କନକ ବ୍ୟୁରୋ: ଗରିବ ଆଦିବାସୀଙ୍କ ଥଇତାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହଛିିି । ହେଲେ ରାୟଗଡା ଜିଲ୍ଲା ସଦର ମହକୁମାରେ ରହୁଥିବା ବୃଦ୍ଧ ଦମ୍ପନ୍ତିଙ୍କ ନିକଟରେ ଆଜି ବି ପହଞ୍ଚି ପାରିନି ସରକାରୀ ଆବାସ । ତେଣୁ ଭଙ୍ଗା ଦଦରା କୁଡିଆରେ ଭାଗ୍ୟକୁ ଆଦରି ବଞ୍ଚିିବାକୁ ସଂଘର୍ଷ କରୁଛନ୍ତି ବୃଦ୍ଧ ଦମ୍ପନ୍ତି । ଚାରିଖଣ୍ଡ କାଠ ଉପରେ ପଡିଛି କେଇ ଖଣ୍ଡ ଭଙ୍ଗା ଆଜବେଷ୍ଟ । କାନ୍ଥ କହିଲେ, ଭଙ୍ଗା ଆଜବେଷ୍ଟସ୍Continue reading “ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚି ପାରିନି ସରକାରୀ ଆବାସ । ଭଙ୍ଗା ଦଦରା କୁଡିଆରେ ବଞ୍ଚିବାର ରାହା ଖୋଜୁଛନ୍ତି ଦାଶ କଣ୍ଡାଗରି ଓ ତାଙ୍କ ପତ୍ନୀ”
Tag Archives: News
ଘରୋଇ କମ୍ପାନୀକୁ ପ୍ରଶାସନର ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ । ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଦୁଇଟି ପଞ୍ଚାୟତର ବାସିନ୍ଦା ।
କନକ ବ୍ୟୁରୋ: ଘରୋଇ କମ୍ପାନୀ ପାଇଁ ପ୍ରଶାସନର ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତୀବ୍ର ବିରୋଧ। ଦୁଇଟି ପଞ୍ଚାୟତ ବାସିନ୍ଦାଙ୍କ ବିରୋଧ । ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ । ରାଉରକେଲା-ରାଞ୍ଚି ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଗାଡିମୋଟର । ଘରୋଇ କମ୍ପାନୀ ମହାବୀର ଫେରୋ ଆଲଏଜ କର୍ତ୍ତୃପକ୍ଷଙ୍କୁ ଇଡ଼କୋ ମାଧ୍ୟମରେ କୁଆଁରମୁଣ୍ଡା ଡାଏରୀ ଫାର୍ମର ୨୦ ଏକର ୯୦ ଡେସିମିଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ପଦ୍ମପୁରContinue reading “ଘରୋଇ କମ୍ପାନୀକୁ ପ୍ରଶାସନର ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ । ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଦୁଇଟି ପଞ୍ଚାୟତର ବାସିନ୍ଦା ।”
ଅସୁସ୍ଥ ପୁଅକୁ ଡାକ୍ତରଖାନା ନେଇ ଆରପାରିକୁ ଚାଲିଗଲେ ମାଆ । ବାଲେଶ୍ୱର ହାତୀଗଡ ଡାକ୍ତରଖାନାରେ ହୃଦଘାତରେ ମୃତ୍ୟୁ ।
କନକ ବ୍ୟୁରୋ: ମୃତ୍ୟୁ କଣ ଏମିତି ଆସେ….ଅସୁସ୍ଥ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ଯାଇଥିବା ମାଆ, ସେହି ଡାକ୍ତରଖାନାରେ ଆରପାରିକୁ ଚାଲିଯାଇଛନ୍ତି ମାଆ । ଏଭଳି ଏକ ଦୁଃଖଦ ମୃତ୍ୟୁ ଘଟିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସୂଚନା ଅନୁସାରେ, ରାଇବଣିଆ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗାଁର ମାଇନ ମୁର୍ମୁଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମାଇନ ମୁର୍ମୁଙ୍କ ପୁଅ ସଲମନ ମୁର୍ମୁ ଗତକାଲି ରାତିରେ ଝାଡାବାନ୍ତି ଯୋଗୁଁContinue reading “ଅସୁସ୍ଥ ପୁଅକୁ ଡାକ୍ତରଖାନା ନେଇ ଆରପାରିକୁ ଚାଲିଗଲେ ମାଆ । ବାଲେଶ୍ୱର ହାତୀଗଡ ଡାକ୍ତରଖାନାରେ ହୃଦଘାତରେ ମୃତ୍ୟୁ ।”
ଏପଟେ ଶୁଭ ବିବାହ, ସେପଟେ ଶ୍ରଦ୍ଧାଞ୍ଜଳି । ଝିଅ ପ୍ରେମ ବିବାହ କରିବାରୁ ବଞ୍ଚିଥାଉ ଥାଉ ଝିଅ ପାଇଁ ଶୁଦ୍ଧି ହୋଇଗଲେ ପରିବାର ଲୋକ ।
କନକ ବ୍ୟୁରୋ: ବାହା ହେଲା ଝିଅ, ଶୁଦ୍ଧି ହେଲେ ପରିବାର । ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦଗତି କାମନା କରି ଶୁଦ୍ଧି କରିଦେଲେ ପରିବାର ଲୋକ । ଯେଉଁଠି ଝିଅର ବାହାଘର ହେଉଥିଲା, ତାର ଠିକ୍ ପାଖରେ ଶୁଦ୍ଧିକର୍ମ କରୁଥିଲେ ପରିବାର ଲୋକ । ଯୁଗ ବଦଳି ଥାଇପାରେ କିନ୍ତୁ କିଛି ଲୋକଙ୍କ ମାନସିକତା ଏବେ ବି ବଦଳିିନାହିଁ । ତାହା ହୋଇନଥିଲେ ବୋଧେ, ବଞ୍ଚିଥିବା ଝିଅକୁ ଶ୍ରାଦ୍ଧ ଦେଇନଥାନ୍ତେ ପରିବାର ଲୋକ ।Continue reading “ଏପଟେ ଶୁଭ ବିବାହ, ସେପଟେ ଶ୍ରଦ୍ଧାଞ୍ଜଳି । ଝିଅ ପ୍ରେମ ବିବାହ କରିବାରୁ ବଞ୍ଚିଥାଉ ଥାଉ ଝିଅ ପାଇଁ ଶୁଦ୍ଧି ହୋଇଗଲେ ପରିବାର ଲୋକ ।”
ସେଣ୍ଟ ଜାଭିୟର୍ସ ସ୍କୁଲକୁ ବଡ ସଫଳତା । ନ୍ୟୁୟର୍କ ସପ୍ତମ ଏନୱାଇସି ଗ୍ରୀନ ସ୍କୁଲ ସମ୍ମିଳନୀକୁ ସମ୍ବୋଧିତ କରିବେ ସ୍କୁଲର ଅଧ୍ୟକ୍ଷ
କନକ ବ୍ୟୁରୋ : ସେଣ୍ଟ ଜାଭିୟର ଚେନ୍ ଅଫ୍ ସ୍କୁଲର ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଜି ଏସ୍ ପଟ୍ଟନାୟକଙ୍କୁ ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ୧୫ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଏନୱାଇସି ଗ୍ରୀନ୍ ସ୍କୁଲ୍ ସମ୍ମିଳନୀ ୨୦୨୩କୁ ସମ୍ବୋଧିତ ପାଇଁ ନିମନ୍ତ୍ରଣ କରାଯାଇଛି। ମିଳିତ ଜାତିସଂଘର ୭୮ତମ ସାଧାରଣ ସଭା ଅଧିବେଶନରେ ଏପୱାଇସି ଗ୍ରୀନ୍ ସ୍କୁଲ୍ ସମ୍ମିଳନୀ ୨୦୨୩ ଅନୁଷ୍ଠିତ ହେଉଛି ଜ୍ଝ ନିରନ୍ତର ଶିକ୍ଷାଗତ ଅଭ୍ୟାସକୁ ଅନୁସନ୍ଧାନ ଏବଂ ବୃଦ୍ଧି କରିବାContinue reading “ସେଣ୍ଟ ଜାଭିୟର୍ସ ସ୍କୁଲକୁ ବଡ ସଫଳତା । ନ୍ୟୁୟର୍କ ସପ୍ତମ ଏନୱାଇସି ଗ୍ରୀନ ସ୍କୁଲ ସମ୍ମିଳନୀକୁ ସମ୍ବୋଧିତ କରିବେ ସ୍କୁଲର ଅଧ୍ୟକ୍ଷ”
ସେପ୍ଟେମ୍ବର ୨୦ରେ ଲଗ୍ନ ଧାର୍ଯ୍ୟ: ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ଲଗ୍ନ
କନକ ବ୍ୟୁରୋ: ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟେମ୍ବର ୨୦ରେ ଲଗ୍ନ ଧାର୍ଯ୍ୟ । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ଲଗ୍ନ । ମା ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ । ନୂଆଁ ଖାଇବେ ପଶ୍ଚିମ ଓଡିଶାବାସୀ । ବ୍ରହ୍ମ ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧାରଣ । The post ସେପ୍ଟେମ୍ବର ୨୦ରେ ଲଗ୍ନ ଧାର୍ଯ୍ୟ: ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ଲଗ୍ନ first appeared on Kanak News.Continue reading “ସେପ୍ଟେମ୍ବର ୨୦ରେ ଲଗ୍ନ ଧାର୍ଯ୍ୟ: ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ଲଗ୍ନ”
ପଶ୍ଚିମବଙ୍ଗ ବିଧାୟକଙ୍କ ଦରମା ବୃଦ୍ଧି ନେଇ ମମତାଙ୍କ ଘୋଷଣା । ଜାଣନ୍ତୁ ଏବେ ମାସିକ କେତେ ଟଙ୍କା ପାଇବେ ପଶ୍ଚିମବଙ୍ଗ ବିଧାୟକ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ରାଜ୍ୟର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ଏବେ ପଶ୍ଚିମବଙ୍ଗର ବିଧାୟକମାନେ ୪୦ ହଜାର ଟଙ୍କା ମାସିକ ଅଧିକ ଦରମା ପାଇବେ । ହେଲେ ନିଜ ଦରମାର କୌଣସି ବୃଦ୍ଧି ହୋଇନଥିବା କଥା କହିଛନ୍ତି ମମତା ବାନାର୍ଜୀ । କାରଣ ଦୀର୍ଘବର୍ଷ ହେବ ମମତା ବାନାର୍ଜୀ ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ପଦରେ ଥିଲେ ବି ରାଜକୋଷରୁ ଦରମା ନେଇନଥାନ୍ତିContinue reading “ପଶ୍ଚିମବଙ୍ଗ ବିଧାୟକଙ୍କ ଦରମା ବୃଦ୍ଧି ନେଇ ମମତାଙ୍କ ଘୋଷଣା । ଜାଣନ୍ତୁ ଏବେ ମାସିକ କେତେ ଟଙ୍କା ପାଇବେ ପଶ୍ଚିମବଙ୍ଗ ବିଧାୟକ”
ଭାରତକୁ ଇଣ୍ଡିଆ ସହ ଲଢାଯାଉଛି, କିନ୍ତୁ ସୁନା ହେଉ କି ଗୋଲ୍ଡ ମୂଲ୍ୟ କେବେ ବଦଳିଯିବନି । ବିଜେପିକୁ ଟାର୍ଗେଟ କଲା କଂଗ୍ରେସ ।
କନକ ବ୍ୟୁରୋ : ସେପ୍ଟେମ୍ବର ୭ । କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ପୁରିଛି ଗୋଟିଏ ବର୍ଷ । ଭାରତ ଯୋଡ ଯାତ୍ରାର ବର୍ଷେ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ନେତା ପବନ ଖେଡା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଏବେ ଶେଷ ହୋଇନାହିଁ । ଏହି ଯାତ୍ରା କେତେବେଳେ ମଣିପୁରରେ ଦେଖିବାକୁ ମିଳୁଛି ତ ପୁଣି କେତେବେଳେ ଆଜାଦପୁରର ପରିବା ମଣ୍ଡି ତ ପୁଣି କେତେବେଳେ ଲଦାଖରେ ଦେଖିବାକୁ ମିଳୁଛି । ସେହିଭଳି ଭାରତ ଓContinue reading “ଭାରତକୁ ଇଣ୍ଡିଆ ସହ ଲଢାଯାଉଛି, କିନ୍ତୁ ସୁନା ହେଉ କି ଗୋଲ୍ଡ ମୂଲ୍ୟ କେବେ ବଦଳିଯିବନି । ବିଜେପିକୁ ଟାର୍ଗେଟ କଲା କଂଗ୍ରେସ ।”
ପ୍ୟାକେଟରେ କମ୍ ଥିଲା ଗୋଟିଏ ବିସ୍କୁଟ । କୋର୍ଟରେ ପହଂଚିଲେ ଗ୍ରାହକ, ଏବେ କମ୍ପାନୀକୁ ଦେବାକୁ ପଡିବ ୧ଲକ୍ଷ ଟଙ୍କା ଜରିମାନା
କନକ ବ୍ୟୁରୋ : ପ୍ୟାକେଟରେ ଗୋଟିଏ ବିସ୍କୁଟ କମ୍ ଥିବାରୁ ଏବେ କମ୍ପାନୀକୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ଏକଥା ଆପଣଙ୍କୁ ବିଶ୍ୱାସ ହେଉ ନଥିଲେ ବି କଥାଟି ସତ । ସୂଚନା ମୁତାବକ ତାମିଲନାଡୁର ତିରୁବଲ୍ଲୁବର ଠାରେ ଏଭଳି କିଛି ଘଟଣା ଘଟିଛି । ଏଠାରେ ଏକ ବିସ୍କୁଟ କମ୍ପାନୀ ଏବେ ଜଣେ ଗ୍ରାହକଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବେ । କାରଣ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିସ୍କୁଟ ପ୍ୟାକେଟରେ ଗୋଟିଏContinue reading “ପ୍ୟାକେଟରେ କମ୍ ଥିଲା ଗୋଟିଏ ବିସ୍କୁଟ । କୋର୍ଟରେ ପହଂଚିଲେ ଗ୍ରାହକ, ଏବେ କମ୍ପାନୀକୁ ଦେବାକୁ ପଡିବ ୧ଲକ୍ଷ ଟଙ୍କା ଜରିମାନା”
ବିବାଦରେ ୫-ଟି ସଚିବଙ୍କ ବିମାନ ଭଡା । ବିଜେପିର ଅଭିଯୋଗ, ବିନା ଟେଣ୍ଡରରେ ବିମାନ ଆଣି ଉଡୁଥିଲେ ଭିକେ ପାଣ୍ଡିଆନ୍
କନକ ବ୍ୟୁରୋ: ବିବାଦରେ ୫-ଟି ସଚିବଙ୍କ ବିମାନ ଭଡା । ଭିକେ ପାଣ୍ଡିଆନଙ୍କ ବିମାନ ଉଡାଣକୁ ନେଇ ପୁଣିଥରେ ଟାର୍ଗେଟ କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି କେଉଁଠୁ ଟଙ୍କା ଆସୁଥିଲା ତାହାର ହିସାବ ସାମ୍ନାକୁ ଆସିବାର ଅଛି । ବିମାନ ଉଡାଣ ନେଇ ରାଜ୍ୟ ସରକାର କେଉଁଠି ଓ କେମିତି ଖର୍ଚ୍ଚ କରୁଥିଲେ ସେହି ପ୍ରସଙ୍ଗ ବିଜେପି ବିଧାନସଭାରେ ଉଠାଇବ ବୋଲି କହିଛନ୍ତି ଜୟନାରାୟଣ ।ସେପଟେ ଜୟନାରାୟଣଙ୍କ ବୟାନ ଉପରେContinue reading “ବିବାଦରେ ୫-ଟି ସଚିବଙ୍କ ବିମାନ ଭଡା । ବିଜେପିର ଅଭିଯୋଗ, ବିନା ଟେଣ୍ଡରରେ ବିମାନ ଆଣି ଉଡୁଥିଲେ ଭିକେ ପାଣ୍ଡିଆନ୍”