Normal 0 false false false EN-US X-NONE OR /* Style Definitions */ table.MsoNormalTable {mso-style-name:”Table Normal”; mso-tstyle-rowband-size:0; mso-tstyle-colband-size:0; mso-style-noshow:yes; mso-style-priority:99; mso-style-qformat:yes; mso-style-parent:””; mso-padding-alt:0cm 5.4pt 0cm 5.4pt; mso-para-margin-top:0cm; mso-para-margin-right:0cm; mso-para-margin-bottom:10.0pt; mso-para-margin-left:0cm; line-height:115%; mso-pagination:widow-orphan; font-size:11.0pt; font-family:”Calibri”,”sans-serif”; mso-ascii-font-family:Calibri; mso-ascii-theme-font:minor-latin; mso-hansi-font-family:Calibri; mso-hansi-theme-font:minor-latin; mso-bidi-font-family:Kalinga; mso-bidi-theme-font:minor-bidi;} କନକ ବ୍ୟୁରୋ : ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମୂଳ ଭାରତୀୟ ନାଗରିକ ଥର୍ମନ ଶନମୁଗରତ୍ନମ । ୭୦.୦୪ % ଭୋଟContinue reading “ବିଦେଶମାଟିରେ ଭାରତୀୟ ବଂଶୋଦ୍ଭବଙ୍କ ଚମକ । ସିଙ୍ଗାପୁର ରାଷ୍ଟ୍ରପତି ହେଲେ ଥର୍ମନ ଶନମୁଗରତ୍ନମ”
Tag Archives: News
ରାଜସ୍ଥାନରୁ ଆସିଲା ଛାତିଥରା ଘଟଣା । ମହିଳାଙ୍କୁ ନିବସ୍ତ୍ର କରି ଗାଁସାରା ଦୌଡାଇଲେ ସ୍ୱାମୀ, ଭିଡିଓ ଭାଇରାଲ ପରେ ୧୦ଜଣଙ୍କୁ ଗିରଫ କଲା ପୁଲିସ
କନକ ବ୍ୟୁରୋ : ରାଜସ୍ଥାନରେ ଲଜ୍ଜ୍ୟା । ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇବା ଘଟଣା ସାମ୍ନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ପଛରେ ଆଉ କେହି ନୁହେଁ ବଂର ମହିଳାଙ୍କ ସ୍ୱାମୀ ଅଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରି ୧୦ଜଣଙ୍କୁ ଗିରଫ କରିଛି । ସେପଟେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକContinue reading “ରାଜସ୍ଥାନରୁ ଆସିଲା ଛାତିଥରା ଘଟଣା । ମହିଳାଙ୍କୁ ନିବସ୍ତ୍ର କରି ଗାଁସାରା ଦୌଡାଇଲେ ସ୍ୱାମୀ, ଭିଡିଓ ଭାଇରାଲ ପରେ ୧୦ଜଣଙ୍କୁ ଗିରଫ କଲା ପୁଲିସ”
କଂଗ୍ରେସ ଓ ବିଜେପିର ଛକାପ ଞ୍ଝା । ମଂଚରୁ ପରସ୍ପରକୁ ଟାର୍ଗେଟ କଲେ ଅମିତ ଶାହା ଓ ରାହୁଲ ଗାନ୍ଧୀ
କନକ ବ୍ୟୁରୋ : ଛତିଶଗଡରେ ବିଜେପି ବନାମ କଂଗ୍ରେସ । ଉଭୟ ଦଳର ହେଭିୱେଟ ନେତା ଶନିବାର ଛତିଶଗଡର ରାୟପୁରରେ ପହଁଚି ବିଭିନ୍ନ ଯୋଜନା ଘୋଷଣା କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି । ଛତିଶଗଡ କଂଗ୍ରେସ ସରକାର ରାଜ୍ୟର କୌଣସି ବିକାଶମୂଳକ କାର୍ଯ୍ୟ କରିନଥିବା କହି ଅମିତ ଶାହା ବର୍ଷିଛନ୍ତି । କଂଗ୍ରେସ ସରକାରଙ୍କୁ ୧୦ବର୍ଷର ହିସାବ ମାଗିଛନ୍ତି ଅମିତ ଶାହା । ସେପଟେ ରାୟପୁରରେ ପହଁଚି ଜନସଭାକୁ ସମ୍ବୋଧିତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲContinue reading “କଂଗ୍ରେସ ଓ ବିଜେପିର ଛକାପ ଞ୍ଝା । ମଂଚରୁ ପରସ୍ପରକୁ ଟାର୍ଗେଟ କଲେ ଅମିତ ଶାହା ଓ ରାହୁଲ ଗାନ୍ଧୀ”
ଇଣ୍ଡିଆମେଂଟ ବୈଠକର ଦିନକ ପରେ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ ସେପ୍ଟେମ୍ବର ଶେଷ ସୁଦ୍ଧା ଦଳଗୁଡିଙ୍କ ଭିତରେ ଛିଣ୍ଡିବ ଆସନ ଭାଗବଂଟା, ନାହିଁ କୌଣସି ତିକ୍ତତା
କନକ ବ୍ୟୁରୋ : ଇଣ୍ଡିଆ ମେଂଟର ମୁମ୍ବାଇ ବୈଠକର ଠିକ ଗୋଟିଏ ଦିନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ ବୟାନ ଦେଇଛନ୍ତି । ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ନୀତିଶ କୁମାର । ଏଥିସହ ଆସନ ଭାଗବଂଟା ସମ୍ବନ୍ଧରେ ନୀତିଶ କହିଛନ୍ତି ଆସନ ଭାଗବଂଟାରେ କୌଣସି ଅସୁବିଧା ନାହିଁ । ସେପ୍ଟମ୍ବର ୩୦ସୁଦ୍ଧା ଆସନ ଭାଗବଂଟା କରାଯିବ । ବିଜେପି ସରକାରContinue reading “ଇଣ୍ଡିଆମେଂଟ ବୈଠକର ଦିନକ ପରେ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ ସେପ୍ଟେମ୍ବର ଶେଷ ସୁଦ୍ଧା ଦଳଗୁଡିଙ୍କ ଭିତରେ ଛିଣ୍ଡିବ ଆସନ ଭାଗବଂଟା, ନାହିଁ କୌଣସି ତିକ୍ତତା”
ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଜ୍ଞାନର ଗତିପଥ ନେଇ ତଥ୍ୟ ଦେଲା ଇସ୍ରୋ
କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନର ଗତିପଥ ନେଇ ତଥ୍ୟ ଦେଇଛି ଇସ୍ରୋ । ଜହ୍ନ କୋଳରେ ପାଖାପାଖି ଶହେ ମିଟର ବୁଲିସାରିଲାଣି ରୋଭର ପ୍ରଜ୍ଞାନ । ଏବେବି ଜାରି ରହିଛି ତଥ୍ୟ ସଂଗ୍ରହ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଏହି ଫଟୋରେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ କେଉଁ କେଉଁ ଆଡେ ଗତିContinue reading “ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଜ୍ଞାନର ଗତିପଥ ନେଇ ତଥ୍ୟ ଦେଲା ଇସ୍ରୋ”
ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦିଗପହଣ୍ଡି ବିଧାୟକ ।
କନକ ବ୍ୟୁରୋ: ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶନିବାର ସନ୍ଧ୍ୟାରେ ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । #ଆଉନାହାଁନ୍ତି_ସୂର୍ଯ୍ୟ_ନାରାୟଣ_ପାତ୍ର ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତିଙ୍କ ଦେହାନ୍ତ ଆଖି ବୁଜିଲେ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର#SuryaNarayanPatra #Odisha #KanakNews pic.twitter.com/KmpFiARYzT — Kanak News (@kanak_news) September 2, 2023 https://platform.twitter.com/widgets.js ଓଡିଶା ରାଜନୀତିର ଏହି ଭେଟେରାନ୍ ନେତା ଲଗାତାରContinue reading “ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦିଗପହଣ୍ଡି ବିଧାୟକ ।”
ଆଦିତ୍ୟ ଏଲ ୱାନର ସଫଳ ଲଂଚ ପଛରେ ଭାବବିହ୍ୱଳ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ସାଜି । କହିଲେ, ଦୀର୍ଘଦିନ ସ୍ୱପ୍ନ ପୂରା ପରେ ମିଳିଛି ଆତ୍ମ ସନ୍ତୋଷ
କନକ ବ୍ୟୁରୋ : ସଫଳତାର କଥା କହୁ କହୁ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଛି । ଖୁସି ଓ ସଫଳତା ଯେବେ ଏକାଠି ଆସେ ସେହି ସମୟର ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଥାଏ । ଦୀର୍ଘଦିନର ପରିଶ୍ରମ ଯେବେ ସଫଳତାର ରାସ୍ତାର ଚାଲିବା ଆରମ୍ଭ କରେ ସେହି ସମୟରେ ଆଖି ଭିଜିଯାଏ, କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । ସେପ୍ଟେମ୍ବର ୨ ତାରିଖରେ ଭାରତର ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟାContinue reading “ଆଦିତ୍ୟ ଏଲ ୱାନର ସଫଳ ଲଂଚ ପଛରେ ଭାବବିହ୍ୱଳ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ସାଜି । କହିଲେ, ଦୀର୍ଘଦିନ ସ୍ୱପ୍ନ ପୂରା ପରେ ମିଳିଛି ଆତ୍ମ ସନ୍ତୋଷ”
ଆଉ ଏକ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ
କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ କରାଯାଇଛି । ଆଦିତ୍ୟ-ଏଲ-ୱାନ ଯାନର ସଫଳ ଉତକ୍ଷେପଣ ପରେ ଆଗକୁ ଆଗକୁ ବଢ଼ିଚାଲିଛି । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଂଟରର ଦ୍ୱିତୀୟ ଲଂଚ ପ୍ୟାଡରୁ ପିଏସଏଲଭି-ସି ଫିଫ୍ଟଟି ସେଭେନ୍ ଜରିଆରେ ଆଦିତ୍ୟ-ଏଲ-ୱାନକୁ ପଠାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେContinue reading “ଆଉ ଏକ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ”
ଏସିଆ କପରେ ଭାରତ ବନାମ ପାକିସ୍ତାନ । ପାକିସ୍ତାନକୁ ୨୬୬ ରନର ଟାର୍ଗେଟ ଦେଲା ଭାରତ
କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏସିଆ କପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଭାରତର ବ୍ୟାଟ୍ସମ୍ୟାନମାନେ ପାକିସ୍ତାନ ବୋଲରଙ୍କୁ ସାମ୍ନା କରିନପାରି ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାରେ ବିଫଳ ହୋଇଛନ୍ତି । ଭାରତ ତାର ସମସ୍ତ ୱିକେଟ ହରାଇ ୪୮.୫ ଓଭରରେ ୨୬୭ ରନ କରିବାରେ ସଫଳ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୯୦ଟି ବଲ ଖେଳି ୮୭ ରନର ଏକ ବଡପାରି ଖେଳିଥିଲେ । ସେହିଭଳି ଇଷାନContinue reading “ଏସିଆ କପରେ ଭାରତ ବନାମ ପାକିସ୍ତାନ । ପାକିସ୍ତାନକୁ ୨୬୬ ରନର ଟାର୍ଗେଟ ଦେଲା ଭାରତ”
ହୋସ୍ ଉଡ଼ାଇଲା ୫-ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ । ବିଜେପିର ଅଭିଯୋଗ, ଜାନୁଆରୀରୁ-ଜୁନ ମଧ୍ୟରେ ସଚିବ ଖର୍ଚ୍ଚ କରିଛନ୍ତି ୫ ଶହ କୋଟି । ବିଜେଡିର ଜବାବ, ହେଲିକପ୍ଟରରେ ଯିବାରେ ନାହିଁ ଅସୁବିଧା
କନକ ବ୍ୟୁରୋ: ୫-ଟି ସଚିବଙ୍କ ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସାଧାରଣରେ ଆଲୋଚନା ହେଉଥିବାବେଳେ, ହେଲିକପ୍ଟରରେ ଗସ୍ତକୁ ନେଇ ବଡ ଅଭିଯୋଗ ଆଣିଛି ବିଜେପି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ତଥ୍ୟକୁ ଦେଖାଇବା ସହ ସଚିବ ବ୍ୟକ୍ତିଗତ ପାଇଁ ହେଲିକପ୍ଟର ବ୍ୟବହାର କରିଥିବା ଅଭିଯୋଗ କରିଛି ଦଳ । ତେବେ କମ୍ ସମୟରେ ଅଧିକ କାମ କରିବା ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି ବୋଲି ସଫେଇ ଦେଇଛନ୍ତି ବିଜେଡି ବିଧାୟକ ।Continue reading “ହୋସ୍ ଉଡ଼ାଇଲା ୫-ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ । ବିଜେପିର ଅଭିଯୋଗ, ଜାନୁଆରୀରୁ-ଜୁନ ମଧ୍ୟରେ ସଚିବ ଖର୍ଚ୍ଚ କରିଛନ୍ତି ୫ ଶହ କୋଟି । ବିଜେଡିର ଜବାବ, ହେଲିକପ୍ଟରରେ ଯିବାରେ ନାହିଁ ଅସୁବିଧା”