ନିଅଣ୍ଟିଆ ବର୍ଷା, ଶୁଖିଲା ପଡିଛି କେନାଲ : ପାଣି ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ

କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ବେଳେ ଶୁଖିଲା ପଡିଛି କେନାଲ । ପାଣି ଅଭାବରୁ ରାୟଗଡା ଜିଲ୍ଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏଯାଏଁ ଶହ ଶହ ହେକ୍ଟର ଜମିରେ ଲଙ୍ଗଳ ବୁଲି ନାହିଁ । ଅନେକ ସ୍ଥାନରେ ତଳିଘରା ପାଣି ଅଭାବରୁ ପୋଡି ନଷ୍ଟ ହେବାକୁ ବସିଛି । ଅଗଷ୍ଟ ମାସର ସାମାନ୍ୟ ବର୍ଷାରେ ଜିଲ୍ଲାର ଚାଷୀମାନେ ଜମି ପ୍ରସ୍ତୁତ କରି ତଳିି ପାଇଁ ଧାନ ବୁଣିଥିଲେ । ତାହା ଏବେ ନଷ୍ଟContinue reading “ନିଅଣ୍ଟିଆ ବର୍ଷା, ଶୁଖିଲା ପଡିଛି କେନାଲ : ପାଣି ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ”

ମହିଳାଙ୍କ ହାତରୁ ଚୋର ଝାମ୍ପିନେଲା ୩ ଲକ୍ଷ ଟଙ୍କା : ଝିଅ ବାହାଘର ପାଇଁ ଟଙ୍କା ଉଠାଇ ବ୍ୟାଙ୍କରୁ ଫେରୁଥିଲେ ମହିଳା

କନକ ବ୍ୟୁରୋ : ଚୋର ଲୁଟି ନେଲେ ୩ ଲକ୍ଷ । ପୁରୀ ସହରରୁ ଆସିଛି ଏଭଳି ଏକ ଅଭିଯୋଗ । ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି । ପୁରୀ ତାଳବଣିଆ ଥାନା ମଧୁବନ ଅଞ୍ଚଳର ଜଣେ ମହିଳାଙ୍କଠାରୁ ଏହି ଲୁଟ୍ ହୋଇଛି । ସୂଚନା ଅନୁସାରେContinue reading “ମହିଳାଙ୍କ ହାତରୁ ଚୋର ଝାମ୍ପିନେଲା ୩ ଲକ୍ଷ ଟଙ୍କା : ଝିଅ ବାହାଘର ପାଇଁ ଟଙ୍କା ଉଠାଇ ବ୍ୟାଙ୍କରୁ ଫେରୁଥିଲେ ମହିଳା”

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ୪୮ ଘଣ୍ଟା ଭିତରେ ନେବ ଲଘୁଚାପର ରୂପ, ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ଆଜି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଆଜି ୨୪ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳରେ ୭୦ରୁ ୨୦୦ ମିଲିମିଟର ଯାଏ ବର୍ଷା ହୋଇପାରେ । ଗଜପତି,Continue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ୪୮ ଘଣ୍ଟା ଭିତରେ ନେବ ଲଘୁଚାପର ରୂପ, ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”

ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ୍ ଷ୍ଟ୍ରିକ୍ । ମାତ୍ର ୪୯ ବର୍ଷରେ କ୍ୟାନ୍ସର ଯୋଗୁଁ ଗଲା ଜୀବନ

କନକ ବ୍ୟୁରୋ: ଜିମ୍ବାୱେର ପୂର୍ବତନ କ୍ରିକଟ ଖେଳାଳି ହିଥ୍ ଷ୍ଟ୍ରିକଙ୍କ ପରଲୋକ । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ତ୍ରୀ ନାଦିନେ ହିଥ୍ ଷ୍ଟ୍ରିକଙ୍କ ପରଲୋକ ନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ୧୨ ବର୍ଷ ଧରି କ୍ରିକେଟ ଖେଳିଥିଲେ । ନିଜ କ୍ୟାରିୟରରେ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲ । କ୍ରିକେଟରେ ଜଣେ ଭଲ ଅଲରାଉଣ୍ଡର ଭାବେContinue reading “ପରଲୋକରେ ଜିମ୍ବାୱେ କ୍ରିକେଟର ହିଥ୍ ଷ୍ଟ୍ରିକ୍ । ମାତ୍ର ୪୯ ବର୍ଷରେ କ୍ୟାନ୍ସର ଯୋଗୁଁ ଗଲା ଜୀବନ”

ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍-୧ : ଟୁଇଟ୍ କରି ଇସ୍ରୋ ପକ୍ଷରୁ ସୂଚନା

କନକ ବ୍ୟୁରୋ : ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଦିନ ୧୧ଟା ୪୦ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ କାମ କରୁଛି । ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ ଆଦିତ୍ୟ-ଏଲ୍-୧ । ଏହି ସମୟରେ ୫ ଥର ତାର କକ୍ଷପଥ ବଦଳାଯିବ । ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ମଙ୍ଗଳବାରContinue reading “ଆଜି ପ୍ରଥମ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍-୧ : ଟୁଇଟ୍ କରି ଇସ୍ରୋ ପକ୍ଷରୁ ସୂଚନା”

ରାଜସ୍ଥାନ ଲଜ୍ଜା : ମହିଳାଙ୍କୁ ନିବସ୍ତ୍ର କରି ଗାଁ ବୁଲାଇଲେ ସ୍ୱାମୀ ଓ ଶ୍ୱଶୁର; ୭ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ମଣିପୁର’ର ଲଜ୍ଜାକୁ ଦେଶବାସୀ ଭୁଲି ନଥିବା ବେଳେ ରାଜସ୍ଥାନରୁ ଆସିଛି, ଆଉ ଏକ ଲଜ୍ଜ୍ୟାଜନକ ଘଟଣା । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇବା ଘଟଣା ସାମ୍ନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ପଛରେ ଆଉ କେହି ନୁହେଁ ବଂର ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂର ଅଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ମାମଲାରContinue reading “ରାଜସ୍ଥାନ ଲଜ୍ଜା : ମହିଳାଙ୍କୁ ନିବସ୍ତ୍ର କରି ଗାଁ ବୁଲାଇଲେ ସ୍ୱାମୀ ଓ ଶ୍ୱଶୁର; ୭ଜଣଙ୍କୁ ଗିରଫ କଲା ପୋଲିସ”

ମଦ ପାଇଁ ଫାଇଭ-ଟି ସ୍କୁଲରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ୨ ଅଭିଯୁକ୍ତଙ୍କୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ

କନକ ବ୍ୟୁରୋ : ଦୁଇ ବୋତଲ ମଦ ପାଇଁ ଫାଇଭ-ଟି ସ୍କୁଲରେ କଳାକନା ବୁଲାଇଲେ ଦୁର୍ବୃତ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଲାଭଟା ଗାଁରୁ ଏଭଳି ଅଭିଯୋଗ ଆସିଛି । ସେପ୍ଟେମ୍ବର ୧-ତାରିଖ ବିଳମ୍ବିତ ରାତିରେ ଫାଇବ-ଟି ସ୍କୁଲରେ ପଶି କିଛି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ସ୍କୁଲରୁ ଫ୍ରିଜ୍, ଲାଇଟ୍ ଆଦି ସାମଗ୍ରୀ ଦୁର୍ବୃତ୍ତମାନେ ଲୁଟ କରୁଥିବା ଦୃଶ୍ୟ ସିସିଟିଭି କ୍ୟାମରାରେ କଏଦ ହୋଇଛି । ସକାଳେ ଗ୍ରାମବାସୀ ସ୍କୁଲରୁContinue reading “ମଦ ପାଇଁ ଫାଇଭ-ଟି ସ୍କୁଲରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ୨ ଅଭିଯୁକ୍ତଙ୍କୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ”

ସୂର୍ଯ୍ୟ ମିଶନ : ଏହି ମିଶନର ଲକ୍ଷ୍ୟ କ’ଣ ? ଏଥିରୁ କ’ଣ ଲାଭ ମିଳିବ ?

କନକ ବ୍ୟୁରୋ : ସୂର୍ଯ୍ୟ ମିଶନ ପାଇଁ ଆଦିତ୍ୟ ଯାନର ସଫଳ ଉତକ୍ଷେଣ ହୋଇସାରିଛି । ହେଲେ ଏହି ମିଶନର ଲକ୍ଷ୍ୟ କ’ଣ ? ଏଥିରୁ କ’ଣ ଲାଭ ମିଳିବ ? ସୂର୍ଯ୍ୟଙ୍କ ଉପରେ ଅଧିକ ଗବେଷଣା କରିବାକୁ ଏହି ମିସନର ମୁଖ୍ୟ ଲକ୍ଷ୍ୟ । ସାଙ୍ଗରେ ୭ଟି ପେଲୋଡ ନେଇ ଯାଇଛି ଆଦିତ୍ୟ ଏଲ ୱାନ । ୧୨୫ ଦିନର ଯାତ୍ରା ପରେ ଆଦିତ୍ୟ ଯାନ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ, ଆଉ ସେହିଠାରେ ରହି ସୂର୍ଯ୍ୟଙ୍କContinue reading “ସୂର୍ଯ୍ୟ ମିଶନ : ଏହି ମିଶନର ଲକ୍ଷ୍ୟ କ’ଣ ? ଏଥିରୁ କ’ଣ ଲାଭ ମିଳିବ ?”

ରାଜ୍ୟ ବିଜେପିର କୋର କମିଟି ବୈଠକ ଆରମ୍ଭ : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ରସ୍ତୁତି । ଆରମ୍ଭ ହୋଇଛି, ରାଜ୍ୟ ବିଜେପିର କୋର କମିଟି ବୈଠକ । ବୈଠକର ଫୋକସରେ ରହିଛି, ସାଧାରଣ ନିର୍ବାଚନ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡ୍ ମ୍ୟାପ୍ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର କାର୍ଯ୍ୟକାଳର ଉପଲବ୍ଧି ଲୋକଙ୍କ ପାଖରେ କେମିତି ସଫଳ ଭାବେ ପହଞ୍ଚାଯିବ, ମୋ ମାଟିContinue reading “ରାଜ୍ୟ ବିଜେପିର କୋର କମିଟି ବୈଠକ ଆରମ୍ଭ : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍”

ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ : ଜଣଙ୍କୁ ଗିରଫ କଲା ଏସଟିଏଫ; ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର

କନକ ବ୍ୟୁରୋ : ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାସହ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ସୋନପୁରରୁ ୪୦ଲକ୍ଷ ଟଙ୍କା ଜାଲ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହର ଓ ସେ ସୋନପୁର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ତେବେ ଘଟଣାସ୍ଥଳରୁ ଜାଲContinue reading “ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ : ଜଣଙ୍କୁ ଗିରଫ କଲା ଏସଟିଏଫ; ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର”

Design a site like this with WordPress.com
Get started