ଅଗଷ୍ଟ ମାସରେ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା : କେଉଁଠି ଫାଟି ଆଁ କରିଛି ଚାଷ ଜମି ତ କେଉଁଠି ଜଳିଗଲାଣି ଧାନତଳି; ଆଉ ବି କେଉଁଠି ରୁଆ ହୋଇନି ଧାନ

କନକ ବ୍ୟୁରୋ : ପାଣି ପାଇଁ ଚିନ୍ତାରେ ଚାଷୀ । କମ ବର୍ଷା ଯୋଗୁ ଜମି ଫାଟି ଆଁ । ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି । କମ ବର୍ଷା ଯୋଗୁ ଯାଜପୁର ଦଶରଥପୁର ଅଞ୍ଚଳରେ ମରୁଡି ସମସ୍ୟା ସୃଷ୍ଟି ହୋଇଛି । ରୁଆ ଯାଇଥିବା ଧାନ ତଳି ପାଣି ଅଭାବରୁ ଅଧା ଜଳିଗଲାଣି । ସ୍ଥାନୀୟ ପାଲଟପୁର ପଞ୍ଚାୟତରେ ଶହ ଶହ ହେକ୍ଟର ଧାନ ଚାଷ ଜମି ଫାଟିContinue reading “ଅଗଷ୍ଟ ମାସରେ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା : କେଉଁଠି ଫାଟି ଆଁ କରିଛି ଚାଷ ଜମି ତ କେଉଁଠି ଜଳିଗଲାଣି ଧାନତଳି; ଆଉ ବି କେଉଁଠି ରୁଆ ହୋଇନି ଧାନ”

ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଧର୍ମଶାଳା ଗସ୍ତକୁ ବିରୋଧ : କଂଗ୍ରେସ, ବିଜେପି ସହ ବିରୋଧ କଲା ନବନିର୍ମାଣ କୃଷକ ସଂଘ

କନକ ବ୍ୟୁରୋ : ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଯାଜପୁର ଗସ୍ତକୁ ବିରୋଧ । କଂଗ୍ରେସ, ବିଜେପି ସମେତ ବିରୋଧ କଲା ନବନିର୍ମାଣ ସଂଘ । ଆଜି ଯାଜପୁର ଧର୍ମଶାଳା ଗସ୍ତରେ ଯାଇଛନ୍ତି ପାଣ୍ଡିଆନ । ଗୋପବନ୍ଧୁ ଛକରେ କଂଗ୍ରେସ କର୍ମୀମାନେ କଳା ପୋଷାକ ପିନ୍ଧି ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଛନ୍ତି । ସେହିପରି ବିଜେପି କର୍ମୀମାନେ ସଚିବ ରାଜନୀତି କରୁଥିବା ଅଭିଯୋଗରେ ପ୍ରତିବାଦ କରିଛନ୍ତି । ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ମଧ୍ୟContinue reading “ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଧର୍ମଶାଳା ଗସ୍ତକୁ ବିରୋଧ : କଂଗ୍ରେସ, ବିଜେପି ସହ ବିରୋଧ କଲା ନବନିର୍ମାଣ କୃଷକ ସଂଘ”

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ତରବରିଆ ଭାବେ ପୋଡ଼ିବାକୁ ନେଉଥିବା ବେଳେ ଶବ ଜବତ କଲା ପୋଲିସ; ବ୍ୟବଚ୍ଛେଦ ପରେ ସାମ୍ନାକୁ ଆସିବ ସତ

କନକ ବ୍ୟୁରୋ : ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଗ୍ରାମବାସୀ ତରବରିଆ ଭାବେ ପୋଡ଼ିବାକୁ ନେଉଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ସାମ୍ନାକୁ ଆସିବ ସତ । ମୃତ ଦମ୍ପତି ୭ ମାସ ତଳେ ବିବାହ କରିଥିଲେ । ହେଲେ କେଉଁ କାରଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଘର ଭିତରୁContinue reading “ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ତରବରିଆ ଭାବେ ପୋଡ଼ିବାକୁ ନେଉଥିବା ବେଳେ ଶବ ଜବତ କଲା ପୋଲିସ; ବ୍ୟବଚ୍ଛେଦ ପରେ ସାମ୍ନାକୁ ଆସିବ ସତ”

ଏଲନ୍ ମସ୍କଙ୍କ ବଡ ଘୋଷଣା । ଏକ୍ସ ମାଧ୍ୟମରେ କରିପାରିବେ ଅଡିଓ ଓ ଭିଡିଓ କଲ୍

କନକ ବ୍ୟୁରୋ : ଅଡିଓ ଓ ଭିଡିଓ କଲ ପାଇଁ ସର୍ବାଧିକ ଲୋକ ହ୍ୱାଟସପ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କଲ କରିବା ପାଇଁ ହ୍ୱାଟସପ ହେଉଛି ଏକ ଲୋକପ୍ରିୟ ଆପ୍ । ହେଲେ ଏଲନ୍ ମସ୍କ ଏବେ ହ୍ୱାଟସପ ଠାରୁ ଆଗକୁ ରହିବାକୁ ଚେଷ୍ଟା କରିଛନ୍ତି । ସେ ଏକ୍ସ ମାଧ୍ୟମରେ ଅଡିଓ ଓ ଭିଡିଓ କଲ କରାଯାଇପାରିବ ବୋଲି ଘୋଷଣା କରିଛନ୍ତି । ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତିContinue reading “ଏଲନ୍ ମସ୍କଙ୍କ ବଡ ଘୋଷଣା । ଏକ୍ସ ମାଧ୍ୟମରେ କରିପାରିବେ ଅଡିଓ ଓ ଭିଡିଓ କଲ୍”

ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବ, ବିଜେଡ଼ି-ବିଜେପି ମୁହାଁମୁହିଁ : ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକଙ୍କ ନାଁ ନଥିବାରୁ ବିରୋଧ ପ୍ରଦର୍ଶନ କଲା ବିଜେପି

କନକ ବ୍ୟୁରୋ : ପାରଳାଖେମୁଣ୍ଡିରେ ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବରେ ବିଜେଡ଼ି ବିଜେପି ମୁହାଁମୁହିଁ । ସମବାୟ ବିଭାଗ ପକ୍ଷରୁ ସହରର ସିନେମା ହଲ ଛକରେ ଉଦଘାଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକଙ୍କ ନାଁ ନଥିବାରୁ ବିଜେପି ବିରୋଧ ପ୍ରଦର୍ଶନ କରିଥିଲା । ଆଉ ଏହି ସମୟରେ ବିଜେଡ଼ି ଓ ବିଜେପି ମଧ୍ୟ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । The post ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବ, ବିଜେଡ଼ି-ବିଜେପି ମୁହାଁମୁହିଁContinue reading “ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବ, ବିଜେଡ଼ି-ବିଜେପି ମୁହାଁମୁହିଁ : ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକଙ୍କ ନାଁ ନଥିବାରୁ ବିରୋଧ ପ୍ରଦର୍ଶନ କଲା ବିଜେପି”

ମାତ୍ର ୧୫୦ ଘଣ୍ଟା… ଶେଷ ହେବାକୁ ଯାଉଛି ମିଶନ ଚନ୍ଦ୍ରଯାନ-୩, ଏବେ ହେବ କ’ଣ ?

କନକ ବ୍ୟୁରୋ: ଇସ୍ରୋ ଚନ୍ଦ୍ରରେ ତ୍ରିରଙ୍ଗା ଉଡାଇ ଦେଶବାସୀଙ୍କୁ ଗର୍ବିତ କରିଛି । ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ଅବତରଣ କରିଥିଲା । ଏହା ପରେ ଅନେକ ବଡ ବଡ ତଥ୍ୟ ସାମ୍ନାକୁ ଆସିଛି । ତେବେ ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମର ୧୪ ଦିନିଆ କାର୍ଯ୍ୟକାଳ ବି ଶେଷ ହେବାକୁ ଯାଉଛି । ଅର୍ଥାତ ଏହି ଦୁଇଜଣଙ୍କ ପାଖରେ ମାତ୍ର ୬ ଦିନର ସମୟ ରହିଛି । ଚନ୍ଦ୍ରଯାନ-୩ ନିଜରContinue reading “ମାତ୍ର ୧୫୦ ଘଣ୍ଟା… ଶେଷ ହେବାକୁ ଯାଉଛି ମିଶନ ଚନ୍ଦ୍ରଯାନ-୩, ଏବେ ହେବ କ’ଣ ?”

ବାଲିଗୁଡ଼ାରେ ଜୁଏଲାରୀ ମାଲିକଙ୍କୁ ଆକ୍ରମଣ ଘଟଣା : ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଟିମ୍ ଗଠନ କରି ପୋଲିସର ଜୋରଦାର ଅପରେସନ୍

କନକ ବ୍ୟୁରୋ : ଜୁଏଲାରୀ ମାଲିକଙ୍କୁ ଆକ୍ରମଣ କରି ଲୁଟ ଘଟଣା । ପୁଲିସ ଆରମ୍ଭ କଲା ସ୍ପେଶାଲ ଅପରେସନ୍ । କନ୍ଧମାଳ ଜିଲ୍ଲା ବାଲିଗୁଡା ଛକ ନିକଟରେ ପାଟଖଣ୍ଡା ଜୁଏଲାରୀ ମାଲିକଙ୍କୁ ଆକ୍ରମଣ କରି ଲୁଟ କରିଥିଲେ ଦୁର୍ବୁତ୍ତ । ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ଅପରେସନ ଆରମ୍ଭ କରିଛି । ଅପରେସନରେ ଡିଭିଏଫ ଏବଂ ଆଇଆରବି ଯବାନଙ୍କୁ ସାମିଲ କରାଯାଇଛି । ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ଦିଗଗୁContinue reading “ବାଲିଗୁଡ଼ାରେ ଜୁଏଲାରୀ ମାଲିକଙ୍କୁ ଆକ୍ରମଣ ଘଟଣା : ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଟିମ୍ ଗଠନ କରି ପୋଲିସର ଜୋରଦାର ଅପରେସନ୍”

ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ସରକାର । କହିଲେ, ନିର୍ବାଚନ କରିବାକୁ ଆମେ ସର୍ବଦା ପ୍ରସ୍ତୁତ

କନକ ବ୍ୟୁରୋ : କେନ୍ଦ୍ର ସରକାର ଜାମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ବଡ ଭରଶା ଦେଇଛନ୍ତି । କୋର୍ଟ ଗତ ଶୁଣାଣି ବେଳେ ଜାମ୍ମୁ-କାଶ୍ମୀରରେ କେବେ ବିଧାନସଭା ନିର୍ବାଚନ ହେବ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ତାହାର ଉତ୍ତରରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କି ସରକାର ଏନେଇ ସର୍ବଦା ପ୍ରସ୍ତୁତ ରହିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନରାଲ ତୁଷାର ମେହେଟ୍ଟା କହିଛନ୍ତିContinue reading “ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ସରକାର । କହିଲେ, ନିର୍ବାଚନ କରିବାକୁ ଆମେ ସର୍ବଦା ପ୍ରସ୍ତୁତ”

କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ : କ’ଣ କହିଲେ ଜେଲ ଡିଜି ମନୋଜ ଛାବ୍ରା ?

କନକ ବ୍ୟୁରୋ : ଏଣିକି କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ । ଜେଲ୍ ଡିଜି ମନୋଜ ଛାବ୍ରା ସଂସଦୀୟ ବ୍ୟାପାର କମିଟିକୁ ଏନେଇ ପ୍ରସ୍ତାବ ଦେଇଛନ୍ତି । ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଜେଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସେମାନଙ୍କ ପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ଏପରି ଖର୍ଚ୍ଚ କାଟ କରିବା ପାଇଁ ଜେଲ୍ ଡିଜି ଏପରି ପ୍ରସ୍ତାବ ଦେଇଛନ୍ତି । ଏପରି ପ୍ରସ୍ତାବକୁ କମିଟିର ସଦସ୍ୟContinue reading “କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ : କ’ଣ କହିଲେ ଜେଲ ଡିଜି ମନୋଜ ଛାବ୍ରା ?”

ଆପଣ ଚାପରେ ଅଛନ୍ତି କି? ଚାପ କାରଣରୁ ଆତ୍ମହତ୍ୟା ଭାବନା ଆସୁଥିଲେ ରହିଯାଆନ୍ତୁ … ପଢନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

କନକ ବ୍ୟୁରୋ: ନିକଟରେ ରାଜସ୍ଥାନ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟାର ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସୁଛି । କିଏ ପରୀକ୍ଷାରେ କମ ନଂ ରଖିବା ପାଇଁ ତ ଆଉ କିଏ ପାଠ ପଢାର ଚାପକୁ ସମ୍ଭାଳି ନପାରି ଆତ୍ମହତ୍ୟା କରିଛି । କିଏ ଅତ୍ୟଧିକ ଔଷଧ ସେବନ କରି ତ ଆଉ କିଏ ପଙ୍ଖାରେ ଝୁଲି ନିଜର ଜୀବନ ଦେଉଛନ୍ତି । ତେବେ ଏସବୁ ଭିତରେ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ଏଭଳି କାମରୁ ଦୂରେଇ ରଖିବା ପାଇଁContinue reading “ଆପଣ ଚାପରେ ଅଛନ୍ତି କି? ଚାପ କାରଣରୁ ଆତ୍ମହତ୍ୟା ଭାବନା ଆସୁଥିଲେ ରହିଯାଆନ୍ତୁ … ପଢନ୍ତୁ ଏଥିରୁ ବର୍ତ୍ତିବାର ଉପାୟ”

Design a site like this with WordPress.com
Get started