କନକ ବ୍ୟୁରୋ: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଗଣେଷ ପୂଜା ପାଇଁ ଚଳଚଞ୍ଚଳ ମୂର୍ତି କାରିଗର ପରିବାର । କାରିଗରଙ୍କ ରଙ୍ଗ ତୂଳିରେ ଜୀବନ୍ତ ହୋଇଉଠିଛି ମାଟିର ମୂର୍ତ୍ତି । ଆସନ୍ତା ୧୯ ତାରିଖରେ ଗଣେଷ ପୂଜା । ଏହାକୁ ନଜରରେ ରଖି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରିଛନ୍ତି କଟକ ମାହାଳପଡ଼ା ଗାଁର ୩୫ରୁ ଉର୍ଦ୍ଧ ମୂର୍ତ୍ତି କାରିଗର । ଦୋଳ ପୂର୍ଣ୍ଣିମା ଠାରୁ ମାଟି ଚକଟା ଆରମ୍ଭ ହୋଇContinue reading “ଆଗକୁ ଆସୁଛି ପାର୍ବଣ ଋତୁ । ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର । ଭଲ ବ୍ୟବସାୟ ଲକ୍ଷ୍ୟରେ ମୂର୍ତ୍ତି କାରିଗର ।”
Tag Archives: News
ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ମହାସମାରୋହରେ ପାଳିତ ହେଲା ସଂସ୍କୃତ ଦିବସ, ବେଦରୁ ବିଜ୍ଞାନର ସୃଷ୍ଟି ଉପରେ ବିଶେଷ ଆଲୋଚନା
କନକ ବ୍ୟୁରୋ : ସ୍ଥାନୀୟ ଖଡ଼ଗପ୍ରସାଦ ଗ୍ରାମରେ ଥିବା ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ମହାସମାରୋହରେ ଜାତୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଚେୟାରମେନ ଗଙ୍ଗାଧର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଅଧ୍ୟକ୍ଷ ଡକ୍ଟର ନୀହାର ରଞ୍ଜନ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ସସ୍ମିତା ସାହୁ ମହୋଦୟା ଏବଂ ଶିକ୍ଷୟିତ୍ରୀ ମିନତୀ ମହାରଣା ମହୋଦୟା । ବିଦ୍ୟାଳୟର ଅଧ୍ୟକ୍ଷ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଅୟମାରମ୍ଭContinue reading “ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ମହାସମାରୋହରେ ପାଳିତ ହେଲା ସଂସ୍କୃତ ଦିବସ, ବେଦରୁ ବିଜ୍ଞାନର ସୃଷ୍ଟି ଉପରେ ବିଶେଷ ଆଲୋଚନା”
ଯାତନା ପାଉଛନ୍ତି ଜାତୀୟ ସ୍ତରର ଖେଳାଳି । ଘରେ ବସିଛନ୍ତି ଦୃଷ୍ଟି ବାଧିତ ଫୁଟବଲ୍ ଖେଳାଳି କୋରାପୁଟର ସମରା ନନ୍ଦିବାଡି ।
କନକ ବ୍ୟୁରୋ: କଥାରେ ଅଛି ବଣ ମଲ୍ଲି, ବଣରେ ଫୁଟି ବଣରେ ହିଁ ମଉଳି ଯାଏ । ସେମିତି ମଉଳି ଯାଉଛନ୍ତି ଜାତୀୟ ସ୍ତରର ଦୃଷ୍ଟିବାଧିତ ଫୁଟବଲ୍ ଖେଳାଳି । କୋରାପୁଟ ବଡ଼ଦେଉଳା-ନୂଆ ଗାଁର ସମରା ନନ୍ଦିବାଡି । ଦିନେ ଭାରତୀୟ ଦୃଷ୍ଟି ବାଧିତ ଫୁଟବଲ୍ ଟିମରେ ସାମିଲ ହୋଇ ଜାପାନ ଭଳି ଦେଶକୁ ପରାଜୟର ସ୍ୱାଦ ଚଖାଇଥିଲେ । ହେଲେ ଏବେ ଆଉ ଖେଳିବାକୁ ସୁଯୋଗ ମିଳୁନି । ନିଜେ ନଖେଳିଲେ ବି ଜିଲ୍ଲାର ଦୃଷ୍ଟିContinue reading “ଯାତନା ପାଉଛନ୍ତି ଜାତୀୟ ସ୍ତରର ଖେଳାଳି । ଘରେ ବସିଛନ୍ତି ଦୃଷ୍ଟି ବାଧିତ ଫୁଟବଲ୍ ଖେଳାଳି କୋରାପୁଟର ସମରା ନନ୍ଦିବାଡି ।”
ଦେବୀ-କନ୍ଦଳ ଦ୍ୱିପାଞ୍ଚଳ ଦୁଃଖ ବୁଝିଲେ ବିଦେଶୀ ପର୍ଯ୍ୟଟକ । ହେଲେ ବୁଝିଲେ ନାହିଁ ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ବ୍ୟକ୍ତି । ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆସୁଥିବା ଅର୍ଥକୁ କରୁଥିଲେ ହରିଲୁଟ୍
କନକ ବ୍ୟୁରୋ: ପୁଣି ଜୁଆଙ୍ଗରେ ଶିକ୍ଷାର ଆଲୋକ ପ୍ରଦାନ କରିବେ ମାଇକେଲ ଏ. ଦୁବେ । ନିଆଳି ଦେବୀ-କନ୍ଦଳ ଦ୍ୱୀପାଞ୍ଚଳ ଜୁଆଙ୍ଗକୁ ଦୀର୍ଘ ୨୫ ବର୍ଷ ଧରି ଶିକ୍ଷା ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ମାଗଣାରେ ଯୋଗାଇ ଆସୁଥିବା ବିଦେଶୀ ନାଗରିକ ଚାରିଟେବୁଲ ଟ୍ରଷ୍ଟରେ ଦୁର୍ନୀତିର ସୁରାକ ପାଇଲା ପରେ ଟ୍ରଷ୍ଟିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଫାଉଣ୍ଡର ମାଇକେଲ ଏ.ଦୁବେ । ନୂତନ ଟ୍ରଷ୍ଟ ବୋର୍ଡ ଗଠନ ହେଲା ପରେ ଶିକ୍ଷା ମନ୍ଦିରରେ ପୁଣି ପ୍ରଦୀପ ପ୍ରଜ୍ଜଳିତContinue reading “ଦେବୀ-କନ୍ଦଳ ଦ୍ୱିପାଞ୍ଚଳ ଦୁଃଖ ବୁଝିଲେ ବିଦେଶୀ ପର୍ଯ୍ୟଟକ । ହେଲେ ବୁଝିଲେ ନାହିଁ ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ବ୍ୟକ୍ତି । ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆସୁଥିବା ଅର୍ଥକୁ କରୁଥିଲେ ହରିଲୁଟ୍”
ଖଣି ଖନନକୁ ନେଇ ଗର୍ଜୁଛନ୍ତି ନିୟମଗିରି ଜନତା । ରାୟଗଡା କାଶୀପୁରରେ ବକ୍ସାଇଟ୍ ଖନନକୁ ବିରୋଧ । କମ୍ପାନୀ ନକଲେ, ଖଣି ଦେବାକୁ ନାରାଜ
କନକ ବ୍ୟୁରୋ: ଖଣି ଖନନକୁ ନେଇ ପୁଣି ଅଶାନ୍ତ ରାୟଗଡାର କାଶୀପୁର ଅଞ୍ଚଳ । କାଶିପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବକ୍ସାଇଟ୍ ଖନନକୁ ଗ୍ରାମବାସୀଙ୍କ ବିରୋଧ ଜାରି ରହିଛି । ସେପଟେ ଗ୍ରାମବାସୀଙ୍କ ନାଁରେ ୟୁଏପିଏ ପରି ସଙ୍ଗିନ ଦଫା ଲଗାଇ ଗିରଫ କରାଯାଉଥିବା ଅଭିଯୋଗ ହୋଇଛି । ବିନା ଗ୍ରାମସଭା, ପଲ୍ଲୀସଭାରେ କୌଣସି କାଗଜ ପତ୍ର ନଥାଇ ଏକ ଘରୋଇ କମ୍ପାନୀ ଗାଁକୁ ଗାଁ ବୁଲି ଲୋକଙ୍କୁ ପ୍ରବର୍ତ୍ତାଉଛି । ଆଉ ଏହାର ପ୍ରତିବାଦ କଲେContinue reading “ଖଣି ଖନନକୁ ନେଇ ଗର୍ଜୁଛନ୍ତି ନିୟମଗିରି ଜନତା । ରାୟଗଡା କାଶୀପୁରରେ ବକ୍ସାଇଟ୍ ଖନନକୁ ବିରୋଧ । କମ୍ପାନୀ ନକଲେ, ଖଣି ଦେବାକୁ ନାରାଜ”
ମିଶନ ସୂର୍ଯ୍ୟ ପାଇଁ କାଉଣ୍ଟଡାଉନ ଆରମ୍ଭ । ମିଶନରୁ ଅନୁସନ୍ଧାନ, ଜାଣନ୍ତୁ ସବିଶେଷ ଖବର
କନକ ବ୍ୟୁରୋ :ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଏବେ ଇସ୍ରୋ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂର୍ଯ୍ୟ ଅଭିଯାନ ଉପରେ ସାରା ବିଶ୍ୱର ନଜର ରହିଛି । ରାତି ପାହିଲେ ଅର୍ଥାତ ଆସନ୍ତାକାଲି ଇସ୍ରୋ ତାର ବହୁପ୍ରତିକ୍ଷୀତ ସୂର୍ଯ୍ୟ ମିଶନ ବା ଆଦିତ୍ୟ ଏଲ-୧ ମହାକାଶକୁ ପଠାଇବ । ଏହାକୁ ନେଇ ଆଜିଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଇସ୍ରୋର ଏହି ମହତ୍ୱାକାଂକ୍ଷୀ ମିଶନକୁ ପିଏସଏଲଭି-ଏକ୍ସଏଲ ରକେଟ ସହାୟତାରେ ଆସନ୍ତାContinue reading “ମିଶନ ସୂର୍ଯ୍ୟ ପାଇଁ କାଉଣ୍ଟଡାଉନ ଆରମ୍ଭ । ମିଶନରୁ ଅନୁସନ୍ଧାନ, ଜାଣନ୍ତୁ ସବିଶେଷ ଖବର”
ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ, ଜିଆଇ ଟ୍ୟାଗ ପାଇଁ କେନ୍ଦ୍ରର ଅନୁମତି
କନକ ବ୍ୟୁରୋ : ନୟାଗଡ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ । ଏହି ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । କଣ୍ଟେଇମୁଣ୍ଡି ବାଇଗଣ ହେଉଛି ଅନ୍ୟ ପ୍ରଜାତିର ବାଇଗଣ ତୁଳନାରେ ଆକାରରେ ବହୁତ ଛୋଟ ।Continue reading “ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ, ଜିଆଇ ଟ୍ୟାଗ ପାଇଁ କେନ୍ଦ୍ରର ଅନୁମତି”
ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବେ ଏସସି/ଏସଟି ଛାତ୍ରଛାତ୍ରୀ । ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ ।
କନକ ବ୍ୟୁରୋ: ରାଜ୍ୟର ସମସ୍ତ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଏଣିକି ମାଗଣାରେ ପାଠ ପଢ଼ିବେ। ରାଜ୍ୟ ସରକାର ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏହି ପିଲାମାନଙ୍କର ସବୁ ଖର୍ଚ୍ଚ ବହନ କରିବେ। ଏସସି/ଏସଟି ଛାତ୍ରଛାତ୍ରୀ ସଂପୂର୍ଣ୍ଣ ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢିପାରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏସସି ଏସଟି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ହେବ। ଏହି ଯୋଜନା ମେଧାବୀ ଛାତ୍ରଛାତ୍ରୀଙ୍କୁContinue reading “ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବେ ଏସସି/ଏସଟି ଛାତ୍ରଛାତ୍ରୀ । ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ ।”
ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ, ସ୍ୱର୍ଣ୍ଣପଦକ ଜିତିଲେ ୪ ଓଡ଼ିଆ ଖେଳାଳି ।
କନକ ବ୍ୟୁରୋ: ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ପକ୍ଷରୁ ଆୟୋଜିତ ହୋଇଥିବା ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଛି ଭାରତ । ଆଉ ଏହି ଦଳରେ ଅଛନ୍ତି ଓଡ଼ିଶାର ଫୁଲ ସୋରେନ, ବାସନ୍ତୀ ହାଂସଦା, ଝିଲି ବିରୁଆ ଓ ପଦ୍ମିନୀ ଟୁଡୁ । ଓଡ଼ିଶା ଫେରିଲା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେContinue reading “ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ, ସ୍ୱର୍ଣ୍ଣପଦକ ଜିତିଲେ ୪ ଓଡ଼ିଆ ଖେଳାଳି ।”
ବର୍ଷା ପାଇଁ ୨୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ଜାଣନ୍ତୁ, କେଉଁ କେଉଁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ…
କନକ ବ୍ୟୁରୋ : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଆଜି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଛି। ଫଳ ସ୍ୱରୂପ ଆଗାମୀ ୫ ଦିନContinue reading “ବର୍ଷା ପାଇଁ ୨୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ । ଜାଣନ୍ତୁ, କେଉଁ କେଉଁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ…”