ଗର୍ଭବତୀ ବୋହୂକୁ ବିବସ୍ତ୍ର କରି ଗାଁରେ ବୁଲାଇଲେ ଶାଶୁଘର ଲୋକ । ସ୍ୱାମୀ ସହ ୩ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦ ଯୋଗୁଁ ବଳିପଡିଲା ଗର୍ଭବତୀ ବୋହୂ । ବୋହୂ ତାର ପ୍ରେମିକସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ବିବସ୍ତ୍ର କରି ବୁଲାଇଲେ ଶାଶୁଘର ଲୋକେ । ଏହାକୁ କିଛି ସମ୍ପର୍କୀୟ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପୀଡିତାଙ୍କ ସ୍ୱାମୀ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ରାଜସ୍ଥାନ ପ୍ରତାପଗଡରେ ଘଟିଛି ଏଭଳିContinue reading “ଗର୍ଭବତୀ ବୋହୂକୁ ବିବସ୍ତ୍ର କରି ଗାଁରେ ବୁଲାଇଲେ ଶାଶୁଘର ଲୋକ । ସ୍ୱାମୀ ସହ ୩ ଅଭିଯୁକ୍ତ ଗିରଫ”

ଜେଟ ଏୟାରୱେଜର ପ୍ରତିଷ୍ଠାତାଙ୍କୁ ବାନ୍ଧିଲା ଇଡି : ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚରା ପରେ ନରେଶ ଗୋୟଲ ଗିରଫ

କନକ ବ୍ୟୁରୋ : ଜେଟ ଏୟାରୱେଜର ପ୍ରତିଷ୍ଠାତାଙ୍କୁ ବାନ୍ଧିଲା ଇଡି । ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚରା ପରେ ନରେଶ ଗୋୟଲ ଗିରଫ ହୋଇଛନ୍ତି । କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ରୁଣ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୋୟଲଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ମେ ୫ ତାରିଖ ଦିନ ସିବିଆଇ ଅଧିକାରୀମାନେ ମୁମ୍ବାଇର ୭ଟି ସ୍ଥାନରେ ତଲାସ କରିଥିଲେ। ସିବିଆଇ ପଞ୍ଜିକୃତ କରାଇଥିବା ଏଫ୍‌ଆଇଆରରେ କୁହାଯାଇଛି, ଗତବର୍ଷ ନଭେମ୍ବରContinue reading “ଜେଟ ଏୟାରୱେଜର ପ୍ରତିଷ୍ଠାତାଙ୍କୁ ବାନ୍ଧିଲା ଇଡି : ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚରା ପରେ ନରେଶ ଗୋୟଲ ଗିରଫ”

ସୂର୍ଯ୍ୟଙ୍କ ନିକଟକୁ ଯିବନି ‘ଆଦିତ୍ୟ ଏଲ-୧’  । ସୂର୍ଯ୍ୟଠାରୁ ୧୪.୮୫ କୋଟି କିମି ଦୂରରୁ  କରିବ ଫେସ୍ ରିଡିଙ୍ଗ୍ ।

କନକ ବ୍ୟୁରୋ:  ଇସ୍ରୋର ‘ଆଦିତ୍ୟ ଏଲ-୧’ ମିଶନ ସୂର୍ଯ୍ୟ ଯାଏଁ ଯିବନି । ବରଂ ଏହା ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ । ଆଦିତ୍ୟ ଏଲ-୧କୁ ଆଜି ଦିନ ୧୧ଟା ୫୦ ମିନିଟରେ ଶ୍ରୀହରିକୋଟା ଲଞ୍ଚିପ୍ୟାଡରୁ PSLV-XL ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ  ।  ସୂର୍ଯ୍ୟ ଅଭିଯାନକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଯେ, ଏହା କ’ଣ ସୂର୍ଯ୍ୟଙ୍କ ପାଖକୁ ଯିବ । ଉତ୍ତର ହେଉଛି ନାଁ ।Continue reading “ସୂର୍ଯ୍ୟଙ୍କ ନିକଟକୁ ଯିବନି ‘ଆଦିତ୍ୟ ଏଲ-୧’  । ସୂର୍ଯ୍ୟଠାରୁ ୧୪.୮୫ କୋଟି କିମି ଦୂରରୁ  କରିବ ଫେସ୍ ରିଡିଙ୍ଗ୍ ।”

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ୨୪ ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ; ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ । ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ । ଶନିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲା, ୪ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା‌ରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋContinue reading “ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ୨୪ ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ; ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା”

୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ଆଗରେ ବିକ୍ଷୋଭ

କନକ ବ୍ୟୁରୋ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଏହାକୁ ବିରୋଧ କରି ଇଷ୍ଟ ହଷ୍ଟେଲ ଗେଟ ଆଗରେ ବିକ୍ଷୋଭ କରିଛନ୍ତି ଅନ୍ତେବାସୀମାନେ । କ୍ୟାମ୍ପସରେ ବିଶୃଙ୍ଖଳା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୬ଜଣ ଛାତ୍ରଙ୍କୁ ଇଷ୍ଟ ହଷ୍ଟେଲର ବାହାର କରିଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କୁ ୨ଟି ସେମିଷ୍ଟାର ପରୀକ୍ଷାରୁ ନିଲମ୍ବିତ କରାଯାଇଛି । ଏଥିସହ ୟୁନିର୍ଭସିଟି କ୍ୟାମ୍ପସରେ ପ୍ରବେଶ ପାଇଁ ବାରଣ କରାଯାଇଛିContinue reading “୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ଆଗରେ ବିକ୍ଷୋଭ”

ସଂସଦରେ ସ୍ୱତନ୍ତ୍ର ଅଧିବେଶନରେ ଆଗତ ହୋଇପାରେ ମହିଳା ସଂରକ୍ଷଣ ବିଲ୍ : ନିର୍ବାଚନ ପୂର୍ବରୁ ଭୋଟ୍ ବ୍ୟାଙ୍କ ବଢାଇବା ଦିଗରେ ମୋଦୀ ସରକାର ଖେଳିପାରନ୍ତି ମାଷ୍ଟରଷ୍ଟ୍ରୋକ

କନକ ବ୍ୟୁରୋ : ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷିଣ ବିଲ୍ । ୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ଦୀର୍ଘ ଦିନ ଧରି ଆଲୋଚନା ହେଉଛି । ଏବେ ନିର୍ବାଚନ ପୂର୍ବରୁ ମହିଳା ଭୋଟ୍ ବ୍ୟାଙ୍କ ବଢାଇବାକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ଅଧିବେଶନରେ ସରକାର ଆଗତ କରିପାରନ୍ତି ମହିଳା ସଂରକ୍ଷଣ ବିଲ୍ । ମୋଦୀ ସରକାର ନିଜ କାର୍ଯ୍ୟକାଳ ମଧ୍ୟରେ ମହିଳା ଏବଂ ସାମାଜିକ କଲ୍ୟାଣ ଦିଗରେ ଅନେକ ଆଇନ୍ ଆଣିଛନ୍ତି । ଯାହାକିContinue reading “ସଂସଦରେ ସ୍ୱତନ୍ତ୍ର ଅଧିବେଶନରେ ଆଗତ ହୋଇପାରେ ମହିଳା ସଂରକ୍ଷଣ ବିଲ୍ : ନିର୍ବାଚନ ପୂର୍ବରୁ ଭୋଟ୍ ବ୍ୟାଙ୍କ ବଢାଇବା ଦିଗରେ ମୋଦୀ ସରକାର ଖେଳିପାରନ୍ତି ମାଷ୍ଟରଷ୍ଟ୍ରୋକ”

 ଚନ୍ଦ୍ରବିଜୟ ପରେ ଆଜି ସୂର୍ଯ୍ୟ ନମସ୍କାର! ସୂର୍ଯ୍ୟଙ୍କ ରହସ୍ୟ ବୁଝିବାକୁ ଯାତ୍ରା କରିବ ‘ଆଦିତ୍ୟ ଏଲ-୧’

କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଆଜି ଭାରତର ସୂର୍ଯ୍ୟ ଅଭିଯାନ । ତେଣୁ ସାରା ବିଶ୍ୱର ନଜର ଇସ୍ରୋର ସୂର୍ଯ୍ୟ ମିଶନ୍ ଅର୍ଥାତ ଆଦିତ୍ୟ ଏଲ-୧ ଉପରେ । ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହାକୁ ଇସ୍ରୋର ଲଞ୍ଚପ୍ୟାଡରୁ ଦିନ ୧୧ଟା ୫୦ ମିନିଟରେ ଉତକ୍ଷେପଣ କରାଯିବ । ଆଦିତ୍ୟ ଏଲ-୧କୁ ଅନ୍ତରୀକ୍ଷ ଯାନ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥାପିତ କରିବ, ଯେଉଁ ସ୍ଥାନକୁ ‘ଏଲ-୧Continue reading ” ଚନ୍ଦ୍ରବିଜୟ ପରେ ଆଜି ସୂର୍ଯ୍ୟ ନମସ୍କାର! ସୂର୍ଯ୍ୟଙ୍କ ରହସ୍ୟ ବୁଝିବାକୁ ଯାତ୍ରା କରିବ ‘ଆଦିତ୍ୟ ଏଲ-୧’”

କୋଚିଂ ସେଣ୍ଟରରେ ବଜ୍ରପାତ : ଶିକ୍ଷକଙ୍କ ସମେତ ୬ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : କୋଚିଂ ସେଣ୍ଟରରେ ବଜ୍ରପାତ । ବଜ୍ରାଘାତରେ ଆହତ ହୋଇ ୫ ଜଣ ଛାତ୍ରଛାତ୍ରୀ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି । ନିରାକାରପୁରରେ କଲେଜ ଛକ ନିକଟ ଏକ କୋଚିଂ ସେଣ୍ଟରରେ ପିଲା ପାଠ ପଢୁଥିଲେ । ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତର ପ୍ରଭାବ ଏତେ ଜୋର ଥିଲା ଯେ ଟ୍ୟୁସନ ଶିକ୍ଷକ ସମେତ ୬ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ଚିକିତ୍ସାContinue reading “କୋଚିଂ ସେଣ୍ଟରରେ ବଜ୍ରପାତ : ଶିକ୍ଷକଙ୍କ ସମେତ ୬ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି”

ମୃତ ନାବାଳକକୁ ବଞ୍ଚାଇବା ପାଇଁ ପୂଜାର୍ଚ୍ଚନା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗଲା ଛାତ୍ରଙ୍କ ଜୀବନ; ମୃତ ଘୋଷଣା କଲେ ଡାକ୍ତର

କନକ ବ୍ୟୁରୋ : ଗୋଟିଏ ପଟେ ଭାରତ ଚନ୍ଦ୍ର ଅଭିଯାନ ପରେ ଆଜି ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ହେଲେ ଏବେ ବି ଗ୍ରାମାଞ୍ଚଳର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଭାବନୀୟ କାଣ୍ଡ କରୁଛନ୍ତି । ବାଲେଶ୍ୱରରେ ମୃତ ନାବାଳକକୁ ବଞ୍ଚାଇବାକୁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା । ଜଳେଶ୍ୱର ଥାନା ବାଇଗଣବାଡିଆରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ମୃତ ନାବାଳକକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା କରିଛନ୍ତି । ମିଳିଥିବାContinue reading “ମୃତ ନାବାଳକକୁ ବଞ୍ଚାଇବା ପାଇଁ ପୂଜାର୍ଚ୍ଚନା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗଲା ଛାତ୍ରଙ୍କ ଜୀବନ; ମୃତ ଘୋଷଣା କଲେ ଡାକ୍ତର”

ବଧୂ ହତ୍ୟା ଅଭିଯୋଗ : ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ; ସ୍ୱାମୀକୁ ଅଟକ ରଖି ପୋଲିସର ପଚରାଉଚରା

କନକ ବ୍ୟୁରୋ : ବୋହୂକୁ ହତ୍ୟା ଅଭିଯୋଗ, ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଶାଶୂଘର ଲୋକ ବୋହୂ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ଆସିଛି ଏହି ସଙ୍ଗୀନ ଅଭିଯୋଗ । ମୃତକ ହେଉଛନ୍ତି ସହଦେବଖୁଣ୍ଟାର ରାଜେଶ ପଣ୍ଡାଙ୍କ ସ୍ତ୍ରୀ ଇତିଶ୍ରୀ ତିୱାରୀ । ତିନି ବର୍ଷ ପୂର୍ବେ ସହଦେବଖୁଣ୍ଟାର ରାଜେଶ ପଣ୍ଡାଙ୍କ ସହ ବାଲେଶ୍ୱର ଆଜୀମାବାଦର ଇତିଶ୍ରୀଙ୍କ ବୈଦିକ ରୀତିରେContinue reading “ବଧୂ ହତ୍ୟା ଅଭିଯୋଗ : ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ; ସ୍ୱାମୀକୁ ଅଟକ ରଖି ପୋଲିସର ପଚରାଉଚରା”

Design a site like this with WordPress.com
Get started