କନକ ବ୍ୟୁରୋ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ଚାଷୀଙ୍କ ଚିନ୍ତା । ମରୁଡି ପରିସ୍ଥିତି ନେଇ ଜରୁରୀକାଳୀନ ବୈଠକ ପରେ ଆଜି ମହାକାଳେଶ୍ୱରଙ୍କ ଶରଣରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଶିବରାଜ ସିଂ ଚୌହାନ । ମୁଖ୍ୟମନ୍ତ୍ରୀ ଚୌହାନ୍ କହିଛନ୍ତି, ଅଗଷ୍ଟ ମାସରେ ରାଜ୍ୟରେ ମରୁଡ଼ି ପରସ୍ଥିତି ଦେଖା ଦେଇଛି। ଫଲସ ପ୍ରତି ବିପଦ ଦେଖା ଦେଇଛି। ଭଲ ବର୍ଷା କରାଇ ଫସଲ ରକ୍ଷା କରିବା ଲାଗି ମୁଁ ମହାକାଳଙ୍କୁ ପ୍ରାର୍ଥନା କରିଛି। ନିଜ ନିଜ ଗାଁ ଓ ରାଜ୍ୟରେContinue reading “ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଚିନ୍ତା । ରାଜ୍ୟରେ ମରୁଡି ସ୍ଥିତି ଦେଖି ମହାକାଳେଶ୍ୱରଙ୍କ ଶରଣରେ ଶିବରାଜ ସିଂ ଚୌହାନ୍”
Tag Archives: News
ପୋଲିସ ପଞ୍ଝାରେ ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗ : ୪ ଦୁର୍ବୃତ୍ତ ଗିରଫ ପରେ ସାମ୍ନାକୁ ଆସିଲା ଗ୍ୟାଙ୍ଗର କାରନାମା
କନକ ବ୍ୟୁରୋ : ରାଜଧାନୀରେ ଆତଙ୍କ ଖେଳାଇଥିବା ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗକୁ ବାନ୍ଧିଲା କମିସନରେଟ ପୋଲିସ । ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଗ୍ୟାଙ୍ଗ ଲିଡର ସନ୍ତୋଷ ନାୟକ ଓ ତାର ତିନି ସହ ଯୋଗୀଙ୍କୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଶହ ଗ୍ରାମ ଓଜନର ୩୦ଟି ସୁନା ଚେନ, ୩ଟି ସ୍ପିଡ ବାଇକ, ଦୁଇଟି ବ୍ଲାକ ଜାକେଟ ସହ କିଛି କାଗଜପତ୍ରContinue reading “ପୋଲିସ ପଞ୍ଝାରେ ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗ : ୪ ଦୁର୍ବୃତ୍ତ ଗିରଫ ପରେ ସାମ୍ନାକୁ ଆସିଲା ଗ୍ୟାଙ୍ଗର କାରନାମା”
ନିପ୍ପନ୍ ଷ୍ଟିଲ୍ ହୋର୍ଡିଂରେ ପାଣ୍ଡିଆନଙ୍କ ଫଟୋ : ଫାଇଭ-ଟି ସଚିବଙ୍କ ଫଟୋକୁ ନେଇ ତେଜିଲା ରାଜନୀତି
କନକ ବ୍ୟୁରୋ : କେନ୍ଦ୍ରାପଡାରେ ହେବ ନିପ୍ପନ୍ ଷ୍ଟିଲ୍ କାରଖାନା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ମହାକାଳପଡାରେ ମରା ଯାଇଛି ବଡ ବଡ ହୋର୍ଡିଂ । ରାସ୍ତା କଡରେ ବଡ ବଡ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମର୍ଥକ । ତେବେ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ଫାଇବ୍-ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ ଦେଖିବାକୁ ମିଳିଛି । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହContinue reading “ନିପ୍ପନ୍ ଷ୍ଟିଲ୍ ହୋର୍ଡିଂରେ ପାଣ୍ଡିଆନଙ୍କ ଫଟୋ : ଫାଇଭ-ଟି ସଚିବଙ୍କ ଫଟୋକୁ ନେଇ ତେଜିଲା ରାଜନୀତି”
୨୪ ପାଇଁ ବିଜେପିର ବଡ ରଣନୀତି : ସରକାରଙ୍କ ବିରୋଧରେ ୧୦୮ ପ୍ରସଙ୍ଗର ଚାର୍ଜସିଟ୍ ପ୍ରସ୍ତୁତ କଲା ଦଳ; ଜବାବ ରଖିଲା ବିଜେଡି
କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏଥିପାଇଁ ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କିତ ୧୦୮ଟି ପ୍ରସଙ୍ଗକୁ ନେଇ ଦଳ ଚାର୍ଜସିଟ୍ ପ୍ରସ୍ତୁତ କରିଛି । ଏଥିରେ ଫାଇଭ-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ରହିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇ କହିଛନ୍ତି କେଉଁ କ୍ଷମତା ବଳରେ ସଚିବ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । କେଉଁ କ୍ଷମତାରେ ଓଡଶାରContinue reading “୨୪ ପାଇଁ ବିଜେପିର ବଡ ରଣନୀତି : ସରକାରଙ୍କ ବିରୋଧରେ ୧୦୮ ପ୍ରସଙ୍ଗର ଚାର୍ଜସିଟ୍ ପ୍ରସ୍ତୁତ କଲା ଦଳ; ଜବାବ ରଖିଲା ବିଜେଡି”
ସମ୍ବାଦ ଖବରକାଗଜକୁ ବିଜ୍ଞାପନ ନଦେବା ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି; କହିଲା ସରକାର ଚଳାଇଛନ୍ତି ଏକଛତ୍ରବାଦୀ ଓ ତୋଗଲକୀ ଶାସନ
କନକ ବ୍ୟୁରୋ : ସମ୍ବାଦ ଖବରକାଗଜକୁ ବିଜ୍ଞାପନ ନଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । କହିଲା ସରକାର ଚଳାଇଛନ୍ତି ଏକଛତ୍ରବାଦୀ ଓ ତୋଗଲକୀ ଶାସନ । ଗଣମାଧ୍ୟମ ସରକାରଙ୍କ ଦୋଷ, ଦୁର୍ବଳତା କଥା ଦେଖାଇଥିବାରୁ ତାଙ୍କ ଉପରେ ରାଗ ସୁଝାଉଛନ୍ତି ସରକାର । ବିଜ୍ଞାପନ ପଲିସିରେ ସମସ୍ତଙ୍କୁ ସରକାରଙ୍କ ବିଜ୍ଞାପନ ଦେବା ଉଚିତ୍ । ହେଲେ କିଛି ଦିନ ହେବ ଏକ ନିର୍ଦ୍ଧିଷ୍ଟ ବଡ ଖବରକାଗଜକୁ ସରକାର କାହିଁକି ବିଜ୍ଞାପନ ଦେଉ ନାହାଁନ୍ତିContinue reading “ସମ୍ବାଦ ଖବରକାଗଜକୁ ବିଜ୍ଞାପନ ନଦେବା ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି; କହିଲା ସରକାର ଚଳାଇଛନ୍ତି ଏକଛତ୍ରବାଦୀ ଓ ତୋଗଲକୀ ଶାସନ”
ସମ୍ଭାବ୍ୟ ଲଘୁଚାପ ପ୍ରଭାବ, ଆଗାମୀ ୩ ଦିନ ବର୍ଷା ଆଶଙ୍କା : ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ
କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ଜାଗାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓContinue reading “ସମ୍ଭାବ୍ୟ ଲଘୁଚାପ ପ୍ରଭାବ, ଆଗାମୀ ୩ ଦିନ ବର୍ଷା ଆଶଙ୍କା : ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ”
ବୋର୍ଡ଼ ଅଫିସ ଘେରିଲେ ଓଟିଇଟି ପରୀକ୍ଷାର୍ଥୀ : ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି ଅଭିଯୋଗରେ ପ୍ରତିବାଦ
କନକ ବ୍ୟୁରୋ : କଟକ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ଫରୀକ୍ଷା ଫଳ ପ୍ରକାଶ ଠିକ୍ ଭାବେ ହୋଇନଥିବା ଦର୍ଶାଇ ପ୍ରତିବାଦ କରିଛନ୍ତି ପରିକ୍ଷାର୍ଥୀ । ଗୁରୁବାର ଓଟିଇଟି ପରୀକ୍ଷା ଫଳ ବାହାରିଥିବା ବେଳେ ଏଥିରେ ତ୍ରୁଟି ହୋଇଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି । The post ବୋର୍ଡ଼ ଅଫିସ ଘେରିଲେ ଓଟିଇଟି ପରୀକ୍ଷାର୍ଥୀ : ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି ଅଭିଯୋଗରେ ପ୍ରତିବାଦ first appearedContinue reading “ବୋର୍ଡ଼ ଅଫିସ ଘେରିଲେ ଓଟିଇଟି ପରୀକ୍ଷାର୍ଥୀ : ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି ଅଭିଯୋଗରେ ପ୍ରତିବାଦ”
କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ ? ଘଣ୍ଟ ବାଡ଼େଇ ଅଭିନବ ଢ଼ଙ୍ଗରେ ଛାତ୍ର କଂଗ୍ରେସର ପ୍ରତିବାଦ
କନକ ବ୍ୟୁରୋ : କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ । ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ । ରାଜ୍ୟର ବିଭିନ୍ନ ସ୍ଥାନରେ କଲେଜ ସମ୍ମୁଖରେ ଅଭିନବ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଆଜି ଭୁବନେଶ୍ୱର ଦେବରାୟ କଲେଜ ସାମ୍ନାରେ ଏହାକୁ ନେଇ ଘଣ୍ଟ ବାଡ଼େଇ ଅଭିନବ ଢ଼ଙ୍ଗରେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଛି । The post କାହିଁକି ହେବନିContinue reading “କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ ? ଘଣ୍ଟ ବାଡ଼େଇ ଅଭିନବ ଢ଼ଙ୍ଗରେ ଛାତ୍ର କଂଗ୍ରେସର ପ୍ରତିବାଦ”
ଯଦି ମୁଁ ରାଷ୍ଟ୍ରପତି ହୁଏ ତେବେ ଟ୍ରମ୍ପଙ୍କୁ କ୍ଷମା କରିଦେବି : ବିବେକ ରାମସ୍ୱାମୀ
ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିବେକ ରାମସ୍ୱାମୀ ନିଜର ଦୃଷ୍ଟିକୋଣରେ ଏକ ନରମ ଭାବ ଦେଖାଇଛନ୍ତି । ବିବେକ କହିଛନ୍ତି ଆଶା କରାଯାଉଛି ଯେ ନଭେମ୍ବର ୨୦୨୪ରେ ହେବାକୁ ଥିବା ଆମେରିକା ନିର୍ବାଚନ ପାଇଁ ମୁଁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବି କିନ୍ତୁ ରିପବ୍ଲିକାନ୍ ପାର୍ଟି ଯଦି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ମନୋନୀତ କରେ ତେବେ ମୁଁ ତାଙ୍କୁ ସମର୍ଥନ କରିବି । ଯଦି ମୁଁ ରାଷ୍ଟ୍ରପତି ହୁଏ ତେବେ ତାଙ୍କୁ କ୍ଷମା କରିଦେବି ବୋଲିContinue reading “ଯଦି ମୁଁ ରାଷ୍ଟ୍ରପତି ହୁଏ ତେବେ ଟ୍ରମ୍ପଙ୍କୁ କ୍ଷମା କରିଦେବି : ବିବେକ ରାମସ୍ୱାମୀ”
‘ଏବେ ଡାକିଲେ ବି ଯିବିନି’…ଜନ ଆଶୀର୍ବାଦ ଯାତ୍ରା ପାଇଁ ନିମନ୍ତ୍ରଣ ନମିଳିବାରୁ ଉମା ଭାରତୀଙ୍କ କ୍ଷୋଭ
କନକ ବ୍ୟୁରୋ: ‘ମୁଁ ଗଲେ କାଳେ ମୋ ଆଡକୁ ଲୋକଙ୍କ ଧ୍ୟାନ ଭଟକିବ, ସେମାନଙ୍କୁ ଡର ଲାଗୁଛି । ସେଥିପାଇଁ ବୋଧେ ମୋତେ ଡାକିନାହାଁନ୍ତି । ଏଣିକି ଆଉ ଯେତେ ଡାକିଲେବି ଯିବିନି…’ ମଧ୍ୟପ୍ରଦେଶରେ ବିଜେପିର ଜନ ସମ୍ପର୍କ ଯାତ୍ରାକୁ ନିମନ୍ତ୍ରଣ ନହେବାକୁ ନେଇ ନିଜ ମନର କ୍ଷୋଭ ପ୍ରକାଶ କଲେ ବିଜେପି ବରିଷ୍ଠ ନେତା ଉମା ଭାରତୀ । ସୂଚନା ମୁତାବକ, ମଧ୍ୟପ୍ରଦେଶରେ ଜନତାଙ୍କ ମଧ୍ୟରେ ସରକାରଙ୍କ ସଫଳତାର ବାର୍ତ୍ତା ପହଞ୍ଚାଇବାକୁ ବିଜେପି ଆରମ୍ଭ କରୁଛିContinue reading “‘ଏବେ ଡାକିଲେ ବି ଯିବିନି’…ଜନ ଆଶୀର୍ବାଦ ଯାତ୍ରା ପାଇଁ ନିମନ୍ତ୍ରଣ ନମିଳିବାରୁ ଉମା ଭାରତୀଙ୍କ କ୍ଷୋଭ”