କନକ ବ୍ୟୁରୋ: ଦଣ୍ଡେ ନିମିସେ ଥିଲେ ପ୍ରାଣ ନେଇ ନପାରେ ଯନ୍ତୁରାଣ । ଯଦି ଆପଣଙ୍କ ଆୟୁସ ଅଛି, ମୃତ୍ୟୁ ଆପଣଙ୍କୁ ଛୁଇଁ ପାରିବ ନାହିଁ । ଏଇ ଯେମିିତି ହାତୀ ମୁହଁରୁ ଜୀବନ ବଂଚାଇ ଫେରିଛନ୍ତି ବିଦ୍ୟାଳୟ ଜଗୁଆଳି । ମଶାରୀ ଭିତରେ ଶୋଇଥିବା ବେଳେ ଟାଣି ନେଇଥିଲା ଦନ୍ତାହାତୀ । ହେଲେ କୌଶଳକ୍ରମେ ହାତୀ କବଳରୁ ବଂଚିଯାଇଛନ୍ତି ବିଦ୍ୟାଳୟ ରାତ୍ରି ଜଗୁଆଳି । ଆଉ ସିସିିଟିଭିରେ କଏଦ ହୋଇଛି ହାତୀ ଆକ୍ରମଣର ଭୟଙ୍କର ଚିତ୍ରContinue reading “ପାଚେରୀ ଭାଙ୍ଗି ବିଦ୍ୟାଳୟ ଭିତରେ ପଶିଲା ଦନ୍ତା: ମଶାରୀ ଭିତରେ ଶୋଇଥିବା ରାତ୍ରି ଜଗୁଆଳିଙ୍କୁ ନେଲା ଟାଣି”
Tag Archives: News
ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା: ରୋହିତ, କୋହଲି ଓ ଆୟର କଲେ ନିରାଶ, ସେପଟେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ
କନକ ବ୍ୟୁରୋ: ଏସିଆ କପର ମହାମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ପାଲେକେଲରେ ଚାଲିଥିବା ଏହି ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ । ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଓ ଅଭିଜ୍ଞ ବିରାଟ କୋହଲି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଭାରତ । ପଂଚମ ଓଭର ଚାଲିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଥିଲେ । ତେବେ ପୁନର୍ବାର ମ୍ୟାଚ୍Continue reading “ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରାରମ୍ଭିକ ଝଟକା: ରୋହିତ, କୋହଲି ଓ ଆୟର କଲେ ନିରାଶ, ସେପଟେ ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ”
ଏସଏସସି ଜେଇ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ୱାବଧାନରେ ହେବ ତଦନ୍ତ
କନକ ବ୍ୟୁରୋ: ଓଏସଏସସି ଜେଇ ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ । ଓଡ଼ିଶା ଷ୍ଟାଫ ସିଲେକସନ କମିସନ ଦ୍ୱାରା ପରିଚାଳିତ ଜୁନିଅର ଇଞ୍ଜିନିୟର ନିଯୁକ୍ତି ସ୍କାମର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତ ହାଇକୋର୍ଟ । ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ୱାବଧାନରେ ଏହି ତଦନ୍ତ ହେବ । ସରକାରୀ ପ୍ରେସ ପରିବର୍ତେ କୋଲକାତାର ଏକ ଘରୋଇ ପ୍ରେସରେ ପ୍ରଶ୍ନ ପତ୍ର ଛପା ଯିବା ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି ।Continue reading “ଏସଏସସି ଜେଇ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ୱାବଧାନରେ ହେବ ତଦନ୍ତ”
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ୫-ଟି ସଚିବଙ୍କ ଠାରୁ ଲୋକଙ୍କ ସମସ୍ୟା ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ।
କନକ ବ୍ୟୁରୋ : ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ଏନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀContinue reading “ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା । ୫-ଟି ସଚିବଙ୍କ ଠାରୁ ଲୋକଙ୍କ ସମସ୍ୟା ବାବଦରେ ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ।”
କେତେ ଟଙ୍କା ଦରମା ପାଇଥାନ୍ତି ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର ଚେୟାରମ୍ୟାନ ? ଜାଣନ୍ତୁ ଏହି ପଦ ପାଇଁ କିଭଳି ହୋଇଥାଏ ନିଯୁକ୍ତି
କନକ ବ୍ୟୁରୋ : ଭାରତୀୟ ଷ୍ଟେଟବ୍ୟାଙ୍କକୁ ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାବେ ଗଣନା କରାଯାଇଥାଏ । ଯେତେବେଳେ ଏହି ବ୍ୟାଙ୍କର ନିଯୁକ୍ତି ନେଇ ବିଜ୍ଞାପନ ବାହାରିଥାଏ ଲକ୍ଷ ଲକ୍ଷ ଆଶାୟୀ ଆବେଦନ କରିଥାନ୍ତି । ଏହି ବ୍ୟାଙ୍କରେ ନିଯୁକ୍ତି ପାଉଥିବା ଲୋକଙ୍କ ପାଇଁ ପଦ ଅନୁଯାୟୀ ଦରମା ନିର୍ଦ୍ଧାରିତ କରାଯାଇଥାଏ । ହେଲେ ଆମେ ଯେତେବେଳେ ଏହି ବ୍ୟାଙ୍କର ସବୁଠାରୁ ବଡ ପଦ ଚେୟାରମ୍ୟାନ କଥା ଚିନ୍ତାକରୁ ସେତେବେଳେ ମନରେ ପ୍ରଶ୍ନଉଠେ କି ଏହି ପଦରେContinue reading “କେତେ ଟଙ୍କା ଦରମା ପାଇଥାନ୍ତି ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇର ଚେୟାରମ୍ୟାନ ? ଜାଣନ୍ତୁ ଏହି ପଦ ପାଇଁ କିଭଳି ହୋଇଥାଏ ନିଯୁକ୍ତି”
ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ: ରାସ୍ତା ଉପରେ ଅଣ୍ଠୁଏ ଉଚ୍ଚର ପାଣି, ସେପଟେ ପ୍ରବଳ ବର୍ଷ ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କଲା ପାଣିପାଗ ବିଭାଗ
କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ । ରାସ୍ତା ଉପରେ ଜମିଲା ଅଣ୍ଠୁଏ ଉଚ୍ଚର ପାଣି । ସେପଟେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କଲା ପାଣିପାଗ ବିଭାଗ । ଏହା ସହ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଦୁଇ ଘଂଟାରୁ ଅଧିକ ସମୟ ହେଲା ବର୍ଷା ଲାଗି ରହିଥିବା ବେଳେ ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ବର୍ଷାContinue reading “ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ: ରାସ୍ତା ଉପରେ ଅଣ୍ଠୁଏ ଉଚ୍ଚର ପାଣି, ସେପଟେ ପ୍ରବଳ ବର୍ଷ ଓ ଘଡ଼ଘଡ଼ି ନେଇ ଟୁଇନ୍ ସିଟିକୁ ସତର୍କ କଲା ପାଣିପାଗ ବିଭାଗ”
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ୩ , ୪ ତାରିଖ ପାଇଁ ରାଜ୍ୟରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି ।
କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ । ଆଉ କିଛି ଘଣ୍ଟା ପରେ ଲଘୁଚାପର ରୂପ ନେବାର ସୂଚନା ରହିଛି । ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଶନିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲା, ୪ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷାContinue reading “ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ୩ , ୪ ତାରିଖ ପାଇଁ ରାଜ୍ୟରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି ।”
ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ । ଜାଣନ୍ତୁ ଏବେ ସୁଦ୍ଧା କେତେ ରନ୍ କରିଛି ଟିମ୍ ଇଣ୍ଡିଆ?
କନକ ବ୍ୟୁରୋ : ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ । ଟସ୍ ଜିତି ଭାରତ ବ୍ୟାଟିଂ କରୁଥିବା ବେଳେ ମ୍ୟାଚରେ ପୁଣି ବ୍ରେକ୍ ଦେଇଛି ବର୍ଷା । ଭାରତ ୪.୨ ଓଭରରେ ବିନା ୱିକେଟରେ ୧୫ ରନ କରିଛି । ରୋହିତ ୧୧ ରନରେ ବ୍ୟାଟିଂ କରୁଥିବା ବେଳେ ଶୁଭମାନ ଗିଲ୍ ଏଯାଏଁ ଖାତା ଖୋଲିନାହାନ୍ତି । ଯଥାଶୀଘ୍ର ମ୍ୟାଚ୍ ଆରମ୍ଭ ହେଉ ବୋଲି ଉଭୟ କ୍ରିକେଟପ୍ରେମୀ ଓ ଖେଳାଳୀ ଚାହିଁ ରହିଛନ୍ତି । ବର୍ଷା କାରଣରୁContinue reading “ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ । ଜାଣନ୍ତୁ ଏବେ ସୁଦ୍ଧା କେତେ ରନ୍ କରିଛି ଟିମ୍ ଇଣ୍ଡିଆ?”
ହୋସ୍ ଉଡ଼ାଇଲା ୫ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ । ଜାନୁଆରୀରୁ-ଜୁନ ଭିତରେ ଖର୍ଚ୍ଚ ହୋଇଛି ପାଖାପାଖି ୫ ଶହ କୋଟି । ସାମ୍ବାଦିକ ସମ୍ମିଳନୀରେ ଘେରିଲା ବିଜେପି
କନକ ବ୍ୟୁରୋ: ହୋସ୍ ଉଡ଼ାଇଲା ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ । ଜାନୁଆରୀରୁ-ଜୁନ ମାସ ମଧ୍ୟରେ ହେଲିକପ୍ଟର ବାବଦରେ ଖର୍ଚ୍ଚ ହୋଇଛି ପାଖାପାଖି ୫ ଶହ କୋଟି ଟଙ୍କା । ସରକାରୀ ଅର୍ଥକୁ ହେଲିକପ୍ଟର ବୁଲାରେ ଖର୍ଚ୍ଚ କରି ଅନୈତିକ ଭାବେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ କରିଛି ଘେରିଛି ବିଜେପି । ମେ’ ୧୪ରେ ଫାଇଭ-ଟି ସଚିବ ଭୁବନେଶ୍ୱରରୁ ଅନୁଗୁଳ ଯାଇଛନ୍ତି । ସରକାରୀ ଗସ୍ତ ବୋଲି କୁହାଯାଇଛି, ସେଦିନ ସେଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲାContinue reading “ହୋସ୍ ଉଡ଼ାଇଲା ୫ଟି ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ । ଜାନୁଆରୀରୁ-ଜୁନ ଭିତରେ ଖର୍ଚ୍ଚ ହୋଇଛି ପାଖାପାଖି ୫ ଶହ କୋଟି । ସାମ୍ବାଦିକ ସମ୍ମିଳନୀରେ ଘେରିଲା ବିଜେପି”
ସୂର୍ଯ୍ୟ ଅଭିଯାନ ସଫଳତା ପଛରେ ମହିଳା ବୈଜ୍ଞାନିକଙ୍କ ଅବଦାନ : ସାମ୍ବାଦିକ ସମ୍ମିଳନୀ ବେଳେ ନିଗାର ସାଜିଙ୍କ ଆଖିରୁ ବୋହି ଆସିଲା ଖୁସିର ଲୁହ
କନକ ବ୍ୟୁରୋ : ସୂର୍ଯ୍ୟ ଅଭିଯାନ ସଫଳତା ପଛରେ ମହିଳା ବୈଜ୍ଞାନିକଙ୍କ ଅବଦାନ । ସାମ୍ବାଦିକ ସମ୍ମିଳନୀରେ ଆଦିତ୍ୟ-ଏଲୱାନ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଚିହ୍ନାଇ ଦେଲେ ଇସ୍ରୋ ମୁଖ୍ୟ । ନିଗାର ସାଜି ୩୫ବର୍ଷରୁ ଅଧିକ ସମୟ ଧରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସହ ଯୋଡି ହୋଇରହିଛନ୍ତି । ଆଦିତ୍ୟ-ଏଲୱାନର ସଫଳତାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ନିଗାର । ଅନୁଭୂତି ବଖାଣିବା ବେଳେ ନିଗାର ସାଜିଙ୍କ ଆଖିରୁ ବୋହି ଆସିଲା ଖୁସିର ଲୁହ ।Continue reading “ସୂର୍ଯ୍ୟ ଅଭିଯାନ ସଫଳତା ପଛରେ ମହିଳା ବୈଜ୍ଞାନିକଙ୍କ ଅବଦାନ : ସାମ୍ବାଦିକ ସମ୍ମିଳନୀ ବେଳେ ନିଗାର ସାଜିଙ୍କ ଆଖିରୁ ବୋହି ଆସିଲା ଖୁସିର ଲୁହ”