କନକ ବ୍ୟୁରୋ: କିରାଣୀଙ୍କ ପରେ ଏବେ ଆନ୍ଦୋଳନରେ ପଂଚାୟତ ନିର୍ବାହୀ ଅଧିକାରୀ । ଗତ ୨ ସପ୍ତାହ ଧରି ପିଇଓମାନେ କଲମ ଓ ଦଫତର ଛାଡି ଆନ୍ଦୋଳନ କରୁଥିବା ବେଳେ ପଂଚାୟତ ସ୍ତରରେ ସରକାରୀ ବ୍ୟବସ୍ଥା ଏକ ପ୍ରକାର ଠପ୍ ହେବାକୁ ବସିଲାଣି । ବିଶେଷ କରି ସାଧାରଣ ବଂଟନ ଠାରୁ ଆରମ୍ଭ କରି ଭତା, ଆବାସ, ମନରେଗା ପରି ୨୫ରୁ ଅଧିକ ଯୋଜନା ପଂଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଛି । ଏହିସବୁ ଯୋଜନା କାର୍ଯ୍ୟକାରୀ କରିବାରେContinue reading “ଆନ୍ଦୋଳନରେ ପଂଚାୟତ ନିର୍ବାହୀ ଅଧିକାରୀ: ୨ ସପ୍ତାହର ଆନ୍ଦୋଳନ ଯୋଗୁଁ ପଂଚାୟତ ସ୍ତରରେ ସରକାରୀ ବ୍ୟବସ୍ଥା ଏକ ପ୍ରକାର ଠପ୍”
Tag Archives: News
ନ୍ୟାୟ ପାଇଁ ଭାଗ ଚାଷୀଙ୍କ ୫୦ ବର୍ଷର ଲଢେଇ: ହକ୍ ପାଇଁ ୩୩ ବର୍ଷ ବୟସରେ କରିଥିଲେ ଆବେଦନ
କନକ ବ୍ୟୁରୋ: ଭାଗ ଚାଷୀଙ୍କ ୫୦ ବର୍ଷର ଲଢ଼େଇ । ୩୩ ବର୍ଷ ବୟସରେ ଯୁବାବସ୍ଥାରେ ହକ୍ ପାଇଁ ଲଢେଇ ଆରମ୍ଭ କରିଥିଲ, ୮୨ ବର୍ଷରେ ପରିଣତ ବୟସରେ ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଛି । ପୁରୀ ଜିଲ୍ଲା ସଦରବ୍ଲକ ବୀର ନରସିଂହପୁର ସତରବଖରା ଗାଁର ସୁରେନ୍ଦ୍ର ନାଥ ପଣ୍ଡା । ଯାହାଙ୍କର ବୟସ ଏବେ ୮୨ ବର୍ଷ । ଭାଗ ଚାଷୀର ହକ ପାଇଁ ଦୀର୍ଘ ୧୯୭୫ ମସିହାରୁ ନ୍ୟାୟ ପାଇଁ ନିବେଦନ କରିଆସୁଥିଲେ ସରକାରୀ ବାବୁContinue reading “ନ୍ୟାୟ ପାଇଁ ଭାଗ ଚାଷୀଙ୍କ ୫୦ ବର୍ଷର ଲଢେଇ: ହକ୍ ପାଇଁ ୩୩ ବର୍ଷ ବୟସରେ କରିଥିଲେ ଆବେଦନ”
କେନ୍ଦ୍ରାପଡାରେ କୁମ୍ଭୀର ଭୟ: ରାଜନଗର ବ୍ରାହ୍ମଣୀ ନଦୀରେ ପୁଣି ଜଣଙ୍କୁ ଟାଣିନେଲା ମଣିଷଖିଆ ମଗର
କନକ ବ୍ୟୁରୋ: ମାତିଛି ମଣିଷଖିଆ ମଗର । ନଦୀରେ ଲୁଚି ରହୁଛି, ଯାହାକୁ ଦେଖୁଛି ଟାଣି ନେଉଛି । କେନ୍ଦ୍ରାପଡ଼ା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀରେ ମଇଁଷି ଚରାଇବା ପାଇଁ ଯାଇଥିବା ବେଳେ ରାଜପୁର ଗାଁର ଅଭୟ ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ୨ ମାସ ଭିତରେ ୪ଜଣଙ୍କୁ ଟାଣି ନେଲାଣି ମଣିଷଖିଆ କୁମ୍ଭୀର । ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେContinue reading “କେନ୍ଦ୍ରାପଡାରେ କୁମ୍ଭୀର ଭୟ: ରାଜନଗର ବ୍ରାହ୍ମଣୀ ନଦୀରେ ପୁଣି ଜଣଙ୍କୁ ଟାଣିନେଲା ମଣିଷଖିଆ ମଗର”
ଅଗଷ୍ଟରେ ଚିନ୍ତା ବଢ଼ାଇଲା ନିଅଂଟିଆ ବର୍ଷା: ନବରଙ୍ଗପୁରରେ ସବୁଠାରୁ କମ୍ ବର୍ଷା
କନକ ବ୍ୟୁରୋ: ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ଓଡିଶା । ସବୁଆଡେ ମେଘକୁ ଅନାଇ ରହିଛନ୍ତି ଅନ୍ନଦାତା । କମ ବର୍ଷା ଯୋଗୁ ଜମି ଫାଟି ଆଁ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶୁଖିଲା ଚାଷ ଜମିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଅଭାବରୁ ଯାଜପୁର ଦଶରଥପୁର ଅଚଂଳରେ ମରୁଡି ସ୍ଥିତି ଉପୁଜିଛି । ବର୍ଷା ନାହିଁ କି ୧୫ ବର୍ଷ ହେଲା ଉଠାଜଳସେଚନ ପ୍ରକଳ୍ପ କାମରେ ଆସୁନାହିଁ । ଫଳରେ ଶହ ଶହContinue reading “ଅଗଷ୍ଟରେ ଚିନ୍ତା ବଢ଼ାଇଲା ନିଅଂଟିଆ ବର୍ଷା: ନବରଙ୍ଗପୁରରେ ସବୁଠାରୁ କମ୍ ବର୍ଷା”
ମୁକେଶ ଅମ୍ବାନୀଙ୍କ କମ୍ପାନୀ କିଣିଲା ବିସିସିଆଇର ମିଡିଆ ରାଇଟସ୍ । ଏବେ ଏହି ଚ୍ୟାନେଲରେ ଆପଣ ଦେଖିପାରିବେ ଭାରତୀୟ ଟିମର ଘରୋଇ ମ୍ୟାଚ୍
କନକ ବ୍ୟୁରୋ : ଭାରତରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପ୍ରସାରଣ ପାଇଁ ଟିଭି ଓ ଡିଜିଟାଲ ମିଡିଆ ରାଇଟସ ବିକ୍ରି ହୋଇଛି । ୫ ବର୍ଷ ପାଇଁ ଏହି ମିଡିଆ ରାଇଟସକୁ ଆମ୍ବାନୀ ଗ୍ରୁପର ଭାୟାକମ୍-୧୮ କିଣିଛି । ଏବେ ଭାରତୀୟ ଟିମର ଘରୋଇ ମ୍ୟାଚର ସିଧା ପ୍ରସାରଣ ଟିଭିରେ ସ୍ପୋର୍ଟସ ୧୮ ନେଟୱର୍କ କରିବ । ସେହିଭଳି ମୋବାଇଲ ଓ ଲାପଟପରେ ଜିୟୋ ସିନେମା ଭାରତୀୟ ଟିମର ଘରୋଇ ମ୍ୟାଚର ଲାଇଭ ଷ୍ଟ୍ରିମିଂ କରିବContinue reading “ମୁକେଶ ଅମ୍ବାନୀଙ୍କ କମ୍ପାନୀ କିଣିଲା ବିସିସିଆଇର ମିଡିଆ ରାଇଟସ୍ । ଏବେ ଏହି ଚ୍ୟାନେଲରେ ଆପଣ ଦେଖିପାରିବେ ଭାରତୀୟ ଟିମର ଘରୋଇ ମ୍ୟାଚ୍”
କେନ୍ଦ୍ରାପଡ଼ା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ: ୨ମାସରେ କୁମ୍ଭୀର ନେଲାଣି ୪ ଜୀବନ
କନକ ବ୍ୟୁରୋ: କେନ୍ଦ୍ରାପଡ଼ା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ବ୍ରାହ୍ମଣୀ ନଦୀରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ୬୨ ବର୍ଷୀୟ ଅଭୟ ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । କୁମ୍ଭୀର ଆତଙ୍କ ନେଇ ଏବ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ୨ ମାସ ଭିତରେ ୪ଜଣଙ୍କୁ ଟାଣି ନେଲାଣି ମଣିଷଖିଆ କୁମ୍ଭୀର । ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାରମ୍ବାର ଏଭଳି ଘଟଣାContinue reading “କେନ୍ଦ୍ରାପଡ଼ା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ: ୨ମାସରେ କୁମ୍ଭୀର ନେଲାଣି ୪ ଜୀବନ”
ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ ଜୟା ବର୍ମା ସିହ୍ନା, ଜାଣନ୍ତୁ ତାଙ୍କ ବାବଦରେ ଅନେକ କିଛି
କନକ ବ୍ୟୁରୋ : ମନ୍ତ୍ରୀମଣ୍ଡଳ ନିଯୁକ୍ତି କମିଟି ରେଳ ବୋର୍ଡର ଅଧ୍ୟକ୍ଷ ଓ ସିଇଓ ଭାବେ ଜୟା ବର୍ମା ସିହ୍ନାଙ୍କ ନାମକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେ ଅନୀଲ କୁମାର ଲାହୋଟିଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ । ସେ ସେପ୍ଟେମ୍ବର ପହିଲାରୁ ପଦଭାର ସମ୍ଭାଳିବେ । ବଡକଥା ହେଉଛି ଭାରତୀୟ ରେଳ ଇତିହାସର ସେ ପ୍ରଥମ ମହିଳା ଅଧ୍ୟକ୍ଷ । ଏହା ପୂର୍ବରୁ ବିଜୟଲକ୍ଷ୍ମୀ ବିଶ୍ୱନାଥନ ରେଳ ବୋର୍ଡର ମହିଳା ସଦସ୍ୟ ଥିଲେ । ୧୯୯୮Continue reading “ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ ଜୟା ବର୍ମା ସିହ୍ନା, ଜାଣନ୍ତୁ ତାଙ୍କ ବାବଦରେ ଅନେକ କିଛି”
କେନ୍ଦ୍ର ସରକାର ଡାକିଲେ ସଂସଦର ସ୍ୱତନ୍ତ୍ର ଅଧିବେଶନ । ୧୮-୨୨ ସେପ୍ଟେମ୍ବର ମଧ୍ୟରେ ବସିବ ୫ଟି ବୈଠକ
କନକ ବ୍ୟୁରୋ : କେନ୍ଦ୍ରର ମୋଦୀ ସରକାର ସଂସଦରେ ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି । ଏହି ବୈଠକ ସେପ୍ଟେମ୍ବର ୧୮ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୫ଟି ବୈଠକ ବସିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏହା ୧୭ତମ ଲୋକସଭାର ୧୩ତମ ଓ ରାଜ୍ୟସଭାରେ ୨୬୧ ଅଧିବେଶନ ହେବ । ସମ୍ବିଧାନର ଧାରା ୮୫ ମୁତାବକ ଜରୁରୀ ଅଧିବେଶନ ଡାକିବାରContinue reading “କେନ୍ଦ୍ର ସରକାର ଡାକିଲେ ସଂସଦର ସ୍ୱତନ୍ତ୍ର ଅଧିବେଶନ । ୧୮-୨୨ ସେପ୍ଟେମ୍ବର ମଧ୍ୟରେ ବସିବ ୫ଟି ବୈଠକ”
ଫିଟନେସ୍ ମନ୍ତ୍ର ଦେଉଥିଲେ । ନିଜେ ଡବଲ ହାର୍ଟ ଷ୍ଟ୍ରୋକରେ ପ୍ରାଣ ହରାଇଲେ
କନକ ବ୍ୟୁରୋ: ବ୍ରାଜିଲର ଇନ୍ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ମାତ୍ର ୩୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଗଲେ । ବୋର୍ଗସଙ୍କ ମୃତ୍ୟୁ ଦୁଇଥର ହୃଦଘାତର ଶିକାର ହେବାପରେ ହୋଇଛି ବୋଲି କୁହାଯାଉଛି। ଏକସପ୍ତାହ ହସ୍ପିଟାଲରେ ଭର୍ତ୍ତି ରହିବା ପରେ ଗତ ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକ ସୂଚନା ଦେଇ କହିଛନ୍ତି। ବୋର୍ଗସଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଲାରିସାContinue reading “ଫିଟନେସ୍ ମନ୍ତ୍ର ଦେଉଥିଲେ । ନିଜେ ଡବଲ ହାର୍ଟ ଷ୍ଟ୍ରୋକରେ ପ୍ରାଣ ହରାଇଲେ”
ଚନ୍ଦ୍ରଯାନ-୩କୁ ନେଇ ଆଉ ଏକ ଖୁସି ଖବର ଦେଲା ଇସ୍ରୋ । ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ସଲଫର ରହିଥିବାର ଦେଲା ସୂଚନା
କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନର ପେଲୋଡ ଚନ୍ଦ୍ରରେ ସଲଫରର ଉପସ୍ଥିତିକୁ ସ୍ପଷ୍ଟଭାବେ ନିଶ୍ଚିତ କରିବାର କିଛିଦିନ ପରେ ରୋଭରରେ ଥିବା ଅନ୍ୟ ଏକ ଉପକରଣ ଅନ୍ୟ ଏକ କୌଶଳ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫରର ଉପସ୍ଥିତିକୁ ନିଶ୍ଚିତ କରିଛି । ଇସ୍ରୋ ତରଫରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି କି ଆଲଫା ପାର୍ଟିକିଲ ଏକ୍ସ-ରେ ସ୍ପେକ୍ଟ୍ରୋସ୍କୋପ ସଲଫର ସମେତ ଅନ୍ୟ ଛୋଟ ଛୋଟ ତତ୍ୱର ସନ୍ଧାନ କରିଛି । ଚନ୍ଦ୍ରଯାନ-୩ର ଆବିଷ୍କାର ବୈଜ୍ଞାନିକମାନଙ୍କୁContinue reading “ଚନ୍ଦ୍ରଯାନ-୩କୁ ନେଇ ଆଉ ଏକ ଖୁସି ଖବର ଦେଲା ଇସ୍ରୋ । ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ସଲଫର ରହିଥିବାର ଦେଲା ସୂଚନା”