ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା: ସାରା ରାଜ୍ୟରେ ମରୁଡି ଆଶଙ୍କା

କନକ ବ୍ୟୁରୋ: ଆଗକୁ ଦେଖାଦେବକି ଖାଦ୍ୟ ସଂକଟ । କାରଣ ରାଜ୍ୟକୁ ଭାତ ଯୋଗାଉଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏଲ-ନିନୋ ପ୍ରଭାବରେ ଅଗଷ୍ଟରେ ନିଅଂଟିଆ ବର୍ଷା ହୋଇଛି । କହିବାକୁ ଗଲେ ଆକାଶରୁ ଗାଏବ ହୋଇଯାଇଛି ମେଘ । କେଉଁଠି ଜମି ଫାଟି ଆଁ କରିଛି ତ ଆଉ କେଉଁଠି ତଳି ପୋଡି ଯାଇଛି । ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ପ୍ରଭାବିତContinue reading “ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା: ସାରା ରାଜ୍ୟରେ ମରୁଡି ଆଶଙ୍କା”

ବିରୋଧ ଭିତରେ ଯାଜପୁରକୁ ଗସ୍ତ କଲେ ଫାଇଭ-ଟି ସଚିବ: ବଡଚଣା ଓ ଧର୍ମଶାଳାରେ ମଞ୍ଚରୁ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି 

କନକ ବ୍ୟୁରୋ: ବିରୋଧ, ସମାଲୋଚନା ଓ ଆକ୍ରମଣ ଭିତରେ ଜାରି ରହିଛି ଫାଇଭ-ଟି ସଚିବଙ୍କ ଗସ୍ତ । ଯାଜପୁରରେ ବିଭିନ୍ନ ଅଂଚଳ ବୁଲି ଲୋକଙ୍କ ସମସ୍ୟା ଶୁଣିବା ସହ ସମାଧାନ ପ୍ରତିଶ୍ରୁତି ଦେଉଛନ୍ତି ଭି.କେ ପାଣ୍ଡିଆନ୍ । ଏପଟେ ପୂର୍ବ ଘୋଷଣା ଅନୁସାରେ, କଂଗ୍ରେସର କଳା ପତାକା ପ୍ରଦର୍ଶନ ଜାରି ରହିଛି । ସରକାରୀ ଅଧିକାରୀଙ୍କ ରାଜନୀତିକୁ ନାପସନ୍ଦ କରି ବିଜେପି କରିଛି ନାରାବାଜି । ଆଉ ନବନିର୍ମାଣ କୃଷକ ସଂଗଠନ ମଧ୍ୟ ଶୋଭାଯାତ୍ରା କରି ବିରୋଧContinue reading “ବିରୋଧ ଭିତରେ ଯାଜପୁରକୁ ଗସ୍ତ କଲେ ଫାଇଭ-ଟି ସଚିବ: ବଡଚଣା ଓ ଧର୍ମଶାଳାରେ ମଞ୍ଚରୁ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି “

ଆସନ୍ତା ମାସରେ କେନ୍ଦ୍ର ସରକାର ଡାକିଲେ ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ପ୍ରକାଶ ପାଇନାହିଁ ଏଜେଣ୍ଡା

କନକ ବ୍ୟୁରୋ : କେନ୍ଦ୍ର ସରକାର ଆସନ୍ତା ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯାହା ୫ ଦିନ ଧରି ଚାଲିବ । କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ମୋଦୀ ସରକାରଙ୍କ ଏହି ନିଷ୍ପତି ପରେ ଅନେକ କଳ୍ପନାଜଳ୍ପନା କରାଯାଉଛି । ଗୁରୁବାର ଏବଂ ଶୁକ୍ରବାର ଦିନ ମୁମ୍ବାଇରେ ବିରୋଧୀ ଦଳ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ଏହି ଘୋଷଣା ହୋଇଛି । ସେପ୍ଟେମ୍ବରContinue reading “ଆସନ୍ତା ମାସରେ କେନ୍ଦ୍ର ସରକାର ଡାକିଲେ ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ପ୍ରକାଶ ପାଇନାହିଁ ଏଜେଣ୍ଡା”

ବସ୍ତି ଜିଲ୍ଲାର ଝିଅ ଗୀତିକା ଏବେ ପାକିସ୍ତାନରେ ସମ୍ଭାଳିବେ ଭାରତୀୟ ହାଇକମିଶନର ଦାୟିତ୍ୱ, ଜାଣନ୍ତୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ

କନକ ବ୍ୟୁରୋ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଭାରତ ତରଫରୁ ପାକିସ୍ତାନରେ ନିଜର ହାଇକମିଶନର ଭାବେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୦୫ ବ୍ୟାଚର ଭାରତୀୟ ବିଦେଶ ସେବା ଅର୍ଥତା ଆଇଏଫଏସ ଅଧିକାରୀ ଗୀତିକା ଶ୍ରୀବାସ୍ତବ ଇସଲାମାବାଦରେ ଭାରତୀୟ ହାଇକମିଶନର ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ପୂର୍ବରୁ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନର ସୁରେଶ କୁମାର ଦିଲ୍ଲୀ ଫେରିପାରନ୍ତି । ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମିତ ସଂପର୍କ ରହିଛି । ଦୁଇଦେଶରContinue reading “ବସ୍ତି ଜିଲ୍ଲାର ଝିଅ ଗୀତିକା ଏବେ ପାକିସ୍ତାନରେ ସମ୍ଭାଳିବେ ଭାରତୀୟ ହାଇକମିଶନର ଦାୟିତ୍ୱ, ଜାଣନ୍ତୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ”

କିଏ ହେବେ ନୂଆ ବାଚସ୍ପତି? ରେସରେ କିଏ ଆଗରେ?

କନକ ବ୍ୟୁରୋ: ସଂସଦର ସ୍ୱତନ୍ତ୍ର ଅଧିବେଶନ ସରିବ ଆଉ ରାଜ୍ୟରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଆଗୁଆ ବନ୍ଦ ହୋଇପାରେ ବୋଲି ଗୋଟିଏ ମହଲର ଯୁକ୍ତି । ମୋଦୀଙ୍କ ସହ ତାଳ ଦେଇ ନବୀନ ମଧ୍ୟ ରାଜ୍ୟରେ ଆଗୁଆ ନିର୍ବାଚନକୁ ଯାଇପାରନ୍ତି । କାରଣ ଏହି ଅଧିବେଶନରେ ଆସିବାକୁ ଯାଉଛି ଅତିରିକ୍ତ ବଜେଟ୍ । ସ୍ୱାଭାବିକ ଭାବେ ନିର୍ବାଚନକୁ ଗଲେ, ବିଧାନସଭାର ଆଉ ଗୋଟିଏContinue reading “କିଏ ହେବେ ନୂଆ ବାଚସ୍ପତି? ରେସରେ କିଏ ଆଗରେ?”

୨୦୨୪ର ରେସ: ମୋଦି ବନାମ ବିରୋଧୀ? ମୋଦିଙ୍କୁ ମାତ୍ ଦେବ କି ‘ଇଣ୍ଡିଆ’ ମେଂଟ?

କନକ ବ୍ୟୁରୋ: ଦିନକୁ ଦିନ ଆହୁରି ସଂଗଠିତ ହେଉଛନ୍ତି ମୋଦୀ ବିରୋଧୀ । ପାଟଣା ଓ ବେଙ୍ଗଳୁରୁ ବୈଠକ ପରେ ମହାରାଷ୍ଟ୍ରରେ ଚାଲିଛି ମହାମନ୍ଥନ । ପୁଣି ଥରେ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି ଇଣ୍ଡିଆ ମେଂଟରେ ଥିବା ବିରୋଧୀ ଦଳ । ୨୬ ଦଳ, ୬୦ ନେତା ଓ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ୨୦୨୪ରେ ମୋଦିଙ୍କୁ ମାତ ଦେବାକୁ ମୁମ୍ବାଇରେ ଆରମ୍ଭ ହୋଇଛିContinue reading “୨୦୨୪ର ରେସ: ମୋଦି ବନାମ ବିରୋଧୀ? ମୋଦିଙ୍କୁ ମାତ୍ ଦେବ କି ‘ଇଣ୍ଡିଆ’ ମେଂଟ?”

ସସପେନ୍ସ ବଢାଇଲା ସଂସଦର ସ୍ୱତନ୍ତ୍ର ଅଧିବେଶନ ଘୋଷଣା: ଆରମ୍ଭ ହେଲା ରାଜନୈତିକ ବୟାନବାଜି

କନକ ବ୍ୟୁରୋ: ଭାଙ୍ଗି ଯିବ କି ଲୋକସଭା? ସଂସଦର ସ୍ୱତନ୍ତ୍ର ଅଧିବେଶନ ଘୋଷଣା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି । ସେପଟେ କ୍ରମାଗତ ମୋଦୀ ସରକାରଙ୍କ ଲୋକ ପ୍ରିୟତା କମିବାରେ ଲାଗିଛି । ମୋଦିଙ୍କୁ ଚେକ୍ ଦେବା ପାଇଁ ଇଣ୍ଡିଆ ମେଂଟ ଜରିଆରେ ବିରୋଧୀ ଏକାଠି ହେଉଛନ୍ତି । ଏଭଳି ସ୍ଥିତିରେ ମୋଦି ହୁଏତ ସରକାରକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ସାମ୍ନା କରିପାରନ୍ତି ବୋଲି ସନ୍ଦେହContinue reading “ସସପେନ୍ସ ବଢାଇଲା ସଂସଦର ସ୍ୱତନ୍ତ୍ର ଅଧିବେଶନ ଘୋଷଣା: ଆରମ୍ଭ ହେଲା ରାଜନୈତିକ ବୟାନବାଜି”

ମୋଦୀ ସରକାର ନେଇପାରନ୍ତି ବଡ ପଦକ୍ଷେପ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଣିପାରନ୍ତି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ

କନକ ବ୍ୟୁରୋ : କେନ୍ଦ୍ର ସରକାର ହଠାତ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସେପ୍ଟେମ୍ବର ୧୮ ତାରିଖରୁ ୨୨ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । କୁହାଯାଉଛି କି ଏହି ଅଧିବେଶନରେ ୫ଟି ବୈଠକ ବସିବ । ସୂତ୍ର ସୂଚନା ମୁତାବକ ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନରେ ମୋଦୀ ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଧେୟକ ଆଣିପାରନ୍ତି । ଦେଶରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଲାଗିContinue reading “ମୋଦୀ ସରକାର ନେଇପାରନ୍ତି ବଡ ପଦକ୍ଷେପ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଣିପାରନ୍ତି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ”

ବସ୍ତିର ଝିଅ ଗୀତିକା ଏବେ ପାକିସ୍ତାନରେ ସମ୍ଭାଳିବେ ଭାରତୀୟ ହାଇକମିଶନର ଦାୟିତ୍ୱ, ଜାଣନ୍ତୁ ସଂଘର୍ଷର କାହାଣୀ

କନକ ବ୍ୟୁରୋ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଭାରତ ତରଫରୁ ପାକିସ୍ତାନରେ ନିଜର ହାଇକମିଶନର ଭାବେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୦୫ ବ୍ୟାଚର ଭାରତୀୟ ବିଦେଶ ସେବା ଅର୍ଥତା ଆଇଏଫଏସ ଅଧିକାରୀ ଗୀତିକା ଶ୍ରୀବାସ୍ତବ ଇସଲାମାବାଦରେ ଭାରତୀୟ ହାଇକମିଶନର ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ପୂର୍ବରୁ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନର ସୁରେଶ କୁମାର ଦିଲ୍ଲୀ ଫେରିପାରନ୍ତି । ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମିତ ସଂପର୍କ ରହିଛି । ଦୁଇଦେଶରContinue reading “ବସ୍ତିର ଝିଅ ଗୀତିକା ଏବେ ପାକିସ୍ତାନରେ ସମ୍ଭାଳିବେ ଭାରତୀୟ ହାଇକମିଶନର ଦାୟିତ୍ୱ, ଜାଣନ୍ତୁ ସଂଘର୍ଷର କାହାଣୀ”

ଅନୁଗୁଳ ରାଜନୀତିରେ ରାଜପଥ: ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଧିମେଇ ଯାଇଥିବାରୁ ବିଜେଡିର ଆନ୍ଦୋଳନ ଚେତାବନୀ

କନକ ବ୍ୟୁରୋ: ଅନୁଗୁଳ ରାଜନୀତିରେ ୫୫ନମ୍ୱର ଜାତୀୟ ରାଜପଥ । ରାଜପଥର ପ୍ରଶସ୍ତିକରଣରେ ବିଳମ୍ୱ ନେଇ ଉଭୟ ବିଜେଡି ଓ ବିଜେପି କାଦୁଅ ଫିଙ୍ଗାଫିଙ୍ଗି । ୫୫ ନମ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟି ଥିବା ଯୋଗୁଁ ଦୀର୍ଘ ବର୍ଷ ହେବ ଅନେକ ଧନ ଜୀବନ ହାନି ହେଉଛି । ନିର୍ବାଚନ ଆସିଲେ ଜାତୀୟ ରାଜପଥ ଏକ ମୁଦ୍ଦା ପାଲଟିଯାଏ ଅନୁଗୁଳ ରାଜନୈତିକ ଦଳଙ୍କ ପାଇଁ । ଆଲୋଚନା, ସମାଲୋଚନା ଓ ଆନ୍ଦୋଳନ ପରେ ମଧ୍ୟ ଏପର୍ୟ୍ୟନ୍ତContinue reading “ଅନୁଗୁଳ ରାଜନୀତିରେ ରାଜପଥ: ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଧିମେଇ ଯାଇଥିବାରୁ ବିଜେଡିର ଆନ୍ଦୋଳନ ଚେତାବନୀ”

Design a site like this with WordPress.com
Get started