କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ । ୭ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତContinue reading “ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ; ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”
Tag Archives: News
ଆକ୍ସନ ମୋଡରେ ଋଷ ସେନା । ୟୁକ୍ରେନର ଡାନୁବ ବନ୍ଦର ଉପରେ ଜୋରଦାର ଡ୍ରୋନ ଆକ୍ରମଣ
କନକ ବ୍ୟୁରୋ : ଥମିବାର ନାଁ ନେଉନି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ । କିଛିଦିନ ତଳେ ୟୁକ୍ରେନ ତରଫରୁ ଋଷ ଉପରେ ଆକ୍ରମଣ କରାଯାଉଥିବା ଖବର ଭିତରେ ଆଜି ଋଷ ସେନା ୟୁକ୍ରେନର ଡାନୁବ ସହର ଉପରେ ଏକାସାଥୀରେ ୨୫ଟି ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି । କୃଷ୍ଣ ସାଗରରେ ଥିବା ୟୁକ୍ରେନର ଡାନୁବ ବନ୍ଦର ଉପରେ ଭୟଙ୍କର ଡ୍ରୋନ ଆକ୍ରମଣ କରିଛି ରୁଷିଆ । ରୁଷ ସେନା ଏକାସାଙ୍ଗରେ ୨୫ଟି ଡ୍ରୋନ୍Continue reading “ଆକ୍ସନ ମୋଡରେ ଋଷ ସେନା । ୟୁକ୍ରେନର ଡାନୁବ ବନ୍ଦର ଉପରେ ଜୋରଦାର ଡ୍ରୋନ ଆକ୍ରମଣ”
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ଦୀର୍ଘଦିନ ପରେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି ବିସ୍ଥାପିତ
କନକ ବ୍ୟୁରୋ : ହୀରାକୁଦ ଡ୍ୟାମ ବିଶ୍ୱର ସବୁଠୁ ବଡ଼ ମାଟି ବନ୍ଧ ପ୍ରକଳ୍ପ । ସ୍ୱାଧୀନତା ପରେ ପରେ ଓଡ଼ିଶାରେ ହୋଇଥିବା ହୀରାକୁଦ ଡ୍ୟାମ, ସାରା ରାଜ୍ୟକୁ ଆଲୋକିତ କରିଥିଲା । କିନ୍ତୁ ଏହି ପ୍ରକଳ୍ପ ପାଇଁ ଜମି ହରାଇଥିବା ଲୋକ କିନ୍ତୁ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା ଲାଗି ସଂଘର୍ଷ କରି ଆସୁଛନ୍ତି । ସରକାରଙ୍କ ଘୋଷଣା, ସେମାନଙ୍କୁ ସାନ୍ତ୍ୱନା ଦେଇପାରୁନି । ବର୍ଷ ବର୍ଷ ଧରି ସେମାନଙ୍କ ମନContinue reading “ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ଦୀର୍ଘଦିନ ପରେ ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି ବିସ୍ଥାପିତ”
ସଫଳାତର ଆଉ ଏକ ସୋପାନରେ ସୂର୍ଯ୍ୟ ମିସନ୍ । ପୃଥିବୀର ଦ୍ୱିତୀୟ କକ୍ଷପଥକୁ ଗଲା ଆଦିତ୍ୟ ଏଲ-୧
କନକ ବ୍ୟୁରୋ : ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନକୁ ନେଇ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ ଏକ ଟ୍ୱିଟ୍ କରିଛି । ଶନିବାର ସୂର୍ଯ୍ୟ ଅଭିମୁଖ ବାହାରିଥିବା ଆଦିତ୍ୟ ଏଲ-୧ ସାଟେଲାଇଟ୍ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥକୁ ପ୍ରଦକ୍ଷିଣ କରିଥିଲା । ଏହାପରେ ଆଜି ତାକୁ ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରାଇଛି ଇସ୍ରୋ । ଦ୍ୱିତୀୟ କକ୍ଷପଥକୁ ଗଲା ଆଦିତ୍ୟ ଶନିବାର ଲଂଚ୍ ହେବାର ୬୩ ମିନିଟ୍ ୨୦ ସେକେଣ୍ଡରେ ପୃଥିବୀ କକ୍ଷପଥରେ ପହଁଚିଥିଲା ଆଦିତ୍ୟContinue reading “ସଫଳାତର ଆଉ ଏକ ସୋପାନରେ ସୂର୍ଯ୍ୟ ମିସନ୍ । ପୃଥିବୀର ଦ୍ୱିତୀୟ କକ୍ଷପଥକୁ ଗଲା ଆଦିତ୍ୟ ଏଲ-୧”
ମନମୋହୁଛି ଝୋଟ ଫୁଲତୋଡ଼ା: ଘରସଜ୍ଜା ସାମଗ୍ରୀ ତିଆରି ଆତ୍ମନିର୍ଭର ହେଲେ ମହିଳା
କନକ ବ୍ୟୁରୋ: କୁହାଯାଏ କଠିନ ପରିଶ୍ରମ ଓ ଦୃଢ଼ ଇକ୍ତାଶକ୍ତି ବଳରେ ମଣିଷକୁ ସଫଳତା ମିଳିଥାଏ । ଦୃଢ଼ ସଂକଳ୍ପ ନେଇ କରାଯାଉଥିବା କାମ ବେଳେ ବେଳେ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଯାହା ବାଲେଶ୍ୱର ବାହାନଗା ବ୍ଲକ ଖନ୍ତାପଡ଼ା ଅଂଚଳର ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦିନେ ଘର କାମରେ ସୀମିତ ରହୁଥିବା ମହିଳା ଏବେ ନିଜେ ପରିଶ୍ରମ କରି ମାସକୁ ୩ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ନିଜର ଖର୍ଚ୍ଚ ପାଇଁContinue reading “ମନମୋହୁଛି ଝୋଟ ଫୁଲତୋଡ଼ା: ଘରସଜ୍ଜା ସାମଗ୍ରୀ ତିଆରି ଆତ୍ମନିର୍ଭର ହେଲେ ମହିଳା”
କୃଷ୍ଣପ୍ରସାଦ ଅଂଚଳରେ ମହିଳା ମାନଙ୍କ ନିଆରା ଉଦ୍ୟମ: ଛେଳି ପାଳନ କରି ହେଉଛନ୍ତି ଲାଭବାନ
କନକ ବ୍ୟୁରୋ: ରୋଜଗାରର ମାଧ୍ୟମ ସାଜିଛି ଛେଳି ଚାଷ । ମହିଳା ମାନେ ନିଜର ଘର କାମ ସହିତ ଛେଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖିଛନ୍ତି । କୃଷ୍ଣପ୍ରସାଦ ବ୍ଲକ ମାଣିକା ପଂଚାୟତର ଓଁ ସାଇରାମ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଏଭଳି ଉଦ୍ୟମ କରି ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି । ଘର କାମ ସାରିବା ପରେ ଦିନକୁ ୨ଘଂଟା ଲେଖାଏଁ ସମୟ ଦେଉଛନ୍ତି । ପାଳି କରିContinue reading “କୃଷ୍ଣପ୍ରସାଦ ଅଂଚଳରେ ମହିଳା ମାନଙ୍କ ନିଆରା ଉଦ୍ୟମ: ଛେଳି ପାଳନ କରି ହେଉଛନ୍ତି ଲାଭବାନ”
ଚର୍ଚ୍ଚାରେ ମାଲକାନଗିରିର ଯୁବ ଚାଷୀ ଚକ୍ରଧର: ମାଛ, କୁକୁଡ଼ା, ବତକ ଓ ଛେଳି ଚାଷ କରି ହେଉଛନ୍ତି ଲାଭବାନ
କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଜାହାର କେଡେ ସୁଖ ତାହାର । ତେବେ ସେଇ ଚାଷ କାମ ପ୍ରତି ଏବେ ଯୁବପିଢି ମୁହଁ ଫରେଇ ନେଉଥିବା ବେଳେ ଏବେ ସମନ୍ୱିତ ଚାଷ କରି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ଯୁବ ଚାଷୀ ଚକ୍ରଧର ପଟ୍ଟନାୟକ । ମାଲକାନଗିରି ସିନ୍ଧ୍ରିମାଳ ପଂଚାୟତ ଅନ୍ତର୍ଗତ ଦାନିଗୁଡା ଠାରେ ପ୍ରଥମେ ୫ ଏକର ଜମିରେ ମାଛ ଚାଷ ଆରମ୍ଭ କରିଥିଲେ ଚକ୍ରଧର । ଆଉ ସେଇ ୫Continue reading “ଚର୍ଚ୍ଚାରେ ମାଲକାନଗିରିର ଯୁବ ଚାଷୀ ଚକ୍ରଧର: ମାଛ, କୁକୁଡ଼ା, ବତକ ଓ ଛେଳି ଚାଷ କରି ହେଉଛନ୍ତି ଲାଭବାନ”
ରାଜସ୍ଥାନରେ ମଣିପୁର ଲଜ୍ଜା । ସ୍ତ୍ରୀକୁ ବିବସ୍ତ୍ର କଲା ସ୍ୱାମୀ, ଉଲଗ୍ନ କରି ପୂରା ଗାଁରେ ବୁଲାଇଲା ସଇତାନ
କନକ ବ୍ୟୁରୋ : ରାଜସ୍ଥାନର ପ୍ରତାପଗଡ଼ରୁ ଆସିଥିବା ଏହି ଲଜ୍ଜାଜନକ ଦୃଶ୍ୟ, ପୂରା ଦେଶକୁ ଦୋହଲାଇ ଦେଇଛି । ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ । ଯାହା ପରେ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମହିଳାଙ୍କ ସହ ଏଭଳି କାଣ୍ଡ ଘଟାଇଲେ, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମହିଳାଙ୍କୁ ଗାଁରେ ଉଲଗ୍ନ କରି ବୁଲାଗଲା । କେହି ମୁହଁ ଖୋଲିନଥିଲେ । ଆଉ ଯେତେବେଳେ ଏହାର ଭିଡିଓContinue reading “ରାଜସ୍ଥାନରେ ମଣିପୁର ଲଜ୍ଜା । ସ୍ତ୍ରୀକୁ ବିବସ୍ତ୍ର କଲା ସ୍ୱାମୀ, ଉଲଗ୍ନ କରି ପୂରା ଗାଁରେ ବୁଲାଇଲା ସଇତାନ”
କଦଳୀ ଗଛର ଶତପ୍ରତିଶତ ସଦୁପଯୋଗ: ପ୍ରସ୍ତୁତ ହେଉଛି ନିତ୍ୟ ବ୍ୟବହାର୍ଯ୍ୟ, ସୌଖୀନ ସାମଗ୍ରୀ
କନକ ବ୍ୟୁରୋ: କଦଳୀ କାଟିଦେବା ପରେ ଚାଷୀଙ୍କ ପାଇଁ ଆଲୋଡ଼ା ହୋଇପଡ଼ିଥିବା କଦଳୀ ଗଛରୁ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ସାମଗ୍ରୀ । ମହିଳା ମାନେ ବ୍ୟବହାର କରୁଥିବା ବ୍ୟାଗ୍ ଏବଂ ଘର ସଜା ସାମଗ୍ରୀ ଭଳି ସୁନ୍ଦର ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରାଯାଉଛି । କଦଳୀ କାଟିବା ପରେ ଗଛକୁ ନଷ୍ଟ କରଦିଅନ୍ତି ଚାଷୀ । ଗଛ ଏଣେତେଣେ ଫୋପାଡ଼ିଦିଅନ୍ତି । ତେବେ ଏହାର ସଦୁପଯୋଗ କରିବା ସହ ଏହାର ଶତପ୍ରତିଶତ ବ୍ୟବହାର ଉପଯୋଗୀ କରୁଛନ୍ତିContinue reading “କଦଳୀ ଗଛର ଶତପ୍ରତିଶତ ସଦୁପଯୋଗ: ପ୍ରସ୍ତୁତ ହେଉଛି ନିତ୍ୟ ବ୍ୟବହାର୍ଯ୍ୟ, ସୌଖୀନ ସାମଗ୍ରୀ”
ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ହସ୍ତତନ୍ତ କଳା: ତନ୍ତରେ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଶାଢ଼ି
କନକ ବ୍ୟୁରୋ: ଘରେ ବସିରହୁଥିବା ମହିଳା ଏବେ ସ୍ୱାବଲମ୍ବୀ । ନିଜେ ଚଳିବା ସହିତ ପରିବାର ପ୍ରତିପୋଷଣରେ କରୁଛନ୍ତି ସହଯୋଗ । ପ୍ରଥମେ କାମ ଶିଖିଲେ ଏବେ ସେହି କାମ ବଳରେ ଦି ପଇସା ରୋଜଗାର କରୁଛନ୍ତି । ହସ୍ତତନ୍ତ ଶିଳ୍ପ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ । କିଏ ସୂତାରେ ରଙ୍ଗ ଦେବାରେ ବ୍ୟସ୍ତ ତ ପୁଣି କିଏ ସୁତାକୁ ଅରଟରେ ଲଗାଇବାରେ ବ୍ୟସ୍ତ । ଆଉ କିଏ ସୂତାକୁ ତନ୍ତରେ ଲଗାଇ ଲୁଗା ବୁଣିବାରେ ବ୍ୟସ୍ତContinue reading “ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ହସ୍ତତନ୍ତ କଳା: ତନ୍ତରେ ପ୍ରସ୍ତୁତ ହେଉଛି ସୁନ୍ଦର ସୁନ୍ଦର ଶାଢ଼ି”