୨ ତାରିଖରେ ସୂର୍ଯ୍ୟ ମିସନ ‘ଆଦିତ୍ୟ-ଏଲ୍-୧’ । ମିସନ ପାଇଁ କାଉଂଟଡାଉନ ଆରମ୍ଭ

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧’ ପାଇଁ ଆରମ୍ଭ ହୋଇଛି କାଉଂଟ ଡାଉନ । ଇସ୍ରୋର ଏହି ମହତ୍ୱକାଂକ୍ଷୀ ମିଶନକୁ ସେପ୍ଟେମ୍ବର ୨ ତାରିଖରେ ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଶନିବାର ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଆଦିତ୍ୟ ଏଲୱାନକୁ ଲଂଚ କରିବାକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରରକେଟ ଓ ସାଟେଲାଇଟ ମଧ୍ୟ ପ୍ରସ୍ତୁତ । ରିହଲର୍ସଲ ସଫଳତାପୂର୍ବକ ସରିଛିContinue reading “୨ ତାରିଖରେ ସୂର୍ଯ୍ୟ ମିସନ ‘ଆଦିତ୍ୟ-ଏଲ୍-୧’ । ମିସନ ପାଇଁ କାଉଂଟଡାଉନ ଆରମ୍ଭ”

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠିତ । କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ : ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ କେନ୍ଦ୍ର ସରକାର । କମିଟି ଗଠନ କଲେ କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ରହିବେ । ହେଲେ କମିଟିର କିଏ କିଏ ସଦସ୍ୟ ରହିବେ, ସେନେଇ ଖୁବ୍ ଶୀଘ୍ର ନାଁ ପ୍ରକାଶ କରାଯିବ । ଏହି କମିଟି ବିଭିନ୍ନ ଦିଗକୁ ନେଇ ତର୍ଜନା କରିବ । ଏହା ପରେ କମିଟି ସରକାରଙ୍କୁ ରିପୋର୍ଟContinue reading “‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠିତ । କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ”

ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଲେ ଭଦ୍ରକର ସାଇ ସୁକନ୍ୟା । ପାଲଟା ଉପହାରରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ ।  

କନକ ବ୍ୟୁରୋ: କାଳିଆର କୁନି ଭଉଣୀ । ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇ ଚର୍ଚ୍ଚାରେ ଭଦ୍ରକର ସାଇ ସୁକନ୍ୟା । କେବଳ ଏତିକି ନୁହେଁ ରାକ୍ଷୀ ସହ ଦୁଇ ଭାଇଙ୍କୁ ଲଡୁ ଖୁଆଇବାକୁ ୫ ଶହ ଟଙ୍କା ପଠାଇଛି କୁନି ସୁକନ୍ୟା । ବଡ଼ କଥା ହେଉଛି ସୁକନ୍ୟାଙ୍କୁ ଉପହାର ଭାବରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ କୁନି ବୟସରContinue reading “ରାକ୍ଷୀ ପୂର୍ଣ୍ଣମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ରାକ୍ଷୀ ପଠାଇଲେ ଭଦ୍ରକର ସାଇ ସୁକନ୍ୟା । ପାଲଟା ଉପହାରରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଲା ଶ୍ରୀମନ୍ଦିର ପ୍ରଶାସନ ।  “

ଆସନ୍ତାକାଲି ଭାରତର ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ । ଶ୍ରୀହରିକୋଟାରେ ଶେଷ ହେଲା ପ୍ରସ୍ତୁତି

କନକ ବ୍ୟୁରୋ; ଚନ୍ଦ୍ରଯାନ ପରେ ଏବେ ସମସ୍ତଙ୍କ ନଜର ସୂର୍ଯ୍ୟ ଅଭିଯାନ ଉପରେ । ଇସ୍ରୋର ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତାକାଲି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ନେଇ ଯିବ ପିଏସଏଲଭି-ଏକ୍ସଏଲ । ମିସନର ସଫଳତା ନେଇ ଆଜି ମନ୍ଦିର ଯାଇ ଆର୍ଶୀର୍ବାଦ ନେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ସେହିପରି ଇସ୍ରୋ ବୈଜ୍ଞାନିକଙ୍କ ଏକ ଟିମ୍ ମଧ୍ୟ ତିରୁପତିContinue reading “ଆସନ୍ତାକାଲି ଭାରତର ସୂର୍ଯ୍ୟ ଅଭିଯାନ । ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ । ଶ୍ରୀହରିକୋଟାରେ ଶେଷ ହେଲା ପ୍ରସ୍ତୁତି”

ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ବୋମା ଆତଙ୍କ । ନିଷ୍କ୍ରିୟ କଲେ ବମ୍ ସ୍କ୍ୱାଡ୍ । କିଏ ରଖିଥିଲା ବୋମା? ପୁଲିସ କରୁଛି ଛାନଭିନ

କନକ ବ୍ୟୁରୋ: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନନ୍ଦିରା ସ୍ଥିତ କ୍ୟାମ୍ପ ଅଫିସରେ ବୋମା । ତାହା ପୁଣି ଟାଇମ ବମ୍ ଭଳି ଦେଖାଯାଉଥିଲା । ସକାଳୁ ସକାଳୁ ଏପରି ଏକ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଅତି ସତର୍କତାର ସହିତ ବୋମାକୁ ନିଷ୍କ୍ରିୟ କରିବା ସହ ଜବତ କରିଥିଲେ । ସେପଟେ ଏହା କୁଚକ୍ରିଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ।Continue reading “ତାଳଚେର ବିଧାୟକଙ୍କ କ୍ୟାମ୍ପ ଅଫିସରେ ବୋମା ଆତଙ୍କ । ନିଷ୍କ୍ରିୟ କଲେ ବମ୍ ସ୍କ୍ୱାଡ୍ । କିଏ ରଖିଥିଲା ବୋମା? ପୁଲିସ କରୁଛି ଛାନଭିନ”

ପ୍ରତିବାଦ ଓ ନାରାବାଜି ଭିତରେ ୫-ଟି ସଚିବଙ୍କ ଯାଜପୁର ଗସ୍ତ । ବିଜେପି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ବିରୋଧ । ଏପଟେ ମୁହଁ ଖୋଲିଲେ ବିଜୟ ମହାପାତ୍ର

କନକ ବ୍ୟୁରୋ: ଯାଜପୁରରେ ୫-ଟି ସଚିବକୁ ଜୋରଦାର ବିରୋଧ । କେବଳ ରାଜନୈତିକ ଦଳ ବିଜେପି କି କଂଗ୍ରେସ ନୁହେଁ ସାମାଜିକ ସଂଗଠନ ପକ୍ଷରୁ ମଧ୍ୟ ସଚିବଙ୍କୁ ବିରୋଧ କରାଯାଇଛି । ବିଜେପି କର୍ମୀ କଳାପୋଷାକ ପିନ୍ଧି ଓ କଂଗ୍ରେସ କର୍ମୀ କଳା ବେଲୁନ ଉଡାଇବା ସହ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସେପଟେ ସାମ୍ବିଧାନିକ ବ୍ୟବସ୍ଥାରେ ମନ୍ତ୍ରୀ ବଡ ନା ସଚିବ ବଡ, ଏହାକୁ ନେଇ ରାଜନୈତିକ ବିବାଦContinue reading “ପ୍ରତିବାଦ ଓ ନାରାବାଜି ଭିତରେ ୫-ଟି ସଚିବଙ୍କ ଯାଜପୁର ଗସ୍ତ । ବିଜେପି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ବିରୋଧ । ଏପଟେ ମୁହଁ ଖୋଲିଲେ ବିଜୟ ମହାପାତ୍ର”

ମୋଦୀଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟର ରଣହୁଙ୍କାର । ଗଠନ ହେଲା ୧୪ଜଣିଆ ସମନ୍ୱୟ କମିଟି । କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ବିରୋଧୀ ନେତା, କଟାକ୍ଷ କଲା ବିଜେପି

କନକ ବ୍ୟୁରୋ: ମୋଦୀଙ୍କୁ ହରାଇବା ପାଇଁ ମୁମ୍ବାଇରେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଏହି ବୈଠକ ପରେ ୧୪ଜଣିଆ ନେତାଙ୍କୁ ନେଇ ସମନ୍ୱୟ କମିଟି ଗଠିତ ହୋଇଥିବା ଘୋଷଣା କରିଛନ୍ତି । ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତ ହୋଇଛି ନୀଳ ନକ୍ସା । ଆଗାମୀ ନିର୍ବାଚନରେ ଯଥା ସମ୍ଭବ ଏକାଠି ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ବଡ଼ କଥା ହେଉଛି ସେପ୍ଟେମ୍ବର ତୃତୀୟ ସପ୍ତାହରେ ସବୁContinue reading “ମୋଦୀଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟର ରଣହୁଙ୍କାର । ଗଠନ ହେଲା ୧୪ଜଣିଆ ସମନ୍ୱୟ କମିଟି । କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲେ ବିରୋଧୀ ନେତା, କଟାକ୍ଷ କଲା ବିଜେପି”

ହାଇକୋର୍ଟଙ୍କ ନୋଟିସ୍ ପରେ……‘ଆମ ଓଡ଼ିଶା, ନବୀନ ଓଡ଼ିଶା’କୁ ନେଇ ତେଜିଲା ରାଜନୀତି । ବିରୋଧୀ କହିଲେ, ଜନ ପ୍ରତିନିଧିଙ୍କ ଅଧିକାରକୁ କରାଯାଉଛି ସଙ୍କୁଚିତ । ଏପଟେ ଜବାବ ରଖିଲା ବିଜେଡି

କନକ ବ୍ୟୁରୋ: କାଠଗଡ଼ାରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା । ଏହି ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ବେଳେ ଏଥିରେ ଆଇନ ଓ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବାଲେଶ୍ୱର ବସ୍ତା ବ୍ଲକ୍ର ୮ ଜଣ ସରପଞ୍ଚ । ଆଉ ଏହି ମାମଲାକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିବା ସହ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ କହିଛନ୍ତିContinue reading “ହାଇକୋର୍ଟଙ୍କ ନୋଟିସ୍ ପରେ……‘ଆମ ଓଡ଼ିଶା, ନବୀନ ଓଡ଼ିଶା’କୁ ନେଇ ତେଜିଲା ରାଜନୀତି । ବିରୋଧୀ କହିଲେ, ଜନ ପ୍ରତିନିଧିଙ୍କ ଅଧିକାରକୁ କରାଯାଉଛି ସଙ୍କୁଚିତ । ଏପଟେ ଜବାବ ରଖିଲା ବିଜେଡି”

ଗୋଟିଏ ଦେଶ ଗୋଟିଏ ନିର୍ବାଚନ, କମିଟି ଗଠନ କଲେ କେନ୍ଦ୍ର ସରକାର । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ବିଲ୍ । ଏକକ ନିର୍ବାଚନ ନେଇ ଦେଶବ୍ୟାପୀ ବିତର୍କ

କନକ ବ୍ୟୁରୋ: କେନ୍ଦ୍ର ସରକାର ଅଚାନକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପଛର କାରଣ କଣ? ଏହାକୁ ନେଇ ଦେଶର ରାଜନୀତି ଉଷ୍ମ ହୋଇଛି । ଚର୍ଚ୍ଚା ହେଉଛି, ୱାନ ନେସନ ୱାନ୍ ଇଲେକ୍ସନ ବିଲ ସମେତ ଆଉ କେତେକ ବିଲ୍ ଓ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଏହି ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ତେବେ ଆଲୋଚନା ଭିତରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ କମିଟି ଗଠନ କରିଛନ୍ତି ସରକାର । ଅନ୍ୟପଟେ ଗୋଟିଏ ଦେଶContinue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନ, କମିଟି ଗଠନ କଲେ କେନ୍ଦ୍ର ସରକାର । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ବିଲ୍ । ଏକକ ନିର୍ବାଚନ ନେଇ ଦେଶବ୍ୟାପୀ ବିତର୍କ”

ମୁମ୍ବାଇରୁ ବିମାନ ଯୋଗେ ଆସିଲା ଓଡଆ ଶ୍ରମିକଙ୍କ ମୃତଦେହ । ବିମାନବନ୍ଦରରୁ ଜନ୍ମମାଟିକୁ ପଠାଇବାର ବ୍ୟବସ୍ଥା କଲା ‘ଓଡିଶା ମୋ ପରିବାର’

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ (୨୬ବର୍ଷ) ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ । ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧାନ୍ତ, କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହକୁ ବିମାନ ଯୋଗେ ମୁମ୍ବାଇରୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ପରିବାରବର୍ଗ ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ମୃତଦେହ ସ୍ଥାନାନ୍ତର କିପରି କରିବେ,Continue reading “ମୁମ୍ବାଇରୁ ବିମାନ ଯୋଗେ ଆସିଲା ଓଡଆ ଶ୍ରମିକଙ୍କ ମୃତଦେହ । ବିମାନବନ୍ଦରରୁ ଜନ୍ମମାଟିକୁ ପଠାଇବାର ବ୍ୟବସ୍ଥା କଲା ‘ଓଡିଶା ମୋ ପରିବାର’”

Design a site like this with WordPress.com
Get started