ବାଙ୍କୀରୁ ଆସିଲା ହୃଦୟ ବିଦାରକ ଖବର । ସାନ ଭାଇକୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡି ଚାଲିଗଲା ବଡଭାଇର ଜୀବନ

କନକ ବ୍ୟୁରୋ : ହୃଦୟ ବିଦାରକ ଦୃଶ୍ୟ । ମର୍ମାହତ କଲା ଭଳି ମହୁର୍ତ । ବଢ଼ିଲା ପୁଅର ମୃତଦେହ ଦେଖି, କେଉଁ ମା’ର ଧର୍ଯ୍ୟଧରି ଥାନ୍ତା । ଚେତାଶୂନ୍ୟ ହୋଇଯାଉଛନ୍ତି ମା’ । ମାଟିରେ ଲୋଟି ପଡ଼ୁଛନ୍ତି ପରିବାର ଲୋକ । ପୁଅର ମୃତ୍ୟୁକୁ ବିଶ୍ୱାସ କରି ପାରୁନାହାଁନ୍ତି ବାପା । କ’ଣ କରିବେ ବୁଝିପାରୁନାହାଁନ୍ତି । ମୃତଦେହ ଦେଖି ଚାରିଦିଗ ଅନ୍ଧାର ଦେଖାଯାଉଛି । ବାଙ୍କୀ ଗୟଳବାଙ୍କ ଦେବୀଦ୍ୱାର ଘାଟରୁ ଆସିଛି ଏଭଳି କିଛିContinue reading “ବାଙ୍କୀରୁ ଆସିଲା ହୃଦୟ ବିଦାରକ ଖବର । ସାନ ଭାଇକୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡି ଚାଲିଗଲା ବଡଭାଇର ଜୀବନ”

ପଞ୍ଚଭୂତରେ ବିଲୀନ ହେଲା ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର, ଗାର୍ଡ ଅଫ୍ ଅନର ପରେ ପୁଅ ଦେଲେ ମୁଖାଗ୍ନି

କନକ ବ୍ୟୁରୋ : ନିରବିଗଲେ ଗଞ୍ଜାମ ରାଜନୀତିର ସୂର୍ଯ୍ୟ । ପଂଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର । ଭୁବନେଶ୍ୱରରୁ ସୂର୍ଯ୍ୟନାରାୟଣଙ୍କ ପାର୍ଥିବ ଶରୀର ନିଜ ନିର୍ବାଚନମଣ୍ଡଳୀ ଦିଗପହଣ୍ଡିରେ ପଂହଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ନିଜ ପ୍ରିୟ ନେତାଙ୍କୁ ବିଦାୟ ଜଣାଇଛନ୍ତି । ଗାର୍ଡ ଅଫ ଅନର ପରେ ଦିଗପହଣ୍ଡିର କପାମଣ୍ଡି ପାଶ୍ୱର୍ର୍ରେContinue reading “ପଞ୍ଚଭୂତରେ ବିଲୀନ ହେଲା ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀର, ଗାର୍ଡ ଅଫ୍ ଅନର ପରେ ପୁଅ ଦେଲେ ମୁଖାଗ୍ନି”

ଜାଲ୍ ନୋଟର ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ଦୀର୍ଘ ଦିନ ଧରି ଚାଲିଥିବା ରାକେଟ୍ ଭିତରେ ଏସଟିଏଫକୁ ମିଳିଛି ଏକ ବଡ ସଫଳତା

କନକ ବ୍ୟୁରୋ : ପୁଳା ପୁଳା ନୋଟ୍ । ଏସଟିଏଫ୍ ହାତରେ ଲାଗିଛି, ଅବିକଲ୍ ଅସଲ ଦେଖାଯାଉଥିବା ଜାଲ୍ ନୋଟ୍ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ଏହି କାରବାରରେ ସଂପୃକ୍ତ ଥିବା ଯୁବକର ନାଁ ଦୀପକ ମେହେର । ଘର ସୁବର୍ଣ୍ଣପୁର ଜିଲ୍ଲାରେ । ଦୁନିଆକୁ ଦେଖାଇବା ପାଇଁ ଉପରକୁ ଲୁଗା ବ୍ୟବସାୟ କରୁଥିଲେ, କିନ୍ତୁ ପରଦା ପଛରେ ଚଳାଇଥିଲେContinue reading “ଜାଲ୍ ନୋଟର ଚରାଭୂଇଁ ପାଲଟିଛି ପଶ୍ଚିମ ଓଡ଼ିଶା । ଦୀର୍ଘ ଦିନ ଧରି ଚାଲିଥିବା ରାକେଟ୍ ଭିତରେ ଏସଟିଏଫକୁ ମିଳିଛି ଏକ ବଡ ସଫଳତା”

ବିଜେପି ଫୋକସରେ ୨୦୨୪ ନିର୍ବାଚନ । କୋର କମିଟି ବୈଠକରେ ପ୍ରସ୍ତୁତ ହେଲା ଖସଡ଼ା, ତୃଣମୂଳସ୍ତରରୁ ଲଢ଼େଇ କରିବ ବିଜେପି

କନକ ବ୍ୟୁରୋ :  ମୋଦିଙ୍କ ବାର୍ତ୍ତାକୁ ଜନତାଙ୍କ ପାଖରେ ପହଂଚାଇବା । ଜନ ଆନ୍ଦୋଳନକୁ ତୃଣମୂଳସ୍ତରେ ମଜବୁତ କରିବା । ଏବଂ ତଳସ୍ତରରୁ ସଂଗଠନକୁ ମଜବୁତ୍ କରିବା । ମୁଖ୍ୟତଃ ଏହି ତିନୋଟି ବିନ୍ଦୁ ଉପରେ ଜୋର ଦେଇଛି ଭାରତୀୟ ଜନତା ପାର୍ଟି । ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ପ୍ରସ୍ତୁତ ରଖିବା ପାଇଁ କୋର କମିଟି ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ଦଳୀୟ ନେତା । ଏଥିପାଇଁ ଆଗାମୀ ଦୁଇ ମାସର ପ୍ଲାନ୍ ପ୍ରସ୍ତୁତ କରାଯାଇଛି   Continue reading “ବିଜେପି ଫୋକସରେ ୨୦୨୪ ନିର୍ବାଚନ । କୋର କମିଟି ବୈଠକରେ ପ୍ରସ୍ତୁତ ହେଲା ଖସଡ଼ା, ତୃଣମୂଳସ୍ତରରୁ ଲଢ଼େଇ କରିବ ବିଜେପି”

ପୁଣି ବିରୋଧୀ ଦଳ ନେତାଙ୍କ ଟାର୍ଗେଟରେ ରାଜ୍ୟ ସରକାର । ସୁସ୍ଥ ହୋଇ ଘରକୁ ଫେରିବା ପରେ ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ ମିଶ୍ର

କନକ ବ୍ୟୁରୋ : ସୁସ୍ଥ ହୋଇ ଫେରିବା ପରେ ଚିରାଚରିତ ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଜୟ ନାରାରୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ୍-ଟି ସଚିବଙ୍କୁ ସମାଲୋଚନା କରିବା ସହ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ଜୟ ନାରାୟଣ ମିଶ୍ର କହିଛନ୍ତି- ଓଡ଼ିଶାରେ ଲିଜରେ ଚାଲିଛି ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍-ଟି ସଚିବଙ୍କୁ ଶାସନକୁ ଲିଜରେ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଗଣତନ୍ତ୍ରର ପରିହାସ କରାଯାଉଛିContinue reading “ପୁଣି ବିରୋଧୀ ଦଳ ନେତାଙ୍କ ଟାର୍ଗେଟରେ ରାଜ୍ୟ ସରକାର । ସୁସ୍ଥ ହୋଇ ଘରକୁ ଫେରିବା ପରେ ବିସ୍ଫୋରକ ବୟାନ ଦେଲେ ଜୟନାରାୟଣ ମିଶ୍ର”

ବାଙ୍କୀ ମହାନଦୀ ଦେବୀଦ୍ୱାର ଘାଟରେ ହୃଦୟ ବିଦାରକ ଦୃଶ୍ୟ: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହୀନି 

କନକ ବ୍ୟୁରୋ: ସାନ ଭାଇକୁ ବଂଚାଇବା ପାଇଁ ବୁଡ଼ି ଗଲା ବଡ଼ ଭାଇ । ସାନ ଭାଇର ଜୀବନ ସିନା ବଂଚିିଯାଇଛି, ହେଲେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଡ଼ ଭାଇ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବାଙ୍କୀ ଗୟଳବାଙ୍କ ଦେବୀଦ୍ୱାର ଘାଟରେ । ସାଙ୍ଗସାଥୀଙ୍କ ମେଳରେ ଭୋଜି କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ମାତ୍ର ୧୯ ବର୍ଷର ବିଟେକ୍-ଛାତ୍ରର ମୃତଦେହ ଦେଖି, ପରିବାର ଲୋକଙ୍କ ପାଦତଳୁ ମାଟିContinue reading “ବାଙ୍କୀ ମହାନଦୀ ଦେବୀଦ୍ୱାର ଘାଟରେ ହୃଦୟ ବିଦାରକ ଦୃଶ୍ୟ: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହୀନି “

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା । କହିଲେ, ଗୋଟିଏ ଦେଶ ଗୋଟିଏ ଶିକ୍ଷାନୀତି ହେଉ

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ସରକାର ଏହାକୁ ଲାଗୁ କରିବାକୁ ତତ୍ପରତା ଦେଖାଇଛନ୍ତି । ଏନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ମଧ୍ୟ କରାଯାଇଛି । ହେଲେ ବିରୋଧୀଦଳ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ଏହି କମିଟିରେ ଲୋକସଭାର ବିରୋଧୀଦଳ ନେତା ଅଧୀର ରଂଚନ ଚୌଧୁରୀଙ୍କ ନାମContinue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା । କହିଲେ, ଗୋଟିଏ ଦେଶ ଗୋଟିଏ ଶିକ୍ଷାନୀତି ହେଉ”

ସଂକଟରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ: ଜଳଭଣ୍ଡାରରେ ଅଛି ୫୫% କମ୍ ଜଳ, ପ୍ରଭାବିତ ହୋଇପାରେ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ

କନକ ବ୍ୟୁରୋ: ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖାଦେଇଛି ଜଳ ସଙ୍କଟ । ୬୪୧ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସେପ୍େଟମ୍ବର ୧ ତାରିଖ ସୁଦ୍ଧା ୬୩୧.୪୧ ମିଟର ଜଳ ରହିଛି । ଅର୍ଥାତ ବିଗତ ବର୍ଷ ତୁଳନାରେ ଚଳିତବର୍ଷ ନବରଙ୍ଗପୁର ଇନ୍ଦ୍ରାବତୀ ଜଳଭଣ୍ଡାରରେ ୫୫ ପ୍ରତିଶତ କମ ଜଳ ଗଛିତ ରହିଛି । ସେହିଭଳି କଳାହାଣ୍ଡି ଇନ୍ଦ୍ରାବତୀ ଡ୍ୟାମ୍ରେ ଜଳସ୍ତର ୩୦ ପ୍ରତିଶତରେ ପହଂଚିଛି । ଫଳରେ ଆଗାମୀ ଦିନରେ ଜଳସେଚନContinue reading “ସଂକଟରେ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ: ଜଳଭଣ୍ଡାରରେ ଅଛି ୫୫% କମ୍ ଜଳ, ପ୍ରଭାବିତ ହୋଇପାରେ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ”

ବର୍ଷା ଦିନେ ରାସ୍ତା କାମ: ବର୍ଷା ହେଉଛି, ରାସ୍ତାରେ ପିଚୁ ପଡୁଛି

କନକ ବ୍ୟୁରୋ: ନିର୍ବାଚନ ଆସିଲେ କାମ କଥା ମନେ ପଡ଼େ ବୋଲି ଅଭିଯୋଗ ଆଣିଛନ୍ତି ଗଂଜାମ ଜିଲ୍ଲା କୁଟୁଂଣିକୁମ୍ପାର ଗ୍ରାମବାସୀ । ବର୍ଷା ଦିନେ ରାସ୍ତା କାମ ହେବାରୁ ଅଳ୍ପ କିଛି ମାସ ମଧ୍ୟରେ ରାସ୍ତା ଖାଲ ଖମାରେ ଭରିଯାଉଛି । ଥରେ ତିଆରି କରିବା ପରେ ରାସ୍ତାର ଅବସ୍ଥା କେହି ବୁଝୁନାହାନ୍ତି । ରାସ୍ତା ସମସ୍ୟାକୁ ନେଇ ଗୁହାରି କଲେ କେହି ଶୁଣନ୍ତି ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ବର୍ଷା ଦିନେ କୋଟିContinue reading “ବର୍ଷା ଦିନେ ରାସ୍ତା କାମ: ବର୍ଷା ହେଉଛି, ରାସ୍ତାରେ ପିଚୁ ପଡୁଛି”

ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ ପାତ୍ର: ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ 

କନକ ବ୍ୟୁରୋ: ପଞ୍ଚଭୂତରେ ବିଲିନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ସମ୍ପର୍ଣ୍ଣ ହେଲା ଅନ୍ତିମ ସଂସ୍କାର । ମୁଖାଗ୍ନୀ ଦେଲେ ପୁଅ ବିପ୍ଲବ ପାତ୍ର । ଗାର୍ଡ ଅଫ ଅନର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ଆଜି ସକାଳେ ବିଧାନସଭା ପରିସରରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଭିନ୍ନ ଦଳର ବିଧାୟକ, ବିଧାନସଭାContinue reading “ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ ପାତ୍ର: ଗାର୍ଡ ଅଫ ଅନର ସହ ହେଲା ଶେଷକୃତ୍ୟ “

Design a site like this with WordPress.com
Get started