କନକ ବ୍ୟୁରୋ : ବ୍ରହ୍ମପୁର ବଡମେଡିକାଲରେ ଦୁଇ ଦୁଇଟି ଜଟିଳ ରୋଗର ସଫଳ ଅସ୍ତ୍ରୋପଚାର ହୋଇଛି । ଡାକ୍ତରଙ୍କ ଯୋଗୁଁ ନୂଆ ଜୀବନ ପାଇଛନ୍ତି ରୋଗୀ । ପକ୍ଷଘାତ ଭଳି ଦୂରାରୋଗରେ ପୀଡିତ ଦୁଇଟି ରୋଗୀଙ୍କ ମେରୁଦଣ୍ଡରେ ଜଟିଳ ଅସ୍ତ୍ରୋପଚାର କରି ସଫଳତା ପାଇଛନ୍ତି ଏମକେସିଜିର ଡାକ୍ତରୀଦଳ । ଗଞ୍ଜାମ ଜିଲ୍ଲା ଟିକରପଡାର ଟୁଟୁ ନାୟକ ଓ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ପଦ୍ମଚରଣ ନୂଆ ଜୀବନ ପାଇଛନ୍ତି । ମେରୁଦଣ୍ଡ ଜନିତ ଆଘାତ ପାଇ ପକ୍ଷଘାତର ଶିକାରContinue reading “ବ୍ରହ୍ମପୁର ବଡ ମେଡିକାଲରେ ୨ଟି ଜଟିଳ ରୋଗର ସଫଳ ଅସ୍ତ୍ରୋପଚାର : ଡାକ୍ତରଙ୍କ ଯୋଗୁଁ ନୂଆ ଜୀବନ ପାଇଲେ ରୋଗୀ”
Tag Archives: News
ଜି-୨୦ ସମ୍ମିଳନୀ ପୂର୍ବରୁ ଚିନ୍ତା ବଢ଼ାଇଛନ୍ତି ମାଙ୍କଡ଼ : ଘଉଡ଼ାଇବା ପାଇଁ ପ୍ରଶାସନର ନିଆରା ପଦକ୍ଷେପ; ୪୦ଜଣ ମିମିକ୍ରି ଆଟିଷ୍ଟଙ୍କୁ କରାଗଲା ନିୟୋଜିତ
କନକ ବ୍ୟୁରୋ : ଆପଣଙ୍କ ଭିତରେ ଏମିତି କେହି ନା’ କେହି ଥିବେ, ଯିଏ ପଶୁ-ପକ୍ଷୀଙ୍କ ସ୍ୱର ବାହାର କରିପାରୁଥିବେ । କିଏ ମାଙ୍ଗଡ଼ ଭଳି ଶବ୍ଦ କରିପାରୁଥିବେ, ତ’ ଆଉ କିଏ କୁକୁରଙ୍କ ଭଳି ଶବ୍ଦ କରିପାରୁଥିବେ । କିନ୍ତୁ ପଶୁପକ୍ଷୀଙ୍କ ଭଳି ଶବ୍ଦ ବାହାର କରିପାରୁଥିବା ଲୋକଙ୍କର ବି ଆବଶ୍ୟକତା ରହିଛି । ସେମାନଙ୍କୁ ବି ନିଯୁକ୍ତି ମିଳିପାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏଭଳି କିଛି ଘଟିଛି ଦେଶରContinue reading “ଜି-୨୦ ସମ୍ମିଳନୀ ପୂର୍ବରୁ ଚିନ୍ତା ବଢ଼ାଇଛନ୍ତି ମାଙ୍କଡ଼ : ଘଉଡ଼ାଇବା ପାଇଁ ପ୍ରଶାସନର ନିଆରା ପଦକ୍ଷେପ; ୪୦ଜଣ ମିମିକ୍ରି ଆଟିଷ୍ଟଙ୍କୁ କରାଗଲା ନିୟୋଜିତ”
ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା : ଜାଣନ୍ତୁ କିଏ ହେଲେ ସାମିଲ, କିଏ ବାଦ୍ ପଡିଲେ ?
କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇର ମୁଖ୍ୟ ଚୟନକର୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତୀୟ ଦଳ । ଟିମରେ ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଟିମରେ କୋହଲି, ଇଶାନ କିଶନ, ଶୁଭମନ ଗିଲ, ଶ୍ରେୟସ ଅୟର, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର,Continue reading “ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା : ଜାଣନ୍ତୁ କିଏ ହେଲେ ସାମିଲ, କିଏ ବାଦ୍ ପଡିଲେ ?”
ଆଗୁଆ ନିର୍ବାଚନକୁ ନେଇ ବଦଳିଗଲା କି ବିଜେଡିର ପ୍ଲାନ୍ ? ଗତକାଲି ପର୍ଯ୍ୟବେକ୍ଷକଙ୍କ ବୈଠକରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଚର୍ଚ୍ଚା
କନକ ବ୍ୟୁରୋ : ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । କାଲି ନବୀନ ନିବାସରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଥିଲେ ବିଜେଡି ମୁଖିଆ । ସୂଚନା ମିଳିଛି ବୈଠକରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇ ନାହିଁ । କିନ୍ତୁ ଯଦି କେନ୍ଦ୍ର ସରକାର ଆଗୁଆ ନିର୍ବାଚନକୁ ଓହ୍ଲାଇବେ, ତାହେଲେ ବିଜେଡି ମଧ୍ୟ ସମାନContinue reading “ଆଗୁଆ ନିର୍ବାଚନକୁ ନେଇ ବଦଳିଗଲା କି ବିଜେଡିର ପ୍ଲାନ୍ ? ଗତକାଲି ପର୍ଯ୍ୟବେକ୍ଷକଙ୍କ ବୈଠକରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଚର୍ଚ୍ଚା”
ଦେଶର ନାଁ ହେବ କେବଳ ‘ଭାରତ’ ? ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି କେନ୍ଦ୍ର ସରକାର
କନକ ବ୍ୟୁରୋ : ଦେଶର ନାମ ୨୦୨୪ ପୂର୍ବରୁ ଭାରତ ହୋଇଯିବ । ଏଣିକି ଇଣ୍ଡିଆ ସ୍ଥାନରେ କେବଳ ଭାରତ ଲେଖାଯିବ । ଜି-୨୦ ଅବସରରେ ରାତ୍ରି ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ବିରୋଧୀ କହିଛନ୍ତି, ବିରୋଧୀ ଦଳଙ୍କ ମେଣ୍ଟର ନାମ ଇଣ୍ଡିଆ ରଖାଯିବା ପରେ ଡରିଯାଇଛନ୍ତି ମୋଦୀ ସରକାର । ତେଣୁ ଇଣ୍ଡିଆ ବଦଳରେ ଏବେ ଭାରତ ଲେଖିବା ଆରମ୍ଭContinue reading “ଦେଶର ନାଁ ହେବ କେବଳ ‘ଭାରତ’ ? ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି କେନ୍ଦ୍ର ସରକାର”
ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ଦୁଇ ପିଲାଙ୍କୁ ହତ୍ୟା ମାମଲାରେ ସାହିଦ, ଆକ୍ରାମ ଏବଂ ରାଫତ ଅଲୀକୁ ମୃତ୍ୟୁଦଣ୍ଡ
ଦିଲ୍ଲୀ: ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରିବା ମାମଲାରେ ତିସ୍ ହାଜାରି କୋର୍ଟ ତିନି ଅଭିଯୁକ୍ତଙ୍କୁ ମୃତ୍ଯୁଦଣ୍ଡ ଦେଇଛନ୍ତି । ଦିଲ୍ଲୀର ତିସ୍ ହାଜାରି କୋର୍ଟ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କର ଦୁଇ ନାବାଳକ ସନ୍ତାନଙ୍କୁ ହତ୍ୟା କରିବା ଅଭିଯୋଗରେ ତିନିଜଣ ଦୋଷୀଙ୍କୁ ମୃତ୍ଯୁଦଣ୍ଡ ଶୁଣାଇଛନ୍ତି । ମହିଳାଙ୍କ ପୁତ୍ରକୁ ୭ ବର୍ଷ ଏବଂ ଝିଅକୁ ୬ ବର୍ଷ ବୟସ ହେଇଥିଲା । ଦୋଷୀମାନେ ମହିଳାଙ୍କୁ ପେଚକସ୍ ଦ୍ଵାରା ଏବଂContinue reading “ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ଦୁଇ ପିଲାଙ୍କୁ ହତ୍ୟା ମାମଲାରେ ସାହିଦ, ଆକ୍ରାମ ଏବଂ ରାଫତ ଅଲୀକୁ ମୃତ୍ୟୁଦଣ୍ଡ”
ବିଜନେସ୍ ନେଟୱାର୍କ ଇଣ୍ଟରନ୍ୟାସନାଲ(ବିଏନଆଇ)ର ସଫଳତା । ୨୦୨୩ରେ ହାସଲ କରିପାରିଛି ଉଲ୍ଲେଖନୀୟ ଉତ୍କର୍ଷ
କନକ ବ୍ୟୁରୋ: ବିଜନେସ୍ ନେଟୱାର୍କ ଇଣ୍ଟରନ୍ୟାସନାଲ(ବିଏନଆଇ) ଗ୍ରେଟର ଓଡିଶା ୨୦୨୩ ବର୍ଷ ପାଇଁ ତୃତୀୟ ପ୍ରାଦେଶିକ ଭାବେ ନିଜର ଉଲ୍ଲେଖନୀୟ ସଫଳତା ହାସ କରିପାରିଛି । ସର୍ବଭାରତୀୟ ବିଏନଆଇ ଗ୍ରୁପର ଏକ ଅଂଶ ଭାବରେ, ବିଏନଆଇ ଗ୍ରେଟର ଓଡିଶା ନେଟୱାର୍କିଂ ଏହାର ସ୍ଥିତିକୁ ମଜବୁତ କରିପାରିଛି । ମୋଟ ୩,୦୫,୯୮୪ ବିଶ୍ୱସ୍ତରୀୟ ସଦସ୍ୟତା ସହ ୭୭ଟି ଦଶରେ ୧୦ , ୯୪୬ ଶାଖା ଆରମ୍ଭ କରିପାରିଛି । ଏହାସହ ବିଏନଆଇ ୧୩,୦୧ ନିୟୁତ ରେଫରାଲକୁ ସୁଗମ କରିପାରିଛିContinue reading “ବିଜନେସ୍ ନେଟୱାର୍କ ଇଣ୍ଟରନ୍ୟାସନାଲ(ବିଏନଆଇ)ର ସଫଳତା । ୨୦୨୩ରେ ହାସଲ କରିପାରିଛି ଉଲ୍ଲେଖନୀୟ ଉତ୍କର୍ଷ”
ଗୁରୁ ଦିବସରେ ଗୁରୁଙ୍କ ଆନ୍ଦୋଳନ : କହିଲେ ଅବସର ସମୟ ଆସିଲା, ଦାବି ପୂରଣ କରୁନାହାନ୍ତି ସରକାର
କନକ ବ୍ୟୁରୋ : ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ମୁହଁରେ କଳା କପଡ଼ା ବାନ୍ଧି ବିଭିନ୍ନ ଦାବିରେ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶହ ଶହ ଶିକ୍ଷକ । ଅଭିଯୋଗ ନିଜ ହକ୍ ପାଇଁ ଭୁବନେଶ୍ୱର ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ଶୁଣିଲେନି ସରକାର । ଆନ୍ଦୋଳନରେ ଥାଇ କହିଲେ, ଅବସର ନେବା ସମୟ ଆସିଲା କିନ୍ତୁ ଏପର୍ଯ୍ୟନ୍ତ ଦାବି ପୁରଣ କରୁ ନାହାଁନ୍ତିContinue reading “ଗୁରୁ ଦିବସରେ ଗୁରୁଙ୍କ ଆନ୍ଦୋଳନ : କହିଲେ ଅବସର ସମୟ ଆସିଲା, ଦାବି ପୂରଣ କରୁନାହାନ୍ତି ସରକାର”
ପରିଣତ ବୟସରେ ଶିକ୍ଷାଦାନ : କୁନି ପିଲାଙ୍କ ବିଦ୍ୟାଦେବୀ ବାସନ୍ତୀ ଜେଠେଇ ମାଆ
କନକ ବ୍ୟୁରୋ : ପରିଣତ ବୟସରେ ଶିକ୍ଷାଦାନ । ୮୦ ବର୍ଷ ବୟସରେ ବି ଶିକ୍ଷାଦାନ ଜାରି ରଖିଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମାଛରଙ୍କା ଗାଁର ବାସନ୍ତୀ ମିଶ୍ର ତଥା ବାସନ୍ତୀ ଜେଠେଇ ମାଆ । ଏମିତିକି ସେ ନିଜର ଶିକ୍ଷାଗତ ଯୋଗ୍ୟତାଠାରୁ ଅଧିକ ଶ୍ରେଣୀର ପିଲାଙ୍କୁ ସେ ଶିକ୍ଷାଦାନ କରୁଛନ୍ତି । ଅତି ସହଜ ଓ ସରଳ ଭାଷାରେ ପିଲାମାନଙ୍କୁ ପାଠ ପଢାଇ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି । ଯେଉଁ ବୟସରେContinue reading “ପରିଣତ ବୟସରେ ଶିକ୍ଷାଦାନ : କୁନି ପିଲାଙ୍କ ବିଦ୍ୟାଦେବୀ ବାସନ୍ତୀ ଜେଠେଇ ମାଆ”
‘ଯଦି ୫ ବର୍ଷରେ ଥରେ ଥରେ ନିର୍ବାଚନ ହୁଏ, ତାହେଲେ ସିଲିଣ୍ଡର ୫୦୦୦ ଟଙ୍କା, ଟମାଟୋ ୧୫୦୦ ଟଙ୍କା ହେବ’: କେଜ୍ରିୱାଲ
କନକ ବ୍ୟୁରୋ: ‘ୱାନ୍ ନେସନ୍ ୱାନ୍ ଇଲ୍କେ୍ସନ୍’କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋମବାର ନିର୍ବାଚନ ପ୍ରଚାର ପାଇଁ ରାଜସ୍ଥାନ ଯାଇଥିବାବେଳେ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ ମୋତେ ଦୁଃଖ ଲାଗୁଛି ଯେ, ମୋଦୀ ୯ ବର୍ଷ ଶାସନ କରିବା ପରେ ବି ୱାନ୍ ନେସନ୍ ୱାନ୍ ଇଲେକ୍ସନ କଥା କହୁଛନ୍ତି । ସାଧାରଣ ଜନତାଙ୍କର ଏଥିରେ ଲାଭ କ’ଣ ହେବ? ଗୋଟିଏ ହେଉ ବାContinue reading “‘ଯଦି ୫ ବର୍ଷରେ ଥରେ ଥରେ ନିର୍ବାଚନ ହୁଏ, ତାହେଲେ ସିଲିଣ୍ଡର ୫୦୦୦ ଟଙ୍କା, ଟମାଟୋ ୧୫୦୦ ଟଙ୍କା ହେବ’: କେଜ୍ରିୱାଲ”