ପୁରୀ ଚାଷୀ ସମାବେଶରେ ଯୋଗ ଦେବାକୁ ଓଡିଶାରେ ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ । କହିଲେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ ଚାଷୀଙ୍କ ହୋଇଛି ବଡ ବିଜୟ

କନକ ବ୍ୟୁରୋ: ପୁରୀରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେବାକୁ ଓଡିଶାରେ ପହଁଚିଛନ୍ତି ସମାଜସେବୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷରେ ଚାଷୀଙ୍କ ବିଜୟ ହୋଇଛି । ଆଉ ଏହାକୁ ନେଇ ପ୍ରଶାନ୍ତ ଭୂଷଣଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ, କୋଣାର୍କ ବେଳାଭୂମି ଅଞ୍ଚଳରେ ପ୍ରାୟ ୬ହଜାର ଏକର ଚାଷଜମୀ ଅତି କମ୍ ମୂଲ୍ୟରେ ଅଧିଗ୍ରହଣ କରିଥିଲେ ଓଡିଶା ସରକାର । ଏହାଦ୍ୱାରା ୬ହଜାରContinue reading “ପୁରୀ ଚାଷୀ ସମାବେଶରେ ଯୋଗ ଦେବାକୁ ଓଡିଶାରେ ସୁପ୍ରିମକୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ । କହିଲେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧରେ ଚାଷୀଙ୍କ ହୋଇଛି ବଡ ବିଜୟ”

ବିସ୍କୁଟ ରୂପରେ ଚାଲାଣ ହେଉଥିଲା ବେଆଇନ୍ ସୁନା । ଭୁବନେଶ୍ୱରରେ ଜବତ କଲା ଡିଆରଆଇ

କନକ ବ୍ୟୁରୋ: ବେଆଇନ୍ ସୁନା ଚାଲାଣ ଘଟଣାରେ ଡିଆରଆଇକୁ ବଡ ସଫଳତା । ରାଜଧାନୀ ଭୁବନେଶ୍ୱରରେ ଜବତ ହେଲା ପ୍ରାୟ ଅଢେଇ କିଲୋ ସୁନା ବିସ୍କୁଟ୍ । ବିଦେଶରୁ ସୁନା ଚାଲାଣ ବେଳେ ଖବର ପାଇ ଚଢାଉ କରିଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଘଟଣାରେ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ଅଢେଇ କିଲୋର ସୁନା ଜବତ କରିଛି ଡିଆରଆଇ । The post ବିସ୍କୁଟ ରୂପରେ ଚାଲାଣ ହେଉଥିଲା ବେଆଇନ୍ ସୁନା । ଭୁବନେଶ୍ୱରରେContinue reading “ବିସ୍କୁଟ ରୂପରେ ଚାଲାଣ ହେଉଥିଲା ବେଆଇନ୍ ସୁନା । ଭୁବନେଶ୍ୱରରେ ଜବତ କଲା ଡିଆରଆଇ”

ସୂଚନା ମିଳିଥିବା ଛଟେଇ ଠାରୁ ବାସ୍ତବରେ ବହୁତ ଅଧିକ କର୍ମଚାରୀ ହୋଇଛନ୍ତି ଛଟେଇ, ଜାଣନ୍ତୁ ସୂଚନା ଓ ବାସ୍ତବତା ମଧ୍ୟରେ କେତେ ରହିଛି ଫରକ

କନକ ବ୍ୟୁରୋ : ନିଯୁକ୍ତି ସଂସ୍ଥାରୁ ମିଳିଥିବା ସୂଚନା ଅନୁଯାଇ ପ୍ରାୟ ୧୦୦,୦୦୦ କର୍ମଚାରୀଙ୍କୁ ପଦରୁ ଛଟେଇ କରାଯାଇଛି । ଯାହା ସର୍ବସାଧାରଣଙ୍କ ରିପୋର୍ଟ ଠାରୁ ବହୁତ ଅଧୀକ । ସାଧାରଣରେ ଦିଆଯାଇଥିବା ସୂଚନା ଓ ଟପ ହାୟରସ୍ ସୂଚନା ଭିତରେ ଏତେ ଫରକର କାରଣ ହେଲା ବାଧ୍ୟତାମୂଳକ ଛଟେଇ । ୧ ସେପ୍ଟେମ୍ବର ୨୦୨୧ ପରଠାରୁ ଭାରତରେ ପ୍ରାୟ ୨୭,୮୫୦ କର୍ମଚାରୀଙ୍କୁ ଛୁଟିରେ ପଠାଯାଇଛି । ଦରକାର ପଡିଲେ ମଧ୍ୟ ଅଣଆନୁଷ୍ଟାନିକ ଭାବରେ ଲୋକ ମାନଙ୍କୁContinue reading “ସୂଚନା ମିଳିଥିବା ଛଟେଇ ଠାରୁ ବାସ୍ତବରେ ବହୁତ ଅଧିକ କର୍ମଚାରୀ ହୋଇଛନ୍ତି ଛଟେଇ, ଜାଣନ୍ତୁ ସୂଚନା ଓ ବାସ୍ତବତା ମଧ୍ୟରେ କେତେ ରହିଛି ଫରକ”

ଏପଟେ ବାହାଘର ସେପଟେ ଶୁଦ୍ଧିକ୍ରିୟା । ଝିଅ ପ୍ରେମ ବିବାହ କରିଥିବାରୁ ଶୁଦ୍ଧି ହୋଇଗଲେ ବାପଘର ଲୋକେ ।

କନକ ବ୍ୟୁରୋ: ଯୁଗ ବଦଳି ଥାଇପାରେ । କିନ୍ତୁ କିଛି ଲୋକଙ୍କ ମାନସିକତା ଏବେ ବି ବଦଳିିନାହିଁ । ତାହା ହୋଇଥିଲେ ବୋଧେ, ବଞ୍ଚିଥିବା ଝିଅକୁ ଶ୍ରାଦ୍ଧ ଦେଇନଥାନ୍ତେ ପରିବାର ଲୋକ । କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଦୁଇଟି ଚିତ୍ର ଉପରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବୁ । ଗୋଟେପଟେ ଝିଅ ବାହାବେଦୀରେ ବସିଛି । ଆଉ ଗୋଟିଏ ପଟେ ସେହି ଝିଅର ଶୁଦ୍ଧିକ୍ରିୟା କରୁଛନ୍ତି ମା’-ବାପା । ବିବାହ ବେଦୀରୁ ଶ୍ରାଦ୍ଧ ହେଉଥିବା ସ୍ଥଳରContinue reading “ଏପଟେ ବାହାଘର ସେପଟେ ଶୁଦ୍ଧିକ୍ରିୟା । ଝିଅ ପ୍ରେମ ବିବାହ କରିଥିବାରୁ ଶୁଦ୍ଧି ହୋଇଗଲେ ବାପଘର ଲୋକେ ।”

ଭାରତର ଚନ୍ଦ୍ରାୟନ-୩ ପରେ ଏବେ ଜାପାନର ଚନ୍ଦ୍ର ଅଭିଯାନ

ଭାରତର ଚନ୍ଦ୍ରାୟନ-୩ ର ସଫଳତା ପରେ ଏବେ ଜାପାନ ତା’ର ଚନ୍ଦ୍ର ଅଭିଯାନ ଲଞ୍ଚ କରିଛି  ଜାପାନର ମହାକାଶ ସଂସ୍ଥା ଜାକ୍ସ(JAXA)  ଆଜି ତାର ମୁନ ମିଶନ ଲଞ୍ଚ କରିଛି । ଜାପାନ ଆଜି(ଗୁରୁବାର) ସକାଳେ ଲ୍ୟାଣ୍ଡର ନେଇଥିବା ରକେଟ୍ H-IIA ଉତକ୍ଷେପଣ କରିଛି । ଦକ୍ଷିଣ ଜାପାନର ତାଙ୍ଗେସିମା ସ୍ପେସ୍ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଥିଲା । ଯଦି ଏହାର ସ୍ଲିମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଟରେ  ସଫ୍ଟ ଲ୍ୟାଣ୍ଡି କରିପାରେ ତେବେ ଜାପାନ ଚନ୍ଦ୍ରରେ ସଫଳତାର ସହContinue reading “ଭାରତର ଚନ୍ଦ୍ରାୟନ-୩ ପରେ ଏବେ ଜାପାନର ଚନ୍ଦ୍ର ଅଭିଯାନ”

ବର୍ଷାରେ ବେହାଲ ରାଜଧାନୀ । କିଛି ଘଣ୍ଟାର ବର୍ଷାରେ ଅନେକ ସ୍ଥାନ ଜଳମଗ୍ନ

କନକ ବ୍ୟୁରୋ: ବର୍ଷାରେ ବେହାଲ ରାଜଧାନୀ । ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରରେ ସ୍ଥିତି ବେହାଲ ହୋଇଛି । ମାତ୍ର କିଛି ଘଂଟାର ବର୍ଷାରେ ରାଜଧାନୀର ଅନେକ ସ୍ଥାନ ଜଳମଗ୍ନ ହୋଇ ପଡିଛି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସ୍କିଲ ହୋଇପଡିଛି । ସେହିପରି କଟକ ସହରରେ ବି ସ୍ଥିତି ସଙ୍ଗୀନ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଘରContinue reading “ବର୍ଷାରେ ବେହାଲ ରାଜଧାନୀ । କିଛି ଘଣ୍ଟାର ବର୍ଷାରେ ଅନେକ ସ୍ଥାନ ଜଳମଗ୍ନ”

ଫାଇଭ-ଟି ସଚିବଙ୍କୁ ନେଇ ବିରୋଧୀ ଦଳ ନେତାଙ୍କ ବଡ଼ ବୟାନ । ସଚିବ ସରକାର ଚଳାଉଥିବା କହିଲେ ଜୟନାରାୟଣ ମିଶ୍ର

କନକ ବ୍ୟୁରୋ: ବାରମ୍ବାର ବିରୋଧୀ ଦଳ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ସେ କନକ ନ୍ୟୁଜକୁ ଏକ ଏକସକ୍ଲୁସିଭ ସାକ୍ଷାତକାର ଦେଇଛନ୍ତି । ଯେଉଁଥିରେ ଫାଇଭ ଟି ସଚିବଙ୍କୁ ନେଇ ନିଜର ମତ ରଖିଛନ୍ତି । କହିଛନ୍ତି, ରାଜ୍ୟରେ ସଚିବ ସରକାର ଚଳାଉଛନ୍ତି । ତେବେ ନିକଟରେ ଓଡିଶା ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ ଆସିଥିଲେ । ଏହି ସମୟରେ ଫାଇଭ ଟି ସଚିବଙ୍କ ସହ ଶାହଙ୍କର ଏକ ବୈଠକ ହୋଇଥିଲାContinue reading “ଫାଇଭ-ଟି ସଚିବଙ୍କୁ ନେଇ ବିରୋଧୀ ଦଳ ନେତାଙ୍କ ବଡ଼ ବୟାନ । ସଚିବ ସରକାର ଚଳାଉଥିବା କହିଲେ ଜୟନାରାୟଣ ମିଶ୍ର”

ଦାଦା ବଟି ମାଗି ବନ୍ଧାହେଲେ ବାଉନ୍ସର । ଦାଦା ବଟି ନଦେବାରୁ ଅପହରଣ କରିଥିଲେ, ମାଡ ମାରିଥିଲେ ।

କନକ ବ୍ୟୁରୋ: ଦାଦା ବଟି ମାଗି ବନ୍ଧାହେଲେ ବାଉନ୍ସର । ଦାଦା ବଟି ନଦେବାରୁ ଜଣେ ବାର କର୍ମଚାରୀଙ୍କୁ ଅପହରଣ କରି ଏକ ବନ୍ଦ ଘର ଭିତରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାସକୁ ୫୦ ହଜାର ଟଙ୍କା ବଟି ପାଇଁ ଯୁବକଙ୍କୁ ଅପହରଣ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ୨ଜଣ ବାଉନ୍ସରକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୋଲିସ । କଟକ ରୋଡ଼ ମହାନ୍ତି ବାରରେ କାମ କରୁଥିବା ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣContinue reading “ଦାଦା ବଟି ମାଗି ବନ୍ଧାହେଲେ ବାଉନ୍ସର । ଦାଦା ବଟି ନଦେବାରୁ ଅପହରଣ କରିଥିଲେ, ମାଡ ମାରିଥିଲେ ।”

କାହିଁକି ବସିଥାଏ ଜି-୨୦ ବୈଠକ । କ’ଣ ଏହାର ଲକ୍ଷ୍ୟ ?

କନକ ବ୍ୟୁରୋ : ବର୍ତମାନ ସମସ୍ତଙ୍କ ନଜରରେ ଥିବା ଜି-୨୦ ସଙ୍ଗଠନର ଆରମ୍ଭ ୨୦୦୮ ରେ ହୋଇଥିଲା । ଏହାର ପୁର୍ତି କୁ ପ୍ରାୟ ୧୪ ବର୍ଷ ହେବାକୁ ଥିବା ବେଳେ ଏହାର ଅଠରତମ ସମ୍ମୀଳନୀ ରାଜଧାନୀ ଦିଲ୍ଲୀରେ ହେବାକୁ ଯାଉଛି । ଏହାର ପ୍ରଥମ ସମ୍ମିଳନୀ ନଭେମ୍ଭର ୧୫ କୁ ଆମେରିକାର ଓାସିଂଟନ୍ ସହରରେ ହୋଇଥିବା ବେଳେ ୨୦୦୯ ମସିହା ଅପ୍ରେଲ ମାସ ୨ ତାରିଖରେ ଏହାର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତContinue reading “କାହିଁକି ବସିଥାଏ ଜି-୨୦ ବୈଠକ । କ’ଣ ଏହାର ଲକ୍ଷ୍ୟ ?”

ମହଙ୍ଗା ପଡ଼ିଲା ଉପରିସ୍ଥ ଅଧିକାରୀଙ୍କ ନାଁରେ ବେନାମି ଚିଠି । ଚାକିରିରୁ ନିଲମ୍ବିତ ହେଲେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀ ଦୀପକ ମହାରଣା

କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ଉପରିସ୍ଥ ଅଧିକାରୀଙ୍କ ନାଁରେ ବେନାମି ଚିଠି । ଚାକିରିରୁ ନିଲମ୍ବିତ ହେଲେ ସିପାହୀ । ଲୋକସେବା ଭବନର ସୁରକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ସୁଜିତ୍ କୁମାର ଦଳାଇଙ୍କ ନାମରେ ମିଥ୍ୟା ଅଭିଯୋଗର ବେନାମି ଚିଠି ପଡ଼ୁଥିଲା । ଏପରିକି ସାମାଜିକ ଗଣମାଧ୍ୟମରେ ସେସେଜ ଓ ଅଜଣା ନମ୍ବରରୁ କଲ କରି ଧମକ ଦିଆଯାଉଥିଲା । ଏନେଇ ଶ୍ରୀ ଦଳାଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଅବଗତ କରିଥିଲେ । ଏହାରContinue reading “ମହଙ୍ଗା ପଡ଼ିଲା ଉପରିସ୍ଥ ଅଧିକାରୀଙ୍କ ନାଁରେ ବେନାମି ଚିଠି । ଚାକିରିରୁ ନିଲମ୍ବିତ ହେଲେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀ ଦୀପକ ମହାରଣା”

Design a site like this with WordPress.com
Get started