କନକ ବ୍ୟୁରୋ: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୋଧ ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରହିଥିବା ନିୟମାବଳୀ ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲଂଘନ କରୁଛି । ଏପରି ଅଭିଯୋଗ ଆଣି ରୁଜୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଂଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରି କରିଛନ୍ତିContinue reading “‘ଆମ ଓଡି଼ଶା, ନବୀନ ଓଡ଼ିଶା’କୁ ନେଇ ହାଇକୋର୍ଟଙ୍କ ଜବାବ ତଲବ ପରେ ତେଜିଲା ରାଜନୀତି । ବିଜେପି କହିଲା ନିର୍ବାଚନ ଜିତିବା ଥିଲା ଉଦ୍ଦେଶ୍ୟ ।”
Tag Archives: News
ସେପ୍ଟେମ୍ବର ତୃତୀୟ ସପ୍ତାହରେ ଦମ୍ ଦେଖାଇବ ଇଣ୍ଡିଆ ମେଣ୍ଟ । ଘୋଷଣା ହେଲା ୧୩ଜଣିଆ ସଂଯୋଜକ କମିଟି ,ଅଧାରୁ ଅଧିକ ଦଳର ନେତା କମିଟି ସଦସ୍ୟ
କନକ ବ୍ୟୁରୋ: ଯୋଡିହେବ ଭାରତ, ଜିତିବ ଭାରତ । ଆଜି ମୁମ୍ବାଇରେ ବସିଥିବା ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଏହି ନାରା ଘୋଷଣା ହୋଇଛି । ଏଥିସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ବିଶାଳ ରାଲି କରିବ ଇଣ୍ଡିଆ ମେଣ୍ଟ । ଏନେଇ ନିଷ୍ପତ୍ତିି ହୋଇଛି । ଦଳ ଦଳ ମଧ୍ୟରେ ତାଳମେଳ ରଖିବାକୁ ୧୩ ଜଣିଆ ସମନ୍ୱୟ କମିଟି ଗଠନ ହୋଇଛି । ଯେଉଁଥିରେ ମେଣ୍ଟରେ ସାମିଲ ହୋଇଥିବା ୧୩ ଦଳର ନେତାଙ୍କୁ ସାମିଲ କରାଯାଇଛି ।Continue reading “ସେପ୍ଟେମ୍ବର ତୃତୀୟ ସପ୍ତାହରେ ଦମ୍ ଦେଖାଇବ ଇଣ୍ଡିଆ ମେଣ୍ଟ । ଘୋଷଣା ହେଲା ୧୩ଜଣିଆ ସଂଯୋଜକ କମିଟି ,ଅଧାରୁ ଅଧିକ ଦଳର ନେତା କମିଟି ସଦସ୍ୟ”
ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲାରେ ବର୍ଷା ସାଜିପାରେ ବାଧକ ! ଜାଣନ୍ତୁ ମ୍ୟାଚ୍ ବେଳେ ଶ୍ରୀଲଙ୍କାରେ କେମିତି ରହିବ ପାଣିପାଗ?
କନକ ବ୍ୟୁରୋ : ଆରମ୍ଭ ହୋଇଛି ଏସିଆ କପ୍ । ବିଶ୍ୱକପ ପୂର୍ବରୁ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ଯଥେଷ୍ଟ ଅଧିକ ବଢି ଯାଇଛି । ଖାସକରି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହାକୁ ନେଇ କ୍ରିକେଟପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । ଭାରତ-ପାକିସ୍ତାନ ଖେଳାଯିବାକୁ ଥିବା ଏହି ହାଇଭୋଲଟେଜ ମୁକାବିଲା ଉପରେ ପୂରା ବିଶ୍ୱର ନଜର ରହିଛି । ଆସନ୍ତାକାଲି ଶ୍ରୀଲଙ୍କାର କ୍ୟାଣ୍ଡିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପ୍ ଅଭିଯାନContinue reading “ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲାରେ ବର୍ଷା ସାଜିପାରେ ବାଧକ ! ଜାଣନ୍ତୁ ମ୍ୟାଚ୍ ବେଳେ ଶ୍ରୀଲଙ୍କାରେ କେମିତି ରହିବ ପାଣିପାଗ?”
ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଭାରତର ରାଜନୀତି ସରଗରମ, ଜାଣନ୍ତୁ ବିଶ୍ୱରେ ଏହି ଆଇନ ଅନ୍ୟ କେଉଁ ଦେଶରେ ହେଉଛି ଲାଗୁ
କନକ ବ୍ୟୁରୋ : କେନ୍ଦ୍ର ସରକାର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପରେ ଏହାର କାରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି । କେହି କେହି ଏହି ଅଧିବେଶନ କିଛି ବିଧେୟକ ଉପସ୍ଥାପନ କରିବାକୁ କେନ୍ଦ୍ର ସରକାର ଡାକିଥାଇପାରନ୍ତି ବୋଲି କହୁଥିବା ବେଳେ କେହି କେହି ଆଦାନୀ ପ୍ରସଙ୍ଗ ଓ ବିରୋଧୀଙ୍କ ମେଣ୍ଟକୁ ଲୋକଲୋଚନରୁ ହଟାଇବାକୁ ସରକାର ଏଭଳି ସ୍ୱତନ୍ତ୍ର ଅଧିବେଶନ ଡାକିଥାଇପାରନ୍ତି ବୋଲି ଆକଳନ କରୁଛନ୍ତି । ହେଲେ ସବୁଠାରୁ ବଡକଥା ହେଉଛି କି, ଗତକାଲିContinue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଭାରତର ରାଜନୀତି ସରଗରମ, ଜାଣନ୍ତୁ ବିଶ୍ୱରେ ଏହି ଆଇନ ଅନ୍ୟ କେଉଁ ଦେଶରେ ହେଉଛି ଲାଗୁ”
ଫାଇଭ-ଟି ସଚିବଙ୍କ ଯାଜପୁର ଗସ୍ତ : ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ; କଳା ପୋଷାକ ପିନ୍ଧି କଲେ ରାଲି
କନକ ବ୍ୟୁରୋ : ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବିରୋଧ । ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । କଳାପୋଷାକ ପିନ୍ଧି କଲେ ରାଲି କରିଛନ୍ତି ବିରୋଧୀ । ସଭାସ୍ଥଳ ଅଭିମୁଖେ ଯାଉଥିବା ବେଳେ ଚୋରଦା କାଳୀ ପଡ଼ିଆ ଛକରେ ଅଟକାଇଲା ପୋଲିସ । ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ବ୍ରହ୍ମବରଦାକୁ ଜନ ଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିବା ସମୟରେ ୫ଟି ସଚିବଙ୍କୁ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି । ସ୍ଥାନୀୟ କଂଗ୍ରେସContinue reading “ଫାଇଭ-ଟି ସଚିବଙ୍କ ଯାଜପୁର ଗସ୍ତ : ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ; କଳା ପୋଷାକ ପିନ୍ଧି କଲେ ରାଲି”
ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ପାଚିକା, ସ୍କୁଲ ଖାଲି କଲେ ପ୍ରଧାନଶିକ୍ଷକ
କନକ ବ୍ୟୁରୋ : ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପାଚିକା । ସ୍କୁଲକୁ ଖାଲି କଲେ ପ୍ରଧାନ ଶିକ୍ଷକ । ଘଟଣାସ୍ଥଳରେ ଚାରିଛକ ପୋଲିସ, ଦମକଳ ବାହିନୀ, ଓ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଥି ସହିତ ଛାତ୍ରଛାତ୍ରମାନଙ୍କୁ ନିକଟସ୍ଥ ପଞ୍ଚ।ୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁଯାୟୀ ସ୍କୁଲରContinue reading “ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ପାଚିକା, ସ୍କୁଲ ଖାଲି କଲେ ପ୍ରଧାନଶିକ୍ଷକ”
ପୂର୍ବତନ ଭାରତୀୟ ସେନାମୁଖ୍ୟମାନଙ୍କ ତାଇୱାନ ଗସ୍ତ
ଅଗଷ୍ଟ ୮ ରେ ଭାରତୀୟ ସେନାର ୩ ପୂର୍ବତନ ସେନାଧ୍ୟକ୍ଷ ତାଇୱାନ ଗସ୍ତ କରିଥିଲେ । ଗତ ଗୁରୁବାର ଦିନ ଚୀନ୍ ଏହାର ବିରୋଧ ପ୍ରକାଶ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ତାଇୱାନ ସହ କୌଣସି ପ୍ରକାର ସରକାରୀ ଆଲୋଚନାକୁ ଆମେ ବିରୋଧ କରୁଛୁ । ୱେନବିନ କହିଛନ୍ତି ତାଇୱାନ ବିଷୟରେ ଆମର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଆସିଛି।Continue reading “ପୂର୍ବତନ ଭାରତୀୟ ସେନାମୁଖ୍ୟମାନଙ୍କ ତାଇୱାନ ଗସ୍ତ “
ଆସନ୍ତା ୩ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା : ପରବର୍ତ୍ତୀ ୪୮ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର
କନକ ବ୍ୟୁରୋ : ଆସନ୍ତା ୩ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ୪୮ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତାContinue reading “ଆସନ୍ତା ୩ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା : ପରବର୍ତ୍ତୀ ୪୮ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର”
ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ : ଲାଗରେଞ୍ଜ ପଏଣ୍ଟ କ’ଣ ? କାହିଁକି ବଛାଗଲା ଏଲ-୧ ପଏଣ୍ଟ ?
କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧’ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଇସ୍ରୋର ଏହି ମହତ୍ୱକାଂକ୍ଷୀ ମିଶନକୁ ଆସନ୍ତାକାଲି ପିଏସଏଲଭି ସି-୫୭ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ମିଶନର ସଫଳତା ନେଇ ଆଜି ମନ୍ଦିର ଯାଇ ଆର୍ଶୀବାଦ ନେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ଆନ୍ଧ୍ରପ୍ରଦେଶ ସୁଲ୍ଲୁରପେଟ୍ଟା ସ୍ଥିତ ଚେଙ୍ଗଲମ୍ମା ପ୍ରାଣେଶ୍ୱରୀ ମନ୍ଦିରକୁ ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଆଶିର୍ବାଦ ନେଇଛନ୍ତି ।Continue reading “ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ : ଲାଗରେଞ୍ଜ ପଏଣ୍ଟ କ’ଣ ? କାହିଁକି ବଛାଗଲା ଏଲ-୧ ପଏଣ୍ଟ ?”
କ୍ରିକେଟ ଇତିହାସରେ ପ୍ରଥମ ଟ୍ରାନ୍ସଜେଣ୍ଡରଙ୍କ ଏଣ୍ଟ୍ରି , ବାଂଲାଦେଶ ବିପକ୍ଷ ମ୍ୟାଚରେ ଦେଖାଇବେ ପରାକ୍ରମ
କନକ ବ୍ୟୁରୋ: ଇଣ୍ଟରନ୍ୟାସନାଲ କ୍ରିକେଟରେ କିଛି ନୂଆ ଘଟିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଏଥର ଏଭଳି କିଛି ନୂଆ ହେବାକୁ ଯାଉଛି । ୨୦୨୪ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡର ଖେଳାଳିଙ୍କ ପ୍ରବେଶ ହେବାକୁ ଯାଉଛି । କାନାଡା ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚରେ କ୍ରିକେଟରେ ଆଉ ଏକ ଐତିହାସିକ ଘଟଣା ଘଟିବ । କାନାଡାର ଡେନିୟେଲ ମୈକଗାହେ ଦୁନିଆର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାରେContinue reading “କ୍ରିକେଟ ଇତିହାସରେ ପ୍ରଥମ ଟ୍ରାନ୍ସଜେଣ୍ଡରଙ୍କ ଏଣ୍ଟ୍ରି , ବାଂଲାଦେଶ ବିପକ୍ଷ ମ୍ୟାଚରେ ଦେଖାଇବେ ପରାକ୍ରମ”