ଏସିଆ କପ୍ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଜାଣନ୍ତୁ ଚୂଡାନ୍ତ ଏକାଦଶରେ କିଏ ପାଇଲେ ସ୍ଥାନ?

କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା । ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ପାକିସ୍ତାନ । ଟସ୍ ପୂର୍ବରୁ କିଛି ସମୟ ପାଇଁ ବର୍ଷା ହୋଇଥିଲା । ତେବେ ବର୍ଷା ଛାଡିବା ପରେ ନିର୍ଦ୍ଧାରିତ ସମୟରେ ଟସ୍ ପଡିଛି । ପାକିସ୍ତାନ ନିଜ ପୁରୁଣା ଟିମ୍ ସହ ମୈଦାନକୁ ଓହ୍ଲାଇବ । ଅନ୍ୟପଟେ ବୁମରା, ସାର୍ଦ୍ଦୁଳ, ସିରାଜ, ଜାଡେଜା ଓ କୁଳଦୀପଙ୍କୁ ଭାରତର ବୋଲିଂContinue reading “ଏସିଆ କପ୍ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଜାଣନ୍ତୁ ଚୂଡାନ୍ତ ଏକାଦଶରେ କିଏ ପାଇଲେ ସ୍ଥାନ?”

ହତ୍ୟା କରିବା ପୂର୍ବରୁ କିଡ଼ନାପର୍ ପଚାରିଲା ଅନ୍ତିମ ଇଚ୍ଛା

ଦାବି ମୁତାବକ ଅର୍ଥ ପଇଠ କରିନପାରିଲା ପରେ କିଡ଼ନାପର୍ ଛାତ୍ରକୁ ପଚାରିଲା ତାର ଅନ୍ତିମ ଇଚ୍ଛା ଏବଂ ସେ ଇଚ୍ଛା ପୁରଣ କଲାପରେ ତାକୁ ଗଳାଚିପି ହତ୍ୟା କରିଥିଲା । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଶ୍ଚିମବଙ୍ଗର ନଦୀୟା ଜିଲ୍ଲାରେ । ତିନିଜଣ ସହପାଠୀ ଅର୍ଥଲୋଭରେ ଜଣେ ସାଙ୍ଗକୁ ଅପହରଣ କରିଥିଲେ ଏବଂ ମୁଣ୍ଡଜାମିନ ପାଇଁ ତିନିଲକ୍ଷ ଟଙ୍କା ଦାବି କରିଥିଲେ । ଛାତ୍ରର ପରିବାର ଯେତେବେଳେ ଦାବି ମୁତାବକ ଅର୍ଥ ଦେବାରେ ଅକ୍ଷମ ହେଲେContinue reading “ହତ୍ୟା କରିବା ପୂର୍ବରୁ କିଡ଼ନାପର୍ ପଚାରିଲା ଅନ୍ତିମ ଇଚ୍ଛା”

ମହାକାଶ ଅଭିଯାନରେ ଆରଏସପିର ଭାଗିଦାରୀ । ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଭାରତୀୟ ମହାକାଶ ଅଭିଯାନ ପାଇଁ ଇସ୍ପାତ ଯୋଗାଣ

କନକ ବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ବିଭିନ୍ନ ମହାକାଶ ଅଭିଯାନ ଯଥା ଚନ୍ଦ୍ରଯାନ, ଗଗନଯାନ ଏବଂ ଆଦିତ୍ୟ ଏଲ୧ ନିମନ୍ତେ ସ୍ପେଶାଲ ଗ୍ରେଡ ଏମଡ଼ିଏନ-୨୫୦ (ମରାଜିଙ୍ଗ ଷ୍ଟିଲ) ଯୋଗାଇ ଦେଇଛି। ସୂଚନାଯୋଗ୍ୟ ଯେ, ଆରଏସପିର ପ୍ଲେଟ୍ ମିଲ୍ ହାଇଦ୍ରାବାଦର ମିଶ୍ର ଧାତୁ ନିଗମ (ମିଧାନି) ପାଇଁ ମରାଜିଂ ଷ୍ଟିଲର ଚଉଡା ପ୍ଲେଟ୍ ରୋଲିଙ୍ଗ କରିଥାଏ। ଏହି ଷ୍ଟିଲ ଇସ୍ରୋର ପିଏସଏଲଭି ଏବଂ ଜିଏସଏଲଭି କାର୍ଯ୍ୟକ୍ରମରେ ବ୍ୟବହୃତ ହୁଏContinue reading “ମହାକାଶ ଅଭିଯାନରେ ଆରଏସପିର ଭାଗିଦାରୀ । ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଭାରତୀୟ ମହାକାଶ ଅଭିଯାନ ପାଇଁ ଇସ୍ପାତ ଯୋଗାଣ”

ଓଡ଼ିଶାର ଏକ ଅଗ୍ରଣୀ ମେଡିକାଲ ଏବଂ ଆଇଆଇଟି ଜେଇଇ ଶିକ୍ଷାନୁଷ୍ଠାନ ଭୁବନେଶ୍ଵରର ଏକାଡେଜ ଇନଷ୍ଟିଚୁଟ

କନକ ବ୍ୟୁରୋ : ଓଡ଼ିଶାର ନିଟ୍, ଆଇ ଆଇ ଟି-ଜେଇଇ ଏବଂ ନାଇଜର ଇନଷ୍ଟିଚୁଟମାନଙ୍କ ମଧ୍ୟରେ ଭୁବନେଶ୍ଵର ଆଚାର୍ଯ୍ୟ ବିହାର ସ୍ଥିତ ଏକାଡେଜ ଏଜୁକେସନ ଇନଷ୍ଟିଚୁଟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ପରିବେଶ ଛାତ୍ରଛାତ୍ରୀଙ୍କ ନିଟ୍,ଜେଇଇ ଏବଂ ଅନ୍ୟ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ନିମନ୍ତେ ବେଶ୍ ଅନୁକୂଳ । ଏଠାକାର ସ୍ମାର୍ଟ କ୍ଲାସରୁମ୍ ତଥା ଅନୁଭୂତି ସମ୍ପନ୍ନ ଶିକ୍ଷକ ମାନେ ସହ ଅନ୍ୟ ଜାତୀୟ ସ୍ତରୀୟ ପରୀକ୍ଷା ନିମନ୍ତେ ପଥ ପରିଚାୟକ ସାଜିଛନ୍ତିContinue reading “ଓଡ଼ିଶାର ଏକ ଅଗ୍ରଣୀ ମେଡିକାଲ ଏବଂ ଆଇଆଇଟି ଜେଇଇ ଶିକ୍ଷାନୁଷ୍ଠାନ ଭୁବନେଶ୍ଵରର ଏକାଡେଜ ଇନଷ୍ଟିଚୁଟ”

ଏସିଆ କପ୍ : ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବର୍ଷା ଆରମ୍ଭ, ବିଳମ୍ବିତ ହୋଇପାରେ ଟସ୍ ।

କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ କ୍ରିକେଟପ୍ରେମୀ ଚାହିଁ ରହିଥିବା ବେଳେ ପଲେକଲରେ ବର୍ଷା ଆରମ୍ଭ ହୋଇଛି । ଟସ୍ ପଡିବାକୁ ଆଉ କିଛି ସମୟ ବାକି ଥିବା ବେଳେ ବର୍ଷା ଆରମ୍ଭ ହୋଇଛି । ତେଣୁ ବର୍ଷା ଲାଗି ରହିଲେ ଟସ୍ ବିଳମ୍ବିତ ହୋଇପାରେ । ଏହାଛଡା ଆଜି ବର୍ଷା ସମ୍ଭାବନା ରହିଥିବାରୁ ଟସ୍ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଟସ୍ ଜିତିବା ଦଳ ପ୍ରଥମେContinue reading “ଏସିଆ କପ୍ : ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବର୍ଷା ଆରମ୍ଭ, ବିଳମ୍ବିତ ହୋଇପାରେ ଟସ୍ ।”

ଦେଶର ପ୍ରଥମ ସୂର୍ଯ୍ୟ ମିଶନ : ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରଥମ ସୂର୍ଯ୍ୟ ମିଶନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ତା’ର ମହାକାଶ ଯାତ୍ରା ଜାରି ରଖିଛି । ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ର ସଫଳ ଉତ୍‌କ୍ଷେପଣ ଲାଗି ‘ଇସ୍ରୋ’ରେ ଥିବା ଆମ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଉଛି । ସମଗ୍ର ମାନବଜାତିର ମଙ୍ଗଳ ପାଇଁ ବିଶ୍ବବ୍ରହ୍ମାଣ୍ଡକୁ ଭଲରୂପେ ବୁଝିବା ଲାଗି ଆମରContinue reading “ଦେଶର ପ୍ରଥମ ସୂର୍ଯ୍ୟ ମିଶନ : ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ”

ସୀମାଦେଶର ଜମି ଦଖଲ ପରେ ଏବେ ଚୀନ ନଜରରେ ମହାକାଶ । ଅନ୍ତରୀକ୍ଷର ସମ୍ପତ୍ତି ଲୁଟିବାକୁ ଏଭଳି କରୁଛି ଯୋଜନା

କନକ ବ୍ୟୁରୋ : ପଡୋଶୀ ଦେଶମାନଙ୍କର ଜମି ଦଖଲ କରିବା ପରେ ଏବେ ମହାକାଶରେ ଥିବା ସମ୍ପତ୍ତିକୁ କିଭଳି ଦଖଲ କରାଯାଇପାରିବ ତାହା ଉପରେ ଏବେ ଚୀନର ନଜର ରହିଛି । ଚୀନର ଲକ୍ଷ୍ୟ ରହିଛି କି, ମହାକାଶରେ ଥିବା କ୍ଷୁଦ୍ରଗ୍ରହକୁ ଯାତ୍ରା କରି ସେଠାରେ ଥିବା ବିକଶିତ ଖଣିଜ ପଦାର୍ଥକୁ ଲୁଟ୍ କରିବା । ଚୀନର ମହାକାଶ ବୈଜ୍ଞାନିକମାନେ ଏନେଇ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିରେ ଚଳିତ ଶତାବ୍ଦିର ଶେଷ ସୁଦ୍ଧାContinue reading “ସୀମାଦେଶର ଜମି ଦଖଲ ପରେ ଏବେ ଚୀନ ନଜରରେ ମହାକାଶ । ଅନ୍ତରୀକ୍ଷର ସମ୍ପତ୍ତି ଲୁଟିବାକୁ ଏଭଳି କରୁଛି ଯୋଜନା”

କକ୍ଷପଥରେ ପହଞ୍ଚିଲା ‘ଆଦିତ୍ୟ ଏଲ-୧’ : ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ

କନକ ବ୍ୟୁରୋ : ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚିଲା ଆଦିତ୍ୟ ଏଲ-୧ । ଇସ୍ରୋ ମୁଖ୍ୟ ଏସ୍ ଏ ନେଇ ସୂଚନା ଦେଇଛନ୍ତି । ପିଏସଏଲଭି-ସିଏସ୫୭ ରକେଟ୍ ଯୋଗେ ଲଞ୍ଚ ହୋଇଥିଲା । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ୪ ମାସ ସମୟ ଲାଗିବ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମିContinue reading “କକ୍ଷପଥରେ ପହଞ୍ଚିଲା ‘ଆଦିତ୍ୟ ଏଲ-୧’ : ସୂଚନା ଦେଲେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ”

ଚୋରକୁ  ଫୁଲମାଳ ପିନ୍ଧାଇ ସ୍ବାଗତ କଲେ ଗାଁ ଲୋକେ

ଯଦି କେବେ ଚୋର କି ଡକାୟତ ସାଧାରଣ ଲୋକଙ୍କ ହାବୁଡ଼ରେ ପଡ଼ିଯାଏ ତେବେ ତାର ଅବସ୍ତା ଖରାପ ହେଇଯାଇଥାଏ । ମୁହଁରେ ପିଠିରେ ଉତ୍ତମମଧ୍ୟମ ଦେଇ ସମସ୍ତେ ନିଜ ହାତ ଗରମ କରିଦିଅନ୍ତି କିନ୍ତୁ ଚୋରଙ୍କୁ ଫୁଲମାଳ ଦେଇ ସ୍ବାଗତ କରିବା କଥା ଆପଣ କେବେ ବି ଶୁଣିନଥିବେ । ଏପରି ଘଟଣା ଘଟିଛି ପଞ୍ଜାବ, ପଟିଆଲା ଜିଲ୍ଲାର ବ୍ରାହ୍ମଣ ଗାଁରେ । ଏକ ବାଇକ୍ ଏବଂ କିଛି ଲୁହାସାମଗ୍ରୀ ଚୋରୀ କରୁଥିବାବେଳେ ଗ୍ରାମବାସୀ ଜଣେ ଚୋରକୁContinue reading “ଚୋରକୁ  ଫୁଲମାଳ ପିନ୍ଧାଇ ସ୍ବାଗତ କଲେ ଗାଁ ଲୋକେ”

ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା : ସିସିଟିଭିରେ କଏଦ ହେଲା ଲୁଟ୍ ସମୟର ଦୃଶ୍ୟ

କନକ ବ୍ୟୁରୋ : ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା । ପଟିଆ ରେଳ ଷ୍ଟେସନ ନିକଟ କଳାରାହାଙ୍ଗ ଅଞ୍ଚଳରେ ଥିବା ମା’ ମଙ୍ଗଳା ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଛି । ସଟର ତାଡ଼ି ସୁନା ଦୋକାନରୁ ଲୁଟପାଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସିସିଟିଭିରେ କଏଦ ହୋଇଛି ଲୁଟ୍ ସମୟର ଦୃଶ୍ୟ । ଘଟଣାସ୍ଥଳରେ ଇନଫୋସିଟି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । The postContinue reading “ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା : ସିସିଟିଭିରେ କଏଦ ହେଲା ଲୁଟ୍ ସମୟର ଦୃଶ୍ୟ”

Design a site like this with WordPress.com
Get started