ଦିନକ ପରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ । ସାମିଲ ହେବାକୁ ଆସୁଛନ୍ତି ବିଶ୍ୱର ବଡ-ବଡ ନେତା, ସୁରକ୍ଷା ବ୍ୟବସ୍ଥା କଡାକଡି

କନକ ବ୍ୟୁରୋ : ଦିଲ୍ଲୀର ପ୍ରଗତି ମୈଦାନରେ ହେବ ଜି-୨୦ ବୈଠକ । ବିଶ୍ୱର ଗମ୍ଭୀର ସମସ୍ୟାର ସମାଧାନ ପାଇଁ ବୈଠକରେ ଏକାଠି ହେବେ ଜି-୨୦ ରାଷ୍ଟ୍ର ସମୂହର ନେତା । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ବୈଠକ ପାଇଁ ଦିଲ୍ଲୀ ପହଂଚିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ । ସେପଟେ ଆମେରିକା ରଷ୍ଟ୍ରପତି ଶୁକ୍ରବାର ଦିଲ୍ଲୀ ପହଂଚିବେ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ରାଷ୍ଟ୍ରର ନେତାମାନେContinue reading “ଦିନକ ପରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ । ସାମିଲ ହେବାକୁ ଆସୁଛନ୍ତି ବିଶ୍ୱର ବଡ-ବଡ ନେତା, ସୁରକ୍ଷା ବ୍ୟବସ୍ଥା କଡାକଡି”

ନିର୍ବାଚନ ମାହୋଲରେ ସନାତନ ଧର୍ମକୁ ନେଇ ବିବାଦର ଝଡ । ଉଦୟନିଧିଙ୍କ ବୟାନ ନିଆଁରେ ଘିଅ ଢାଲିଲେ ଡିଏମକେ ନେତା ଏ.ରାଜା

କନକ ବ୍ୟୁରୋ : ଏ. ରାଜା । ତାମିଲନାଡୁର ଏହି ଡିଏମକେ ନେତା, ଏଭଳି ଏକ ବୟାନ ରଖିଛନ୍ତି, ଯାହାର ପ୍ରଭାବ ସିଧାସଳଖ, ଦେଶର ପ୍ରାୟ ଶହେ କୋଟି ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ବିରୋଧ କରିବାକୁ ଯାଇ, ଚେନ୍ନାଇରେ ସନାତନ ଧର୍ମକୁ କୃଷ୍ଠ ଏବଂ ଏଡ୍ସ ରୋଗ ସହ ତୁଳନା କରିଛନ୍ତି ଡିଏମ୍କେ ନେତା । ତାମିଲ୍ ଭାଷାରେ ରଖିଥିବା ଏହି ଭାଷଣରେ ଏ.ରାଜା କହିଛନ୍ତି । ପୂର୍ବରୁContinue reading “ନିର୍ବାଚନ ମାହୋଲରେ ସନାତନ ଧର୍ମକୁ ନେଇ ବିବାଦର ଝଡ । ଉଦୟନିଧିଙ୍କ ବୟାନ ନିଆଁରେ ଘିଅ ଢାଲିଲେ ଡିଏମକେ ନେତା ଏ.ରାଜା”

ଏପଟେ ବାହାଘର ସେପଟେ ଶୁଦ୍ଧିକ୍ରିୟା: ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦଗତି କାମନା କରି ଶୁଦ୍ଧି ହେଲେ ପରିବାର ଲୋକ

କନକ ବ୍ୟୁରୋ: ବାହା ହେଲା ଝିଅ, ଶୁଦ୍ଧି ହେଲେ ପରିବାର । ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦ୍ଗତି କାମନା କରି ଶୁଦ୍ଧି କରିଦେଲେ ପରିବାର ଲୋକ । ଯେଉଁଠି ଝିଅର ବାହାଘର ହେଉଥିଲା, ତାର ଠିକ୍ ପାଖରେ ସୁଦ୍ଧିକର୍ମ କରୁଥିଲେ ପରିବାର ଲୋକ । ଯୁଗ ବଦଳି ଥାଇପାରେ । କିନ୍ତୁ କିଛି ଲୋକଙ୍କ ମାନସିକତା ଏବେ ବି ବଦଳିିନାହିଁ । ତାହା ହୋଇନଥିଲେ ବୋଧେ, ବଂଚିଥିବା ଝିଅକୁ ଶ୍ରାଦ୍ଧ ଦେଇନଥାନ୍ତେ ପରିବାର ଲୋକContinue reading “ଏପଟେ ବାହାଘର ସେପଟେ ଶୁଦ୍ଧିକ୍ରିୟା: ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦଗତି କାମନା କରି ଶୁଦ୍ଧି ହେଲେ ପରିବାର ଲୋକ”

ଅମରଙ୍କ ଟ୍ୱିଟ୍, ଅନୀଲଙ୍କ ପ୍ରଶ୍ନ: ସରଗରମ ହେଲା ରାଜ୍ୟ ରାଜନୀତି

କନକ ବ୍ୟୁରୋ: ପୂର୍ବରୁ ଜନପ୍ରତିନିଧି ଲୋକଙ୍କ ପାଖକୁ ଯାଉଥିଲେ । ଏବେ ନେତା ସଚିବଙ୍କ ଗୁଣଗାନ କରୁଛନ୍ତି । ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରିବା ପରେ ଏଭଳି ଅଭିଯୋଗ କରିଛି ବିଜେପି । ଅମର ପଟ୍ଟନାୟକ କରିଥିବା ଟ୍ୱିଟରେ ଉଲ୍ଲେଖ ଥିଲା ନବୀନଙ୍କ ଦମ୍ । ଯେଉଁଥିରେ ୧୦ଟି ପଏଂଟରେ ନବୀନ ସରକାରଙ୍କ ଉପଲବ୍ଧି ବାବଦରେ ଉଲ୍ଲେଖ ଥିଲା । ଆଉ ଏବେ ବିଜେପି କିଛି ପ୍ରଶ୍ନ କରି ହିସାବ ମାଗିଛି ।Continue reading “ଅମରଙ୍କ ଟ୍ୱିଟ୍, ଅନୀଲଙ୍କ ପ୍ରଶ୍ନ: ସରଗରମ ହେଲା ରାଜ୍ୟ ରାଜନୀତି”

ବାପା-ପୁଅଙ୍କ ଭିନ୍ନ କଥା: ମନ୍ମଥ କହିଲେ, କଂଗ୍ରେସରୁ ଲଢ଼ିବେ ନାହିଁ । ସୁର କହିଲେ, ମୁଁ ଯାହା କହିବି ପୁଅ ସେଇଆ କରିବ

କନକ ବ୍ୟୁରୋ: ରାଜନୀତିକୁ ନେଇ ଏବେ ଫାଳ ଫାଳ ସୁର ରାଉତରାୟଙ୍କ ପରିବାର । ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ ବୋଲି ମନ୍ତବ୍ୟ ଦେବା ପରେ ଉତ୍କ୍ଷୀପ୍ତ ହୋଇ ଉଠିଛନ୍ତି ଜଟଣୀ ବିଧାୟକ । ଆଉ କହିଛନ୍ତି ମୁଁ ଯାହା କହିବି, ପୁଅ ସେଇଆ କରିବ । ୨୦୨୪ରେ ଜଟଣୀରୁ କଂଗ୍ରେସ ଟିକେଟ୍ ପାଇ ଲଢିବ ପୁଅ ମନ୍ମଥ । ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳ ଓ ନେତାମାନେ ପ୍ରସ୍ତୁତିContinue reading “ବାପା-ପୁଅଙ୍କ ଭିନ୍ନ କଥା: ମନ୍ମଥ କହିଲେ, କଂଗ୍ରେସରୁ ଲଢ଼ିବେ ନାହିଁ । ସୁର କହିଲେ, ମୁଁ ଯାହା କହିବି ପୁଅ ସେଇଆ କରିବ”

ସନାତନ ଧର୍ମକୁ ନେଇ ଏ.ରାଜାଙ୍କ ବିବାଦୀୟ ବୟାନ୍: କହିଲେ, ସନାତନ ଧର୍ମ କୃଷ୍ଠ ଓ ଏଚଆଇଭି ଭଳି ସାମାଜିକ ବ୍ୟାଧି

କନକ ବ୍ୟୁରୋ: ପ୍ରାୟ ୮୦% ଭାରତୀୟଙ୍କ ଭାବାବେଗକୁ ଆଘାତ କଲା ଭଳି ବୟାନ ରଖିଛନ୍ତି ଡିଏମକେ ନେତା ଏ.ରାଜା । ସନାତନ ଧର୍ମକୁ କୃଷ୍ଠ ଏବଂ ଏଡ୍ସ ରୋଗ ସହ ତୁଳନା କରିଛନ୍ତି ଡିଏମକେ ନେତା । ସେହିପରି ପ୍ରଧାନମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି- ଯଦି ସେ ସନାତନ ଧର୍ମକୁ ଅନୁସରଣ କରୁଛନ୍ତି, ତାହେଲେ ବିଦେଶକୁ ଯିବା କଥା ନୁହେଁ । କାରଣ, ସେମାନେ ସମୁଦ୍ର ଅତିକ୍ରମ କରନ୍ତି ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କContinue reading “ସନାତନ ଧର୍ମକୁ ନେଇ ଏ.ରାଜାଙ୍କ ବିବାଦୀୟ ବୟାନ୍: କହିଲେ, ସନାତନ ଧର୍ମ କୃଷ୍ଠ ଓ ଏଚଆଇଭି ଭଳି ସାମାଜିକ ବ୍ୟାଧି”

ଥମୁନି ସଚିବଙ୍କ ହେଲିକପ୍ଟର ଉଡିବା ବିବାଦ: ପୁଣି ବିଜେଡି ବିଜେପି କଥା କଟାକଟି, ବିଧାନସଭାରେ ପ୍ରସଙ୍ଗ ଉଠାଇବ ବିଜେପି

କନକ ବ୍ୟୁରୋ: ଫାଇଭ-ଟି ସଚିବ ହେଲିକପ୍ଟରରେ ଗସ୍ତ କରିବାକୁ ନେଇ ବିବାଦ ଥମିବାର ନାଁ ନେଉନି । ଜଣେ ସରକାରୀ କର୍ମଚାରୀ ହୋଇ କେଉଁ ନୀତି ଆଧାରରେ ପାଣ୍ଡିଆନ ହେଲିକପ୍ଟରରେ ବାରମ୍ବାର ଗସ୍ତ କରିଛନ୍ତି, ଏଥିପାଇଁ ଟଙ୍କା କିଏ ଦେଉଛି, ତାକୁ ନେଇ ତେଜିଛି ରାଜନୀତି । ଆଉ ଆଗକୁ ବିଧାନସଭା ଅଧିବେଶନ ବସିବାକୁ ଯାଉଥିବାରୁ, ଏହି ପ୍ରସଙ୍ଗ ଗୃହରେ ଉଠାଇବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ତେବେ ସଫେଇ ଦେଇ ବିଜେଡି ବିଧାୟକContinue reading “ଥମୁନି ସଚିବଙ୍କ ହେଲିକପ୍ଟର ଉଡିବା ବିବାଦ: ପୁଣି ବିଜେଡି ବିଜେପି କଥା କଟାକଟି, ବିଧାନସଭାରେ ପ୍ରସଙ୍ଗ ଉଠାଇବ ବିଜେପି”

ଓଡିଶା ଦଖଲ ପାଇଁ ଆନ୍ଧ୍ରର ଯୋଜନାବଦ୍ଧ ଷଡଯନ୍ତ୍ର । କେନାଲ ସଫା କରୁଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀ ।

କନକ ବ୍ୟୁରୋ: ଗୋଟିଏ ପଟେ ଭୂମିର ଭୋକିଲା ପଡୋଶୀ, ଅନ୍ୟପଟେ ନିଦାବିଷ୍ଣୁ ଓଡିଶା ସରକାର । ସୀମାନ୍ତବର୍ତୀ ଅଞ୍ଚଳକୁ ଦଖଲ କରିବାକୁ ସବୁ ବେଳେ ଚକ୍ରାନ୍ତ କରୁଥିବା ଆନ୍ଧ୍ର ଅଧିକାରୀ ଏବେ ଓଡିଶା କେନାଲ ସଫା କରିଛନ୍ତି । ଗଜପତି ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପାଢୁ ଗାଁ ଦେଇ ଆନ୍ଧ୍ର ମୁହାଁ ହୋଇଥିବା କୃଷ୍ଣସାଗର କେନାଲ ସଫା କରିଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀ । ଓଡିଶାର କ୍ଷୁଦ୍ର ଜଳ ସେଚନ ବିଭାଗ କେନାଲ ସଫା ହେବାContinue reading “ଓଡିଶା ଦଖଲ ପାଇଁ ଆନ୍ଧ୍ରର ଯୋଜନାବଦ୍ଧ ଷଡଯନ୍ତ୍ର । କେନାଲ ସଫା କରୁଛନ୍ତି ଆନ୍ଧ୍ର ଅଧିକାରୀ ଓ ଚାଷୀ ।”

ଅବହେଳାର ଶିକାର ହେଉଛନ୍ତି ବିସ୍ଥାପିତ । ଏଯାଏଁ ମିଳିନି ସ୍ଥାୟୀ ଜମିପଟ୍ଟା ।

କନକ ବ୍ୟୁରୋ: ରେଙ୍ଗାଳୀ ନଦୀ ବନ୍ଧ ପାଇଁ ୧୯୭୮ରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥଇଥାନ କରାଯାଇଛି । ତିଲେଇବଣୀ ବ୍ଲକ ଫୁଲପଥର, ଉଦୟପୁର ଓ ରିଆମାଳ ବ୍ଲକର ବନାକାଲ, ବର ତଇଲା, ଜରିତଇଲା, ଆମ୍ବଖୋଲ ଗାଁରେ ରହୁଛନ୍ତି ବିସ୍ଥାପିତ ପରିବାର । ହେଲେ ଆଜି ଯାଏଁ ସ୍ଥାୟୀ ଜମି ପଟ୍ଟା ମିଳିନଥିବାରୁ ଅବହେଳାର ଶିକାର ହେଉଛନ୍ତି ବିସ୍ଥାପିତ । ରେଙ୍ଗାଳି ଡ୍ୟାମ ପାଇଁ ଦେବଗଡ ଓ ଅନୁଗୁଳ ଜିଲ୍ଲାର ୨୬୩ ଗାଁ ବିସ୍ଥାପିତContinue reading “ଅବହେଳାର ଶିକାର ହେଉଛନ୍ତି ବିସ୍ଥାପିତ । ଏଯାଏଁ ମିଳିନି ସ୍ଥାୟୀ ଜମିପଟ୍ଟା ।”

ପ୍ରଦୀପ ମାଝୀଙ୍କ ଭାଇଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା । ପ୍ରଦୀପ ମାଝୀଙ୍କ ସମର୍ଥକଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା କଲେ ସ୍ୱୀକାର ।

କନକ ବ୍ୟୁରୋ: ପ୍ରଦୀପ ମାଝୀଙ୍କ ଭାଇଙ୍କ ଫେସବୁକ ପୋଷ୍ଟକୁ ନେଇ ନବରଙ୍ଗପୁର ବିଜେଡି ଶିବିରରେ କମ୍ପନ । ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ଭାଇଙ୍କ ଫେସବୁକ ପୋଷ୍ଟକୁ ନେଇ ବିଜେଡିରେ କମ୍ପନ । ନବରଙ୍ଗପୁର ଝରିଗାଁ ବ୍ଲକରେ ପ୍ରଦୀପ ମାଝୀଙ୍କ ସମର୍ଥକଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା ତାଙ୍କ ଭାଇ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ମାଝୀ ସ୍ୱୀକାର କରିଛନ୍ତି । ନିଜ ମନର କଥାକୁ ସେContinue reading “ପ୍ରଦୀପ ମାଝୀଙ୍କ ଭାଇଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା । ପ୍ରଦୀପ ମାଝୀଙ୍କ ସମର୍ଥକଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା କଲେ ସ୍ୱୀକାର ।”

Design a site like this with WordPress.com
Get started