ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ, ବିଜେପି ସହ ମିଳିତ ଭାବେ ନିର୍ବାଚନ ଲଢିବ ଜେଡିଏସ୍

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଇଣ୍ଡିଆ ମେଣ୍ଟ ଗଠନ ପରେ ବିଜେପି ବି ତାର ପୂର୍ବ ସହଯୋଗୀଦଳମାନଙ୍କୁ କିଭଳି ଏକାଠି କରିବ ତାହା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ କର୍ଣ୍ଣାଟକ ରାଜନୀତିରେ ଏକ ନୂଆ ମୋଡ ଦେଖିବାକୁ ମିଳିଛି । କିଛିଦିନ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିବାContinue reading “ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ, ବିଜେପି ସହ ମିଳିତ ଭାବେ ନିର୍ବାଚନ ଲଢିବ ଜେଡିଏସ୍”

ସୌମ୍ୟଙ୍କୁ ନେଇ ରାଜନୀତି ସରଗରମ୍ : ଅତନୁ ସବ୍ୟସାଚୀ କହିଲେ, ଦଳକୁ ବ୍ଲାକମେଲ କରୁଛନ୍ତି ବିଧାୟକ; ବିଜେପି କହିଲା, ଉତ୍ତର ରଖୁ ବିଜେଡି; ସେପଟେ ସୌମ୍ୟଙ୍କ ସପକ୍ଷରେ ବାହାରିଲା କଂଗ୍ରେସ

କନକ ବ୍ୟୁରୋ : ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା ପରେ ସାମ୍ନାକୁ ଆସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସଫେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ହେଉଥିବା ରାଜନୈତିକ ବୟାନକୁ ବିରୋଧ କରୁଛନ୍ତି ବୋଲିContinue reading “ସୌମ୍ୟଙ୍କୁ ନେଇ ରାଜନୀତି ସରଗରମ୍ : ଅତନୁ ସବ୍ୟସାଚୀ କହିଲେ, ଦଳକୁ ବ୍ଲାକମେଲ କରୁଛନ୍ତି ବିଧାୟକ; ବିଜେପି କହିଲା, ଉତ୍ତର ରଖୁ ବିଜେଡି; ସେପଟେ ସୌମ୍ୟଙ୍କ ସପକ୍ଷରେ ବାହାରିଲା କଂଗ୍ରେସ”

ସୌମ୍ୟଙ୍କ ସମର୍ଥନରେ ବାହାରିଲେ ଜୟନାରାୟଣ । କହିଲେ,ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବ୍ଲାକମେଲର କହୁଛନ୍ତି, ସୌମ୍ୟଙ୍କ ପ୍ରଶ୍ନର ଉତ୍ତର କାହିଁକି ଦେଉନି ବିଜେଡି?

କନକ ବ୍ୟୁରୋ : ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା ପରେ ସାମ୍ନାକୁ ଆସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସଫେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ହେଉଥିବା ରାଜନୈତିକ ବୟାନକୁ ବିରୋଧ କରୁଛନ୍ତି ବୋଲିContinue reading “ସୌମ୍ୟଙ୍କ ସମର୍ଥନରେ ବାହାରିଲେ ଜୟନାରାୟଣ । କହିଲେ,ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବ୍ଲାକମେଲର କହୁଛନ୍ତି, ସୌମ୍ୟଙ୍କ ପ୍ରଶ୍ନର ଉତ୍ତର କାହିଁକି ଦେଉନି ବିଜେଡି?”

ଏହି ତିନିଜଣ ଲୋକ ବିନା ପାସପୋର୍ଟରେ ଦୁନିଆର ଯେ କୌଣସି ସ୍ଥାନକୁ ଯାଇପାରିବେ

ଗୋଟେ ଦେଶରୁ ଅନ୍ୟଦେଶକୁ ଯିବାକୁ ହେଲେ ପାସପୋର୍ଟର ଆବଶ୍ୟକ ହୁଏ ଏହା ସମସ୍ତେ ଜାଣନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ G-20 ରେ ଯୋଗଦେବାକୁ ଆଜି ଭାରତ ଆସୁଛନ୍ତି। ସେ ପାଲାମ ବାୟୁସେନା ଷ୍ଟେସନରେ ପହଞ୍ଚିବା ମାତ୍ରେ ତାଙ୍କର କୂଟନୈତିକ ପାସପୋର୍ଟ ପ୍ରଥମେ ଯାଞ୍ଚ କରାଯିବ । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ନେତା ହେବା ପରେ ମଧ୍ୟ ତାଙ୍କୁ ତାଙ୍କ ପାସପୋର୍ଟ ଯାଞ୍ଚ କରିବାକୁ ପଡିବ । ଯେତେବେଳେ କି ଦୁନିଆରେ ଏପରି ୩Continue reading “ଏହି ତିନିଜଣ ଲୋକ ବିନା ପାସପୋର୍ଟରେ ଦୁନିଆର ଯେ କୌଣସି ସ୍ଥାନକୁ ଯାଇପାରିବେ”

ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା : ଆସନ୍ତାକାଲିଠାରୁ ଆରମ୍ଭ ହେବ ଶିଖର ସମ୍ମିଳନୀ; ୪୮ ଘଣ୍ଟା ପାଇଁ ସାରା ବିଶ୍ୱର ନଜରରେ ରହିବ ଭାରତ

କନକ ବ୍ୟୁରୋ : ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ଚାଲିବ ଜି-୨୦ ଶିଖର ସମ୍ମିଳନୀ । ଏଥିପାଇଁ ଦେଶର ସବୁଠୁ ବଡ଼ ଇଣ୍ଡୋର ହଲ୍ ଅର୍ଥାତ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଥମଥର ପାଇଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆମାନେ ଦିଲ୍ଲୀରେ ଏକାଠି ହେବେ । ସେହିପରି ଦିଲ୍ଲୀ ସୁରକ୍ଷାର ଅଭେଦ୍ୟ ବଳୟ ଭିତରେContinue reading “ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା : ଆସନ୍ତାକାଲିଠାରୁ ଆରମ୍ଭ ହେବ ଶିଖର ସମ୍ମିଳନୀ; ୪୮ ଘଣ୍ଟା ପାଇଁ ସାରା ବିଶ୍ୱର ନଜରରେ ରହିବ ଭାରତ”

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସୁରକ୍ଷାରେ ନିୟୋଜିତ ହେବ ‘ଦ ବିଷ୍ଟ୍’ । ଜାଣନ୍ତୁ, ଏହି କାର ବିଷୟରେ କିଛି ଖାସ୍ କଥା …

କନକ ବ୍ୟୁରୋ: ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଶୁକ୍ରବାର ସନ୍ଧ୍ୟାରେ ସେ ନୂଆଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ଆମେରିକା ରାଷ୍ଟ୍ରପତି ଭାରତ ଆସୁଥିବାରୁ, ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରଖାଯାଇଛି । କୁହାଯାଉଛି ୩୦୦ ସ୍ପେଶାଲ କମାଣ୍ଡୋ ବାଇଡେନଙ୍କ ସୁରକ୍ଷାରେ ନିୟୋଜିତ ରହିବେ । ଖାଲି ସେତିକି ନୁହେଁ, ବାଇଡେନଙ୍କ କାରକେଡରେ ୫୦ଟି ଗାଡି ସାମିଲ ହେବ ବୋଲି ସୂଚନାContinue reading “ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସୁରକ୍ଷାରେ ନିୟୋଜିତ ହେବ ‘ଦ ବିଷ୍ଟ୍’ । ଜାଣନ୍ତୁ, ଏହି କାର ବିଷୟରେ କିଛି ଖାସ୍ କଥା …”

କଂଗ୍ରେସର ତ ସଦସ୍ୟ ନଥିଲି, ମୋତେ ନିଲମ୍ବନ କଣ କରିବେ? କିନ୍ତୁ ଭୁଲ ପରେ ଭୁଲ ନିଷ୍ପତ୍ତି ନେଉଛି କଂଗ୍ରେସ, ଶୁଣନ୍ତୁ ନିଲମ୍ବନ ପରେ କଣ କହୁଛନ୍ତି ସୁରଙ୍କ ପୁଅ ମନ୍ମଥ ।

କନକ ବ୍ୟୁରୋ : କଂଗ୍ରେସରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ ଚାକିରିରେ ଥିଲି, ତେଣୁ କଂଗ୍ରେସର ସଦସ୍ୟ ଆଦୌ ନଥିଲି । ଯଦି ବି କେହି ମୋ ନାଁ ପିସିସି ସଦସ୍ୟ ତାଲିକାରେ ଯୋଡିଥାନ୍ତି ତେବେ କମିଟି କିଭଳି ଏହାକୁ ଗ୍ରହଣ କଲା । କାରଣ ମୁଁ କଂଗ୍ରେସରେ ସାମିଲ ହେବା ନେଇ କୌଣସିContinue reading “କଂଗ୍ରେସର ତ ସଦସ୍ୟ ନଥିଲି, ମୋତେ ନିଲମ୍ବନ କଣ କରିବେ? କିନ୍ତୁ ଭୁଲ ପରେ ଭୁଲ ନିଷ୍ପତ୍ତି ନେଉଛି କଂଗ୍ରେସ, ଶୁଣନ୍ତୁ ନିଲମ୍ବନ ପରେ କଣ କହୁଛନ୍ତି ସୁରଙ୍କ ପୁଅ ମନ୍ମଥ ।”

ମନ୍ମଥଙ୍କୁ ନିଲମ୍ବନ, ସୁରଙ୍କ ପ୍ରତିକ୍ରିୟା : କହିଲେ, ସାନପୁଅ ୨୪ରେ ଜଟଣୀରୁ ନିର୍ବାଚନ ଲଢିବ

କନକ ବ୍ୟୁରୋ : ମନ୍ମଥ ରାଉତରାୟଙ୍କ ସସପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ । କହିଲେ, ସେ ଆଗରୁ କହିଛନ୍ତି ଏବେବି କହୁଛନ୍ତି ତାଙ୍କ ସାନ ପୁଅ ମନ୍ମଥ ୨୦୨୪ରେ ଜଟଣୀରୁ ନିର୍ବାଚନ ଲଢ଼ିବ । କଂଗ୍ରେସରୁ ଦଳରୁ ନିଲମ୍ବିତ ପାଇଁ ସେ ଦୁଃଖିତ । ଦଳର ଶୃଙ୍ଖଳା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ସେପଟେ, ନିଲମ୍ବନ ପରେ କନକ ନ୍ୟୁଜକୁ ମନ୍ମଥଙ୍କ ପ୍ରତିକ୍ରିୟା । କହିଲେ ଏ ନିଲମ୍ବନ ମୋତେContinue reading “ମନ୍ମଥଙ୍କୁ ନିଲମ୍ବନ, ସୁରଙ୍କ ପ୍ରତିକ୍ରିୟା : କହିଲେ, ସାନପୁଅ ୨୪ରେ ଜଟଣୀରୁ ନିର୍ବାଚନ ଲଢିବ”

ଟ୍ରମ୍ପଙ୍କ ସହ ନଜର ଆସିଲେ ଧୋନୀ । ଏକାଠି ଖେଳିଲେ ଗଲ୍ଫ । ସୋସିିଆଲ୍ ମିଡିଆରେ ଫଟୋ, ଭିଡିଓ ଭାଇରାଲ ।

କନକ ବ୍ୟୁରୋ: ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଫଟୋ ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଧୋନୀ ଆଉ ଟ୍ରମ୍ପ ଉଭୟ ନ୍ୟାସନାଲ ଗଲ୍ଫ କ୍ଲବରେ ଏକାଠି ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି । ଧୋନୀଙ୍କ ସାଙ୍ଗ ହିତେଶ ସାଙ୍ଘବୀContinue reading “ଟ୍ରମ୍ପଙ୍କ ସହ ନଜର ଆସିଲେ ଧୋନୀ । ଏକାଠି ଖେଳିଲେ ଗଲ୍ଫ । ସୋସିିଆଲ୍ ମିଡିଆରେ ଫଟୋ, ଭିଡିଓ ଭାଇରାଲ ।”

ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି : ଅନଲାଇନରେ ଯାଞ୍ଚ କରିହେବ ମୂଲ୍ୟାୟନ

କନକ ବ୍ୟୁରୋ : ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି । ଅନଲାଇନରେ ମୂଲ୍ୟାୟନ ଯାଞ୍ଚ କରିହେବ । ତେବେ ଯାଞ୍ଚ ପାଇଁ ରୋଲ ନଂ ଓ ମୋବାଇଲ ନଂ ଦେବାକୁ ପଡିବ । ୧୨ ସେପ୍ଟେମ୍ବର ଯାଏଁ ଓଏମଆର କପି ଯାଞ୍ଚ କରିହେବ । ୱେବସାଇଟ – http://www.bseodisha.ac.in । The post ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି : ଅନଲାଇନରେ ଯାଞ୍ଚ କରିହେବ ମୂଲ୍ୟାୟନ first appeared on Kanak News. fromContinue reading “ୱେବସାଇଟରେ ଓଟିଇଟି ପରୀକ୍ଷା ଓଏମଆର କପି : ଅନଲାଇନରେ ଯାଞ୍ଚ କରିହେବ ମୂଲ୍ୟାୟନ”

Design a site like this with WordPress.com
Get started