ନଷ୍ଟ ହୋଇଯିବ ତାରିଣୀ ନଡ଼ିଆ ! ଘଟଗାଁରେ ନିଲାମ ନହୋଇ ପଡ଼ି ରହିଛି ୧୧ ଲକ୍ଷ ମାନସିକ ନଡ଼ିଆ, ନିଲାମଧାରୀଙ୍କୁ ନେଇ ବିବାଦ

କନକ ବ୍ୟୁରୋ : ଘଟଗାଁରେ ନିଲାମ ନହୋଇ ପଡ଼ିରହିଛି ୧୧ ଲକ୍ଷ ମାନସିକ ନଡ଼ିଆ । ମାନସିକ ନଡ଼ିଆ କିଣିବା ପାଇଁ ଚୟନ ହୋଇଥିବା ନିଲାମଧାରୀଙ୍କୁ ହଇରାଣ କରି ବିଦା କରିବା ଏବେ ଘଟଗାଁ ମା’ ତାରିଣୀ ମନ୍ଦିର କର୍ତ୍ତୃପକ୍ଷଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିଲାମଧାରୀ ଜିତେନ୍ଦ୍ର ନାରାୟଣ ଜେନା ନଡ଼ିଆ ଗୋଟା ୪ଟଙ୍କା ୬୫ ପଇସାରେ କିଣିବାକୁ ଚୁକ୍ତି କରିଥିଲେ । ସେ ଏହି ପ୍ରକ୍ରିୟାରୁ ଓହରିବା ପରେ ଏବେ ନଡ଼ିଆ ଗୋଟାContinue reading “ନଷ୍ଟ ହୋଇଯିବ ତାରିଣୀ ନଡ଼ିଆ ! ଘଟଗାଁରେ ନିଲାମ ନହୋଇ ପଡ଼ି ରହିଛି ୧୧ ଲକ୍ଷ ମାନସିକ ନଡ଼ିଆ, ନିଲାମଧାରୀଙ୍କୁ ନେଇ ବିବାଦ”

ରାହୁଲ ଗାନ୍ଧୀ କେବଳ ନିର୍ବାଚନ ସମୟରେ ନିଜକୁ ହିନ୍ଦୁ’ ବୋଲି ଭାବନ୍ତି

ତାମିଲନାଡୁର ମୁଖ୍ୟମନ୍ତ୍ରୀ  ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ  ଉପରେ କଂଗ୍ରେସ ସମେତ ବିରୋଧୀ ଦଳକୁ ଟାର୍ଗେଟ କରିଛି ବିଜେପି । ବିଜେପି କହିଛି ଯେ ସନାତନ ଧର୍ମ ଉପରେ ଉଦୟନିଧି ଷ୍ଟାଲିନଙ୍କ ବିବୃତ୍ତିରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖର୍ଗେ, ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ପରି  ବିରୋଧୀ ଦଳର ନେତାଙ୍କ ନିରବତା ଆଶ୍ଚର୍ଯ୍ୟଜନକ । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଚୁପ ରହିଛନ୍ତି କାହିଁକି । ତାମିଲନାଡୁରContinue reading “ରାହୁଲ ଗାନ୍ଧୀ କେବଳ ନିର୍ବାଚନ ସମୟରେ ନିଜକୁ ହିନ୍ଦୁ’ ବୋଲି ଭାବନ୍ତି”

ଚୀନ , ପାକିସ୍ତାନ ସୀମାରେ ଗର୍ଜିବ ରାଫେଲ ଓ ମିରାଜ । ଆଜିଠୁ ଭାରତର ଯୁଦ୍ଧାଭ୍ୟାସ ‘ତ୍ରିଶୂଳ’ ଆରମ୍ଭ

କନକ ବ୍ୟୁରୋ: ଖୁବଶୀଘ୍ର ଦିଳ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହା ସାଙ୍ଗକୁ ଆଜିଠୁ ଭାରତୟ ବାୟୁସେନା ଆରମ୍ଭ କରୁଛି ଯୁଦ୍ଧାଭ୍ୟାସ । ପାକିସ୍ତାନ ଓ ଚୀନ ସୀମାରେ ଗର୍ଜିବ ରାଫେଲ, ମିରାଜ ପରି ଲଢୁଆ ବିମାନ । ଆଜିଠାରୁ ୧୦ ଦିନ ଯାଏଁ ସମରାଭ୍ୟାସ ‘ତ୍ରିଶୂଳ’ ଜାରି ରଖିବ ବାୟୁସେନା । ଏହାକୁ ପରିଚାଳନା କରୁଛନ୍ତି କମାଣ୍ଡୋ ଗରୁଡ । ଏହା ଏତେ ଦମଦାର ହେବ ଯେ ଲାଗିବ ପ୍ରକୃତରେ ଭାରତ କୌଣସିContinue reading “ଚୀନ , ପାକିସ୍ତାନ ସୀମାରେ ଗର୍ଜିବ ରାଫେଲ ଓ ମିରାଜ । ଆଜିଠୁ ଭାରତର ଯୁଦ୍ଧାଭ୍ୟାସ ‘ତ୍ରିଶୂଳ’ ଆରମ୍ଭ”

ଚନ୍ଦ୍ରଯାନ : ଇସ୍ରୋକୁ ବଡ଼ ସଫଳତା; ଚନ୍ଦ୍ରପୃଷ୍ଠରେ ଦ୍ୱିତୀୟ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ, ଟ୍ୱିଟରରେ ଭିଡ଼ିଓ ସେୟାର କଲା ଇସ୍ରୋ

କନକ ବ୍ୟୁରୋ : ଇସ୍ରୋକୁ ମିଳିଲା ବଡ଼ ସଫଳତା । ମାନବ ମିଶନରେ ହେବ ସହାୟକ । ଚନ୍ଦ୍ରପୃଷ୍ଠରେ ନିଜ ଇଞ୍ଜିନ ଷ୍ଟାଟ କଲା ଲ୍ୟାଣ୍ଡର ବିକ୍ରମ । ହୋପ ଏକ୍ସପେରିମେଟକୁ ସଫଳତା ପୂର୍ବକ ପୁରା କରିଛି ଲ୍ୟାଣ୍ଡର ବିକ୍ରମ । ହୋପ ଅର୍ଥାତ୍ ଦୁଇ ଗୋଡ ଏକାଠି କରି ଡେଇଁବାରେ ସଫଳ ହୋଇଛି ଲ୍ୟାଣ୍ଡର ବିକ୍ରମ । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ,Continue reading “ଚନ୍ଦ୍ରଯାନ : ଇସ୍ରୋକୁ ବଡ଼ ସଫଳତା; ଚନ୍ଦ୍ରପୃଷ୍ଠରେ ଦ୍ୱିତୀୟ ସପ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ, ଟ୍ୱିଟରରେ ଭିଡ଼ିଓ ସେୟାର କଲା ଇସ୍ରୋ”

ଅଧାରୁ ପାଠ ଛାଡ଼ୁଥିବା ଗରିବ ପିଲାଙ୍କୁ ଚିହ୍ନଟ କରି ପଢ଼ାଉଛନ୍ତି ଶିକ୍ଷକ ବିଭୂତି ରଥ : ଦୁର୍ଗମ ଅଞ୍ଚଳରେ ନିଜ ଖର୍ଚ୍ଚରେ ବୁଣୁଛନ୍ତି ଶିକ୍ଷାର ଆଲୋକ

କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଆଲୋକ ବୁଣୁଛନ୍ତି ଶିକ୍ଷକ । ରାୟଗଡା ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ଚିହ୍ନଟ କରି ପାଠ ପଢାଉଛନ୍ତି । ପିଲାଙ୍କ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏଭଳି ଭିନ୍ନ ଧରଣର ଶିକ୍ଷକ ହେଉଛନ୍ତି ବିଭୂତି ଭୂଷଣ ରଥ । ରାୟଗଡା ସହରରେ ଥିବା ଆମ୍ବାଗୁଡା ଆରଏସଇଡବ୍ଲୁସି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ବର୍ତମାନ ସୁଦ୍ଧା ୧୫ ଜଣ ଆଦିବାସୀContinue reading “ଅଧାରୁ ପାଠ ଛାଡ଼ୁଥିବା ଗରିବ ପିଲାଙ୍କୁ ଚିହ୍ନଟ କରି ପଢ଼ାଉଛନ୍ତି ଶିକ୍ଷକ ବିଭୂତି ରଥ : ଦୁର୍ଗମ ଅଞ୍ଚଳରେ ନିଜ ଖର୍ଚ୍ଚରେ ବୁଣୁଛନ୍ତି ଶିକ୍ଷାର ଆଲୋକ”

ସୁଶାନ୍ତ ସିଂ ରାଜପୁତଙ୍କୁ ବିବାହ କରିବାପାଇଁ ମନା କରିଥିଲେ ‘ବାଜିରାଓ ମସ୍ତାନୀ’

ଧାରାବାହିକ ‘ପବିତ୍ର ରିସ୍ତା’ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଚାହୁଁଥିଲେ । ‘ପବିତ୍ର ରିସ୍ତା’ ସମୟରୁ ସେ ସ୍ଵର୍ଗତଃ  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ।  ସୁଶାନ୍ତ ସିଂ ଧାରାବାହିକରେ ସଫଳତା ପାଇବା ପରେ ଫିଲ୍ମ ଜଗତରେ ମଧ୍ୟ ବେଶ ସଫଳ ହେଇପାରିଥିଲେ । ଅଙ୍କିତା ମଧ୍ୟ ବଲିଉଡରେ ପ୍ରବେଶ କରିବାକୁ ଚାହୁଁଥିଲେ କିନ୍ତୁ ସେ ସେମାନଙ୍କ ସମ୍ପର୍କକୁ ଅଧିକ ଗୁରୁତ୍ୱContinue reading “ସୁଶାନ୍ତ ସିଂ ରାଜପୁତଙ୍କୁ ବିବାହ କରିବାପାଇଁ ମନା କରିଥିଲେ ‘ବାଜିରାଓ ମସ୍ତାନୀ’”

ମହିଳାଙ୍କୁ ନାଲିଆଖି ଦେଖାଇଲେ ପାରାଦୀପ ବିଧାୟକ : ଅଭିଯୋଗ ପାଇଁ ଆସିଥିବା ମହିଳାଙ୍କ ସହ କଥା କଟାକଟି ଭିଡ଼ିଓ ଭାଇରାଲ

କନକ ବ୍ୟୁରୋ : ମହିଳାଙ୍କୁ ନାଲି ଆଖି ଦେଖାଇ ଗାଳିଗୁଲଜ କଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ସମୟର ଭିଡିଓ ଏବେ ଭାଇରାଲ ହେଉଛି । ଏନେଇ କୁଜଙ୍ଗ ଥାନାରେ ବିଧାୟକଙ୍କ ନାଁରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଏତଲା ଦିଆଯାଇଛି । ଯାହାକୁ ନେଇ ପାରାଦୀପ ରାଜନୀତି ସରଗରମ ହୋଇଛି ।Continue reading “ମହିଳାଙ୍କୁ ନାଲିଆଖି ଦେଖାଇଲେ ପାରାଦୀପ ବିଧାୟକ : ଅଭିଯୋଗ ପାଇଁ ଆସିଥିବା ମହିଳାଙ୍କ ସହ କଥା କଟାକଟି ଭିଡ଼ିଓ ଭାଇରାଲ”

ରାଜ୍ୟରେ ବଜ୍ରପାତ ନେଉଛି ଜୀବନ : ଶନିବାର ଓ ରବିବାର ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ଓ ୧୪ ଜଣ ଆହତ

କନକ ବ୍ୟୁରୋ : ରବିବାର ଓଡିଶାରେ ଭୟଙ୍କର ବିଜୁଳି ଓ ଘଡଘଡ ମାରିଥିଲା । ଶନିବାର ଓ ରବିବାର ଦୁଇ ଦିନ ଯେପରି ବିଜୁଳି ଘଡଘଡି ସହ ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିଛି । ରବିବାର ଆକାଶରେ ମେଘ ସହ ମେଘ ମାଡ ହୋଇ ୩ ହଜାର ୩୫୨ ବିଜୁଳି ଉତ୍ପନ ହୋଇଥିଲା ବେଳେ ଆକାଶର ପୃଥିବୀ ପୃଷ୍ଠକୁ ୨୦୩୦ଟି ବିଜୁଳି ମାରିଛି । ଶନିବାର ଓ ରବିବାର ବଜ୍ରାଘାତରେ ଓଡିଶାରେ ୧୨ ଜଣଙ୍କ ମୃତ୍ୟୁ ଓContinue reading “ରାଜ୍ୟରେ ବଜ୍ରପାତ ନେଉଛି ଜୀବନ : ଶନିବାର ଓ ରବିବାର ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ଓ ୧୪ ଜଣ ଆହତ”

ଅଫିସ୍ ଖୋଲା, ଧାରଣାରେ ସରକାରୀ ବାବୁ : ସରକାରୀ କାର୍ଯ୍ୟାଳୟରେ କାମ ଠପ୍; ଚାଷୀ, ହିତାଧିକାରୀ ହନ୍ତସନ୍ତ

କନକ ବ୍ୟୁରୋ : ଆନ୍ଦୋଳନରେ ବାବୁ ଓ ଅଧିକାରୀ, ହନ୍ତସନ୍ତରେ ଚାଷୀ ଓ ଗରିବ । ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ଅଛି, ହେଲେ ବିଭିନ୍ନ ଦାବି ନେଇ କୃଷି ଅଧିକାରୀ ଓ ଯୋଗାଣ ସହାୟକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନରେ ବସିଛନ୍ତି । କୃଷି ବିଭାଗ ବ୍ୟତୀତ ୧୬ ଦିନ ହେଲା ୨୪୦ଟି ପଞ୍ଚାୟତର ପିଇଓ, ଯୋଗାଣ ସହାୟକ ଜିଲ୍ଳାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଫଳରେ ପଞ୍ଚାୟତ, କୃଷି କାର୍ଯ୍ୟାଳୟ ଓ ଯୋଗାଣ ବିଭାଗରContinue reading “ଅଫିସ୍ ଖୋଲା, ଧାରଣାରେ ସରକାରୀ ବାବୁ : ସରକାରୀ କାର୍ଯ୍ୟାଳୟରେ କାମ ଠପ୍; ଚାଷୀ, ହିତାଧିକାରୀ ହନ୍ତସନ୍ତ”

ହାତ ଧରିଲେ ହକି ତାରକା : କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

କନକ ବ୍ୟୁରୋ : କଂଗ୍ରେସରେ ସାମିଲ ହେଲେ ଭାରତୀୟ ହକି ଟିମର ପୂୂୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରବୋଧ ତିର୍କୀ କଂଗ୍ରେସରେ ଅନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ଓଡିଶା ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ପ୍ରବୋଧ ତିର୍କୀ । ସେହିପରିContinue reading “ହାତ ଧରିଲେ ହକି ତାରକା : କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ”

Design a site like this with WordPress.com
Get started