କନକ ବ୍ୟୁରୋ : ପାରାଦୀପ ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ । ବୋଟରେ ଚଢିଯିବା ପରେ ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ମତ୍ସ୍ୟଜୀବୀ । କେଉଁଠୁ ଆସିଲେ ସନ୍ଦିଗ୍ଧ ଉଠିଲା ପ୍ରଶ୍ନ । ଯୁବକଙ୍କୁ ଧରି ପାରାଦୀପ ଆଣୁଛନ୍ତି ମତ୍ସ୍ୟଜୀବୀ । ଚିଲିକା ମୁହାଣରୁ ୭୧ କିଲୋମିଟର ଦୂରତାରେ ଜଣେ ଅଜଣା ଯୁବକ ବୋଟ୍ରେ ଚଢ଼ିବା ନେଇ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମଝି ସମୁଦ୍ରରେ ପହଁରି ପହଁରି ଆସୁଥିବା ଯୁବକକୁ ଅଚାନକ ଦେଖିବାକୁ ପାଇଲେContinue reading “ପାରାଦୀପ ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ : ଭୟଭୀତ ମତ୍ସ୍ୟଜୀବୀ, କେଉଁଠୁ ଆସିଲେ ସନ୍ଦିଗ୍ଧ ଉଠିଲା ପ୍ରଶ୍ନ”
Tag Archives: News
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ଆଜି ଉପକୂଳ ଓଡିଶାରେ ହୋଇପାରେ ଘଡଘଡି ସହ ବର୍ଷା
କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ । ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୩ ତାରିଖରେ ରାଜ୍ୟରେContinue reading “ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ଆଜି ଉପକୂଳ ଓଡିଶାରେ ହୋଇପାରେ ଘଡଘଡି ସହ ବର୍ଷା”
‘ଆମ ଓଡି଼ଶା, ନବୀନ ଓଡ଼ିଶା’କୁ ନେଇ ହାଇକୋର୍ଟରେ ଶୁଣାଣି : ୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ୍
କନକ ବ୍ୟୁରୋ : ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ବିରୋଧ ସମ୍ପର୍କିତ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରହିଥିବା ନିୟମାବଳୀ ଗ୍ରାମ ପଞ୍ଚାୟତ ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛି । ଏପରି ଅଭିଯୋଗ ଆଣି ରୁଜୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାର, ବାଲେଶ୍ୱର ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବସ୍ତା ବିଡିଓଙ୍କୁ ନୋଟିସ୍ ଜାରିContinue reading “‘ଆମ ଓଡି଼ଶା, ନବୀନ ଓଡ଼ିଶା’କୁ ନେଇ ହାଇକୋର୍ଟରେ ଶୁଣାଣି : ୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ୍”
ଏକକ ନିର୍ବାଚନ ପ୍ରକ୍ରିୟା ଓ ବାଧା : ଏକକ ନିର୍ବାଚନର ଲାଭ କ’ଣ ହେବ? କେଉଁଠି ହେଉଛି ଏକକ ନିର୍ବାଚନ?
କନକ ବ୍ୟୁରୋ : କେନ୍ଦ୍ର ସରକାର ପାର୍ଲାମେଂଟର ବିଶେଷ ଅଧିବେଶନ ଡାକିଛନ୍ତି । ଚଳିତ ମାସ ୧୮ରୁ ୨୨ ସେପେଟମ୍ବର ଯାଏଁ ଏହି ଅଧିବେଶନ ଚାଲିବ । ଅଧିବେଶନରେ ୫ଟି ବୈଠକ ବସିବ । ସୂଚନା ଅନୁସାରେ, ଅଧିବେଶନ ସମୟରେ କେନ୍ଦ୍ର ସରକାର ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ବିଲ ଆଣିପାରନ୍ତି । ଏହାର ସିଧା ଅର୍ଥ ହେଲା, ଦେଶରେ ସବୁ ନିର୍ବାଚନ ଗୋଟିଏ ଥରରେ ହେବ । ଦେଶରେ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ନେଇ ବିତର୍କ ଦୀର୍ଘଦିନContinue reading “ଏକକ ନିର୍ବାଚନ ପ୍ରକ୍ରିୟା ଓ ବାଧା : ଏକକ ନିର୍ବାଚନର ଲାଭ କ’ଣ ହେବ? କେଉଁଠି ହେଉଛି ଏକକ ନିର୍ବାଚନ?”
ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ : ଜାରି ହେବ ଏସଓପି; ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବା ପାଇଁ ତୀର୍ଥଯାତ୍ରୀଙ୍କୁ ଦେବାକୁ ପଡ଼ିବ ‘ମାହାଲ’
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାହାଲ ଦେବାକୁ ପଡ଼ିବ । ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିରContinue reading “ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ : ଜାରି ହେବ ଏସଓପି; ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବା ପାଇଁ ତୀର୍ଥଯାତ୍ରୀଙ୍କୁ ଦେବାକୁ ପଡ଼ିବ ‘ମାହାଲ’”
କ୍ୟାଡର ପୁନଃବିନ୍ୟାସରେ ଅହେତୁକ ବିଳମ୍ବକୁ ବିରୋଧ : ପ୍ରତିବାଦରେ କୃଷିଭବନ ସାମ୍ନାରେ ଧାରଣା
କନକ ବ୍ୟୁରୋ : କ୍ୟାଡର ପୁନଃର୍ବିନ୍ୟାସରେ ଅହେତୁକ ବିଳମ୍ବ ପ୍ରତିବାଦରେ ଓଡିଶା କୃଷି ସେବାସଂଘ, ଓଡିଶା ଉଦ୍ୟାନ କୃଷି ଅଧିକାରୀ ସେବାସଂଘ ଓ ଓଡିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସେବା ସଂଘ ପକ୍ଷରୁ କୃଷି ଭବନ ଆଗରେ ଧାରଣା । ଏମାନଙ୍କ ଦାବି ହେଲା, ବର୍ତ୍ତମାନ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି, କିନ୍ତୁ ପଦବୀ ପୂରଣ କରାଯାଉନାହିଁ । ୩୫ ପ୍ରତିଶତ ଅଧିକାରୀ ପ୍ରାୟ ୨୦ଟି ସ୍କିମରେ କାମ କରୁଛନ୍ତି । ୨୦୧୪ ମସିହାରେ ଜଳବିଭାଜିକାContinue reading “କ୍ୟାଡର ପୁନଃବିନ୍ୟାସରେ ଅହେତୁକ ବିଳମ୍ବକୁ ବିରୋଧ : ପ୍ରତିବାଦରେ କୃଷିଭବନ ସାମ୍ନାରେ ଧାରଣା”
ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ : ମାଷ୍ଟରମାଇଣ୍ଡ ସହ ୪ଗିରଫ, ୟୁଟୁବ୍ ଦେଖି ଶିଖିଥିଲେ କୌଶଳ
କନକ ବ୍ୟୁରୋ : ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ । ୪ଟି ସୁନା ଚେନ୍ ସହ ଚୋରିରେ ବ୍ୟବହାର ହୋଇଥିବା ୪ଟି ମୋବାଇଲ, ମଟର ସାଇକଲ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନରେନ୍ଦ୍ର ମାଛ, ଅଭି ହରିଜନ, ହେମନ୍ତ ନାଗ । ଏହି ୩ଜଣ କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଲକର ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ସୁବାସ ହରିଜନର ଘର ଜୟପୁର ବ୍ଲକରେ । ଚୋରି କରି ଏମାନେ ଏହିContinue reading “ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ : ମାଷ୍ଟରମାଇଣ୍ଡ ସହ ୪ଗିରଫ, ୟୁଟୁବ୍ ଦେଖି ଶିଖିଥିଲେ କୌଶଳ”
ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ବଂଶବୃଦ୍ଧି ଯୋଜନା : ଏକାକୀ ଥିବା ପଶୁପକ୍ଷୀଙ୍କ ବଂଶବୃଦ୍ଧି କରିବା ଲକ୍ଷ୍ୟ
କନକ ବ୍ୟୁରୋ : ନନ୍ଦନକାନନରେ ଏକାକୀ ଓ ଜୀବନସାଥୀ ବିନା ରହିଥିବା ଜୀବଜନ୍ତୁଙ୍କ ବଂଶ ବୃଦ୍ଧିି ଯୋଜନା କରାଯାଇଛି । ପଦକ୍ଷେପ ସ୍ୱରୂପ ହାଇଦ୍ରାବାଦର ଜନ ଗ୍ରୋଭର୍ସ ଫାର୍ମରୁ ଏକ ହଳ ସୂବର୍ଣ୍ଣ ହାତ ତାମାରିନ ମାଙ୍କଡ ଓ ଏକହଳ ଗୁଣ୍ଡୁଚି ମାଙ୍କଡଙ୍କୁ ନନ୍ଦନକାନନକୁ ଅଣାଯାଇଛି । ଏହି ଦୁଇ ପ୍ରଜାତିର ୪ ମାଙ୍କଡଙ୍କୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କ୍ୱାରେନଣ୍ଟାଇନରେ ରଖାଯାଇଛି । ଏମାନଙ୍କୁ କ୍ୱାରେନଣ୍ଟାଇନରେ ମାସେ ରଖାଯିବା ପରେ ଖୁଆ ଭିତରକୁ ଅଣାଯାଇContinue reading “ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ବଂଶବୃଦ୍ଧି ଯୋଜନା : ଏକାକୀ ଥିବା ପଶୁପକ୍ଷୀଙ୍କ ବଂଶବୃଦ୍ଧି କରିବା ଲକ୍ଷ୍ୟ”
‘ତାଜ୍ ହୋଟେଲ ଉଡାଇଦେବେ ୨ ପାକିସ୍ତାନୀ’ । ମୁମ୍ବାଇ ପୁଲିସକୁ ଚେତାବନୀପୂର୍ଣ୍ଣ କଲ୍
କନକ ବ୍ୟୁରୋ: ମୁମ୍ବାଇରେ ଚାଞ୍ଚଲ୍ୟ । ମୁମ୍ବାଇର ସବୁଠୁ ବଡ ତାଜ୍ ହୋଟେଲକୁ ୨ ଜଣ ପାକିସ୍ତାନୀ ଆକ୍ରମଣ କରି ଉଡାଇଦେବେ ବୋଲି ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଆଲର୍ଟ ହୋଇଛି ମୁମ୍ବାଇ ପୁଲିସ ସହ ସୁରକ୍ଷା ବଳ । ସୂଚନା ଅନୁସାରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଏକ ଅଜ୍ଞାତ କଲ ଆସିଥିଲା । ଏଥିରେ କେହି କହିଥିଲା ଯେ, ୨ ଜଣ ପାକିସ୍ତାନୀContinue reading “‘ତାଜ୍ ହୋଟେଲ ଉଡାଇଦେବେ ୨ ପାକିସ୍ତାନୀ’ । ମୁମ୍ବାଇ ପୁଲିସକୁ ଚେତାବନୀପୂର୍ଣ୍ଣ କଲ୍”
ପାଟଣାଗଡ ଏନଏସି ଟିକପାଲି ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ : ଟାଙ୍ଗିଆରେ ଜିତେନ୍ଦ୍ର ଧୂବଳଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ
କନକ ବ୍ୟୁରୋ : ପାଟଣାଗଡ ଏନଏସି ଅନ୍ତର୍ଗତ ଟିକପାଲିର ହୀରାସାଗର ଖଣିରେ ବିଭତ୍ସ ହତ୍ୟାକାଣ୍ଡ । ଟିକପାଲିର ଜିତେନ୍ଦ୍ର ଧୂବଳକୁ ସନ୍ଧ୍ୟା ସମୟରେ ଜଣେ ଦୁର୍ବୃତ୍ତ ଟାଙ୍ଗିଆରେ ହାଣି ଦେଇଛି । ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ରର ମୃତ୍ୟୁ ଘଟିଛି । ଖବର ପାଇ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଜିତେନ ଓ ଉଆଁଷୁ ମଧ୍ୟରେ ପୂର୍ବ ଶତୃତା ରହିଥିଲା । ଗୁରୁବାର ସକାଳୁ ଟିକପାଲିContinue reading “ପାଟଣାଗଡ ଏନଏସି ଟିକପାଲି ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ : ଟାଙ୍ଗିଆରେ ଜିତେନ୍ଦ୍ର ଧୂବଳଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ”