କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇର ମୁଖ୍ୟ ଚୟନକର୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃ୍ତରେ ଖେଳିବ ଭାରତୀୟ ଦଳ । ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଏସିଆ କପ୍ ପାଇଁ ଚୟନ ହୋଇଥିବା ଟିମର ପ୍ରାୟତ ସବୁ ଖେଳାଳି ବିଶ୍ୱକପ୍ ଦଳରେ ସ୍ଥାନ ପାଇଛନ୍ତି । ଏସିଆ କପ୍Continue reading “କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଟିମ୍ ଘୋଷଣା କଲେ ମୁଖ୍ୟ ଚୟନକର୍ତା ଅଜିତ ଅଗରକର”
Tag Archives: News
ଦିଲ୍ଲୀରେ ଜି-୨୦ ସମ୍ମିଳନୀ ପୂର୍ବରୁ ଚିନ୍ତା ବଢ଼ାଇଛନ୍ତି ମାଙ୍କଡ଼ । ଘଉଡ଼ାଇବା ପାଇଁ ପ୍ରଶାସନର ନିଆରା ପଦକ୍ଷେପ
କନକ ବ୍ୟୁରୋ : ଆପଣଙ୍କ ଭିତରେ ଏମିତି କେହି ନା’ କେହି ଥିବେ, ଯିଏ ପଶୁ-ପକ୍ଷୀଙ୍କ ସ୍ୱର ବାହାର କରିପାରୁଥିବେ । କିଏ ମାଙ୍ଗଡ଼ ଭଳି ଶବ୍ଦ କରିପାରୁଥିବେ, ତ’ ଆଉ କିଏ କୁକୁରଙ୍କ ଭଳି ଶବ୍ଦ କରିପାରୁଥିବେ । କିନ୍ତୁ ପଶୁପକ୍ଷୀଙ୍କ ଭଳି ଶବ୍ଦ ବାହାର କରିପାରୁଥିବା ଲୋକଙ୍କର ବି ଆବଶ୍ୟକତା ରହିଛି । ସେମାନଙ୍କୁ ବି ନିଯୁକ୍ତି ମିଳିପାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏଭଳି କିଛି ଘଟିଛି ଦେଶରContinue reading “ଦିଲ୍ଲୀରେ ଜି-୨୦ ସମ୍ମିଳନୀ ପୂର୍ବରୁ ଚିନ୍ତା ବଢ଼ାଇଛନ୍ତି ମାଙ୍କଡ଼ । ଘଉଡ଼ାଇବା ପାଇଁ ପ୍ରଶାସନର ନିଆରା ପଦକ୍ଷେପ”
ମୁମ୍ବାଇ ଏୟାରହୋସଟେଜ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସିସିିଟିଭି ଫୁଟେଜ ଆଧାରରେ ଗିରଫ କଲା ମୁମ୍ବାଇ ପୁଲିସ
କନକ ବ୍ୟୁରୋ : ବିବାର ମଧ୍ୟାହ୍ନ ସମୟରେ ମୁମ୍ବାଇ ମରୋଲ ଅଂଚଳର ଏକ ଆପାଟମେଂଟରେ ସେତିକି ବେଳେ ହୋହାଲ୍ଲା ଶୁଭିଥିଲା ଯେତେବେଳେ ବିଲଡିଂ ଏକ ଫ୍ଲୋରରୁ ମିଳିଥିଲା ରକ୍ତ ଜୁଡୁବୁଡୁ ଜଣେ ଯୁବତୀଙ୍କ ମୃତ ଶରୀର । ଯୁବତୀ ଜଣ ଅର୍ଦ୍ଦ ନଗ୍ନ ଅବସ୍ଥାରେ ଫ୍ଲାଟ ଭିତରେ ପଡିଥିବା ଦେଖି ତାଙ୍କର ଜଣେ ସାଙ୍ଗ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ୪୮ଘଂଟା ନପୁରୁଣ ପୁଲିସକୁ ମିଳିଛି ସଫଳତା । ଏହି ବିଭତ୍ସ ହତ୍ୟା ପଛରେ ଆଉContinue reading “ମୁମ୍ବାଇ ଏୟାରହୋସଟେଜ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସିସିିଟିଭି ଫୁଟେଜ ଆଧାରରେ ଗିରଫ କଲା ମୁମ୍ବାଇ ପୁଲିସ”
ଚନ୍ଦନପୁରରୁ ଅସ୍ତରଙ୍ଗ, ମନି ଅର୍ଡର ପହଁଚିବାକୁ ଲାଗିଲା ୫ବର୍ଷ । ଝିଅର ଓଷା ପାଇଁ ୨୦୧୮ରେ ଟଙ୍କା ପଠାଇଥିଲେ ବାପା । ଗତକାଲି ପହଁଚିଲା ମନିଅର୍ଡର
କନକ ବ୍ୟୁରୋ: ଆମ ଦେଶରେ ଟଙ୍କା ପଠାଇବା ଓ ଚିଠି ପଠାଇବାର ଏକ ସୁରକ୍ଷିତ ବ୍ୟବସ୍ଥା ଡାକ ବିଭାଗ ବୋଲି କୁହାଯାଏ । ଏବେ ପୋଷ୍ଟାଲରେ ଟଙ୍କା ପଠାଇବା କମ୍ ହୋଇଥିଲେ ବି ପୂର୍ବରୁ ଏହି ବ୍ୟବସ୍ଥା ଉପରେ ବହୁ ଲୋକ ନିର୍ଭର କରୁଥିଲେ । ସୁରକ୍ଷିତ ଭାବେ ଟଙ୍କା ନିର୍ଦ୍ଧିଷ୍ଟ ସ୍ଥାନରେ, ନିର୍ଦ୍ଧିଷ୍ଟ ସମୟ ଭିତରେ ପହଁଚିଯିବ ବୋଲି ଡାକରେ ମନି ଅର୍ଡର କରୁଥିଲେ । କିନ୍ତୁ ପୁରୀରୁ ଏମିତି ଏକ ଖବର ଆସିଛି ଯାହାContinue reading “ଚନ୍ଦନପୁରରୁ ଅସ୍ତରଙ୍ଗ, ମନି ଅର୍ଡର ପହଁଚିବାକୁ ଲାଗିଲା ୫ବର୍ଷ । ଝିଅର ଓଷା ପାଇଁ ୨୦୧୮ରେ ଟଙ୍କା ପଠାଇଥିଲେ ବାପା । ଗତକାଲି ପହଁଚିଲା ମନିଅର୍ଡର”
ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବଢୁଛି ବିବାଦ ।ବିିଭିନ୍ନ କ୍ଷେତ୍ରର ୨୨୬ଜଣ ବିିଶିଷ୍ଟ ବ୍ୟକ୍ତି ଚିଠି ଲେଖି ଲୋଡିଲେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ
କନକ ବ୍ୟୁରୋ : ତାମିଲନାଡୁ ଯୁବ ବ୍ୟାପାର ତଥା କ୍ରୀଡାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ତେଜୁଛି ଆକ୍ରୋଶ । ବିଜେପି ସହ ବିଭିନ୍ନ ହିନ୍ଦୁ ସଂଗଠନ ସନାତନ ଧର୍ମ ଉପରେ ଷ୍ଟାଲିନ ଦେଇଥିବା ବୟାନକୁ ଘୋର ବିରୋଧ କରୁଛନ୍ତି । ଏହା ଭିତରେ ବିଭିନ୍ନ କ୍ଷେତ୍ରର ୨୬୨ଜଣ ବିଶିଷ୍ଠ ବ୍ୟକ୍ତି ଚିଠି ଲେଖି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖାଯାଇ ଏଭଳି ଅନୁରୋଧ କରାଯାଇଛି । ଚିଠିରେContinue reading “ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବଢୁଛି ବିବାଦ ।ବିିଭିନ୍ନ କ୍ଷେତ୍ରର ୨୨୬ଜଣ ବିିଶିଷ୍ଟ ବ୍ୟକ୍ତି ଚିଠି ଲେଖି ଲୋଡିଲେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ”
ଆରଟିଆଇ ରିପୋର୍ଟରେ ମିଳିଲା ସୂଚନା । ୯ବର୍ଷ ହେବ ଗୋଟିଏ ଦିନ ବି କାର୍ଯ୍ୟରୁ ଛୁଟି ନେଇ ନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦି
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆସିଛି ରୋଚକ ତଥ୍ୟ । ୨୦୧୪, ଯେବେଠୁ ସେ ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି ସେବେଠୁ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାଁନ୍ତି ମୋଦୀ । ଦୀର୍ଘ ୯ବର୍ଷର ଶାସନକାଳରେ ମୋଦୀ ନିରନ୍ତର କାମ କରୁଛନ୍ତି । ଏହି ତଥ୍ୟ ଆରଟିଆଇ ରିପୋର୍ଟରୁ ଜଣାପଡିଛି । ପୁଣେର ନାଗରିକ ଅଧିକାର କର୍ମୀ ପ୍ରଫୁଲ ଶାରଦା ପ୍ରଧାନମନ୍ତ୍ରୀଙ୍କ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ସର୍ମ୍ପକରେ ଆରଟିଆଇରେ ବିବରଣୀ ମାଗିଥିଲେ ।Continue reading “ଆରଟିଆଇ ରିପୋର୍ଟରେ ମିଳିଲା ସୂଚନା । ୯ବର୍ଷ ହେବ ଗୋଟିଏ ଦିନ ବି କାର୍ଯ୍ୟରୁ ଛୁଟି ନେଇ ନାହାଁନ୍ତି ପ୍ରଧାନମନ୍ତ୍ରୀ ମୋଦି”
ଗୁରୁ ଦିବସରେ ସାରା ରାଜ୍ୟରୁ ଆସିଲା ନିଆରା ଗୁରୁଙ୍କ ଚିତ୍ର । କେଉଁଠି ରାଜମିସ୍ତ୍ରୀ ଗଢ଼ୁଛନ୍ତି ନୂଆ କାରିଗରଙ୍କ ଭବିଷ୍ୟତ, ଆଉ କେଉଁଠି ଦାମି ଚାକିରି ଛାଡି ଗରିବ ପିଲାଙ୍କୁ ମାଗଣା ପାଠ ପଢ଼ାଉଛନ୍ତି ଯୁବକ ।
କନକ ବ୍ୟୁରୋ: ଆଜି ଗୁରୁ ଦିବସ । ଗୁରୁଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ । ପ୍ରକୃତରେ ଗୁରୁଙ୍କ ପାଇଁ ଗୋଟିଏ ଦିନ କଣ, ଜଣେ ଛାତ୍ର୍ରର ସାରା ଜୀବନ କମ୍ ପଡିଯିବ । ତେବେ ଆଜିର ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ନିଆରା ଗୁରୁଙ୍କ କାହାଣୀ । ଇଞ୍ଜିନିୟର ଚାକିରୀରେ ମନ ଲାଗଲାନି ଅନାଥଙ୍କ ନାଥ ପାଲଟିଛନ୍ତି ସାଇପ୍ରକାଶ ବାରିପଦାର ମହାରାଜପୁରରେ ରହିଛି ଅଭିରାମ ପରମହଂସ ବିଦ୍ୟାଳୟ । ଏହି ସ୍କୁଲକୁ ନିଜ ହାତରେContinue reading “ଗୁରୁ ଦିବସରେ ସାରା ରାଜ୍ୟରୁ ଆସିଲା ନିଆରା ଗୁରୁଙ୍କ ଚିତ୍ର । କେଉଁଠି ରାଜମିସ୍ତ୍ରୀ ଗଢ଼ୁଛନ୍ତି ନୂଆ କାରିଗରଙ୍କ ଭବିଷ୍ୟତ, ଆଉ କେଉଁଠି ଦାମି ଚାକିରି ଛାଡି ଗରିବ ପିଲାଙ୍କୁ ମାଗଣା ପାଠ ପଢ଼ାଉଛନ୍ତି ଯୁବକ ।”
ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ମୁହଁରେ କଳା କପଡ଼ା ବାନ୍ଧି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ
କନକ ବ୍ୟୁରୋ: ହକ୍ ପାଇଁ ଗୁରୁଦିବସରେ ଗୁରୁଙ୍କ ଗର୍ଜନ । ହକ୍ ପାଇଁ ଭୁବନେଶ୍ୱରର ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା ଦେଇଛନ୍ତି । ହୋମ ଯଜ୍ଞ କରି ପ୍ରତିବାଦ କରିଛନ୍ତି ସଂସ୍କୃତ ଶିକ୍ଷକ । ରାଜ୍ୟରେ ଥିବା ୪୧ଟି ସଂସ୍କୃତ ଟୋଲକୁ ସୁରକ୍ଷା ଓ ଗଣଶିକ୍ଷା ବିଭାଗରେ ସାମିଲ କରିବାକୁ ସଂସ୍କୃତ ଶିକ୍ଷକମାନେ ଦାବି କରିଛନ୍ତି । ସେହିଭଳି ଗୁରୁଦିବସକୁ କଳାଦିବସ ଭାବେ ପାଳିଛନ୍ତି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଶିକ୍ଷକ ।Continue reading “ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ମୁହଁରେ କଳା କପଡ଼ା ବାନ୍ଧି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ”
ବଦଳିଯିବ କି ଦେଶର ନାଁ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବାକୁ ନେଇ ଆଶଙ୍କା ପ୍ରକାଶ କଲେ ବିରୋଧୀ
କନକ ବ୍ୟୁରୋ : ଭାରତୀୟ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ଲେଖା ଯାଇଛି ‘ଇଣ୍ଡିଆ ଦ୍ୟାଟ୍ ଇଜ ଭାରତ ସାଲ ବି ଏ ୟୁନିୟନ ଅଫ ଷ୍ଟେଟ୍ସ’ । ଅର୍ଥାତ ଇଣ୍ଡିଆ ଯାହାକି ଭାରତ, ରାଜ୍ୟଗୁଡି଼କର ଏକ ସଂଘ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଦେଶର ନାଁ ହଟାଇ କେବଳ ଭାରତ କରିବାକୁ ଯୋଜନା କରୁଛନ୍ତି ମୋଦୀ ସରକାର । ଯାହାର ଅର୍ଥ ଦେଶର ନାଁ ଆଉ ଇଣ୍ଡିଆ ବୋଲି କୁହାଯିବ ନାହିଁ । ଏପରିକିContinue reading “ବଦଳିଯିବ କି ଦେଶର ନାଁ । ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଂଟ ଅଫ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବାକୁ ନେଇ ଆଶଙ୍କା ପ୍ରକାଶ କଲେ ବିରୋଧୀ”
ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ୍ ଦେଇ ସୁଟ୍ ବୁଟ୍ ହୋଇ ଆସୁଛନ୍ତି ଲୁଟେରା । ଚେନ୍ ଝାମ୍ପି ସ୍ପିଡ୍ ବାଇକରେ ଆଖି ପିଛୁଳାକେ ହୋଇଯାଉଛନ୍ତି ଗାଏବ
କନକ ବ୍ୟୁରୋ: ମୁହଁରେ କଳା ମାକ୍ସ, ଦେହରେ କଳା ପ୍ୟାଣ୍ଟ, ଜ୍ୟାକେଟ୍ । ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ । ସବୁକିଛି କଳା ପିନ୍ଧି ସ୍ପିଡ୍ ବାଇକରେ ଆଖି ପିଛୁଳାକେ ଗାଏବ ହେଇଯାଉଥିବା ଏହି ରୋଡ ରୋମିଓଙ୍କ ବାବଦରେ ଜାଣିଲେ ଆପଣଙ୍କ ଛାତିରେ ଛନକା ପଶିଯିବ । ଏହି ସୁଟ୍ବୁଟ୍ ପିନ୍ଧା ବାବୁଙ୍କ ଭଳି ଦେଖାଯାଉଥିବା ଖୋଳପା ଭିତରେ ଲୁଚି ରହିଛି ଆତତାୟୀର ଚେହେରା । ଏମାନେ ଭୁବନେଶ୍ୱରର ଗଳିକନ୍ଦିରେ ବୁଲିବୁଲି ଚେନ୍Continue reading “ଗୋଡରେ କଳା ଜୋତା ସହ ମୁଣ୍ଡରେ କଳା ହେଲମେଟ୍ ଦେଇ ସୁଟ୍ ବୁଟ୍ ହୋଇ ଆସୁଛନ୍ତି ଲୁଟେରା । ଚେନ୍ ଝାମ୍ପି ସ୍ପିଡ୍ ବାଇକରେ ଆଖି ପିଛୁଳାକେ ହୋଇଯାଉଛନ୍ତି ଗାଏବ”