କନକ ବ୍ୟୁରୋ: ଅନଲାଇନ ଠକେଇ ଏବଂ ହନିଟ୍ରାପ୍ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହି କାମ କରୁଥିବା ଅପରାଧୀ ପ୍ରତ୍ୟେକ ଦିନ କାହାକୁ ନା କାହାକୁ ଏହାର ଶିକାର କରିଚାଲିଛନ୍ତି । କେବେ ନିକଟରେ ଏମିତି ଏକ ଠକେଇର ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଏଥର ଠକେଇର ଶିକାର ହୋଇଥିବା ବ୍ୟକ୍ତି ସାଧାରଣ ନୁହେଁ ବରଂ ଦିଲ୍ଲୀ ତିହାଡ ଜେଲର ଜେଲର ଦୀପକ ଶର୍ମା । ଜଣେ ମହିଳାContinue reading “ଠକେଇର ଶିକାର ହେଲେ ଜେଲର। ମହିଳା ଲଗାଇଲେ ୫୦ ଲକ୍ଷର ଚୁନା”
Tag Archives: News
ଘରର ଦକ୍ଷିଣ ଦିଗରେ ଏହିସବୁ ଜିନିଷ ରଖୁଛନ୍ତି କି ??
ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ କୁହାଯାଏ ଏବଂ ଏଠାରେ ଏପରି ଜିନିଷ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ପିତୃଦୋଷ ଲାଗିପାରେ । ବାସ୍ତୁ ଅନୁସାରେ ଦକ୍ଷିଣ ଦିଗର ଉପାଦାନ ହେଉଛି ଅଗ୍ନି ଏବଂ ଅଗ୍ନିର ସୂଚକ ହେଉଛି ଲାଲ ରଙ୍ଗ । ତେଣୁ ଦକ୍ଷିଣ ଦିଗ ଲାଲ ରଙ୍ଗ ସହିତ ଜଡିତ । ଏହି ଦିଗ ଗ୍ରୀଷ୍ମ ଋତୁ ସହିତ ମଧ୍ୟ ଜଡିତ । ଉଭୟ ଅଗ୍ନି ଏବଂ ନାଲି ରଙ୍ଗ ଗ୍ରୀଷ୍ମContinue reading “ଘରର ଦକ୍ଷିଣ ଦିଗରେ ଏହିସବୁ ଜିନିଷ ରଖୁଛନ୍ତି କି ??”
ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ : କିଏ ହେବେ ବିଧାନସଭା ବାଚସ୍ପତି ? ଚର୍ଚ୍ଚାରେ ୪ଜଣ ବରିଷ୍ଠ ବିଜେଡି ନେତାଙ୍କ ନାଁ
କନକ ବ୍ୟୁରୋ : ସେପ୍ଟେମ୍ବର ୨୨ ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ସେଥିପାଇଁ ୧୮ରେ ନାମାଙ୍କନ ଦାଖଲ ହେବ । ବାଚସ୍ପତି ଦୌଡରେ ଦେବୀ ମିଶ୍ର, ପ୍ରଫୁଲ ସାମଲ, ଅମର ଶତପଥୀ, ନୃସିଂହ ସାହୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ବିଜେଡି ବାଚସ୍ପତି କରିବ ତାକୁ ନେଇ ଏବେ ସ୍ପଷ୍ଟ ହୋଇ ପାରିନାହିଁ । ବାଚସ୍ପତି ନିର୍ବାଚନ ପରେContinue reading “ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ : କିଏ ହେବେ ବିଧାନସଭା ବାଚସ୍ପତି ? ଚର୍ଚ୍ଚାରେ ୪ଜଣ ବରିଷ୍ଠ ବିଜେଡି ନେତାଙ୍କ ନାଁ”
ଦିଗପହଣ୍ଡି ଉପ-ନିର୍ବାଚନରେ ହଙ୍ଗାମା : ରାସ୍ତାରେ ଟାୟାର ଜାଳି ପ୍ରତିବାଦ; ହାରିବା ଭୟରେ ୧୦ ମିନିଟ୍ ପୂର୍ବରୁ ନିର୍ବାଚନ ବନ୍ଦ କରାଯାଇଥିବା ଅଭିଯୋଗ
କନକ ବ୍ୟୁରୋ : ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତେଜନା । ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ । ନିର୍ବାଚନ ବନ୍ଦ ରଖିବା ପରେ ଧାରଣାରେ ବସିଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକ । ରାସ୍ତାରେ ଟାୟାର ଜାଳି ଶତାଧିକ ବିଜେଡି କର୍ମୀ ପ୍ରତିବାଦ କରିଛନ୍ତି । ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି ବିପିନ ପ୍ରଧାନଙ୍କContinue reading “ଦିଗପହଣ୍ଡି ଉପ-ନିର୍ବାଚନରେ ହଙ୍ଗାମା : ରାସ୍ତାରେ ଟାୟାର ଜାଳି ପ୍ରତିବାଦ; ହାରିବା ଭୟରେ ୧୦ ମିନିଟ୍ ପୂର୍ବରୁ ନିର୍ବାଚନ ବନ୍ଦ କରାଯାଇଥିବା ଅଭିଯୋଗ”
ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା : ୭ ମିନିଟରେ ହୋଇପାରିବ କ୍ୟାନସର୍ ଚିକିତ୍ସା
କନକ ବ୍ୟୁରୋ : ୭ ମିନିଟରେ ହେବ କ୍ୟାନସର କିଚିତ୍ସା । ବ୍ରିଟେନ୍ ବିଶ୍ୱର ପ୍ରଥମ ଦେଶ ଭାବେ ଏପରି ଏକ ଚିକିତ୍ସା ପ୍ରଣାଳୀ ବାହାର କରିଛି । ଦେଶର ନ୍ୟାସନାଲ ହେଲ୍ଥ ସର୍ଭିସ୍ ବା ଜାତୀୟ ସ୍ୱାସ୍ଥ୍ୟ ସେବା ଏପରି ଏକ ଇନଞ୍ଜେକ୍ସନ ଆଣିଛି ଯାହା ମାତ୍ର ୭ ମିନିଟରେ କ୍ୟାନସର ଚିକିତ୍ସା କରିବ ବୋଲି ଦାବି କରିଛି । ବ୍ରିଟେନର ମେଡିସିନ୍ ଆଣ୍ଡ ହେଲ୍ଥକେୟାର ରେଗୁଲେଟୋରୀ ଏଜେନ୍ସିର ଅନୁମୋଦନ ପରେ ଜାତୀୟ ସ୍ୱାସ୍ଥ୍ୟ ସେବାContinue reading “ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା : ୭ ମିନିଟରେ ହୋଇପାରିବ କ୍ୟାନସର୍ ଚିକିତ୍ସା”
ଆଉ ଡରେଇବନି ଡେଙ୍ଗୁ! ବର୍ଷକ ଭିତରେ ଭାରତକୁ ମିଳିବ ଟିକା । ସିରମ୍ ଚିଫ୍ ପୁନାୱାଲାଙ୍କ ଘୋଷଣା
କନକ ବ୍ୟୁରୋ: ମୌସୁମୀ ସହ ମାଡିଆସେ ମ୍ୟାଲେରିଆ ଓ ଡେଙ୍ଗୁ ପରି ଜ୍ୱର । ଏଥିରେ ଲକ୍ଷ ଲକ୍ଷ ସଂକ୍ରମିତ ହେଉଥିବାବେଳେ କିଛି ଲୋକ ଡେଙ୍ଗୁ ଜ୍ୱରରେ ପ୍ରାଣ ହରାଉଥିବା ଖବର ଆସୁଛି ତେଣୁ ଗତ କିଛି ବର୍ଷ ଧରି ଏହାର ନିରାକରଣ ପାଇଁ ଗବେଷଣା ଚଳାଇଥିଲେ ଭାରତୀୟ ବୈଜ୍ଞାନିକ ଏବଂ ଏବେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟର ବ୍ରେଜ୍ଞାନିକ ଡେଙ୍ଗୁକୁ ନିୟନ୍ତ୍ରଣ କରିବାକୁ ଟିକା ବାହାର କରିବାରେ ସଫଳ ହୋଇଛନ୍ତି ।Continue reading “ଆଉ ଡରେଇବନି ଡେଙ୍ଗୁ! ବର୍ଷକ ଭିତରେ ଭାରତକୁ ମିଳିବ ଟିକା । ସିରମ୍ ଚିଫ୍ ପୁନାୱାଲାଙ୍କ ଘୋଷଣା”
ଝିଅମାନଙ୍କ ବିଦେଶରେ ପଢିବାର ସ୍ବପ୍ନ ଉପରେ ରୋକ ଲଗାଉଛି ତାଲିବାନ
“ତାଲିବାନ ସରକାର ଆଫଗାନିସ୍ତାନର ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେବା ପରେ ମୋର କେବଳ ଗୋଟିଏ ଆଶା ବାକି ଥିଲା । ମୁଁ କୌଣସି ପ୍ରକାରେ ଛାତ୍ରବୃତ୍ତି ପାଇ ବିଦେଶ ଯିବାକୁ ଚାହୁଁଥିଲିକିନ୍ତୁ ମୋର ଏ ସ୍ବପ୍ନ ମଧ୍ୟ ପୁରଣ ହୋଇପାରିଲା ନାହିଁ । ” ଆଫଗାନିସ୍ତାନର 20 ବର୍ଷ ବୟସ୍କ ଛାତ୍ର ନତାଇ ପରବୀଜ ଏଆରପୋର୍ଟରେ ନିଜର ଏହି ଯନ୍ତ୍ରଣାଦାୟକ କାହାଣୀ ବର୍ଣ୍ଣନା କରୁଥିଲେ । ନତାଇ କହିଛନ୍ତି ଯେ ତାଙ୍କ ଦେଶରେ ବିଶ୍ୱବିଦ୍ୟାଳୟରେ ପଢିବାରେContinue reading “ଝିଅମାନଙ୍କ ବିଦେଶରେ ପଢିବାର ସ୍ବପ୍ନ ଉପରେ ରୋକ ଲଗାଉଛି ତାଲିବାନ”
ଆନ୍ଦୋଳନରେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ : ନିଯୁକ୍ତି ଦିଆଯାଉନଥିବା ପ୍ରତିବାଦରେ ଧାରଣା
କନକ ବ୍ୟୁରୋ : ଧାରଣାରେ ଆୟୁଷ ଡାକ୍ତର । ଆୟୁଷ ଡାକ୍ତର ନିଯୁକ୍ତି ଦାବିରେ କଲେଜ ବନ୍ଦ କରି ଧାରଣା ଦେଇଛନ୍ତି ଡାକ୍ତର । ସରକାରଙ୍କୁ ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଆୟୁଷ ଡାକ୍ତରମାନେ ଗତ ୨୫ ତାରିଖରୁ ରୋଗୀ ସେବା ବ୍ୟାହତ ନକରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ । ଏହା ପରେ ମଧ୍ୟ କେହି ନଶୁଣିବାରୁ ଆଜି ଆୟୁଷ ଡାକ୍ତର ଧାରଣା ଦେଇଛନ୍ତି । TheContinue reading “ଆନ୍ଦୋଳନରେ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ : ନିଯୁକ୍ତି ଦିଆଯାଉନଥିବା ପ୍ରତିବାଦରେ ଧାରଣା”
ପୁଣି ଯୁବକଙ୍କୁ ଟାଣିନେଲା କୁମ୍ଭୀର : ଖୋଜାଖୋଜି ଜାରି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ
କନକ ବ୍ୟୁରୋ : ପୁଣି ଯୁବକଙ୍କୁ ଟାଣିନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀକୁ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି । ନଦୀ କୂଳରେ ମଇଁଷି ଚରାଉଥିଲେ ଯୁବକ । ୨ ମାସ ମଧ୍ୟରେ ୪ଜଣଙ୍କୁ କୁମ୍ଭୀର ଟାଣି ନେଲାଣି । ସ୍ଥାନୀୟ ଲୋକ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ଯୁବକ ଜଣକ ରାଜପୁର ଗାଁର ହୋଇଥିବା ସୂଚନା । କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । The post ପୁଣି ଯୁବକଙ୍କୁ ଟାଣିନେଲାContinue reading “ପୁଣି ଯୁବକଙ୍କୁ ଟାଣିନେଲା କୁମ୍ଭୀର : ଖୋଜାଖୋଜି ଜାରି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ”
ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଧର୍ମଶାଳା ଗସ୍ତକୁ ବିରୋଧ : କଳା ପୋଷାକ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ କର୍ମୀ
କନକ ବ୍ୟୁରୋ : ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଧର୍ମଶାଳା ଗସ୍ତକୁ କଂଗ୍ରେସର ବିରୋଧ । ଗୋପବନ୍ଧୁ ଛକରେ ଏକାଠି ହେଲେ କଂଗ୍ରେସ କର୍ମୀ । କଳା ପୋଷାକ ପିନ୍ଧି ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଥିଲେ କଂଗ୍ରେସ କର୍ମୀ । ଫାଇଭ୍-ଟି ସଚିବଙ୍କ ଆଜି ଯାଜପୁର ଜିଲ୍ଲାର ବଡ଼ଚଣା ଓ ଧର୍ମଶାଳା ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ପରିଦର୍ଶନ କରିବା ସହ ଜନ ଅଭିଯୋଗ ଶିବିରରେ ଅଭିଯୋଗContinue reading “ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଧର୍ମଶାଳା ଗସ୍ତକୁ ବିରୋଧ : କଳା ପୋଷାକ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ କର୍ମୀ”