କନକ ବ୍ୟୁରୋ : ବାଲେଶ୍ୱର ଏଫଏମ ମେଡିକାଲରେ ଅଗ୍ନିକାଣ୍ଡ । ମେଡିକାଲର କେମୋ ୱାର୍ଡରେ ଲାଗିଲା ନିଆଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା । ଭୟରେ ମେଡିକାଲ ବାହାରକୁ ରୋଗୀ ବାହାରି ଆସିଥିଲେ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ । The post ବାଲେଶ୍ୱର ଏଫଏମ ମେଡିକାଲରେ ଅଗ୍ନିକାଣ୍ଡ : ମେଡିକାଲର କେମୋ ୱାର୍ଡରେ ଲାଗିଲା ନିଆଁ first appeared on Kanak News. from Kanak News via <a href="https://ifttt.com/?
Tag Archives: News
ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ପ୍ରସଙ୍ଗ : ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ୍ କରି ବିଜେପିକୁ କଲେ ଟାର୍ଗେଟ୍; ଜବାବ ଦେଲେ କୁସୁମ ଟେଟେ
କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି- ବିଜେଡି ମଧ୍ୟରେ ଟୁଇଟ ୱାର ଦେଖିବାକୁ ମିଳିଛି । ବିଜେପି ଟାର୍ଗେଟ କରି ଟୁଇଟ୍ କରିିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ କରି ଲେଖିଛନ୍ତି, ଆସନ୍ତା ବିଧାନସଭାରେ ହେଲିକପ୍ଟ ଉଡାଣକୁ ନେଇ ତଥ୍ୟ ରଖିବେ ଓ କୁଚକ୍ରୀ ଗୋଷ୍ଠୀଙ୍କ ମୁଖା ଖୋଲିଦେବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେContinue reading “ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ପ୍ରସଙ୍ଗ : ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ୍ କରି ବିଜେପିକୁ କଲେ ଟାର୍ଗେଟ୍; ଜବାବ ଦେଲେ କୁସୁମ ଟେଟେ”
ଗାଁ ମାଟିରେ ଯବାନଙ୍କୁ ଭବ୍ୟ ସ୍ୱାଗତ : ୨୦ବର୍ଷ ଧରି ଦେଶସେବାରେ ସମର୍ପିତ ରହିଲେ ତ୍ରିଲୋଚନ ମାଝୀ
କନକ ବ୍ୟୁରୋ : ସେନାରୁ ଫେରିଲେ ବୀର ଯବାନ । ଗାଁ ମାଟିରେ ସିଆରପିଏଫ ଯବାନଙ୍କୁ ଭବ୍ୟ ସ୍ୱାଗତ । ୨୦ ବର୍ଷ ଦେଶ ସେବାରେ ସମର୍ପିତ ହୋଇ ଗାଁକୁ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ କରାଗଲା ଭବ୍ୟ ସ୍ୱାଗତ । କଳାହାଣ୍ଡି ଜିଲ୍ଲା କୋକସରା ଓ ଜୟପାଟଣା ବ୍ଲକ ସୀମାନ୍ତ ଥିବା ସୁବିଗୁଡର ଗାଁର ଯବାନ ତ୍ରିଲୋଚନ ମାଝୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ଭୁବନେଶ୍ୱର ୧୪୭ ବାଟାଲିୟନ ନିଯୁକ୍ତି ହେବା ପରେ ଗୁଜୁରାଟ ଗାନ୍ଧିନଗରରେContinue reading “ଗାଁ ମାଟିରେ ଯବାନଙ୍କୁ ଭବ୍ୟ ସ୍ୱାଗତ : ୨୦ବର୍ଷ ଧରି ଦେଶସେବାରେ ସମର୍ପିତ ରହିଲେ ତ୍ରିଲୋଚନ ମାଝୀ”
ସେନାରୁ ଅବସର ପରେ ବୀର ଯବାନଙ୍କୁ ସମ୍ମାନ : ୨୧ ବର୍ଷ ଧରି ଦେଶସେବାରେ ଥିଲେ ଏକାଦଶୀ ପ୍ରଧାନ
କନକ ବ୍ୟୁରୋ : ସେନାରୁ ଅବସର ନେବା ପରେ ଗାଁରେ ପହଞ୍ଚିଛନ୍ତି ସୁନା ପୁଅ । ଜନ୍ମମାଟିରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବିଶାଳ ବାଇକ ରାଲିରେ ପାଛୋଟି ନେଇଛନ୍ତି ଗ୍ରାମବାସୀ । ଏଭଳି କିଛି ଦୃଶ୍ୟ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ଉଆସପଦର ଗାଁରେ ଦେଖିବାକୁ ମିଳିଛି । ଗାଁରେ ପହଞ୍ଚିବା ପରେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ମାନେ ତାଙ୍କୁ ପୁଷ୍ପମାଲ୍ୟ ନେଇ ଭବ୍ୟ ସ୍ୱାଗତ କରିଛନ୍ତି । ଦେଶ ମାତୃକାର ସେବାରେContinue reading “ସେନାରୁ ଅବସର ପରେ ବୀର ଯବାନଙ୍କୁ ସମ୍ମାନ : ୨୧ ବର୍ଷ ଧରି ଦେଶସେବାରେ ଥିଲେ ଏକାଦଶୀ ପ୍ରଧାନ”
ମୋହିତ ନିରଞ୍ଜନଙ୍କ ‘ମାଟି ବଞ୍ଚାଅ’ ଅଭିଯାନ : ସମ୍ବଲପୁର ଇଣ୍ଡିଆନ ପବ୍ଲିକ ସ୍କୁଲ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା
କନକ ବ୍ୟୁରୋ : ଲଳିତପୁର, ଉତ୍ତରପ୍ରଦେଶର ଜନୈକ କୃଷକ ପୁତ୍ର ଶ୍ରୀ ମୋହିତ ନିରଞ୍ଜନ ୧୬ ନଭେମ୍ବର ୨୦୨୨ରେ ନିଜ ଘରୁ ‘ମାଟି ବଞ୍ଚାଅ’ ଅଭିଯାନ କ୍ରମରେ ଦେଶବ୍ୟାପୀ ସାଇକେଲ ଯାତ୍ରା ଆରମ୍ଭ କରି ପ୍ରାୟ ୩୦,୦୦୦ କିଲୋମିଟର ପଥ ଅତିକ୍ରମ କରିବା ପରେ ଗତକାଲି ସମ୍ବଲପୁର ଇଣ୍ଡିଆନ ପବ୍ଲିକ ସ୍କୁଲରେ ପହଞ୍ଚିଥିଲେ ଓ ବହୁତ ଆନନ୍ଦର ସହିତ ତାଙ୍କର ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସଭା ଗୃହରେ ଏକ ସ୍ବାଗତContinue reading “ମୋହିତ ନିରଞ୍ଜନଙ୍କ ‘ମାଟି ବଞ୍ଚାଅ’ ଅଭିଯାନ : ସମ୍ବଲପୁର ଇଣ୍ଡିଆନ ପବ୍ଲିକ ସ୍କୁଲ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା”
କମର୍ଦ୍ଦାରେ ଗୋରୁ ଗାଡ଼ି ପୋଡ଼ି ମାମଲାକୁ ନେଇ ଉତ୍ତେଜନା : ଅଟକ ୪ଜଣଙ୍କୁ ଛାଡ଼ିବା ଦାବିରେ ଥାନା ଘେରାଉ କରି ରାସ୍ତାରୋକ
କନକ ବ୍ୟୁରୋ : ଗୋରୁ ଗାଡି ପୋଡି ମାମଲାରେ କମର୍ଦ୍ଦା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଏହାର ପ୍ରତିବାଦରେ ଗତକାଲି ରାତି ୨ଟାରୁ ବଜରଙ୍ଗ ଦଳର କର୍ମୀ କରିଥିବା ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି । ବାଲେଶ୍ୱର ଏସପି ସକାଳ ୯ଟାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି । ଶନିବାର ବିଳମ୍ବିତ ରାତିରେ ତିନିଟି ଗାଡିରେ ଶତାଧିକ ଗୋରୁଙ୍କୁContinue reading “କମର୍ଦ୍ଦାରେ ଗୋରୁ ଗାଡ଼ି ପୋଡ଼ି ମାମଲାକୁ ନେଇ ଉତ୍ତେଜନା : ଅଟକ ୪ଜଣଙ୍କୁ ଛାଡ଼ିବା ଦାବିରେ ଥାନା ଘେରାଉ କରି ରାସ୍ତାରୋକ”
ରାତି ଅଧରେ ତାସ୍ ଘର ଭଳି ଭୁଶୁଡିପଡିଲା ୩ ମହଲା କୋଠା । ୨ ମୃତ, ଅନେକ ଏବେବି କୋଠା ତଳେ । ୩ ବର୍ଷ ତଳେ ନିର୍ମାଣ ହୋଇଥିଲା
କନକ ବ୍ୟୁରୋ: ଉତ୍ତରରପ୍ରଦେଶ ବାରାବଙ୍କିରେ ରବିବାର ବିଳମ୍ବିତ ରାତିରେ ଅଘଟଣ । ତାସ ଘର ଭଳି ଭୁଶୁଡିପଡିଲା ୩ ମହଲା କୋଠା । ୟା ଭିତରେ ଥିବା ପରିବାର ଭଙ୍ଗା କୋଠା ତଳେ ଦବିଗଲେ । ଘଟଣା ଘଟିବାବେଳକୁ ସେମାନଙ୍କ ଚିକ୍ରାର ଶୁଣି ପାଖ ଲୋକେ ଦୌିଡିଆସି ଉଦ୍ଧାର କାର୍ଯ୍ୟ ଉଦ୍ଧାର କରିଥିଲେ । ଏବେ ସେଠାରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କୋଠା କାହିଁକି ଭୁଶୁଡିଲା ତା’ରContinue reading “ରାତି ଅଧରେ ତାସ୍ ଘର ଭଳି ଭୁଶୁଡିପଡିଲା ୩ ମହଲା କୋଠା । ୨ ମୃତ, ଅନେକ ଏବେବି କୋଠା ତଳେ । ୩ ବର୍ଷ ତଳେ ନିର୍ମାଣ ହୋଇଥିଲା”
ସୌର ମିଶନରେ ଥିବା ବୈଜ୍ଞାନିକ ଟିମକୁ ପରଫ୍ୟୁମ୍ ବ୍ୟବହାର କରିବାକୁ କଟକଣା ଥିଲା । ଏହା ପଛର କାରଣ କ’ଣ?
କନକ ବ୍ୟୁରୋ: ସେପ୍ଟେମ୍ବର ୨ ତାରିଖରେ ଇସ୍ରୋର ସୂର୍ଯ୍ୟ ମିଶନ ହୋଇଥିଲା । ଏଥିରେ ଆଦିତ୍ୟ ଏଲ୍ ୧ ସଫଳ ଉତକ୍ଷେପଣ କରିଥିଲା । ହେଲେ ଆପଣ ଜାଣିଛନ୍ତି କି’ ଏହି ଟିମରେ ଥିବା ସମସ୍ତଙ୍କ ବୈଜ୍ଞାନିକଙ୍କୁ ପ୍ରୋଜେକ୍ଟ ଆରମ୍ଭରୁ ଶେଷଯାଏଁ କୌଣସି ପ୍ରକାର ଅତର ବା ପରଫ୍ୟୁମ୍ ବ୍ୟବହାର କରିବାକୁ ମନା ହୋଇଥିଲା । ଏହାର କାରଣ ହେଉଛି, ଆଦିତ୍ୟ-ଏଲ୍୧ର ମୁଖ୍ୟ ପେଲୋଡ୍ ଭିଜିବ୍ଲ ଏମିସନ ଲାଇନ୍ କରୋନାଗ୍ରାଫ୍ ପାଇଁ କାମ କରୁଥିବା ଗବେଷକମାନଙ୍କୁ ଏକContinue reading “ସୌର ମିଶନରେ ଥିବା ବୈଜ୍ଞାନିକ ଟିମକୁ ପରଫ୍ୟୁମ୍ ବ୍ୟବହାର କରିବାକୁ କଟକଣା ଥିଲା । ଏହା ପଛର କାରଣ କ’ଣ?”
ମଝି ଆକାଶରେ ବିମାନରେ ଖେଳିଗଲା ଆତଙ୍କ : ଉଡ଼ାଣର ୨୫ ମିନିଟ୍ ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ; ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ
କନକ ବ୍ୟୁରୋ : ମଝି ଆକାଶରେ ବିମାନରେ ଆତଙ୍କ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାର ଅଧା ରାସ୍ତାରୁ ଫେରି ଆସିଛି । ଉଡାଣର ୨୫ ମିନିଟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିବା ଘୋଷଣା କରିଥିଲେ କ୍ୟାପଟେନ । ବିମାନର ବାମ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହୋଇଥିବା ସେ ସୂଚନା ଦେଇଥିଲେ । ଏହା ଶୁଣିବା ପରେ ବିମାନରେ ଥିବା ଯାତ୍ରୀ ଭୟଭୀତ ହୋଇପଡିଥିଲେ । ଇଣ୍ଡିଗୋContinue reading “ମଝି ଆକାଶରେ ବିମାନରେ ଖେଳିଗଲା ଆତଙ୍କ : ଉଡ଼ାଣର ୨୫ ମିନିଟ୍ ପରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ; ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ”
ସନାତନ ଧର୍ମକୁ ନେଇ ଟିପ୍ପଣୀ ଦେଇ ଅଡ଼ୁଆରେ ଏମ.କେ ଷ୍ଟାଲିନଙ୍କ ପୁଅ : ଦିଲ୍ଲୀରେ ମାମଲା ରୁଜୁ, ଟାର୍ଗେଟ୍ କଲେ ଗୃହମନ୍ତ୍ରୀ ଅମିତ୍ ଶାହ
କନକ ବ୍ୟୁରୋ : ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧ ନୁହେଁ ବରଂ ଏହାକୁ ମୂଳପୋଛ କରାଯିବ ଉଚିତ୍ ବୋଲି କହିଛନ୍ତି ଉଦୟନାଥ । ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ ବୋଲି ସେ କହିଛନ୍ତି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛିContinue reading “ସନାତନ ଧର୍ମକୁ ନେଇ ଟିପ୍ପଣୀ ଦେଇ ଅଡ଼ୁଆରେ ଏମ.କେ ଷ୍ଟାଲିନଙ୍କ ପୁଅ : ଦିଲ୍ଲୀରେ ମାମଲା ରୁଜୁ, ଟାର୍ଗେଟ୍ କଲେ ଗୃହମନ୍ତ୍ରୀ ଅମିତ୍ ଶାହ”