ବାଙ୍କୀରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା: ତରବରିଆ ଭାବେ ପୋଡି ଦେଉଥିବାରୁ ବଢିଲା ସନ୍ଦେହ

କନକ ବ୍ୟୁରୋ: କାଲି ଭୁବନେଶ୍ୱରରୁ ଗାଁକୁ ଫେରିଥିଲେ, ଆଜି ସ୍ତ୍ରୀଙ୍କ ସହ ଫ୍ୟାନ୍ରେ ଝୁଲି ପଡିଲେ । ବିବାହର ୭ ମାସରେ ଶେଷ ହୋଇଯାଇଛି ସଂସାର । ନବବିହାତ ଦମ୍ପତିଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ଛାଡି ଯାଇଛି । ଏମିତି କଣ ହେଲା ଯେ, ସ୍ୱାମୀ-ସ୍ତ୍ରୀ ଗୋଟିଏ ପଙ୍ଖାରେ ଝୁଲି ପଡିଲେ । ଅସ୍ୱାଭାବିକ ମୃତ୍ୟୁ ସତ୍ୱେ ଗାଁ ଲୋକ ଶ୍ମଶାନକୁ ନେଇ ପୋଡି ଦେବା ପାଇଁ କାହିିଁକି ତରବର ହେଉଥିଲେ । ପୁଲିସ ଏ ପ୍ରଶ୍ନContinue reading “ବାଙ୍କୀରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା: ତରବରିଆ ଭାବେ ପୋଡି ଦେଉଥିବାରୁ ବଢିଲା ସନ୍ଦେହ”

ଗଞ୍ଜାମ ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତେଜନା: ନିର୍ବାଚନ ବନ୍ଦ ଘୋଷଣା ପରେ ଧାରଣାରେ ବସିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥକ

କନକ ବ୍ୟୁରୋ: ଦିଗପହଣ୍ଡିରେ ଚଳିବ ନାହିଁ ପରିବାର ରାଜନୀତି । ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ଅନୁପସ୍ଥିିତିରେ ପୁଅ ବିପ୍ଳବ ପାତ୍ର ନିଜର ରାଜନୈତିକ ପତିଆରା ଜମାଉଥିବା ବେଳେ ସେହି ବିଜେଡିରୁ ମିଳିଛି ଶକ୍ତ ଧକ୍କା । ବିପ୍ଲବଙ୍କୁ ବିରୋଧ କରି ଖୋଲାଖୋଲି ସାମ୍ନାକୁ ଆସିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ୍ ପ୍ରଧାନ । ବ୍ଲକ ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ଦିଗପହଣ୍ଡିରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କୁହାଯାଉଛି, ୨୫ ସମିତି ସଭ୍ୟରୁ ପ୍ରାୟ ୧୪Continue reading “ଗଞ୍ଜାମ ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତେଜନା: ନିର୍ବାଚନ ବନ୍ଦ ଘୋଷଣା ପରେ ଧାରଣାରେ ବସିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମର୍ଥକ”

ନ୍ୟାୟ ପାଇଁ ଭାଗ ଚାଷୀଙ୍କ ୫୦ ବର୍ଷର ଲଢେଇ: ହକ୍ ପାଇଁ ୩୩ ବର୍ଷ ବୟସରେ କରିଥିଲେ ଆବେଦନ

କନକ ବ୍ୟୁରୋ: ଭାଗ ଚାଷୀଙ୍କ ୫୦ ବର୍ଷର ଲଢ଼େଇ । ୩୩ ବର୍ଷ ବୟସରେ ହକ୍ ପାଇଁ ଲଢେଇ ଆରମ୍ଭ କରିଥିଲେ, ୮୨ ବର୍ଷ ବୟସରେ ସୁପ୍ରିମକୋର୍ଟରୁ ମିଳିଛି ନ୍ୟାୟ । ପୁରୀ ଜିଲ୍ଲା ସଦର ବ୍ଲକ ବୀର ନରସିଂହପୁର ସତରପଖରା ଗାଁର ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ପରିଣତ ବୟସରେ ନ୍ୟାୟ ମିଳିଛି । ନିଜେ ନିଜ ମାମଲାକୁ କୋର୍ଟରେ ଉପସ୍ଥାପନ କରୁଥିବା ସୁରେନ୍ଦ୍ର ଦୀର୍ଘ ୫୦ ବର୍ଷ କାଳ ଲଢେଇ କରି ନ୍ୟାୟିକ ପ୍ରକ୍ରିୟାରେ ବିଜୟContinue reading “ନ୍ୟାୟ ପାଇଁ ଭାଗ ଚାଷୀଙ୍କ ୫୦ ବର୍ଷର ଲଢେଇ: ହକ୍ ପାଇଁ ୩୩ ବର୍ଷ ବୟସରେ କରିଥିଲେ ଆବେଦନ”

ରିଲିଜ ହେଲା ଶାହାରୁଖଙ୍କ ଯବାନ ସିନେମାର ଟ୍ରେଲର, ସେପ୍ଟେମ୍ବର ୩ ତାରିଖରେ ମୁକ୍ତିଲାଭ

କନକ ବ୍ୟୁରୋ : ବଡ ପରଦାକୁ ଆସିବା ପୂର୍ବରୁ ରିଲିଜ୍ ହୋଇଛି ବଲିଉଡ ଆକ୍ସନ ଫିଲ୍ମ ‘ଯବାନ’ର ବହୁପ୍ରତୀକ୍ଷିତ ଟ୍ରେଲର । ଗୁରୁବାର ଏହି ଫିଲ୍ମର ଅଫିସିଆଲ ଟ୍ରେଲର ମୁକ୍ତିଲାଭ କରିଛି । ପ୍ରଥମ ଥର ପାଇଁ ଲୋକପ୍ରିୟ ନିର୍ଦ୍ଦେଶକ ଅଟଲିଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଶାହାରୁଖ ଖାନ୍ । ଫିଲ୍ମରେ ଶାହାରୁଖଙ୍କ ସହ ରହିଛନ୍ତି ଦୀପିକା ପାଦୁକୋନ୍ ଓ ନୟନତାରା । ତା ସହିତ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁContinue reading “ରିଲିଜ ହେଲା ଶାହାରୁଖଙ୍କ ଯବାନ ସିନେମାର ଟ୍ରେଲର, ସେପ୍ଟେମ୍ବର ୩ ତାରିଖରେ ମୁକ୍ତିଲାଭ”

ସଚିନଙ୍କ ଅନଲାଇନ ଗେମିଙ୍ଗ ବିଜ୍ଞାପନକୁ ନେଇ ବିବାଦ, ଘର ଆଗରେ ବିକ୍ଷୋଭ କଲେ ବିଧାୟକଙ୍କ ସମର୍ଥକ

କନକ ବ୍ୟୁରୋ : ସଚିନ ତେନ୍ଦୁଲକରଙ୍କ ଘର ଆଗରେ ବିକ୍ଷୋଭ । ‘ଅନଲାଇନ୍ ଗେମିଙ୍ଗ୍ ବିଜ୍ଞାପନ’ରେ ସଚିନକୁ ସଂପୃକ୍ତିକୁ ବିରୋଧ କରି ତାଙ୍କ ବାସଭବନ ବାହାରେ ବିକ୍ଷୋଭ । ସ୍ୱାଧୀନ ବିଧାୟକ ବଚ୍ଚୂ କଡୂ ଓ ତାଙ୍କର ସହଯୋଗୀମାନେ ପ୍ରତିବାଦ କରିଛନ୍ତି । ଏହି ସମୟରେ ପ୍ରତିବାଦକାରୀଙ୍କୁ ପୁଲିସ ବାନ୍ଦ୍ରା ଥାନାକୁ ନେଇଯାଇଥିଲା । ମହାରାଷ୍ଟ୍ର ସରକାରରେ ପୂର୍ବତନ ମନ୍ତ୍ରୀ ଥିବା କଡୂ ସଚିନ୍ଙ୍କୁ କୋର୍ଟ ନୋଟିସ୍ ଧମକ ଦେବାର ମାତ୍ର ୨ ଦିନ ପରେ ଏହିContinue reading “ସଚିନଙ୍କ ଅନଲାଇନ ଗେମିଙ୍ଗ ବିଜ୍ଞାପନକୁ ନେଇ ବିବାଦ, ଘର ଆଗରେ ବିକ୍ଷୋଭ କଲେ ବିଧାୟକଙ୍କ ସମର୍ଥକ”

ନିର୍ବାଚନ ପୂର୍ବରୁ ଘର ସଜାଡିବ କଂଗ୍ରେସ: ସେପ୍ଟେମ୍ବରରେ କଂଗ୍ରେସର ବଡ ମିଶ୍ରଣ ପର୍ବ, ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ

କନକ ବ୍ୟୁରୋ: ବଳ ଗୋଟାଉଛି ଓଡିଶା କଂଗ୍ରେସ । ମିଳିଥିବା ସୂଚନା ଅନୁସାରେ, ଆଗରୁ ବଡଧରଣର ମିଶ୍ରଣ ପର୍ବ ହେବାକୁ ଯାଉଛି । ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କୀଙ୍କ ସହ ବହୁ କିଛି ପୂର୍ବତନ ପ୍ରଶାସନିକ ଅଧିକାରୀ କଂଗ୍ରେସ ଶିବିରରେ ଯୋଗ ଦେଇପାରନ୍ତି । ସେହିପରି ମହମ୍ମଦ ମୋକିମ ଓ ଚିରଂଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯିବ ବୋଲି କଂଗ୍ରେସ ଅନ୍ଦର ମହଲରୁ ସୂଚନା ମିଳିଛି । ଆଗାମୀ ନିର୍ବାଚନକୁ ଆଖିରେ ରଖି ସେପ୍ଟେମ୍ବରContinue reading “ନିର୍ବାଚନ ପୂର୍ବରୁ ଘର ସଜାଡିବ କଂଗ୍ରେସ: ସେପ୍ଟେମ୍ବରରେ କଂଗ୍ରେସର ବଡ ମିଶ୍ରଣ ପର୍ବ, ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ”

ପୁଣି ତେଜିଲା ଆଦାନୀ ପ୍ରସଙ୍ଗ । ସେବି ନିୟମକୁ ଆଦାନୀ ଉଲଙ୍ଘନ କରିଥିବା ଅଭିଯୋଗ

କନକ ବ୍ୟୁରୋ :୨୦୧୪ରେ ମୋଦୀ କ୍ଷମତାକୁ ଆସିବା ପରେ ସେବି ନିୟମକୁ ଆଦାନୀ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଘଟଣାରେ ମୁଁହ ଖୋଲିବା ସହ ପ୍ରଧାନମନ୍ତ୍ରୀ କାହିଁକିି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ଅଦାନୀଙ୍କ ମଧ୍ୟରେ ସମ୍ପର୍କ କଣ ବୋଲି ସେ ପଚାରିଛନ୍ତି । ତଦନ୍ତକାରୀ ସଂସ୍ଥାମାନେ ଆଦାନୀଗ୍ରୁପକୁ କଣ ପାଇଁContinue reading “ପୁଣି ତେଜିଲା ଆଦାନୀ ପ୍ରସଙ୍ଗ । ସେବି ନିୟମକୁ ଆଦାନୀ ଉଲଙ୍ଘନ କରିଥିବା ଅଭିଯୋଗ”

ଜି-୨୦କୁ ଆସିବେନି ଜିନ୍ ପିଙ୍ଗ୍! ମାନଚିତ୍ର ବିବାଦ, ବଦଳିଲା ମୁଡ୍ !

କନକ ବ୍ୟୁରୋ : ଗୋଟିଏ ବ୍ରିକ୍ସ ସମ୍ମିଳନୀରେ ମୋଦୀ-ଜିନପିଙ୍ଗ୍ ଭେଟ । ଆଉ ଗୋଟିଏ ଚୀନର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଜାରି କରିଥିବା ଫଟୋ । ବ୍ରିକ୍ସ ସମ୍ମିଳନୀରେ ଦୁଇ ନେତା ଏକାଠି ହୋଇ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଉ ଚୀନ୍ ମଧ୍ୟ ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ହୋଇଥିଲେ । କିନ୍ତୁ ମୋଦୀ ଭାରତରେ ପହଂଚିବା ପରେ ପରେ ଚୀନର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଏକContinue reading “ଜି-୨୦କୁ ଆସିବେନି ଜିନ୍ ପିଙ୍ଗ୍! ମାନଚିତ୍ର ବିବାଦ, ବଦଳିଲା ମୁଡ୍ !”

ଜମ୍ମୁରେ ନିର୍ବାଚନ ତାରିଖକୁ ନେଇ ବଢ଼ିଲା ସସପେନ୍ସ । ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ ବଢା଼ଇଲା ଚର୍ଚ୍ଚା

କନକ ବ୍ୟୁରୋ : ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଖୁବଶୀଘ୍ର ନିର୍ବାଚନ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ହଟିବା ପରେ ପଂଚାୟତ ନିର୍ବାଚନ ହୋଇଛି । ଏହାପରେ ବିଧାନସଭା ନିର୍ବାଚନ କେବେ ହେବ ସେ ନେଇ ଉକ୍ରଣ୍ଠା ରହିଛି । କେନ୍ଦ୍ର ସରକାରର ନେତା ମାନେ ବିଭିନ୍ନ ଫୋରମରେ ନିର୍ବାଚନ ହେବ ବୋଲି କହିଥିଲେContinue reading “ଜମ୍ମୁରେ ନିର୍ବାଚନ ତାରିଖକୁ ନେଇ ବଢ଼ିଲା ସସପେନ୍ସ । ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ ବଢା଼ଇଲା ଚର୍ଚ୍ଚା”

ଦିଲ୍ଲୀ ଦଖଲ ପାଇଁ ମୁମ୍ବାଇରେ ମେଳି । ମିଶନ ମୋଦୀ: ମିଶିବ ତ ବିରୋଧୀଙ୍କ ମନ?

କନକ ବ୍ୟୁରୋ : ଅନାସ୍ଥା ପ୍ରସ୍ତାବ ଖାରଜ ହେବା, ଦିଲ୍ଲୀ ଅଧ୍ୟାଦେଶ ପାରିତ ହେବା ପରେ ଏବେ ପୁଣିଥରେ ମୋଦୀ ବିରୋଧୀ ମୁମ୍ବାଇରେ ଏକାଠି ହୋଇଛନ୍ତି । ୨୦୨୪ରେ ଦିଲ୍ଲୀ ଦଖଲ ପାଇଁ ଏହି ବୈଠକ ଗୋଟିଏ ବଡ ନିଷ୍ପତି ନେବ ବୋଲି କୁହାଯାଉଛି । ତେଣୁ ଦେଶର ମୋଦୀ ବିରୋଧୀ ତଥା ବିଜେପି ବିରୋଧୀ ଦଳର ପ୍ରମୁଖ ନେତା ଏକାଠି ହୋଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକକୁ ନେଇ ଏବେContinue reading “ଦିଲ୍ଲୀ ଦଖଲ ପାଇଁ ମୁମ୍ବାଇରେ ମେଳି । ମିଶନ ମୋଦୀ: ମିଶିବ ତ ବିରୋଧୀଙ୍କ ମନ?”

Design a site like this with WordPress.com
Get started