କନକ ବ୍ୟୁରୋ : ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ସେ ଆମେରିକାରୁ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସଂଧ୍ୟାରେ ବାଇଡେନ ଭାରତରେ ପହଞ୍ଚିବେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ବୈଠକରେ ସାମିଲ ହେବାକୁ ଆମେରିକା ରାଷ୍ଟ୍ରପତି ଭାରତ ଆସୁଛନ୍ତି । ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ବସୁଛି । ଏଥିରେ ସାମିଲContinue reading “ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ସଂଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ, ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ”
Tag Archives: News
ଆଇଆଇଟି ମଣ୍ଡି ନିର୍ଦ୍ଦେଶକଙ୍କ ବୟାନକୁ ନେଇ ଚର୍ଚ୍ଚା: କହିଲେ, ପଶୁ ହତ୍ୟା ଆଉ ମାଂସ ଖାଇବା ଯୋଗୁଁ ହିମାଚଳରେ ହେଉଛି ଭୂସ୍ଖଳନ
କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ମାଂସ ଖାଇବା ପାଇଁ ପଶୁଙ୍କୁ ହତ୍ୟା କରିବା ଫଳରେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ଘଟୁଛି ବୋଲି ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ମଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ଅଡିଟୋରିୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ‘ନିରୀହ ଜୀବଜନ୍ତୁଙ୍କୁ ହତ୍ୟା କରିବା ସହ ପରିବେଶର ଅବକ୍ଷୟର ସମ୍ପର୍କ ରହିଛି, ଯାହା ପରେ ପ୍ରତିପାଦିତ ହେବ।’ ଲକ୍ଷ୍ମୀଧର ବେହେରା ଆହୁରିContinue reading “ଆଇଆଇଟି ମଣ୍ଡି ନିର୍ଦ୍ଦେଶକଙ୍କ ବୟାନକୁ ନେଇ ଚର୍ଚ୍ଚା: କହିଲେ, ପଶୁ ହତ୍ୟା ଆଉ ମାଂସ ଖାଇବା ଯୋଗୁଁ ହିମାଚଳରେ ହେଉଛି ଭୂସ୍ଖଳନ”
ବଡପରଦାକୁ ଆସିଲା ଶାହାରୁଖଙ୍କ ଯବାନ । ଦେଶରେ ୫ ହଜାର ହଲରେ ଚାଲିଲା ହାଉସଫୁଲ ସୋ
କନକ ବ୍ୟୁରୋ : ଗୁରୁବାର ରିଲିଜ ହୋଇଛି ସାହାରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ହଲ ଭିତରେ ଯେତିକି ବାହାରେ ତାଠୁ ଅଧିକ ଲୋକଙ୍କୁ ଦେଖିବାକୁ ମିଳିଛି । କେଉଁଠି ପ୍ରଶଂସକମାନେ ସାହାରୁଖ ଉପରେ କ୍ଷୀର ଢାଳି ଖୁସି ମନାଉଛନ୍ତି । ଅନ୍ୟ କେଉଁଠି ସିନେମା ହଲ ଆଗରେ ଡିଜେ ବଜାଇ ନାଚିଛନ୍ତି ପ୍ରଶଂସକ । ତେବେ ସିନେମାରେ ଭିନ୍ନ ଚରିତ୍ରରେContinue reading “ବଡପରଦାକୁ ଆସିଲା ଶାହାରୁଖଙ୍କ ଯବାନ । ଦେଶରେ ୫ ହଜାର ହଲରେ ଚାଲିଲା ହାଉସଫୁଲ ସୋ”
ବିନା ଶୁକ୍ରାଣୁ ଓ ଗର୍ଭାଶୟରେ ଭ୍ରୃଣ ସୃଷ୍ଟି କଲେ ବୈଜ୍ଞାନିକ । ଆକସ୍ମିକ ଗର୍ଭପାତ, ବନ୍ଧ୍ୟାତ୍ୱ ଗବେଷଣା କ୍ଷେତ୍ରରେ ହେବ ସହାୟକ
କନକ ବ୍ୟୁରୋ : ମଣିଷ ଭ୍ରୃଣ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି । ବିନା ସ୍ପର୍ମ, ଅଣ୍ଡା ବିନା ଗର୍ଭାଶୟରେ ଭ୍ରୃଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଇସ୍ରାଇଲର ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସର ଗବେଷକ ଟିମକୁ ଏହି ସଫଳତା ମିଳିଛି । ପ୍ରଫେସର ଜାକୋବ ହାନାଙ୍କ ନେତୃତ୍ୱରେ ରିସର୍ଚ ଟିମ୍ ଏଭଳି ଭ୍ରୃଣ ସୃଷ୍ଟି କରିଥିବା ଦାବି କରିଛନ୍ତି । ଲ୍ୟାବରେ ଷ୍ଟିମ ସେଲରୁ ମଣିଷ ଭ୍ରୃଣ ଭଳି ସମ୍ପୁର୍ଣ୍ଣContinue reading “ବିନା ଶୁକ୍ରାଣୁ ଓ ଗର୍ଭାଶୟରେ ଭ୍ରୃଣ ସୃଷ୍ଟି କଲେ ବୈଜ୍ଞାନିକ । ଆକସ୍ମିକ ଗର୍ଭପାତ, ବନ୍ଧ୍ୟାତ୍ୱ ଗବେଷଣା କ୍ଷେତ୍ରରେ ହେବ ସହାୟକ”
କାହାକୁ ଡରିଗଲା ଡ୍ରାଗନ? ଏସିଆନ ସମ୍ମିଳନୀରେ କ’ଣ କହିଲା ଚୀନ?
କନକ ବ୍ୟୁରୋ : ଦକ୍ଷିଣ ଚୀନ ସାଗରଠୁ ଆରମ୍ଭ କରି ବହୁ ପଡୋଶୀ ଦେଶର ଅଂଚଳକୁ ନିଜର ବୋଲି ଦାବି କରୁଥିବା ଚୀନ ଏବେ ଏକଲା ପଡିଯାଇଛି । ଚାରିଆଡୁ ବିରୋଧ ପରେ ମୁହଁ ଫୁଟାଣି ମାରୁଥିବା ବେଞ୍ଜିଂ ଏବେ ଶୀତଲ ଯୁଦ୍ଧର ବିଳାପ କରୁଛି । ଏସିଆନ ସମ୍ମିଳନୀ ମଂଚରେ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍କ ଯେଉଁ ବୟାନ ଦେଇଛନ୍ତି, ସେଥିରୁ ଏହିକଥା ଅନୁମାନ କରିହେଉଛି । ବୁଧବାର ଚୀନ ପ୍ରଧାନମନ୍ତ୍ରୀ ଲି-କିଆଙ୍କ ଜାକର୍ତାରେ ଆୟୋଜିତContinue reading “କାହାକୁ ଡରିଗଲା ଡ୍ରାଗନ? ଏସିଆନ ସମ୍ମିଳନୀରେ କ’ଣ କହିଲା ଚୀନ?”
ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀରୁ ସଂପର୍କ ସୁଦୃଢ ପାଇଁ ରଖିଲେ ୧୨ ସୂତ୍ରୀ ଯୋଜନା
କନକ ବ୍ୟୁରୋ : ଇଣ୍ଡୋନେସିଆର ରାଜଧାନୀ ଜାକର୍ତାରେ ଆୟୋଜିତ ପୂର୍ବ ଏସିଆ ଶିଖର ସମ୍ମିଳନୀ ଓ ଏସିଆନ-ଭାରତ ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏସିଆନ-ଭାରତ ସମ୍ମିଳନୀରେ ଅଧ୍ୟକ୍ଷତା କରି ମୋଦୀ କହିଥିଲେ ପୂର୍ବ ଏସିଆ ସହ ଭାରତର ସଂପର୍କ ଚାରି ଦଶନ୍ଧିରେ ପହଂଚିଛି । ପୂର୍ବ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ ଭାରତ ଓ ପୂର୍ବ ଏସିଆ ମଧ୍ୟରେ ସଂପର୍କ ସୁଦୃଢ କରିବା ପାଇଁ ୧୨ ସୂତ୍ରୀ ଯୋଜନା ରଖିଛନ୍ତି ।Continue reading “ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀରୁ ସଂପର୍କ ସୁଦୃଢ ପାଇଁ ରଖିଲେ ୧୨ ସୂତ୍ରୀ ଯୋଜନା”
ଛାଡିଗଲା ଭାଇଗିରି: ବନ୍ଧା ହେଲେ ବାଉଁଶର
କନକ ବ୍ୟୁରୋ: ଦାଦା ବଟି ମାଗି ବନ୍ଧାହେଲେ ବାଉନସର । ଦାଦା ବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗରେ ୨ଜଣ ବାଉନସରକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୋଲିସ । ଏହାସହ ଅପହରଣରେ ବ୍ୟବହୃତ ହୋଇଥିବା କାରକୁ ଜବତ କରିଛି ପୁଲିସ । ମାସକୁ ୫୦ ହଜାର ଟଙ୍କା ବଟି ପାଇଁ ଯୁବକଙ୍କୁ ଅପହରଣ କରିଥିଲେ ବାଉନ୍ସର ଗ୍ୟାଙ୍ଗ । ଛାତିକୁ ଫୁଲାଇ, ବାହୁ ଦେଖାଇContinue reading “ଛାଡିଗଲା ଭାଇଗିରି: ବନ୍ଧା ହେଲେ ବାଉଁଶର”
ମହାକାଶରେ ସେଲଫି ନେଲା ଆଦିତ୍ୟ-ଏଲ୧ । ପୃଥିବୀ ଓ ଚନ୍ଦ୍ର ସହ ସେଲଫି ଉଠାଇଲା ସୂର୍ଯ୍ୟ ଯାନ
କନକ ବ୍ୟୁରୋ : ସେଲ୍ଫି ନେଲା ଆଦିତ୍ୟ-ଏଲ୧ । ସୂର୍ଯ୍ୟ ମିଶନରେ ଥିବା ସାଟେଲାଇଟ୍ ଆଦିତ୍ୟ-ଏଲ୧ ପୃଥିବୀ ଏବଂ ଚନ୍ଦ୍ର ସହ ସେଲ୍ଫି ଉଠାଇଛି । ଆଦିତ୍ୟ-ଏଲ୧ରେ ଖଞ୍ଜା ଯାଇଥିବା କ୍ୟାମେରା ଏହି ସେଲ୍ଫି ନେଇଛି । ଯାହାକୁ ଟୁଇଟରେ ସେୟାର କରିଛି ଇସ୍ରୋ । ଫଟୋରେ ଉଭୟ ପୃଥୀବି ଏବଂ ଚନ୍ଦ୍ର ଦୃଶ୍ୟମାନ ହୋଇଛନ୍ତି । କିନ୍ତୁ ଫଟୋରେ ଚନ୍ଦ୍ର ତୁଳନାରେ ପୃଥୀବି ବହୁତ ବଡ଼ ଦେଖାଯାଉଛି । ଫଟୋରେ ସାଟେଲାଇଟ୍ ଆଦିତ୍ୟ ଏଲ-୧ର କିଛିContinue reading “ମହାକାଶରେ ସେଲଫି ନେଲା ଆଦିତ୍ୟ-ଏଲ୧ । ପୃଥିବୀ ଓ ଚନ୍ଦ୍ର ସହ ସେଲଫି ଉଠାଇଲା ସୂର୍ଯ୍ୟ ଯାନ”
ମାଥିଲିରୁ ଆସିଲା ଦୁଃଖଦ ଖବର, ଛାତ ସେଣ୍ଟ୍ରିଂ ଖସିପଡିବାରୁ ୩ ଶ୍ରମିକଙ୍କ ମୃତ
କନକ ବ୍ୟୁରୋ : ମାଲକାନାଗିରି ଜିଲ୍ଲା ମାଥିଲିରୁ ଆସିଛି ଦୁଃଖଦ ଖବର । ଏକ ଛାତ ସେଣ୍ଟ୍ରିଂ ଖସିପଡିବାରୁ ୩ଜଣ ଶ୍ରମିକଙ୍କର ଅକାଳ ବିୟୋଗ ଘଟିଛି । ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ମୃତ ଯୁବକଙ୍କ ମଧ୍ୟରୁ ବଡପଡାରେ ୨ ଓ ଗୋଇଗୁଡାର ଜଣେ ଯୁବକ ରହିଛନ୍ତି । ଏହି ଘଟଣା ଜାଣିବା ପରେ ମୃତକଙ୍କ ପରିବାର ଲୋକ ମୃତଦେହ ଆଣିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । TheContinue reading “ମାଥିଲିରୁ ଆସିଲା ଦୁଃଖଦ ଖବର, ଛାତ ସେଣ୍ଟ୍ରିଂ ଖସିପଡିବାରୁ ୩ ଶ୍ରମିକଙ୍କ ମୃତ”
୨୦ ବର୍ଷରେ ମାଟିତଳୁ ସରିଯିବ ଲୁହାପଥର! ସତର୍କ କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ
କନକ ବ୍ୟୁରୋ: ଓଡିଶାର ମାଟି ତଳେ ଥିବା ଲୁହା ପଥର ଉତୋଳନରେ ବ୍ୟାପକ ଦୁନୀତି ହେଉଥିବା, ବାରମ୍ବାର ଅଭିଯୋଗ ହେଉଛି । ହେଲେ, ମାଟି ତଳୁ କେତେ ଲୁହା ପଥର ଉତୋଳନ କରାଯିବ ସେଥିପାଇଁ ସୀମା ନିର୍ଦ୍ଦାରଣ କରାଯାଇନଥିବାରୁ, ଅଭିଯୋଗକୁ ଖଣି ଲିଜଧାରୀ କମ୍ପାନୀ ଖାତିର କରୁ ନାହାନ୍ତି । ଆଉ ମନଇଛା ଉତୋଳନ କରୁଛନ୍ତି । ଯାହା ଉପରେ ରୋକ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ । ଆଉContinue reading “୨୦ ବର୍ଷରେ ମାଟିତଳୁ ସରିଯିବ ଲୁହାପଥର! ସତର୍କ କଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ”