ନିକଟ ଭବିଷ୍ୟତରେ ଭାରତ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଏକ ଭିତ୍ତିଭୂମି ଚୁକ୍ତି ଚୂଡାନ୍ତ ହୋଇପାରେ | ଏହା ଚୁକ୍ତି ଅଧୀନରେ ଗଲ୍ଫ ଦେଶଗୁଡ଼ିକୁ ଆରବ ଦେଶ ସହ ଯୋଡିବା ପାଇଁ ରେଳ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଏହି ରେଳ ନେଟୱାର୍କ ବନ୍ଦର ଏବଂ ସିପିଂ ଗାଡ଼ି ମାଧ୍ୟମରେ ଭାରତ ସହିତ ସଂଯୁକ୍ତ ହେବ । ଏହି ଚୁକ୍ତି ପାଇଁ ତିନି ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । G-20 ଶିଖର ସମ୍ମିଳନୀରେContinue reading “ଆମେରିକା-ସାଉଦି ରେଳ-ବନ୍ଦର ଚୁକ୍ତିରେ ସାମିଲ ହେବ ଭାରତ”
Tag Archives: News
ଯୁଦ୍ଧ ନୁହେଁ ଏବେ ନିର୍ବାଚନ ମାଧ୍ୟମରେ ୟୁକ୍ରେନ ଦଖଲ କରିବାକୁ ଋଷର ଯୋଜନା । ସାରା ବିଶ୍ୱ କରୁଛି ନିନ୍ଦା
କନକ ବ୍ୟୁରୋ : ୟୁକ୍ରେନ ଦଖଲ କରିବାକୁ ଋଷ କୌଣସି ଉପାୟ ବି ଆପଣାଇପାରେ । ଦୀର୍ଘଦିନ ଧରି ଯୁଦ୍ଧ ପରେ ସମ୍ପୂର୍ଣ୍ଣ ୟୁକ୍ରେନକୁ ଦଖଲ କରିବାରେ ବିଫଳ ହେବା ପରେ ଏବେ ଋଷ ନୂଆ ଯୋଜନା ଆପଣାଇଛି । ଋଷ ୟୁକ୍ରେନର କିଛି ଅଂଶ ଦଖଲ କରିଥିବା ବେଳେ ଏବେ ବି କିଛି ଅଂଶ ଋଷ ପାଇଁ ଅଭେଦ୍ୟ ହୋଇ ରହିଛି । ଏହାକୁ ନଜରରେ ରଖି ଋଷ ୟୁକ୍ରେନରେ ଜୋର ଜବରସ୍ତ ନିର୍ବାଚନ କରାଉଛିContinue reading “ଯୁଦ୍ଧ ନୁହେଁ ଏବେ ନିର୍ବାଚନ ମାଧ୍ୟମରେ ୟୁକ୍ରେନ ଦଖଲ କରିବାକୁ ଋଷର ଯୋଜନା । ସାରା ବିଶ୍ୱ କରୁଛି ନିନ୍ଦା”
ରୋହିତଙ୍କୁ ଘାରିଛି ଶାହିନ୍ ଭୟ । ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଆସିଲା ବଡ ବୟାନ । ପଢନ୍ତୁ, କିଏ କହିଲେ ଏମିତି କଥା…
କନକ ବ୍ୟୁରୋ: ଏଥର ଏସିଆ କପରେ ଚମକ୍ରାର ପ୍ରଦର୍ଶନ ଜାରି ରଖିଛି ପାକିସ୍ତାନ ଟିମ୍ । ଦଳର ବୋଲରମାନେ ଭୟଙ୍କର ବୋଲିଂ କରୁଥିବାବେଳେ, ବ୍ୟାଟ୍ସମ୍ୟାନ ମାନଙ୍କୁ ଅଡୁଆରେ ପକାଉଛନ୍ତି । ଖାସ୍ କରି…ପେସ୍ ବୋଲର ଶାହିନ ଆଫ୍ରିଦିଙ୍କ ବୋଲିଂ ବ୍ୟାଟ୍ସମ୍ୟାନ ମାନଙ୍କୁ ବଡ ଅସୁବିଧାରେ ପକାଉଥିବାବେଳେ । ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍ ତାଙ୍କ ଶିକାର ହେଇସାରିଲେଣି । ଆଉ ତା’ରି ଭିତରେ ସାହିନ୍ ଆଫ୍ରିଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଶୋଏବContinue reading “ରୋହିତଙ୍କୁ ଘାରିଛି ଶାହିନ୍ ଭୟ । ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଆସିଲା ବଡ ବୟାନ । ପଢନ୍ତୁ, କିଏ କହିଲେ ଏମିତି କଥା…”
କାମ୍ବୋଡିଆରେ ଫସିଥିବା ଓଡ଼ିଆ ଯୁବକଙ୍କ ଭାରତ ଫେରିବା ନେଇ ଫିଟିଲା ବାଟ । ସହାୟତା କରୁଛନ୍ତି ଗ୍ଲୋବାଲ ଓଡ଼ିଆ ଭଲ୍ୟୁଟିୟର୍ସ ଆସୋସିଏସନର ସଂଜୟ ଦଳାଇ ।
କନକ ବ୍ୟୁରୋ: କାମ୍ବୋଡିଆରେ ଫସିଥିବା ଓଡ଼ିଆ ଶ୍ରମିକ ଦୀନବନ୍ଧୁ ସାହୁଙ୍କ ଫେରିବା ନେଇ ଫିଟିଲା ବାଟ । କାନାଡାରେ ଥିବା ଗ୍ଲୋବାଲ ଓଡ଼ିଆ ଭଲୁଂଟିଅର ଆସୋସିଏସନର ସଦସ୍ୟ ସଂଜୟ ଦଳାଇଙ୍କ ସହାୟତାରେ ଭାରତ ଫେରୁଛନ୍ତି କାମ୍ବୋଡିଆରେ ଫସିଥିବା ଓଡ଼ିଆ ଯୁବକ । ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମର ଏହି ଯୁବକ କୋଲକାତାରେ ପହଞ୍ଚିିବେ ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ସଂଜୟ । କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ କାମ୍ବୋଡିଆ ଯାଇ ସେଠାରେ ଏକ କମ୍ପାନୀContinue reading “କାମ୍ବୋଡିଆରେ ଫସିଥିବା ଓଡ଼ିଆ ଯୁବକଙ୍କ ଭାରତ ଫେରିବା ନେଇ ଫିଟିଲା ବାଟ । ସହାୟତା କରୁଛନ୍ତି ଗ୍ଲୋବାଲ ଓଡ଼ିଆ ଭଲ୍ୟୁଟିୟର୍ସ ଆସୋସିଏସନର ସଂଜୟ ଦଳାଇ ।”
ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ, ସଚିନଙ୍କୁ ମିଳିଲା ଗୋଲଡେନ ଟିକେଟ ।
କନକ ବ୍ୟୁରୋ : କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍ । କ୍ରିକେଟ ବିଶ୍ୱକପର ମ୍ୟାଚ୍ ପାଇଁ ସଚିନଙ୍କୁ ଭେଟି ଏହି ଗୋଲଡେନ ଟିକେଟ ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଭାରତରେ ବିଶ୍ୱକପ ହେଉଥିବାରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଛି ବିସିସିଆଇ । ସଚିନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଥିବାର ଫଟୋ ଟ୍ୱିଟ୍ କରିଛି ବିସିସିଆଇ । ଟ୍ୱିଟ୍ ହୋଇଥିବା ଫଟୋରେ ସଚିନଙ୍କ ସହ ଜୟ ଶାହାଙ୍କୁ ଦେଖିବାକୁContinue reading “ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ, ସଚିନଙ୍କୁ ମିଳିଲା ଗୋଲଡେନ ଟିକେଟ ।”
ଜି-୨୦ ସମ୍ମିଳନୀ ୨୦୨୩: ରାଷ୍ଟ୍ରପତିଙ୍କ ରାତ୍ର ଭୋଜନ ପାଇଁ କାହାକୁ ମିଳିଲା ନିମନ୍ତ୍ରଣ ଓ କିଏ ପଡିଲା ବାଦ
କନକ ବ୍ୟୁରୋ : ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ବୈଠକ ପାଇଁ ସଦସ୍ୟତା ଥିବା ଦେଶର ଅତିଥିମାନେ ଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି । ବିଶ୍ୱନେତାମାନେ ଦୁଇଦିନ ଧରି ଏହି ସମ୍ମିଳନୀରେ ରାଜନୀତି, ଜଳବାୟୁ ଓ ବହୁ ଦ୍ୱିପାକ୍ଷୀକ ସହଯୋଗ ସମେତ ବିଶ୍ୱସ୍ତରରେ ବିକାଶ ପାଇଁ ଥିବା ଚ୍ୟାଲେଞ୍ଜ ଉପରେ ଆଲୋଚନା କରିବେ । ଏହି କ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯ ସେପ୍ଟେମ୍ବରକୁ ଜି-୨୦ ନେତାମାନଙ୍କContinue reading “ଜି-୨୦ ସମ୍ମିଳନୀ ୨୦୨୩: ରାଷ୍ଟ୍ରପତିଙ୍କ ରାତ୍ର ଭୋଜନ ପାଇଁ କାହାକୁ ମିଳିଲା ନିମନ୍ତ୍ରଣ ଓ କିଏ ପଡିଲା ବାଦ”
ବିଶ୍ୱକପ ପାଇଁ ଅମ୍ପାୟାର ଓ ରେଫରୀଙ୍କ ନାଁ ଘୋଷଣା କଲା ଆଇସିସି । ତାଲିକାରେ ଅଛନ୍ତି ୨ ଭାରତୀୟ ।
କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପକୁ ଆଉ ଦିନ କେଇଟା ବାକି ଅଛି । ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଖେଳାଯିବ କ୍ରିକେଟର ମହାକୁମ୍ଭ । ପ୍ରଥମଥର ପାଇଁ ଭାରତ ଏକାକୀ ବିଶ୍ୱକପ ଆୟୋଜନ କରୁଛି । ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଭାଗ ନେବାକୁ ଥିବା ଦେଶ ଗୁଡିକ ନିଜ ୧୫ ଜଣିଆ ଦଳ ଘୋଷଣା କଲେଣି । ତେବେ ଏହି ବିଶ୍ୱକପ ଭଳି ମେଗା ଇଭେଣ୍ଟ ପୂର୍ବରୁ ଆଇସିସିିContinue reading “ବିଶ୍ୱକପ ପାଇଁ ଅମ୍ପାୟାର ଓ ରେଫରୀଙ୍କ ନାଁ ଘୋଷଣା କଲା ଆଇସିସି । ତାଲିକାରେ ଅଛନ୍ତି ୨ ଭାରତୀୟ ।”
ଅତନୁଙ୍କ ସମାଲୋଚନା, ସୌମ୍ୟଙ୍କ ଜବାବ : କହିଲେ ମନ୍ତ୍ରିପଦ ହରାଇବା ଭୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାପରେ ଏଭଳି କହୁଥାଇପାରନ୍ତି; ଦଳର ସ୍ୱାର୍ଥ ପାଇଁ ଯାହା ଭଲ ତାହା ମୁଁ କହୁଛି
କନକ ବ୍ୟୁରୋ : ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମାଲୋଚନା ପରେ ଜବାବ ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ବିଜେଡିର ଏହି ନେତାଙ୍କ ପାଖରେ ଶବ୍ଦର ଘୋର ଅଭାବ ରହିଛି । ବ୍ଲାକମେଲର ଅର୍ଥ କ’ଣ ଜାଣନ୍ତି ନାହିଁ । ଅତନୁ ବାବୁ ଜଣେ ଅନୁଭବୀ ଲୋକ । ତାଙ୍କୁ କୁହାଯାଏ ପାଟକୁରା ଗାନ୍ଧୀଙ୍କ ପୁଅ । ହେଲେ ପାଟକୁରା ଗାନ୍ଧୀଙ୍କ ପୁଅ ଏତେ ମିଛ କଥା କହିଲେ, ତାହା ଗାନ୍ଧୀ ଶବ୍ଦ ପ୍ରତିContinue reading “ଅତନୁଙ୍କ ସମାଲୋଚନା, ସୌମ୍ୟଙ୍କ ଜବାବ : କହିଲେ ମନ୍ତ୍ରିପଦ ହରାଇବା ଭୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାପରେ ଏଭଳି କହୁଥାଇପାରନ୍ତି; ଦଳର ସ୍ୱାର୍ଥ ପାଇଁ ଯାହା ଭଲ ତାହା ମୁଁ କହୁଛି”
ଜି-୨୦ ସମ୍ମିଳନୀ ଭିତରେ ବଡ ଖବର । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ମନମୋହନ ସିଂ
ଜି-୨୦ ସମ୍ମିଳନୀ ଭିତରେ ବଡ ଖବର । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ମନମୋହନ ସିଂଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ଭାରତ ତରଫରୁ ଶାନ୍ତି ପାଇଁ ଅନୁରୋଧ କରି ନିଜର ସଂପ୍ରଭୁତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖି ଠିକ୍ କାମ କରିଛି । ମୋନମୋହନ ସିଂ ଜି-୨୦ ବୈଠକ ପୂର୍ବରୁ ଏକ ସାକ୍ଷାତକାର କ୍ରମରେContinue reading “ଜି-୨୦ ସମ୍ମିଳନୀ ଭିତରେ ବଡ ଖବର । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ମନମୋହନ ସିଂ”
ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସଙ୍କ ଜମି ଦଖଲ : ଜମି ଦଖଲ କଲାବେଳେ ଖଣ୍ଡଯୁଦ୍ଧ ଭଳି ସ୍ଥିତି
କନକ ବ୍ୟୁରୋ : ବ୍ୟାଙ୍କ ଋଣ ସୁଝି ନପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ ବେଳେ ଉତ୍ତେଜନା । ସୂଚନା ଅନୁସାରେ, ୨୦୧୩ରେ କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ରହିଛି ଏହି ଜମି । ଜମି ପାଇଁ ୨୦୧୩ ମସିହାରେ ଗଣ୍ଡରପୁର ଅର୍ବାନ କୋ ଅପରେଟିଭ ବ୍ୟାଙ୍କରୁ ୫୬ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ ଅନୁପ୍ରାସ । କିନ୍ତୁ ପରେ ବ୍ୟାଙ୍କ କିସ୍ତି ଦେଉନଥିବା ବେଳେ ମୂଳ ଟଙ୍କାContinue reading “ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସଙ୍କ ଜମି ଦଖଲ : ଜମି ଦଖଲ କଲାବେଳେ ଖଣ୍ଡଯୁଦ୍ଧ ଭଳି ସ୍ଥିତି”