କ୍ରିମିନାଲଙ୍କୁ ଧରିବ ସିସିଟିଭି । ସିସିଟିଭି ନଜରରେ ରହିବ ରାଜଧାନୀ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଅପରାଧ ବଢିବା କମିଶନରେଟ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ଅପରାଧ ଘଟାଇ ବେଫିକର ଗାଡି ଧରି ଫେରାର ହୋଇଯାଉଛନ୍ତି ଅପରାଧୀ । ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ନାକେଦମ ହେଉଛି । ଭିନ୍ନ ଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ମଗାଇ ଅପରାଧୀକୁ ଧରିବା ପାଇଁ ଲାଗି ଯାଉଛି ଅନେକ ଦିନ । ଏହାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛContinue reading “କ୍ରିମିନାଲଙ୍କୁ ଧରିବ ସିସିଟିଭି । ସିସିଟିଭି ନଜରରେ ରହିବ ରାଜଧାନୀ”

ରକ୍ତଭଣ୍ଡାର ବିରୋଧରେ ସାଂଘାତିକ ଅଭିଯୋଗ । ଭୁଲ ରକ୍ତ ଦିଆଯିବାରୁ ଗୁରୁତର ହେଲେ ରୋଗୀ

କନକ ବ୍ୟୁରୋ : କଟକର ଏକ ଘରୋଇ ହସପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ବିଭୂତି ଭୂଷଣ ଜେନା । ଶରୀରରେ ହିମୋଗ୍ଲୋବିନ୍ କମ୍ ଥିବାରୁ ତାଙ୍କୁ ରକ୍ତ ଦେବାକୁ କହିଥିଲେ ଡାକ୍ତର । କଟକ ରେଡକ୍ରସ୍ ରକ୍ତଭଣ୍ଡାରରୁ ରକ୍ତ ଆଣି ଦିଆଯିବା ପରେ ଥରିବା ସହ ଗୁରୁତର ହୋଇପଡ଼ିଲେ ବିଭୂତି । ତୁରନ୍ତ ରକ୍ତ ଦେବା ବନ୍ଦ କରି ଦେଇଥିଲେ ଆଇସିୟୁ ଷ୍ଟାଫ୍ । ପୁଅ ଅଭିଷେକ ଜେନା କହିଛନ୍ତି, ତାଙ୍କ ବାପାଙ୍କ ବ୍ଲଡ୍ ଗ୍ରୁପ୍ – ଏContinue reading “ରକ୍ତଭଣ୍ଡାର ବିରୋଧରେ ସାଂଘାତିକ ଅଭିଯୋଗ । ଭୁଲ ରକ୍ତ ଦିଆଯିବାରୁ ଗୁରୁତର ହେଲେ ରୋଗୀ”

ଓଡିଶା ରାଜନୀତିରେ ପରିବାରବାଦ । ଘଡ଼େଇ ପରିବାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ପରିବାରବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ, ବିଜେପିର ଶୀର୍ଷ ନେତୃତ୍ୱ ବିରୋଧୀଙ୍କୁ ଟାର୍ଗେଟ କରିବା ଆପଣମାନେ ଶୁଣିଥିବେ । କିନ୍ତୁ ଓଡିଶାରେ ବାପା ଜାଗାରେ ପୁଅ, ବାପା ଜାଗାରେ ଝିଅ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ବି ପରିବାରବାଦକୁ ନେଇ ସେମିତି ବିଶେଷ ଆଲୋଚନା ହୁଏ ନାହିଁ । ହେଲେ, ଆଜି ଯାଜପୁର ସୁକିନ୍ଦାରେ ରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେବା ଅବସରରେ, ପରିବାରବାଦ ରାଜନୀତିର କଥା ଉଠାଇ ଘଡେଇContinue reading “ଓଡିଶା ରାଜନୀତିରେ ପରିବାରବାଦ । ଘଡ଼େଇ ପରିବାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ”

ପ୍ରଫୁଲ୍ଲ ସାମନ୍ତରାଙ୍କୁ ଉଠାଇ ନେଇଥିଲା କିଏ ? ପ୍ରଫୁଲ୍ଲଙ୍କୁ ଗାଏବ୍ କରିବା ପଛରେ ଥିଲା କି ଷଡ଼ଯନ୍ତ୍ର ?

କନକ ବ୍ୟୁରୋ : ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ରାୟଗଡ଼ାରୁ ଅଚନାକ୍ ଗାଏବ୍ ହୋଇଯିବା ପରେ ପ୍ରାୟ ୬ଘଂଟାର ବ୍ୟବଧାନ ପରେ ଅଚାନକ୍ ବ୍ରହ୍ମପୁର ଘରେ ଛାଡ଼ି ଦିଆଯିବା ଘଟଣାକୁ ନେଇ ଉଠିଛି ଏକାଧିକ ପ୍ରଶ୍ନ । ସୁରକ୍ଷିତ ଭାବେ ଘରକୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ପ୍ରଫୁଲ୍ଲ ସାମନ୍ତରାୟ । ସେ କହିଛନ୍ତି- ସରକାରୀ ଗୁଣ୍ଡା ଲଗାଇ ତାଙ୍କୁ ଉଠାଇ ନିଆଯାଇଥିଲା । ୭୨ ବର୍ଷର ଜଣେ ନାଗରିକଙ୍କୁContinue reading “ପ୍ରଫୁଲ୍ଲ ସାମନ୍ତରାଙ୍କୁ ଉଠାଇ ନେଇଥିଲା କିଏ ? ପ୍ରଫୁଲ୍ଲଙ୍କୁ ଗାଏବ୍ କରିବା ପଛରେ ଥିଲା କି ଷଡ଼ଯନ୍ତ୍ର ?”

ବିରୋଧୀଙ୍କ ‘ମୋଦି ହଟାଅ’ ମିଶନ । ‘ଇଣ୍ଡିଆ’ର ମୁମ୍ବାଇ ବୈଠକରେ କଣ ହେବ ବ୍ଲୁପ୍ରିଣ୍ଟ ?

କନକ ବ୍ୟୁରୋ : ବେଙ୍ଗାଲୁରୁ ଓ ପାଟନା ପରେ ବିରୋଧୀ ମେଂଟ ‘ଇଣ୍ଡିଆ’ ମୁମ୍ବାଇରେ ପୁଣି ଶକ୍ତିପ୍ରଦର୍ଶନ କରିବାକୁ ଯାଉଛି । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଏହି ବୈଠକରେ ଯୋଗଦେବା ପାଇଁ ନେତାଙ୍କ ମୁମ୍ବାଇ ଆସିବା ଆରମ୍ଭ ହୋଇଯାଇଛି । କୁହାଯାଉଛି ବୈଠକରେ ୬ ରାଜ୍ୟର ମୁଖମନ୍ତ୍ରୀ ଓ ୨୮ ଦଳର ନେତା ସାମିଲ ହେବେ । ପୂର୍ବରୁ ବେଙ୍ଗାଲୁରୁ ଓ ପାଟନାରେ ବି ଏହି ନେତା ସାମିଲ ହୋଇଥିଲେ । ଏବେ ଆସନ୍ତୁContinue reading “ବିରୋଧୀଙ୍କ ‘ମୋଦି ହଟାଅ’ ମିଶନ । ‘ଇଣ୍ଡିଆ’ର ମୁମ୍ବାଇ ବୈଠକରେ କଣ ହେବ ବ୍ଲୁପ୍ରିଣ୍ଟ ?”

ଆସୁଛି ନିର୍ବାଚନ, କମିଲା ଗ୍ୟାସ ଦର । ସ୍ୱାଗତ କଲେ ଗ୍ରାହକ, ତେଜିଲା ରାଜନୀତି

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆଜିଠାରୁ ଏଲପିଜି ଗ୍ୟାସ ଦର କମିଛି । କିନ୍ତୁ ଆଗକୁ ଯେତେବେଳେ ନିର୍ବାଚନ ଆସୁଛି, ତା ପୂର୍ବରୁ କେନ୍ଦ୍ର ସରକାର ଗ୍ୟାସ ଦର କମାଇବାକୁ ନେଇ ରାଜନୀତି ତେଜିଛି । କେନ୍ଦ୍ରରେ ଶାସନରେ ଥିବା ବିଜେପି ମା’ମାନଙ୍କ ସଶକ୍ତିକରଣ ପାଇଁ ଏହା ମୋଦୀଙ୍କ ଉପହାର ବୋଲି କହୁଥିବାବେଳେ ବିରୋଧୀ ଏହାକୁ ନିର୍ବାଚନୀ ଚାଲ୍ ବୋଲି ଅଭିଯୋଗ କରିଛନ୍ତି । ସରକାର ଗ୍ୟାସ ଦର କମାଇଥିଲେ ବି ଦରContinue reading “ଆସୁଛି ନିର୍ବାଚନ, କମିଲା ଗ୍ୟାସ ଦର । ସ୍ୱାଗତ କଲେ ଗ୍ରାହକ, ତେଜିଲା ରାଜନୀତି”

ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ

କନକ ବ୍ୟୁରୋ : ଅଗଷ୍ଟ ୨୩ରେ ଚନ୍ଦ୍ରରେ ଅବତରଣ କରିବା ପରେ ଉଭୟ ରୋଭର ଓ ଲ୍ୟାଣ୍ଡର ସେମାନଙ୍କ କାର୍ଯ୍ୟ କରି ଚାଲିଛନ୍ତି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅକ୍ସିଜେନ, ସଲଫର ଆଦିର ସନ୍ଧାନ କରିବାର ଦିନକ ପରେ ଲ୍ୟାଣ୍ଡର ବିକ୍ରମର ସ୍ପଷ୍ଟ ଫଟୋ ପଠାଇଛି ରୋଭର ପ୍ରଜ୍ଞାନ । ‘ସ୍ମାଇଲ୍ ପ୍ଲିଜ୍’ କ୍ୟାପ୍ସନ୍ ଦେଇ ଏହି ଫଟୋକୁ ସେୟାର କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ । ସକାଳ ୭ଟା ୩୫ମିନିଟରେ ଏହି ଫଟୋContinue reading “ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ”

ଭଉଣୀ ତୁଲାଉଛି ମା’ ଦାୟିତ୍ୱ । ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଲାଳନପାଳନ କରୁଛି ୧୫ ବର୍ଷର ଭଉଣୀ

କନକ ବ୍ୟୁରୋ : ଭାଇଙ୍କ ମା’ ସାଜିଛି ଭଉଣୀ । ନିଜେ ଉପାସ ରହି ଭାଇଙ୍କ ମୁହଁରେ ଦାନା ଦେଉଛି ଭଉଣୀ । ଦିବ୍ୟାଙ୍ଗ ଭାଇଙ୍କୁ ଦମ୍ଭ ଦେଉଛି ବଡ଼ ଭଉଣୀ । ନିଜ ପିଲା ଭଳି ଲାଳନପାଳନ କରୁଛନ୍ତି । ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଗାଁର କୈଳାଶ ମାଝୀଙ୍କ ଝିଅ ମନିଷା । ଭାଇଙ୍କ ଶୁଭ ମନାସି ରାକ୍ଷୀ ବାନ୍ଧିଛନ୍ତି, ହେଲେ ଏଠି ଭାଇ ଭଉଣୀକୁ ସୁରକ୍ଷା ଦେବା ପାଇଁContinue reading “ଭଉଣୀ ତୁଲାଉଛି ମା’ ଦାୟିତ୍ୱ । ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଲାଳନପାଳନ କରୁଛି ୧୫ ବର୍ଷର ଭଉଣୀ”

ତଳି ଖାଇବାରୁ ଗାଇକୁ ବାନ୍ଧି ରଖିଛନ୍ତି ଜମି ମାଲିକ । ଗାଇକୁ ଫେରାଇ ଆଣିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ଗୋ-ପାଳକ

କନକ ବ୍ୟୁରୋ : ଥାନା ଆଗରେ ମା’କୁ ଖୋଜୁଛି ଛୁଆ । ୨ ମାସର ଛୁଆ ଠାରୁ ମା’କୁ ଅଲଗା କରିଦେଇଛି ମଣିଷ । ମା’ ତଳି ଖାଇଲା ବୋଲି ୪ ଦିନ ହେଲା ଛୁଆ ଏକା ହୋଇଯାଇଛି । ଜମି ମାଲିକ ମାଆକୁ ନେଇଯାଇଛି   । ଏପଟେ ଛୁଆ ଖିଆ ପିଆ ଛାଡି ଦେଇଛି । ଥାନା ଆଗରେ ଠିଆ ହୋଇ ଖାଲି ରଡି ଛାଡୁଛି । ବିକଳ ହୋଇ ମାଆକୁ ଡାକୁଛି । କାଳେContinue reading “ତଳି ଖାଇବାରୁ ଗାଇକୁ ବାନ୍ଧି ରଖିଛନ୍ତି ଜମି ମାଲିକ । ଗାଇକୁ ଫେରାଇ ଆଣିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ଗୋ-ପାଳକ”

ଚାଷୀଙ୍କୁ କାଳ ହେଲାଣି ନିଅଁଟିଆ ବର୍ଷା । ବାଲିକୁଦା ଗୋଗଳରେ ପାଣି ଅଭାବରୁ ଫାଟି ଆଁ କରିଛି ଧାନ ବିଲ, କେନାଲରେ ଆସୁନି ପାଣି

କନକ ବ୍ୟୁରୋ : ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତର ଗୋଗଳ, କୁମ୍ଭାରୀ, ବାଲି ଭଳି ଗାଁର ଶହଶହ ହେକ୍ଟର ଚାଷ ଜମି ଶୁଖି ଯାଇଛି । ବର୍ଷା ନାହିଁ କି କେନାଲ ପାଣି ଜମିରେ ପହଂଚୁ ନାହିଁ । ତେଣୁ ଅନେକ ଜମି ପଡିଆ ପଡିଛି । ଯେଉଁ କେତେକ ଜମିରେ ଧାନ ରୁଆ ହୋଇଛି, ସେ ଜମି ଶୁଖି ଯାଇଛି । ଚାଷ ଜମିକୁ ଜଳ ଯୋଗାଣ ପାଇଁ ସବ୍ ମାଇନର କେନାଲContinue reading “ଚାଷୀଙ୍କୁ କାଳ ହେଲାଣି ନିଅଁଟିଆ ବର୍ଷା । ବାଲିକୁଦା ଗୋଗଳରେ ପାଣି ଅଭାବରୁ ଫାଟି ଆଁ କରିଛି ଧାନ ବିଲ, କେନାଲରେ ଆସୁନି ପାଣି”

Design a site like this with WordPress.com
Get started