ଉଠିଲା ପ୍ରଶ୍ନ, ୧୫ ଦିନ ପରେ କିଏ ପକାଇଲା ଚାପ?

କନକ ବ୍ୟୁରୋ: ରାଜ୍ୟର ରାଜନୈତିକ ସ୍ଥିତି ଓ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ଆଲେଖ୍ୟରେ ଚିନ୍ତା ପ୍ରକଟ କରିଥିଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ମାଟି ବଡ ନା ପାର୍ଟି ବଡ, ମନ୍ତ୍ରୀ ବଡ ନା ସଚିବ ବଡ, ଏହାକୁ ନେଇ ଜଣେ ସ୍ୱାଭିମାନ ଓଡିଅ. ଅନୁଭବି ରାଜନେତା ଓ ସାମ୍ବାଦିକ ହିସାବରେ ଆଲେଖ୍ୟରେ ନିଜର ସ୍ପଷ୍ଟ ମତ ରଖିଥିଲେ । କିନ୍ତୁ ୧୫ଦିନ ଚୁପ ରହିବା ପରେ ଏବେ ସାମନାକୁ ଆସିଛନ୍ତି ବିଜେଡିର କିଛିContinue reading “ସଚିବଙ୍କ ସୁରକ୍ଷାରେ ଆଗକୁ ଆସିଲେ କି ମନ୍ତ୍ରୀ? ଉଠିଲା ପ୍ରଶ୍ନ, ୧୫ ଦିନ ପରେ କିଏ ପକାଇଲା ଚାପ?”

‘ଜି-୨୦’ ପାଇଁ ଭାରତ ପ୍ରସ୍ତୁତ: ଦିଲ୍ଲୀରେ ପହଂଚୁଛନ୍ତି ବିଶ୍ୱ ନେତା

କନକ ବ୍ୟୁରୋ: ଆଉ କିଛି ଘଂଟାର ଅପେକ୍ଷା । ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ଜି-୨୦ ଇଣ୍ଡିଆ ପକ୍ଷରୁ ଏକ ଭିଡିଓ ଜାରି କରି ପୂରା ସୂଚନା ଦିଆଯାଇଛି । ଦିଲ୍ଲୀ ଭାରତ ମଣ୍ଡପମ୍ରେ ହେବ ସମସ୍ତ ବୈଠକ । ୧୪ ନମ୍ବର ହଲରେ ଏକାଠି ବସିବେ ବିଶ୍ୱନେତା । ସମ୍ମିଳନୀରେ ଯୋଗ ଦେଉଥିବା ସମସ୍ତ ଦେଶର ପ୍ରତିନିଧି ଏହିଠାରେ ରହିବେ । ଜି-୨୦ ଶିଖର ସମ୍ମିଳନୀର ମୁଖ୍ୟ ସଂଯୋଜକContinue reading “‘ଜି-୨୦’ ପାଇଁ ଭାରତ ପ୍ରସ୍ତୁତ: ଦିଲ୍ଲୀରେ ପହଂଚୁଛନ୍ତି ବିଶ୍ୱ ନେତା”

ସଚିବଙ୍କ ସଭାକୁ ଯିବାକୁ ଦିଆଯାଉଥିଲା ଲାଂଚ! ପିଇଓ ଟଙ୍କା ବାଂଟିବାର ଭିଡିଓ ଭାଇରାଲ 

କନକ ବ୍ୟୁରୋ: ଗତ ୩୧ତାରିଖରେ ଫାଇଭ-ଟି ସଚିବ ଭି. କେ.ପାଣ୍ଡିଆନ ଯାଜପୁର ବିଂଝାରପୁର ଗସ୍ତରେ ଯାଇଥିଲେ । ଆୟୋଜିତ ଜନସଭାରେ ଯୋଗ ଦେଇଥିଲେ । କିନ୍ତୁ ଏହି ସଭାକୁ ଆସିଥିବା ଲୋକଙ୍କୁ କୁଆଡେ ଲାଂଚ ଦେଇ ଅଣାଯାଇଥିଲା ବୋଲି ଅଭିଯୋଗ ହୋଇଛି । ବିଂଝାରପୁର ବ୍ଲକର ଜଣେ ପିଇଓ ଲୋକଙ୍କୁ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ପରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । କୁହାଯାଉଛିContinue reading “ସଚିବଙ୍କ ସଭାକୁ ଯିବାକୁ ଦିଆଯାଉଥିଲା ଲାଂଚ! ପିଇଓ ଟଙ୍କା ବାଂଟିବାର ଭିଡିଓ ଭାଇରାଲ “

ମକା ଚୋରି ଅଭିଯୋଗରେ ୧୦ ଯୁବକଙ୍କୁ ନିସ୍ତୁକ ମାଡ: ଭାଇରାଲ ହେଉଛି ଉମରକୋଟରେ କଙ୍ଗାରୁ କୋର୍ଟ ଭିଡିଓ

କନକ ବ୍ୟୁରୋ: ପୁଣି ନବରଙ୍ଗପୁର ଜିଲ୍ଲାରେ କଙ୍ଗାରୁକୋର୍ଟ । ମକା ଚୋରି ସନ୍ଦେହରେ ମାଡ଼ ଖାଇଲେ ୧୦ ଯୁବକ । ଉମରକୋଟ ସହର ନିକଟସ୍ଥ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ନିକଟରେ ୧୦ କୋଟି ଟଙ୍କା ବ୍ୟୟରେ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପନ୍ନ ହେଇଛି । ତେବେ ଠିକାଦାର ରଙ୍ଗ ମାରିବା ପାଇଁ କଳାହାଣ୍ଡିର ପ୍ରାୟ ୧୦ ଜଣ ଯୁବକଙ୍କୁ ନିୟୋଜିତ କରିଥିଲେ । ତେବେ ଷ୍ଟାଡିୟମ୍ ନିକଟରେ ଥିବା ମକା କ୍ଷେତରୁ ସେହି ଯୁବକମାନେContinue reading “ମକା ଚୋରି ଅଭିଯୋଗରେ ୧୦ ଯୁବକଙ୍କୁ ନିସ୍ତୁକ ମାଡ: ଭାଇରାଲ ହେଉଛି ଉମରକୋଟରେ କଙ୍ଗାରୁ କୋର୍ଟ ଭିଡିଓ”

ଅସମୟରେ ବଜ୍ରାଘାତରେ ଚାଲିଗଲେ ବାପା: ଡେଲାଙ୍ଗ ଗନ୍ଧର୍ବ ସାମନ୍ତରାୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ଓ ଝିଅ 

କନକ ବ୍ୟୁରୋ: ବର ଗଛ ହେଲା କାଳ ବର୍ଷା ଘଡ ଘଡି ଭୟରେ ବର ଗଛ ମୂଳେ ଆଶ୍ରୟ ନେଇ ଜୀବନ ହାରିଲେ ଚାଷୀ । ଡେଲାଙ୍ଗ ବ୍ଲକ ରେଞ୍ଚ ପଞ୍ଚାୟତ ପଲ୍ଲୀ ଗାଁର କୃଷକ ଗନ୍ଧର୍ବ ସାମନ୍ତରାୟ ନିଜ ଚାଷ କାମ କରିବା କୁ  ବିଲକୁ ଯାଇଥିବା ବେଳେ ଘଡ ଘଡି ପଡି ମୃତ୍ୟୁ ହୋଇଛି । ଏପଟେ ପରିବାରର ଅଭିଯୋଗ । ସରକାରୀ ସହାୟତାତ ଦୂରର କଥା ଘଡଘଡିରେ ମୃତ୍ୟୁ ବରଣ କରିଥିବା  ଚାଷୀଙ୍କContinue reading “ଅସମୟରେ ବଜ୍ରାଘାତରେ ଚାଲିଗଲେ ବାପା: ଡେଲାଙ୍ଗ ଗନ୍ଧର୍ବ ସାମନ୍ତରାୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ଓ ଝିଅ “

୨୦୨୪ ନିର୍ବାଚନ ପାଇଁ ଜୟପୁରରେ ବିଜେଡିର ମାନସ ମନ୍ଥନ: ଘନଘନ ବୈଠକ କରି ପ୍ରାର୍ଥୀ ଖୋଜୁଛନ୍ତି ବରିଷ୍ଠ ନେତା

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚଳଚଚଂଳ ହେଲାଣି ରାଜ୍ୟ ରାଜନୀତି । ସମର୍ଥନ ଯୋଗାଡ ପାଇଁ ଆରମ୍ଭ ହୋଇଗଲାଣି ନେତାଙ୍କ କାର୍ଯ୍ୟକ୍ରମ । ଏହାରି ଭିତରେ ବଦଳିବ କି ଜୟପୁର ରାଜନୈତକ ସମୀକରଣ । ଲଗାତର ଭାବେ କଂଗ୍ରେସ ହାତକୁ ଚାଲି ଯାଇଥିବା ଜୟପୁର ବିଧାନସଭା ଆସନ ଅକ୍ତିଆର କରିବା ପାଇଁ ବିଜେଡିରେ ଚାଲିଛି ମାନସ ମନ୍ଥନ । କାହାକୁ ପ୍ରାର୍ଥୀ କଲେ, ମିଳିବ ସଫଳତା, ତାକୁ ନେଇ ଚାଲିଛି ଅଙ୍କକଷା । ବୈଠକContinue reading “୨୦୨୪ ନିର୍ବାଚନ ପାଇଁ ଜୟପୁରରେ ବିଜେଡିର ମାନସ ମନ୍ଥନ: ଘନଘନ ବୈଠକ କରି ପ୍ରାର୍ଥୀ ଖୋଜୁଛନ୍ତି ବରିଷ୍ଠ ନେତା”

ଆସିଲା ୭ଟି ବିଧାନସଭା ଉପ ନିର୍ବାଚନର ଫଳାଫଳ, ଜାଣନ୍ତୁ କେଉଁଠି ଜିତିଲା କେଉଁଦଳ

କନକ ବ୍ୟୁରୋ : ଦେଶର ୬ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୭ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଛି । ଏଥିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଘାସି ବିଧାନସଭା ଆସନରେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢିଥିବା ସୁଧାକର ସିଂ ତାଙ୍କର ନିକଟତ ପ୍ରତଦ୍ୱନ୍ଦୀ ବିଜେପିର ଦାରାସିଂ ଚୌହାନଙ୍କ ଠାରୁ ୩୫ ହଜାର ଭୋଟରେ ଆଗୁଆ ଅଛନ୍ତି । ଅର୍ଥାତ ସମାଜବାଦୀ ପାର୍ଟିର ପ୍ରାର୍ଥୀ ସେଠି ଜିତିବା ଏକପ୍ରକାର ସ୍ଥିର ହୋଇଛି । ସେହିଭଳି ଉତ୍ତରାଖଣ୍ଡରContinue reading “ଆସିଲା ୭ଟି ବିଧାନସଭା ଉପ ନିର୍ବାଚନର ଫଳାଫଳ, ଜାଣନ୍ତୁ କେଉଁଠି ଜିତିଲା କେଉଁଦଳ”

ନିର୍ମାଣ କାର୍ଯ୍ୟ ସରିନି କିନ୍ତୁ ରାସ୍ତା ଫାଟିଲା: ୨ ଫୁଟ ତଳକୁ ଦବିଯାଇଛି ଡମପଡା ବ୍ଲକର ବିଲିପଡ଼ା ଠାରୁ ତାଳବସ୍ତ ରାସ୍ତା

କନକ ବ୍ୟୁରୋ: ନିର୍ମାଣ କାର୍ଯ୍ୟ ସରିନି କିନ୍ତୁ ରାସ୍ତା ଦବି ଗଲାଣି । ୨ ଫୁଟ ତଳକୁ ଦବି ଯାଇଛି ସିମେଂଟ କଂକ୍ରିଟ ରାସ୍ତା । ବାଙ୍କୀ ଡମପଡା ବ୍ଲକର ବିଲିପଡ଼ା ଠାରୁ ତାଳବସ୍ତ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା କାମର ଅବଧି ସରି ନଥିବା ବେଳେ କେଉଁଠି ରାସ୍ତା ଫାଟି ଦବିଯାଇଛି ତ ଆଉ ଆଉ କେଉଁଠି ପିଚୁ ଉଠିଯାଇଛି । ଚାରିଘରିଆ ଠାରୁ ସାମନ୍ତରାପୁର ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିଟରContinue reading “ନିର୍ମାଣ କାର୍ଯ୍ୟ ସରିନି କିନ୍ତୁ ରାସ୍ତା ଫାଟିଲା: ୨ ଫୁଟ ତଳକୁ ଦବିଯାଇଛି ଡମପଡା ବ୍ଲକର ବିଲିପଡ଼ା ଠାରୁ ତାଳବସ୍ତ ରାସ୍ତା”

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିଳୁନି ଭତ୍ତା: ଗୁରୁଣ୍ଡି ଗୁରୁଣ୍ଡି ନୀଳଗିରି ବ୍ଲକ କାର୍ଯ୍ୟାଳୟକୁ ଆସିଲେ ଦିବ୍ୟାଙ୍ଗ ଯୁବକ

କନକ ବ୍ୟୁରୋ: ସରକାରୀ ଯୋଜନାର କାର୍ଯ୍ୟକାରୀତାକୁ କାଠଗଡ଼ାରେ ଠିଆ କରିବ । ଗାଁ ଗହଳିର ଲୋକଙ୍କ ଉନ୍ନତି ପାଇଁ କାମ କରୁଥିବା ପ୍ରଶାସନିକ ବାବୁ ଓ ଲୋକ ପ୍ରତିନିଧିଙ୍କ ପାରିବାର ପଣିଆର ମୁଖା ଖୋଲିଦେବ । ଚାଲି ପାରୁନଥିବା ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କ କିଭଳି ଭାବରେ ବ୍ଲକ କାର୍ଯ୍ୟାଳୟକୁ ଆସିଛନ୍ତି । ସଂପର୍କୀୟଙ୍କ ସହଯୋଗରେ ଟ୍ରଲିରେ ବସି ଘରୁ ଆସିଲେ, ଟ୍ରଲିରୁ ଓହ୍ଲାଇ ଏମିତି ଗୁରୁଣ୍ଡି ଗୁରୁଣ୍ଡି ବ୍ଲକ କାର୍ଯ୍ୟାଳୟ ଭିତରକୁ ଯାଇ ବିଡିଓ ରାହୁଲ ମଣ୍ଡଲଙ୍କୁContinue reading “ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମିଳୁନି ଭତ୍ତା: ଗୁରୁଣ୍ଡି ଗୁରୁଣ୍ଡି ନୀଳଗିରି ବ୍ଲକ କାର୍ଯ୍ୟାଳୟକୁ ଆସିଲେ ଦିବ୍ୟାଙ୍ଗ ଯୁବକ”

ଜି-୨୦ ସମ୍ମିଳନୀକୁ ଆସିଥିବା ପ୍ରତି ବିଦେଶୀ ଅତିଥିଙ୍କୁ ପ୍ରଦାନ କରାଯିବ ୧ ହଜାର ଟଙ୍କା । ଜାଣନ୍ତୁ କାରଣ

କନକ ବ୍ୟୁରୋ : ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ବିଦେଶୀ ଅତିଥିମାନେ ଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଅତିଥି ଦିଲ୍ଲୀରେ ପହଂଚିଯିବେ ବୋଲି କୁହାଯାଉଛି । ଯେଉଁମାନେ ଆସିଯାଇଛନ୍ତି ସେମାନଙ୍କୁ ଭାରତ ସରକାରଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଉଛି । ଦିଲ୍ଲୀର ପ୍ରତି ଗଳିକନ୍ଦିରେ ଜି-୨୦ର ଝଲକ ଦେଖିବାକୁ ମିଳିଛି । ସରକାରଙ୍କର ଲକ୍ଷ୍ୟ ରହିଛି କି ଏହି ସମ୍ମିଳନୀ ମାଧ୍ୟମରେ ସାରା ବିଶ୍ୱକୁ ବାର୍ତ୍ତାContinue reading “ଜି-୨୦ ସମ୍ମିଳନୀକୁ ଆସିଥିବା ପ୍ରତି ବିଦେଶୀ ଅତିଥିଙ୍କୁ ପ୍ରଦାନ କରାଯିବ ୧ ହଜାର ଟଙ୍କା । ଜାଣନ୍ତୁ କାରଣ”

Design a site like this with WordPress.com
Get started