କନକ ବ୍ୟୁରୋ: ପାଟଣା ଏମ୍ସ ଡାକ୍ତରଙ୍କ ଆତ୍ମହତ୍ୟା । ଡାକ୍ତର ଜଣକ ସେଠାରେ ପ୍ରାକ୍ଟିସ୍ କରିବା ସହ ଉଚ୍ଚ ଶିକ୍ଷା ଜାରି ରଖିଥିଲେ । ହଷ୍ଟେଲ କବାଟ ଭାଙ୍ଗି ଡାକ୍ତରଙ୍କ ଶବ ଉଦ୍ଧାର ପରେ ସ୍ୱତନ୍ତ୍ର ଟିମ୍ ଘଟଣାର ଯାଞ୍ଚ କରୁଛି । ସୂଚନା ମୁତାବ. ମୃତକ ଡାକ୍ତର ନିଲେଶ ପାଟଣା ଏମ୍ସରେ ୨୦୧୬ରୁ ୨୦୨୧ ଯାଏଁ ଏମବିବିଏସ୍ ଶେଷ କରିବା ପରେ ସେହିଠାରେ ହିଁ ପ୍ରାକ୍ଟିସ୍ କରୁଥିଲେ । ୨୦୨୨ ନଭେମ୍ବରରେ ତାଙ୍କୁ ପିଜି ପାଇଁContinue reading “ଏମ୍ସ ଡାକ୍ତରଙ୍କ ଆତ୍ମହତ୍ୟା । ହଷ୍ଟେଲ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୁଲିସ”
Tag Archives: News
ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍ : ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ
କନକ ବ୍ୟୁରୋ : ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍ । ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଏସଟିଏଫ ଅଧିକ ଖୋଳତାଡ଼ କରୁଛି । ଗିରଫ ବ୍ୟକ୍ତିକୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରିପାରେ ।Continue reading “ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍ : ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ”
ବାରମ୍ବାର ସାଥୀ ପରିବର୍ତ୍ତନ ସଭ୍ୟ ସମାଜ ପାଇଁ ଭଲ ସଙ୍କେତ ନୁହେଁ – ଆଲ୍ହାବାଦ ହାଇକୋର୍ଟ
ଏକ ଜାମିନ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ “ଆଜିକାଲି ଚଳଚ୍ଚିତ୍ର ଏବଂ ଟିଭି ସିରିଏଲ ଯୁବ ସମାଜକୁ ପଥଭ୍ରଷ୍ଟ କରୁଛି । ବାରମ୍ବାର ସାଥି ପରିବର୍ତ୍ତନ ଏକ ସ୍ଥିର ଏବଂ ସଭ୍ୟ ସମାଜ ପାଇଁ ଭଲ ସଙ୍କେତ ନୁହେଁ । ପ୍ରଥମେ ପ୍ରଥମେ ‘ଲିଭ୍ ଇନ୍’ ସମ୍ପର୍କ ଅତ୍ୟନ୍ତ ଆକର୍ଷଣୀୟ ମନେହୁଏ ଏବଂ ଯୁବସମାଜକୁ ଆକର୍ଷିତ କରିଥାଏ, କିନ୍ତୁ ସମୟ ଗଡିବା ସହିତ ମଧ୍ୟବିତ୍ତ ସମାଜର ମାନଦଣ୍ଡ ଓ ନୈତିକତା ସେମାନଙ୍କୁ ଦୋଦୁଲ୍ୟମାନContinue reading “ବାରମ୍ବାର ସାଥୀ ପରିବର୍ତ୍ତନ ସଭ୍ୟ ସମାଜ ପାଇଁ ଭଲ ସଙ୍କେତ ନୁହେଁ – ଆଲ୍ହାବାଦ ହାଇକୋର୍ଟ”
୧ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୨ ଜଣଙ୍କୁ ଗିରଫ କଲା ଏସଟିଏଫ
କନକ ବ୍ୟୁରୋ : ୧ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି ଏସଟିଏଫ । ପିପିଲିର ଏକ କଲେଜ ନିକଟରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି । ୧ କିଲୋ ୮୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ତେବେ କଲେଜ ଛାତ୍ରଙ୍କ ପାଇଁ ବ୍ରାଉନସୁଗାର କାରବାର ହେଉଥିବା ଅନୁମାନ କରାଯାଉଛି । The post ୧ କୋଟି ୮ ଲକ୍ଷ ଟଙ୍କାରContinue reading “୧ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୨ ଜଣଙ୍କୁ ଗିରଫ କଲା ଏସଟିଏଫ”
ଇତିହାସ ରଚିଲା ଭାରତ : ଲଞ୍ଚ ହେଲା ଆଦିତ୍ୟ ଏଲ-୧; ଶ୍ରୀହରିକୋଟାରୁ ହେଲା ଉତକ୍ଷେପଣ
କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିଛି ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଗଲା ପିଏସଏଲଭି-ଏକ୍ସଏଲ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକContinue reading “ଇତିହାସ ରଚିଲା ଭାରତ : ଲଞ୍ଚ ହେଲା ଆଦିତ୍ୟ ଏଲ-୧; ଶ୍ରୀହରିକୋଟାରୁ ହେଲା ଉତକ୍ଷେପଣ”
ଭାରତୀୟ ବଂଶୋଭବ ହେଲେ ସିଙ୍ଗାପୁର ରାଷ୍ଟ୍ରପତି
ସିଙ୍ଗାପୁର : ଭାରତୀୟଙ୍କ ପାଇଁ ଆଉ ଏକ ଖୁସି ଖବର । ଭାରତୀୟ ମୂଳନିବାସୀ ଥର୍ମନ ଶନମୁଗରତ୍ନମ ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ସେ ୭୦.୪ % ରୁ ଅଧିକ ଭୋଟ୍ ପାଇଥିଲେ । ଏକ ଦଶନ୍ଧିରୁ ଅଧିକ ସମୟ ପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଲୋକମାନେ ବହୁ ସଂଖ୍ୟାରେ ମତଦାନ କରିଥିଲେ । ଏକ ତ୍ରିକୋଣୀୟ ମୁକାବିଲାରେ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ ନିରବଚନ ଜିତିଥିଲେ । ସିଙ୍ଗାପୁରର ନବମContinue reading “ଭାରତୀୟ ବଂଶୋଭବ ହେଲେ ସିଙ୍ଗାପୁର ରାଷ୍ଟ୍ରପତି”
ଆଉ କିଛି ସମୟର ଅପେକ୍ଷା : ଆରମ୍ଭ ହେବ ଭାରତର ସୂର୍ଯ୍ୟ ଅଭିଯାନ; ଶ୍ରୀହରିକୋଟାରୁ ଆଦିତ୍ୟ ଏଲ-ୱାନକୁ ପ୍ରେରଣ କରିବ ଇସ୍ରୋ
କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ । ଆଜି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଂଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିବ ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯିବ ପିଏସଏଲଭି-ଏକ୍ସଏଲ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଂଟରେ ପହଂଚିବ । ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋContinue reading “ଆଉ କିଛି ସମୟର ଅପେକ୍ଷା : ଆରମ୍ଭ ହେବ ଭାରତର ସୂର୍ଯ୍ୟ ଅଭିଯାନ; ଶ୍ରୀହରିକୋଟାରୁ ଆଦିତ୍ୟ ଏଲ-ୱାନକୁ ପ୍ରେରଣ କରିବ ଇସ୍ରୋ”
ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ସଚିବଙ୍କ ଅଚାନକ ଗସ୍ତ : ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ହୋଇ କଲେ ତାଗିଦ, ୬ ସଫେଇ କର୍ମଚାରୀ ନିଲମ୍ବନ
କନକ ବ୍ୟୁରୋ : କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଅଚାନକ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ପରେ ହଠାତ ପହଞ୍ଚିଥିଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ପରିଦର୍ଶନ ସମୟରେ ଡାକ୍ତରଖାନାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ କ୍ଷୁବ୍ଧ ହୋଇ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ପରିମଳ ବ୍ୟବସ୍ଥା ନେଇ ଟିକନିକ ତନଖିContinue reading “ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ସଚିବଙ୍କ ଅଚାନକ ଗସ୍ତ : ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ହୋଇ କଲେ ତାଗିଦ, ୬ ସଫେଇ କର୍ମଚାରୀ ନିଲମ୍ବନ”
ପ୍ରାକ୍ଟିସ ସମୟରେ କୋହଲି ପଚାରିଲେ ଶରୀର ଠିକ୍ ଅଛି ତ…? ପାକିସ୍ତାନ କ୍ରିକେଟର କହିଲେ, ଯୁଆଡେ ବି ଯାଉଛି ଲୋକ କୋହଲି କୋହଲି ଚିଲାଉଛନ୍ତି । ଦେଖନ୍ତୁ ମ୍ୟାଚ୍ ପୂର୍ବର ଭିଡ଼ିଓ ।
କନକ ବ୍ୟୁରୋ : ଏସିଆ କପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଶ୍ରୀଲଙ୍କାର ପାଲିକେଲ ଷ୍ଟାଡିୟରେ ଏହି ମ୍ୟାଚ୍ ଅପରାହ୍ନ ୩ଟା ବେଳେ ଖେଳାଯିବ । ଏହି ମ୍ୟାଚକୁ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ରହିଛନ୍ତି । ତେବେ ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ଭିଡ଼ିଓ ସେୟାର କରିଛି ଯାହାକୁ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଛନ୍ତି । ଏହି ଭିଡ଼ିଓରେ ଉଭୟ ଦେଶର ଖେଳାଳୀ ପରସ୍ପରର ଭଲମନ୍ଦ ପଚାରି ବୁଝୁଥିବାContinue reading “ପ୍ରାକ୍ଟିସ ସମୟରେ କୋହଲି ପଚାରିଲେ ଶରୀର ଠିକ୍ ଅଛି ତ…? ପାକିସ୍ତାନ କ୍ରିକେଟର କହିଲେ, ଯୁଆଡେ ବି ଯାଉଛି ଲୋକ କୋହଲି କୋହଲି ଚିଲାଉଛନ୍ତି । ଦେଖନ୍ତୁ ମ୍ୟାଚ୍ ପୂର୍ବର ଭିଡ଼ିଓ ।”
ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର
କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା ବାଲିଆପାଳ ରାସ୍ତାର ଜାମସୁଳି ଛାକ ନିକଟରେ ଦୁର୍ଘଟଣା । ୧୧ କେଭ଼ି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ସୂଚନା ଅନୁଯାଇ ଗତକାଲି ଅପରାହ୍ନରେ ବାଲିଆପାଳ ପଟୁ ଗ୍ୟାସ ସିଲିଣ୍ଡର ବୋଝେଇ କରି ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ଜାମସୁଳି ଛକ ନିକଟରେ ଭାରସାମ୍ୟ ହରାଇContinue reading “ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର”