ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ : ପ୍ରଥମ ଥର ପାଇଁ ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ

କନକ ବୁରୋ : ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଥମ ଥର ପାଇଁ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଲା ରୋଭର ପ୍ରଜ୍ଞାନ । ଏହି ଫଟୋରେ ଦୁଇ ପେ’ ଲୋଡ ଚାଷ୍ଟେ ଓ ଇଲସା ବି ହେଲେ ଦୃଶ୍ୟମାନ ହେଉଛନ୍ତି । ଏହି ଫଟୋ ସେୟାର କରିଛି ଇସ୍ରୋ । ଏହି ଫଟୋରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଛିଡ଼ା ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଆଜି ସକାଳ ୭ଟା ୩୫ମିନିଟରେ ଏହି ଫଟୋ ଉଠାଇଛିContinue reading “ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ : ପ୍ରଥମ ଥର ପାଇଁ ବିକ୍ରମର ଫଟୋ ପଠାଇଲା ପ୍ରଜ୍ଞାନ”

144 କୋଟି ଟଙ୍କାର ‘ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା’ ଦୁର୍ନୀତି

‘ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା’ରେ ହେଇଥବା ଦୁର୍ନୀତିର ଯାଞ୍ଚ CBI କରୁଛି । କୁହାଯାଉଛି ଏହି ଯୋଜନାରେ 144 କୋଟି ଟଙ୍କାର ସ୍କାମ  ହେଇଛି । କେନ୍ଦ୍ରୀୟ ଅଳ୍ପସଂଖ୍ୟକ ମନ୍ତ୍ରାଳୟରେ ହେଇଥିବା ସ୍କଲାରସିପ ଯୋଜନା ଦୁର୍ନୀତିର ପର୍ଦାଫାସ କରିବାକୁ CBI ମାମଲା ରୁଜୁ କରିଛି । ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା ଅନ୍ତର୍ଗତରେ ପ୍ରାୟ 830 ନକଲି ଅନୁଷ୍ଠାନକୁ 144 କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏହି 144 କୋଟି ଟଙ୍କାର ଦୁର୍ନୀତି 2017 ରୁ 2022 ମଧ୍ୟରେContinue reading “144 କୋଟି ଟଙ୍କାର ‘ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା’ ଦୁର୍ନୀତି”

ରାକ୍ଷୀ ସମ୍ପର୍କର ସାକ୍ଷୀ : ଭାଇର ପାଠପଢା ପାଇଁ ଭଉଣୀ କରୁଛି ଟେଲରିଂ

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ । ଭାଇ ଭଉଣୀର ସ୍ନେହ,ଶ୍ରଦ୍ଧା ଓ ଅତୁଟ ଭଲପାଇବାର ନିଦର୍ଶନକୁ ନେଇ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ । ଗୋଟେ ଭଉଣୀ ପାଇଁ ତା ଭାଇ ସୁରକ୍ଷା କବଚ ବୋଲି କୁହାଯାଏ । କିନ୍ତୁ ନିଜ ଭାଇକୁ ପାଠ ପଢାଇବା ପାଇଁ ସିଲେଇ କାମ କରିବାକୁ ଜଣେ ଭଉଣୀ ବାଧ୍ୟ ହୋଇଛନ୍ତି । କଟକ ଜିଲ୍ଲା ବାଙ୍କୀ ବ୍ଲକ ବରହମପୁରା ଗାଁର ଅମ୍ବିକା ମଲ୍ଲିକ ପାଠContinue reading “ରାକ୍ଷୀ ସମ୍ପର୍କର ସାକ୍ଷୀ : ଭାଇର ପାଠପଢା ପାଇଁ ଭଉଣୀ କରୁଛି ଟେଲରିଂ”

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଅରବିନ୍ଦ କେଜ୍ରିୱାଲ । ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଜାଣନ୍ତୁ କଣ କହିଲେ ଆପ୍ ମୁଖପାତ୍ର ।

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକ ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବରରେ ମୁମ୍ବାଇରେ ହେବାକୁ ଯାଉଛି । ଏହି ବୈଠକ ବିରୋଧୀ ମେଣ୍ଟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀ ଚେହେରା ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଣିବାକୁ ଇଚ୍ଛା ପ୍ରକାଶ କରିଛି । ଆପର ରାଷ୍ଟ୍ରୀୟ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯଦି ମୋତେ କେହି ପଚାରନ୍ତି ତେବେContinue reading “ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଅରବିନ୍ଦ କେଜ୍ରିୱାଲ । ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଜାଣନ୍ତୁ କଣ କହିଲେ ଆପ୍ ମୁଖପାତ୍ର ।”

ଗ୍ୟାସ ଦର ହ୍ରାସକୁ ନେଇ ବିଜେଡିର ପ୍ରତିକ୍ରିୟା : ୨୦୦ ଟଙ୍କା କମାଇଛନ୍ତି, ଆହୁରି କମିବାର ଥିଲା

କନକ ବ୍ୟୁରୋ : ଗ୍ୟାସ ଦର ହ୍ରାସକୁ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଗ୍ୟାସ ଦର ୨୦୦ ଟଙ୍କା କମାଇଛନ୍ତି, ଆହୁରି କମିବାର ଥିଲା । ଆଶା କରୁଛୁ ଆହୁରି ଗ୍ୟାସ ଦର କମାଇବେ । ଗ୍ୟାସ ଦର ସୀମା ବାହାରେ ଥିଲା । ସାଧାରଣ ଲୋକଙ୍କୁ ବହୁତ ବାଧୁଥିଲା । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ ନିହାତି ଆବଶ୍ୟକ । ଆମ ଲୋକସଂଖ୍ୟାରContinue reading “ଗ୍ୟାସ ଦର ହ୍ରାସକୁ ନେଇ ବିଜେଡିର ପ୍ରତିକ୍ରିୟା : ୨୦୦ ଟଙ୍କା କମାଇଛନ୍ତି, ଆହୁରି କମିବାର ଥିଲା”

‘ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ ବିରୋଧୀ ପକ୍ଷର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ : ମୁମ୍ବାଇ ବୈଠକ ପୁର୍ବରୁ ଆପର ଦାବୀ

କନକ ବ୍ୟୁରୋ: ମୁମ୍ବାଇରେ ବିରୋଧୀ ମେଣ୍ଟର ତୃତୀୟ ବଡ ବୈଠକ ବସିବାକୁ ଯାଉଛି । ବୈଠକରେ ୨୬ଟି ଦଳ ଦ୍ୱାରା ମେଣ୍ଟର ସଂଯୋଜକଙ୍କୁ ବଛାଯିବା ଉପରେ ଆଲୋଚନା ହେବ । କିନ୍ତୁ ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବୀ କରିଛି ଆମ ଆଦମୀ ପାର୍ଟି । ଏ ବିଷୟରେ ପଚରାଯିବାରୁ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା କକ୍କର କହିଛନ୍ତି ଯେ, ‘ ଦିଲ୍ଲୀରେ ଲୋକଙ୍କୁ ମାଗଣା ପାଣି, ବିଜୁଳି, ଶିକ୍ଷାContinue reading “‘ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ ବିରୋଧୀ ପକ୍ଷର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ : ମୁମ୍ବାଇ ବୈଠକ ପୁର୍ବରୁ ଆପର ଦାବୀ”

ଶହେ ମାସ ଲୁଟ୍ କଲ, ଏବେ ୨୦୦ ଟଙ୍କାର ଛାଡ କରୁଛ । ଗ୍ୟାସ ସିଲିଣ୍ଡର ଉପରେ ରିହାତିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ଅଖିଳେଶ ।

କନକ ବ୍ୟୁରୋ : କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଥିବା ଗ୍ୟାସ୍ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି ଘୋଷଣା କରିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବContinue reading “ଶହେ ମାସ ଲୁଟ୍ କଲ, ଏବେ ୨୦୦ ଟଙ୍କାର ଛାଡ କରୁଛ । ଗ୍ୟାସ ସିଲିଣ୍ଡର ଉପରେ ରିହାତିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ଅଖିଳେଶ ।”

ଋଷ ଏୟାରପୋର୍ଟରେ ୟୁକ୍ରେନର ଡ୍ରୋନ ଆକ୍ରମଣ: ଧ୍ୱଂସ ହେଲା ଏକାଧିକ ବିମାନ

କନକ ବ୍ୟୁରୋ: ୧୮ ମାସ ତଳେ ମସ୍କୋ ୟୁକ୍ରେନକୁ ସୈନ୍ୟ ପଠାଇବା ପରଠାରୁ ରୁଷ୍ ମାଟିରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି । ବୁଧବାର ସକାଳ ସମୟରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯିବାରୁ ଋଷର ବିମାନ ବନ୍ଦନରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଏହି ଡ୍ରୋନ ଆକ୍ରମଣରେ ୪ଟି ବିମାନ ନଷ୍ଟ ହୋଇଥିବା ସୂଚନା ରହିଛି । ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ, କୌଣସି ସାଙ୍ଘାତିକ ଅବସ୍ଥା ସୃଷ୍ଟି ହୋଇନାହିଁ। କିନ୍ତୁ, ଘଟଣାContinue reading “ଋଷ ଏୟାରପୋର୍ଟରେ ୟୁକ୍ରେନର ଡ୍ରୋନ ଆକ୍ରମଣ: ଧ୍ୱଂସ ହେଲା ଏକାଧିକ ବିମାନ”

‘ପୁଷ୍ପା’ ଏବଂ ‘ଜେଲର’ ପରେ ଏବେ ‘ରଙ୍ଗା’

‘ପୁଷ୍ପା’ ଏବଂ ‘ଜେଲର’ ପରେ ଏବେ ପରଦକୁ ଆସୁଛି  ‘ରଙ୍ଗା’ ସାରା ଭାରତରେ ଧୀରେଧୀରେ ଲୋକମାନେ ସାଉଥ ଫିଲ୍ମକୁ ପସନ୍ଦ କରୁଛନ୍ତି ।  କେବଳ ଦକ୍ଷିଣ ଭାରତୀୟ ନୁହଁନ୍ତି ସମଗ୍ର ଭାରତ ସେମାନଙ୍କ ଚଳଚ୍ଚିତ୍ରକୁ ଅପେକ୍ଷା କରିଥାଏ । ‘ପୁଷ୍ପା’, ‘ଆରଆରଆର’ ଏବଂ ‘ଜେଲର’ର ଚମତ୍କାର ସଫଳତା ପରେ ଏବେ ନିଜର ଦମ ଦେଖେଇବାକୁ ପରଦାକୁ ଆସିବାକୁ ଯାଉଛି କଉ ଆସୁଛି ‘ନା ସାମି ରଙ୍ଗା’ ।  ଏହି ଚଳଚ୍ଚିତ୍ରରେ 63 ବର୍ଷ ବୟସ୍କ ମେଗାଷ୍ଟାର ନାଗାର୍ଜୁନାContinue reading “‘ପୁଷ୍ପା’ ଏବଂ ‘ଜେଲର’ ପରେ ଏବେ ‘ରଙ୍ଗା’”

୩୦ ସେକେଣ୍ଡରେ ଚାଲିଗଲା ଜୀବନ : ହୋଟେଲରେ ବସିଥିଲେ, ଟଳିପଡିଲେ; ସିସିଟିଭିରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ମୃତ୍ୟୁ କେତେ ବେଳେ କେମିତି ଆସିବ କେହି କହିପାରିବେ ନାହିଁ । ହୋଟେଲରେ ଖାଇବାକୁ ବସିଥିବା ଜଣେ ବ୍ୟକ୍ତି ମାତ୍ର ୩୦ ସେକେଣ୍ଡ ଭିତରେ ସେଠାରେ ଟଳି ପଡିଛନ୍ତି । ଆଉ ସେହି ଲାଇଭ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତକାଲି ସନ୍ଧ୍ୟାରେ ପୁରୀ ବେଳାଭୂମୀର ପେଟପୂଜା ହୋଟେଲରେ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଛି । ଏଭଳି ଅସ୍ୱାଭାବିକ ମୃତ୍ୟୁ ଦେଖି ସେଠାରେ ଥିବା ସମସ୍ତ ବ୍ୟକ୍ତି ବିଚଳିତContinue reading “୩୦ ସେକେଣ୍ଡରେ ଚାଲିଗଲା ଜୀବନ : ହୋଟେଲରେ ବସିଥିଲେ, ଟଳିପଡିଲେ; ସିସିଟିଭିରେ କଏଦ ହେଲା ଦୃଶ୍ୟ”

Design a site like this with WordPress.com
Get started