ପ୍ରେସମିଟରେ ପ୍ରଫୁଲ୍ଲ ସାମନ୍ତରାଙ୍କ ଖୁଲାସା : କହିଲେ ହୋଟେଲରୁ ଉଠାଇ ନେଇ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛି ପୋଲିସ

କନକ ବ୍ୟୁରୋ : ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ଗତକାଲି ସନ୍ଧ୍ୟାରେ ସନ୍ଧାନ ମିଳିଛି । ଆଉ ଆଜି ପ୍ରେସ କନଫରେନ୍ସ ଯୋଗେ ସେ ବଡ ଖୁଲାସା କରିଛନ୍ତି । ପ୍ରେସମିଟ୍ କରି ପୋଲିସ୍ ଉପରେ ବର୍ଷିଛନ୍ତି ପ୍ରଫୁଲ ସାମନ୍ତରା । ପୋଲିସ୍ ଉଠାଇ ନେଇ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି । ଏହାସହ ମୋ ଭଳି ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଜାଣିଶୁଣି ଟାର୍ଗେଟ କରୁଛନ୍ତି । ସ୍ୱାଧିନତା ଉପରେ ଆକ୍ରମଣContinue reading “ପ୍ରେସମିଟରେ ପ୍ରଫୁଲ୍ଲ ସାମନ୍ତରାଙ୍କ ଖୁଲାସା : କହିଲେ ହୋଟେଲରୁ ଉଠାଇ ନେଇ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛି ପୋଲିସ”

ମିଶନ ସୂର୍ଯ୍ୟ ଇସ୍ରୋର ପ୍ରସ୍ତୁତି : ଶ୍ରୀହରିକୋଟା ଲଞ୍ଚ ପ୍ୟାଡରେ ଲାଗିଲା ରକେଟ; ସେପ୍ଟେମ୍ବର ୨ରେ ହେବ ଉତକ୍ଷେପଣ

କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ସଫଳତା ପରେ ଏବେ ଇସ୍ରୋର ନଜର ସୂର୍ଯ୍ୟ ଉପରେ ରହିଛି । ମିଶନ ସୂର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ସେପ୍ଟେମ୍ବର ୨ ତାରିଖରେ ଅର୍ଥାତ୍ ଆସନ୍ତା ଶୁକ୍ରବାର ଭାରତ ତାର ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ । ସେଥିପାଇଁ ଇସ୍ରୋର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏବେ ପିଏସଏଲଭି-ସି୫୭ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡକୁ ନିଆଯାଇଛି । ଯାହା ଆଦିତ୍ୟ ଆଦିତ୍ୟ-ଏଲ୍ୱାନକୁContinue reading “ମିଶନ ସୂର୍ଯ୍ୟ ଇସ୍ରୋର ପ୍ରସ୍ତୁତି : ଶ୍ରୀହରିକୋଟା ଲଞ୍ଚ ପ୍ୟାଡରେ ଲାଗିଲା ରକେଟ; ସେପ୍ଟେମ୍ବର ୨ରେ ହେବ ଉତକ୍ଷେପଣ”

ଏମିତି ଭଉଣୀ ଜଗତେ ନାହିଁ : ଦିବ୍ୟାଙ୍ଗ ଭାଇର କଥା ବୁଝୁଛି ସାନ ଭଉଣୀ

କନକ ବ୍ୟୁରୋ : ବୟସ ୬୦ ଟପିଲାଣି । ହେଲେ ଆଜି ବି ଭାଇ ଓ ଭଉଣୀ ମଧ୍ୟରେ ନିବିଡ ସମ୍ପର୍କ ରହିଛି । ଜୟପୁର ସହରର ପାଣିନଳା ସାହିରେ ଦେଖିବାକୁ ମିଳିଛି ଭାଇ-ଭଉଣୀଙ୍କ ଅନାବିଳ ସ୍ନେହ, ପ୍ରେମର କାହାଣୀ । ଭଉଣୀ ପଙ୍କଜୀନୀ ପୁଜାରୀ, ବୟର ୬୦ ଟପିଗଲାଣି । ପିଲାଟି ଦିନରୁ ଦୃଷ୍ଟିବାଧିତ ସମସ୍ୟା ଯୋଗୁଁ ଦେଖି ପାରନ୍ତି ନାହିଁ । ଦୀର୍ଘ ୬୦ ବର୍ଷରୁ ଅଧିକ ହେଲା ପଙ୍କଜୀନୀ ଭାଇ ବାଲାଜି ଚୌଧୁରୀContinue reading “ଏମିତି ଭଉଣୀ ଜଗତେ ନାହିଁ : ଦିବ୍ୟାଙ୍ଗ ଭାଇର କଥା ବୁଝୁଛି ସାନ ଭଉଣୀ”

ରୋଗୀଙ୍କ ଜୀବନ ସହ ଖେଳ : ‘ଏ’ ପଜିଟିଭ ବଦଳରେ ‘ବି’ ପଜିଟିଭ ରକ୍ତ ଦିଆଯାଇଥିବା ଅଭିଯୋଗ

କନକ ବ୍ୟୁରୋ : ରୋଗୀଙ୍କ ଜୀବନ ସହ ଖେଳ । ରକ୍ତ ପ୍ୟାକେଟ ବାହାରେ ଲେଖା ହୋଇଛି ‘ଏ’ ପିଜିଟିଭ୍ କିନ୍ତୁ ଭିତରେ ‘ବି’ ପିଜିଟିଭ୍ ଥିବା ରକ୍ତ ରୋଗୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭୪ ବର୍ଷିୟ ବୟସ୍କ ବିଭୁତି ଭୂଷଣ ଜେନାଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ଥିଲା । ତାଙ୍କ ପୁଅ ‘ଏ’ ପଜିଟିଭ ରକ୍ତ ରେଡକ୍ରସରୁ ଆଣିବା ପାଇଁ ଯାଇଥିଲେ । ଏଥିପାଇଁContinue reading “ରୋଗୀଙ୍କ ଜୀବନ ସହ ଖେଳ : ‘ଏ’ ପଜିଟିଭ ବଦଳରେ ‘ବି’ ପଜିଟିଭ ରକ୍ତ ଦିଆଯାଇଥିବା ଅଭିଯୋଗ”

ଆମାଜନ୍ ସିନିଅର୍ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ସହକର୍ମୀ ଗୁରୁତର । ରାତି ଅଧରେ ଗୁଳି ମାଡ କଲେ ୫ ଦୁର୍ବୃତ୍ତ

କନକ ବ୍ୟୁରୋ: ଦିଲ୍ଲୀ ଭଜନପୁରାରେ ମଙ୍ଗଳବାର ବିଳମ୍ବିତ ରାତିରେ ୫ଜଣ ଅଜଣା ଯୁବକ ଆସି ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ମୃତକ ଜଣକ ଆମାଜନର ସିନିଅର ମ୍ୟାନେଜର ହରପ୍ରୀତ ଗିଲ୍ । ତାଙ୍କ ସହ ଥିବା ସହକର୍ମୀ ଗୋବିନ୍ଦ ସିଂଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଯାଞ୍ଚ ପାଇଁ ପୁଲିସ ଗୁଳିମାଡ ହୋଇଥିବା ଅଞ୍ଚଳର ସବୁContinue reading “ଆମାଜନ୍ ସିନିଅର୍ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ସହକର୍ମୀ ଗୁରୁତର । ରାତି ଅଧରେ ଗୁଳି ମାଡ କଲେ ୫ ଦୁର୍ବୃତ୍ତ”

ରୋଷେଇ ଗ୍ୟାସ ସିଲିଣ୍ଡରରେ ଆଜିଠୁ ମିଳିବ ୨୦୦ ଟଙ୍କା ସବସିଡି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ‘ମହିଳାଙ୍କୁ ମୋଦୀଙ୍କ ଉପହାର’

କନକ ବ୍ୟୁରୋ : ଏଲପିଜି ଗ୍ୟାସ ଦର କମିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡ଼ିଶାର ମା’ମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ ବର୍ଷକୁ ୧୨ଟି ସିଲିଣ୍ଡର କମ୍ ଦରରେ ମିଳିବ । ଭାରତରେ ୭୫ ଲକ୍ଷ ନୂଆ ଉଜ୍ଜ୍ୱଳା ସଂଯୋଗ ଦିଆଯିବ । ୨୦୧୪ରେ ଓଡ଼ିଶାରେ ୧ କୋଟି ଘରୁ ୨୨ ପ୍ରତିଶତ ଘରେ ଗ୍ୟାସ ସଂଯୋଗContinue reading “ରୋଷେଇ ଗ୍ୟାସ ସିଲିଣ୍ଡରରେ ଆଜିଠୁ ମିଳିବ ୨୦୦ ଟଙ୍କା ସବସିଡି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ‘ମହିଳାଙ୍କୁ ମୋଦୀଙ୍କ ଉପହାର’”

ଲୋକଙ୍କ ପାଇଁ ବାହାରିଲେ ଛେଣ୍ଡିପଦା ବିଧାୟକ : ଜିଲ୍ଲାପାଳ ଘୋଷଣା କରୁଥିବା ପ୍ୟାକେଜକୁ ପ୍ରତ୍ୟାଖ୍ୟାନ; କହିଲେ ଏକର ପିଛା ଦିଅ ୧୫ ଲକ୍ଷ କ୍ଷତିପୂରଣ

କନକ ବ୍ୟୁରୋ : ବିସ୍ଥାପିତଙ୍କୁ ପ୍ରଥମେ ଦାବି ମୁତାବକ ଆବଶ୍ୟକ କ୍ଷତିପୂରଣ ଦିଅ ତାପରେ ଜମି ଅଧିଗ୍ରହଣ କରିବ । ମଙ୍ଗଳବାର ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଥିବା କୋଲ ବ୍ଲକର ଆରପିଡିଏସି ବୈଠକ ବସିଥିଲା । ଏହି ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ବିସ୍ଥାପିତଙ୍କ ପାଇଁ ଏଭଳି କିଛି ଦାବି କରିଛନ୍ତି । ଆଉ ବୈଠକ ବିଫଳ ହୋଇଛି ବୋଲି କହିଛନ୍ତି । ଜିନ୍ଦଲ କମ୍ପାନୀ ଦାବି ପୂରଣ କରିବାରେ ବିଫଳContinue reading “ଲୋକଙ୍କ ପାଇଁ ବାହାରିଲେ ଛେଣ୍ଡିପଦା ବିଧାୟକ : ଜିଲ୍ଲାପାଳ ଘୋଷଣା କରୁଥିବା ପ୍ୟାକେଜକୁ ପ୍ରତ୍ୟାଖ୍ୟାନ; କହିଲେ ଏକର ପିଛା ଦିଅ ୧୫ ଲକ୍ଷ କ୍ଷତିପୂରଣ”

ମଣିପୁରରେ ପୁଣି ହିଂସା: ଗୁଳି ଚୋଟରେ ୨ ମୃତ, ୭ ଆହତ

କନକ ବ୍ୟୁରୋ: ମଣିପୁରରେ ପୁଣି ହିଂସା ।, ଆଖିବୁଜା ଗୁଳିମାଡରେ ୨ଜଣ ପ୍ର୍ରାଣ ହରାଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ୱେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି। ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳ ସଂଲଗ୍ନ ନରଣସୈନାରେ ‌ବିଲରେ କାମ କରୁଥିବା କିଛିContinue reading “ମଣିପୁରରେ ପୁଣି ହିଂସା: ଗୁଳି ଚୋଟରେ ୨ ମୃତ, ୭ ଆହତ”

ପବିତ୍ର ରାକ୍ଷୀ ପୂର୍ଣ୍ଣମା : ଜଙ୍ଗଲର ଗଛକୁ ରାକ୍ଷୀ ବାନ୍ଧିଲେ ମହିଳା

କନକ ବ୍ୟୁରୋ : ପବିତ୍ର ରାକ୍ଷୀ ପୂର୍ଣ୍ଣମା ଅବସରରେ ଅସ୍ତରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ରକ୍ଷା ବନ୍ଧନ । ମହିଳାମାନେ ଜଙ୍ଗଲର ଗଛକୁ ରାକ୍ଷୀ ବାନ୍ଧି ପାଳିଲେ ରକ୍ଷାବନ୍ଧନ ପର୍ବ । ଛୁରିଅନା ପଞ୍ଚାୟତର ମହିଳାମାନେ ଜଙ୍ଗଲର ସୁରକ୍ଷା ପାଇଁ ଗଛ ଦେବରେ ରାକ୍ଷୀ ବାନ୍ଧିଛନ୍ତି । ମା’ ଗଙ୍ଗା ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ଜଙ୍ଗଲ ଭିତରକୁ ଯାଇ ଗଛକୁ ବନ୍ଦାପନା କରି ରାଖୀ ବାନ୍ଧିଛନ୍ତି । ଭାଇଟି ଯେପରି ଭଉଣୀର ସୁରକ୍ଷାContinue reading “ପବିତ୍ର ରାକ୍ଷୀ ପୂର୍ଣ୍ଣମା : ଜଙ୍ଗଲର ଗଛକୁ ରାକ୍ଷୀ ବାନ୍ଧିଲେ ମହିଳା”

ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବଢିଲା ଅଡୁଆ : ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କନକ ବ୍ୟୁରୋ : ବଢିଛି କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ଅଡୁଆ । ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଆବେଦନର ବିଚାର କରି କୋର୍ଟ ସୌରୀନଙ୍କୁ ଅଳ୍ପ କିଛି ଦିନ ପାଇଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଏହି ସମୟରେ ପୋଲିସ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅନ୍ତରୀଣ ସୁରକ୍ଷା ଅବଧି ସରିବା ପରେ ସୌରୀନ ପୁଣି କୋର୍ଟରେ ଜାମିନ୍ ଆବେଦନ କରିଥିଲେ । ଅନ୍ତରୀଣContinue reading “ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବଢିଲା ଅଡୁଆ : ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ”

Design a site like this with WordPress.com
Get started