ରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ୍ । ମହାକାଶରେ ଦେଖିବାକୁ ମିଳିଲା ମହା ଜାଗତିକ ଦୃଶ୍ୟ

କନକ ବ୍ୟୁରୋ : ରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ୍ । ମହାକାଶରେ ଦେଖିବାକୁ ମିଳିଲା ମହା ଜାଗତିକ ଦୃଶ୍ୟରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ୍ । ଦେଖିବାକୁ ମିଳିଛି ମହା ଜାଗତିକ ଦୃଶ୍ୟ । ଗୋଟିଏ ପଟେ ବ୍ଲୁ ମୁନ୍, ଅନ୍ୟପଟେ ସୁପର ମୁନ୍ । ଆକାଶରେ ଜହ୍ନ ଅପେକ୍ଷାକୃତ ବଡ଼ ଓ ଅଧିକ ଉଜ୍ୱଳ ଦେଖା ଯାଉଛି । ପୂର୍ଣ୍ଣମା ଦିନ ଚନ୍ଦ୍ର ଯଦି ପୃଥିବୀର ନିକଟବର୍ତି ହୋଇଥାଏ, ତେଣୁ ଅନ୍ୟ ପୂର୍ଣ୍ଣିମା ଅପେକ୍ଷାContinue reading “ରାକ୍ଷୀ ପୂର୍ଣ୍ଣିମାରେ ସୁପର ବ୍ଲୁ ମୁନ୍ । ମହାକାଶରେ ଦେଖିବାକୁ ମିଳିଲା ମହା ଜାଗତିକ ଦୃଶ୍ୟ”

ସୀମାରେ ରାକ୍ଷୀ ପାଳିଲେ ଭାରତୀୟ ସେନାର ଯବାନ । ଜମ୍ମୁ କଶ୍ମୀର ସୀମାନ୍ତ ବାସିନ୍ଦା ବାନ୍ଧିଲେ ରାକ୍ଷୀ

କନକ ବ୍ୟୁରୋ : ସୀମାରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ଭାରତୀୟ ସେନାର ଯବାନ । ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସୀମାନ୍ତ ଅଂଚଳର ବାସିନ୍ଦା । ନିଜର ପରିବାର ଠାରୁ ଦୂରରେ ରହି ସାରା ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କ ହାତରେ ରାକ୍ଷୀ ବନ୍ଧିଛନ୍ତି ଜାମ୍ମୁ କାଶ୍ମୀର ଉରି ଅଂଚଳର ବାସିନ୍ଦା । ରାକ୍ଷୀ ବାନ୍ଧିବା ସହ ମିଠା ମଧ୍ୟ ଖୁଆଉଥିବାର ଚିତ୍ର ସାମ୍ନାକୁ ଆସିଛି । ନିଜର ଘର ଓ ପରିବାର ଠାରୁ ଦୂରରେ ରହିContinue reading “ସୀମାରେ ରାକ୍ଷୀ ପାଳିଲେ ଭାରତୀୟ ସେନାର ଯବାନ । ଜମ୍ମୁ କଶ୍ମୀର ସୀମାନ୍ତ ବାସିନ୍ଦା ବାନ୍ଧିଲେ ରାକ୍ଷୀ”

ଋଷିଆରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ । ବିମାନବନ୍ଦର ସହ ଅନେକ ବିମାନ ଧ୍ୱଂସ

କନକ ବ୍ୟୁରୋ : ଦୀର୍ଘ ଦେଢ ବର୍ଷ ପରେ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଉଗ୍ର ରୂପ ଧାରଣ କରିଛି । ବୁଧବାର ରୁଷରେ ସବୁଠୁ ବଡ ଡ୍ରୋନ ଆକ୍ରମଣ ହୋଇଛି । ଏହି ଆକ୍ରମଣ ପାଇଁ ରୁଷ ୟୁକ୍ରେନକୁ ଦାୟୀ କରିଛି । ରୁଷର ପଶ୍ଚିମ ପିସ୍କୋଭ କ୍ଷେତ୍ରରେ ଥିବା ବିମାନବନ୍ଦରକୁ ଡ୍ରୋନ୍ ଆକ୍ରମଣ କରି ଋଷର ଅନେକ ବିମାନ ନଷ୍ଟ କରାଯାଇଛି । ଏପରିକି ସମ୍ପୁର୍ଣ୍ଣ ବିମାନ ବନ୍ଦରଟି ମଧ୍ୟ ଧ୍ୱଂସ ପାଇଯାଇଛିContinue reading “ଋଷିଆରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ । ବିମାନବନ୍ଦର ସହ ଅନେକ ବିମାନ ଧ୍ୱଂସ”

ସାଟେଲାଇଟ ଫଟୋରେ ଧରାପଡିଲା ଚୀନର ମିଛ । ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ନିର୍ମାଣ କରୁଛି ବଙ୍କର

କନକ ବ୍ୟୁରୋ : ସୁଧୁରୁନାହିଁ ଚୀନ । ଡ୍ରାଗନର ସତ ଧରାଇଲା ସାଟେଲାଇଟ ଫଟୋ । ଏଲଏସି ନିକଟରେ କରୁଛି ବଙ୍କର ନିର୍ମାଣ କରୁଛି ଡ୍ରାଗନ । ଅକ୍ସାସାଇ ଚୀନ ନିକଟରେ ଡ୍ରାଗନ ସେନା ବଙ୍କର କରୁଥିବା ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ମ୍ୟାକ୍ସ ସାଟେଲାଇଟ ଅଗଷ୍ଟ ୨୮ ତାରିରେ ଏହି ଫଟୋ ଉଠାଇଛି । ଏଲଏସିଠୁ କେବଳ ୭୦କିଲୋମିଟର ଦୂରରେ ଚୀନ ବଙ୍କର ନିର୍ମାଣ କରୁଛି । ଅତିକମରେ ୬ଟିସ୍ଥାନରେ ବଙ୍କର ନିର୍ମାଣContinue reading “ସାଟେଲାଇଟ ଫଟୋରେ ଧରାପଡିଲା ଚୀନର ମିଛ । ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିକଟରେ ନିର୍ମାଣ କରୁଛି ବଙ୍କର”

ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ ।  ଏହି ଫଟୋରେ ଦୁଇ ପେ’ ଲୋଡ ଚାଷ୍ଟେ ଓ ଇଲସା ବି ହେଲେ ଦୃଶ୍ୟମାନ  ।  ‘ଚାଷ୍ଟେ’ ଅର୍ଥାତ୍ ଚନ୍ଦ୍ରାସ୍ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଂଟ । ଏହାର କାମ ଚନ୍ଦ୍ରପୃଷ୍ଠର ତାପମାତ୍ରାକୁ ପରଖିବା । ଦୁଇ ଦିନ ତଳେ ଏହି ଚାଷ୍ଟେରୁ ନିଆଯାଇଥିବା ତଥ୍ୟ ଇସ୍ରୋକୁ ପଠାଇଥିଲା ଚନ୍ଦ୍ରଯାନ । ଆଉContinue reading “ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ”

ମୋଦୀଙ୍କ ଯୋଗୁଁ ବିଶ୍ୱ ଦରବାରରେ ବଢୁଛି ଭାରତର ପ୍ରଭାବ । ୬୮% ଭାରତୀୟ, ୨୮% ବିଦେଶୀଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଆମେରିକା ସର୍ଭେ ସଂସ୍ଥା ‘ପ୍ୟୁର’ ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଛି । ରିପୋର୍ଟରେ କୁହାଯାଇଛି ମୋଦୀଙ୍କ ନେତୃତ୍ୱରେ ଭାରତର ପ୍ରଭାବ ବିଶ୍ୱଦରବାରରେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ୬୮ ପ୍ରତିଶତ ଭାରତୀୟ ଓ ୨୮ ପ୍ରତିଶତ ବିଦେଶୀ ମୋଦୀଙ୍କ ନେତୃତ୍ୱକୁ ଖୁବ ପସନ୍ଦ କରୁଛନ୍ତି । ପ୍ୟୁ ୨୩ଦେଶରେ ଏହି ସର୍ଭେ କରିଛି । ତେବେ ୧୨ ଦେଶର ୩୨Continue reading “ମୋଦୀଙ୍କ ଯୋଗୁଁ ବିଶ୍ୱ ଦରବାରରେ ବଢୁଛି ଭାରତର ପ୍ରଭାବ । ୬୮% ଭାରତୀୟ, ୨୮% ବିଦେଶୀଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ”

ଇଣ୍ଡିଆ ମେଂଟ ବୈଠକ ପୂର୍ବରୁ ହଲଚଲ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ବଢୁଛି ଦାବିଦାରଙ୍କ ସଂଖ୍ୟା, ଆପ କହିଲା କେଜ୍ରିୱାଲଙ୍କୁ କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

କନକ ବ୍ୟୁରୋ : ଇଣ୍ଡିଆ ବୈଠକ ପୂର୍ବରୁ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଆମ ଆଦମୀ ପାର୍ଟି ବଡ ଦାବି କରିଛି । ଆପ ମୁଖପାତ୍ର ପ୍ରିୟଙ୍କା କକ୍କର ଅରବିନ୍ଦ କେଜ୍ରିୱାଲଙ୍କୁ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି । ସେପଟେ ସମାଜବାଦି ପାର୍ଟି ପକ୍ଷରୁ ଦଳୀୟ ନେତା ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନେଇ ଦାବି ହୋଇଛି । ସେହିପରି ଶିବସେନା(ୟୁବିଟି) ପକ୍ଷରୁ ଉଦ୍ଧବ ଠାକରଙ୍କୁ ପ୍ରଧାନମନ୍ତ୍ରୀContinue reading “ଇଣ୍ଡିଆ ମେଂଟ ବୈଠକ ପୂର୍ବରୁ ହଲଚଲ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ବଢୁଛି ଦାବିଦାରଙ୍କ ସଂଖ୍ୟା, ଆପ କହିଲା କେଜ୍ରିୱାଲଙ୍କୁ କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ”

୨୦୨୪ ପାଇଁ ଉଭୟ ବିଜେପି ଓ ବିରୋଧୀଙ୍କ ମାଷ୍ଟରପ୍ଲାନ୍ । ସେପ୍ଟେମ୍ବର ୧ରେ ଦିଲ୍ଲୀରେ ‘ଏନଡିଏ’, ମୁମ୍ବାଇରେ ‘ଇଣ୍ଡିଆ’ର ବୈଠକ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ମେଂଟ ଜୋରଦାର ପ୍ରୟାସ କରୁଛି । ପ୍ରଥମ ବୈଠକ ବିହାର ଓ ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବାବେଳେ ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି । ଏହାରି ଭିତରେ ଇଣ୍ଡିଆ ମେଂଟର ଦଳମାନେ ମୁମ୍ବାଇରେ ପହଁଚ ସାରିଲେଣି । ସୂଚନା ଅନୁସାରେ ମୁମ୍ବାଇର ପଂଚତାରକା ହୋଟେଲ ଗ୍ରାଣ୍ଡ ହାୟାତରେ ହେବ ଇଣ୍ଡିଆ ମେଂଟର ମେଳି । ସେପଟେ  ୩୧ ତାରିଖରେContinue reading “୨୦୨୪ ପାଇଁ ଉଭୟ ବିଜେପି ଓ ବିରୋଧୀଙ୍କ ମାଷ୍ଟରପ୍ଲାନ୍ । ସେପ୍ଟେମ୍ବର ୧ରେ ଦିଲ୍ଲୀରେ ‘ଏନଡିଏ’, ମୁମ୍ବାଇରେ ‘ଇଣ୍ଡିଆ’ର ବୈଠକ”

ତମ୍ବା –ଜେଲ ଟେକ୍ନୋଲୋଜିକୁ ନେଇ ସେଞ୍ଚୁରୀ ମାଟ୍ରେସ ପ୍ରସ୍ତୁତ କଲା ବିଛଣା । ବ୍ରାଣ୍ଡ ଆମ୍ବାସଡାର ହେଲେ ପି.ଭି ସିନ୍ଧୁ

କନକ ବ୍ୟୁରୋ :  ଖ୍ୟାତନାମା ବେଡମିଣ୍ଟନ ତାରକା ପିଭି ସିନ୍ଧୁ ଭାରତର ଲୋକପ୍ରିୟ  ମେଟ୍ରେସ ବ୍ରାଣ୍ଡ, ସେଞ୍ଚୁରୀ ମେଟ୍ରେସରେ  ବ୍ରାଣ୍ଡ ଆମ୍ବାସଡାର ଭାବରେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି  ଦୁଇ ଚମ୍ପିୟନ ପରସ୍ପର ସହ ମିଶିଛନ୍ତି – ଜଣେ ବେଡମିଣ୍ଟନ କୋର୍ଟରେ ନିଜର ନୈପୁଣ୍ୟତା ପାଇଁ ଏବଂ ଅନ୍ୟଟି ଆରାମ ଦାୟକ ନିଦ ପାଇଁ ପ୍ରସିଦ୍ଧ । ବ୍ୟାଡମିଣ୍ଟନ୍ କୋର୍ଟ ବାହାରେ ପିଭି ସିନ୍ଧୁ  ନୂଆ ଭୂମିକାରେ ଦେଖାଦେବେ,  ସେଞ୍ଚୁରୀ ମେଟ୍ରେସ ବ୍ରାଣ୍ଡContinue reading “ତମ୍ବା –ଜେଲ ଟେକ୍ନୋଲୋଜିକୁ ନେଇ ସେଞ୍ଚୁରୀ ମାଟ୍ରେସ ପ୍ରସ୍ତୁତ କଲା ବିଛଣା । ବ୍ରାଣ୍ଡ ଆମ୍ବାସଡାର ହେଲେ ପି.ଭି ସିନ୍ଧୁ”

ରାକ୍ଷୀ ପୂର୍ଣ୍ଣିମାରେ ଆସିଲା ଏଭଳି କିଛି ଚିତ୍ର । ଯେଉଁଠି ଭଉଣୀ ଏକ ସଂପର୍କ ନୁହେଁ ବରଂ ଦାୟିତ୍ୱ ବୋଲି ହେଲା ପ୍ରମାଣ

କନକ ବ୍ୟୁରୋ : ଉଉଣୀ, କେବଳ ଏକ ସମ୍ପର୍କର ନାଁ ନୁହେଁ । ଇଏ ଏକ ଦାୟୀତ୍ୱ । ଏହି ଦାୟୀତ୍ୱରେ ମଣିଷକୁ ଭିନ୍ନ ଭିନ୍ନ ଭୂମିକା ତୁଲାଇବାକୁ ପଡ଼େ । କେତେବେଳେ ମା’ ଭଳି ଭଉଣୀଙ୍କୁ ମମତା ବାଣ୍ଟିବାକୁ ପଡ଼େ, ତ’ ଆଉ କେତେବେଳେ ଶିକ୍ଷକ ଭଳି ହାତଧରି ବାଟ ଚାଲିବାକୁ ପଡ଼େ । କଳାହାଣ୍ଡି ଜିଲ୍ଲାରୁ ଆସିଥିବା ଏହି ସବୁ ଚିତ୍ର ଠିକ୍ ସେଇଆ ହିଁ ବୟାନ କରୁଛି । ନିଜେ ଉପାସ ରହିContinue reading “ରାକ୍ଷୀ ପୂର୍ଣ୍ଣିମାରେ ଆସିଲା ଏଭଳି କିଛି ଚିତ୍ର । ଯେଉଁଠି ଭଉଣୀ ଏକ ସଂପର୍କ ନୁହେଁ ବରଂ ଦାୟିତ୍ୱ ବୋଲି ହେଲା ପ୍ରମାଣ”

Design a site like this with WordPress.com
Get started