ଥମୁନି ମଣିପୁରରେ ହିଂସା : ସୀମାରେ ଚାଷୀଙ୍କ ଉପରକୁ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ; ୨ ମୃତ, ୭ରୁ ଅଧିକ ଆହତ

କନକ ବ୍ୟୁରୋ : କଡା ସୁରକ୍ଷା ସତ୍ତ୍ୱେ ପୁଣି ଅଶାନ୍ତ ହୋଇଛି ମଣିପୁର । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଅଜ୍ଞାତ ଦୁର୍ବୃତ୍ତଙ୍କୁ ଗୁଳିମାଡରେ ୨ ମୃତ, ୭ରୁ ଅଧିକ ଆହତ ହୋଇଛନ୍ତି । ମଙ୍ଗଳବାର ନରସେନା ଗାଁ ନିକଟ ଜମିରେ ଚାଷ କରୁଥିବା କୃଷକଙ୍କ ଉପରେ ଗୁଳିମାଡ କରିଥିଲେ କିଛି ବଦମାସ । ଗୁଳିମାଡରେ ଆହତ ଚାଷୀଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚାଷୀଙ୍କ ଉପରେ ଗୁଳିମାଡ ଘଟଣାContinue reading “ଥମୁନି ମଣିପୁରରେ ହିଂସା : ସୀମାରେ ଚାଷୀଙ୍କ ଉପରକୁ ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ; ୨ ମୃତ, ୭ରୁ ଅଧିକ ଆହତ”

ଆଜିଠୁ ଏସିଆ କପ୍ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଏସିଆ କପ ଲଢେଇ । ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ । ୨ ତାରିଖରେ ପରମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଏସିଆ କପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି କେଏଲ ରାହୁଲ । ଭାରତ ଏସିଆ କପରେ ୭ଥର ଜିତି ସାରିଥିବା ବେଳେ ୮ମ ଥର କପ ହାତେଇବାକୁ ଚେଷ୍ଟା କରିବ । ୬ଥର ଶ୍ରୀଲଙ୍କାContinue reading “ଆଜିଠୁ ଏସିଆ କପ୍ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ”

ଚନ୍ଦ୍ରଯାନ-୩ ମାଧ୍ୟମରେ ଭାରତକୁ ବଡ ସଫଳତା : ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଳଜାନ ଖୋଜି ପାଇଲା ପ୍ରଜ୍ଞାନ

କନକ ବ୍ୟୁରୋ : ଜୀବନଜଗତ ବଞ୍ଚିବା ପାଇଁ ଅମ୍ଲଜାନର ଆବଶ୍ୟକତା ରହିଥାଏ । ପୃଥ୍ୱୀବୀ ପୃଷ୍ଠରେ ଅମ୍ଲଜାନ ଥିବାରୁ ଏଠାରେ ଜୀବନର ସତା ରହିଛି । ଚନ୍ଦ୍ରରେ ଜୀବନଜଗତ ରହିପାରିବ କି? ଏହାକୁ ନେଇ ସବୁବେଳେ ତର୍କ-ବିତର୍କ ହୁଏ । ଚନ୍ଦ୍ରଯାନ-୩ରୁ ମିଳିଥିବା ତଥ୍ୟ, ଚନ୍ଦ୍ରରେ ଜୀବଜଗତ ସମ୍ଭବ ଏଭଳି ଆଶା ସୃଷ୍ଟି ହୋଇଛି । ରୋଭରରେ ଥିବା ଲିବ୍ସ ନାମକ ଯନ୍ତ୍ର ଚନ୍ଦ୍ରପୃଷ୍ଠରେ ଅନେକ ଗୁଡ଼ିଏ ପଦାର୍ଥ ରହିଛି ବୋଲି ସ୍ପଷ୍ଟ କରିଛି । ପ୍ରାଥମିକContinue reading “ଚନ୍ଦ୍ରଯାନ-୩ ମାଧ୍ୟମରେ ଭାରତକୁ ବଡ ସଫଳତା : ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଳଜାନ ଖୋଜି ପାଇଲା ପ୍ରଜ୍ଞାନ”

ରୋଚକ ସ୍ଥିତିରେ ରାଜନଗର ରାଜନୀତି । ପଦାରେ ପଡିଲାଣି ବିଜେଡିର ଦଳୀୟ କନ୍ଦଳ । ଧ୍ରୁବ ସାହୁ – ଅଶୋକ ପ୍ରତିହାରୀଙ୍କ ବିବାଦ ଚର୍ଚ୍ଚାରେ…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ, ରାଜନଗର ରାଜନୀତି ରୋଚକ ହେବାରେ ଲାଗିଛି । ରାଜନଗର ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପଲ୍ଲା ଭାରି ଥିଲେ ବି ପଦାରେ ପଡିଛି ଦଳୀୟ କନ୍ଦଳ । ବର୍ତମାନର ରାଜନଗରର ବିଧାୟକ ଧ୍ରୁବ ସାହୁ ଓ ବିଜୁ ଜନତା ଦଳର ତିନି ତିନି ଥରର ବ୍ଲକ ସଭାପତି ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀଙ୍କ ମଧ୍ୟରେ ବିବାଦ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।Continue reading “ରୋଚକ ସ୍ଥିତିରେ ରାଜନଗର ରାଜନୀତି । ପଦାରେ ପଡିଲାଣି ବିଜେଡିର ଦଳୀୟ କନ୍ଦଳ । ଧ୍ରୁବ ସାହୁ – ଅଶୋକ ପ୍ରତିହାରୀଙ୍କ ବିବାଦ ଚର୍ଚ୍ଚାରେ…”

ଆଜିଠୁ ଶସ୍ତା ଘରୋଇ ଗ୍ୟାସ୍ : ନୂଆ ଦରରେ ଗ୍ୟାସ୍ କିଣିବେ ଉପଭୋକ୍ତା

କନକ ବ୍ୟୁରୋ : ଆଜିଠୁ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ମିଳିବ । ଉଜ୍ଜ୍ବଳା ହିତାଧିକାରୀଙ୍କୁ ପୂର୍ବରୁ ୨୦୦ ଟଙ୍କା ରିହାତି ମିଳୁଥିବାବେଳେ ଏବେ ଆଉ ୨୦୦ ଟଙ୍କା ସବସିଡି ମିଳିବ । ଅର୍ଥାତ ଉଜ୍ଜ୍ବଳା ଯୋଜନା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ୪୦୦ ଟଙ୍କା ସବସିଡି ମିଳିବ । ଏହି ଯୋଜନାରୁ ଦେଶର ୧୦କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କେବଳ ଓଡିଶାରୁContinue reading “ଆଜିଠୁ ଶସ୍ତା ଘରୋଇ ଗ୍ୟାସ୍ : ନୂଆ ଦରରେ ଗ୍ୟାସ୍ କିଣିବେ ଉପଭୋକ୍ତା”

ଆଜି ରାକ୍ଷୀ ପୂର୍ଣ୍ଣିମା : କେଉଁ ଦିନ ବାନ୍ଧିବେ ରାକ୍ଷୀ ଆଜି ବି ରହିଛି ଦ୍ୱନ୍ଦ୍ୱ; କାଲି ଶ୍ରୀମନ୍ଦିରରେ ହେବ ଦେବ ନୀତି

କନକ ବ୍ୟୁରୋ : ଆଜି ରାକ୍ଷୀ ପୂର୍ଣ୍ଣିମା । ଦିନ ୧୧ଟା ୨୨ ପରଠୁ ଆସନ୍ତାକାଲି ସକାଳ ୭ଟା ୫୯ ପର୍ଯ୍ୟନ୍ତ ରହିଛି ପୂର୍ଣ୍ଣମୀ ତିଥି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଭଦ୍ରାକାଳ । ତେଣୁ ଭଦ୍ରାକାଳରେ ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଯେମିତି ବିବାହ, ବ୍ରତ, ଭୂମିପୂଜା ଆଦି କରାଯାଏ ନାହିଁ । ତେଣୁ ୩୧ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ କିଛି ବିଶାରଦ ମତ ରଖୁଛନ୍ତି । କିନ୍ତୁ ଜ୍ୟୋତିଷContinue reading “ଆଜି ରାକ୍ଷୀ ପୂର୍ଣ୍ଣିମା : କେଉଁ ଦିନ ବାନ୍ଧିବେ ରାକ୍ଷୀ ଆଜି ବି ରହିଛି ଦ୍ୱନ୍ଦ୍ୱ; କାଲି ଶ୍ରୀମନ୍ଦିରରେ ହେବ ଦେବ ନୀତି”

ଚନ୍ଦ୍ରରେ ଅଛି ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଅକ୍ସିଜେନ୍ । ଟୁଇଟ୍ କରି ସୂଚନା ଦେଲା ଇସ୍ରୋ ।

କନକ ବ୍ୟୁରୋ: ଚନ୍ଦ୍ରରେ ହାଇଡ୍ରୋଜେନ୍ ଥିବାର ସମ୍ଭାବନା ବୃଦ୍ଧି ପାଇଛି । ଟୁଇଟ୍ କରି ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରରେ ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟିଟାନିୟମ୍ ଭଳି ରାସାୟନିକ ପଦାର୍ଥ ରହିଛି । ତେବେ ପରବର୍ତୀ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଚନ୍ଦ୍ରର ଦଣିକ୍ଷ ମେରୁରେ ମାଙ୍ଗାନିଜ୍, ସିଲିକନ୍, ଅକ୍ସିଜେନ୍ ଥିବା ନେଇ ତଥ୍ୟ ମିଳିଛି । ତେବେ ହାଇଡ୍ରୋଜେନ୍ ଉପସ୍ଥିତି ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି । ଚନ୍ଦ୍ରଯାନ-ଥ୍ରୀର ରୋଭର’ରContinue reading “ଚନ୍ଦ୍ରରେ ଅଛି ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଅକ୍ସିଜେନ୍ । ଟୁଇଟ୍ କରି ସୂଚନା ଦେଲା ଇସ୍ରୋ ।”

କିଡନୀ ରୋଗରେ ପଡିଛି ୨୧ ବର୍ଷର ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆପଣଙ୍କ ସାହାଯ୍ୟ ଦିପୁକୁ ଦେବ ନୂଆ ଜୀବନ

କନକ ବ୍ୟୁରୋ: ମୁଁ ବଞ୍ଚିବାକୁ ଚାହେଁ । ମତେ ବଞ୍ଚାଇ ଦିଅନ୍ତୁ । ଆପଣ ସାହାଯ୍ୟ କଲେ ମୁଁ ଆଉ ଗୋଟେ ଜୀବନ ପାଇଯିବି । ରୋଗ ଶଯ୍ୟାରୁ ଏମିତି ଗୁହାରୀ କରୁଛନ୍ତି ଦିପୁ । ବୟସ ୨୧ ବର୍ଷ । ଆଉ ଏହି ବୟସରେ ରୋଗ ଶଯ୍ୟାରେ ବିତୁଛି ସମୟ । ଦିପୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଟି କିଡନୀ ନଷ୍ଟ ହେବା ପରେ ଜୀବନ ଓ ମୃତ୍ୟୁ ଭିତରେ ଚାଲିଛି ସଂଗ୍ରାମContinue reading “କିଡନୀ ରୋଗରେ ପଡିଛି ୨୧ ବର୍ଷର ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆପଣଙ୍କ ସାହାଯ୍ୟ ଦିପୁକୁ ଦେବ ନୂଆ ଜୀବନ”

ବୁଧବାରଠୁ ଶ୍ରୀଲଙ୍କାରେ ଆରମ୍ଭ ହେବ ଏସିଆ କପ ଲଢେଇ । ୬ଟି ଟିମ୍ ମଧ୍ୟରେ ଖେଳାଯିବ ମୋଟ ୧୩ଟି ମ୍ୟାଚ

କନକ ବ୍ୟୁରୋ : ବୁଧବାରଠୁ ଆରମ୍ଭ ହେବ ଏସିଆ କପ ଲଢେଇ । ଅଗଷ୍ଟ ୩୦ରୁ ୬ଟି ଟିମ ମଧ୍ୟରେ ହେବ ମୁକାବିଲା । ମୋଟ ୧୩ଟି ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ,ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ ।  ଟୁର୍ଣ୍ଣାମେଂଟ ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ଏସିଆ କପ ଲଢେଇContinue reading “ବୁଧବାରଠୁ ଶ୍ରୀଲଙ୍କାରେ ଆରମ୍ଭ ହେବ ଏସିଆ କପ ଲଢେଇ । ୬ଟି ଟିମ୍ ମଧ୍ୟରେ ଖେଳାଯିବ ମୋଟ ୧୩ଟି ମ୍ୟାଚ”

ରିଲିଜ ପୂର୍ବରୁ ରେକର୍ଡ ପରେ ରେକର୍ଡ କରୁଛି ଜୱାନ । ପ୍ରିବୁକିଂରେ ସମସ୍ତ ରେକର୍ଡ ଭାଙ୍ଗୁଛି ମୁକ୍ତିଲାଭ ଅପେକ୍ଷାରେ ଥିବା ସିନେମା

କନକ ବ୍ୟୁରୋ : ଶାହରୁଖଙ୍କ ନୂଆ ଫିଲ୍ମ ଜୱାନକୁ ନେଇ ବଢୁଛି ଉତ୍ସାହ । ରେକର୍ଡ କରିଲା ବହୁପ୍ରତିକ୍ଷିତ ଚଳଚିତ୍ର ଜୱାନ ଆଡଭାନ୍ସ ବୁକିଂ ରୋଜଗାର । ମାତ୍ର ୧୫ ମିନିଟ ମଧ୍ୟରେ ହିଁ ବିକ୍ରି ହୋଇଗଲା ସମସ୍ତ ଟିକେଟ୍ । ରିଲିଜ୍ ପୂର୍ବରୁ ହିଁ ଭାରତରେ ୩୨ କୋଟି ଟଙ୍କାର ଟିକେଟ୍ ବିକ୍ରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ସେହିପରି ଏହି ଚଳଚିତ୍ର ଆଡଭାନ୍ସ ବୁକିଂରୁ କେବଳ ଆମେରିକାରୁ ହିଁ ୨ କୋଟି ଟଙ୍କାContinue reading “ରିଲିଜ ପୂର୍ବରୁ ରେକର୍ଡ ପରେ ରେକର୍ଡ କରୁଛି ଜୱାନ । ପ୍ରିବୁକିଂରେ ସମସ୍ତ ରେକର୍ଡ ଭାଙ୍ଗୁଛି ମୁକ୍ତିଲାଭ ଅପେକ୍ଷାରେ ଥିବା ସିନେମା”

Design a site like this with WordPress.com
Get started