କନକ ବ୍ୟୁରୋ : ବର୍ଷ ବର୍ଷ ଧରି ସାହାରା ଇଣ୍ଡିଆରେ ଫଶି ରହିଥିବା ଜମାଟଙ୍କା ଏବେ ସରକାରଙ୍କ ତରଫରୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସରକାର ଏକ ପୋର୍ଟାଲ ମାଧ୍ୟମରେ ଜମାକାରୀଙ୍କୁ ଆବେଦନ କରିବାକୁ କହିଥିଲେ । ପୋର୍ଟାଲ ଲଂଚ ହେବା ଠାରୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଆବେଦନ କରିସାରିଲେଣି । ଏହାପରେ ସରକାର ଅଗଷ୍ଟ ୪ ତାରିଖରେ ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀଙ୍କୁ ୧୦ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତContinue reading “ଖୁବଶୀଘ୍ର ସାହାରା ଜମାକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ଜାଣନ୍ତୁ କିଭଳି କରିବେ ଆବେଦନ”
Tag Archives: News
ୟୁଏସବିଏମରେ ଜାତୀୟ ଆଲୋଚନା ଚକ୍ର । “ପରିଚାଳନା ସମ୍ପର୍କିତ ନୂତନ ଦିଗନ୍ତ ଓ ଆହ୍ୱାନ : ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ”
କନକ ବ୍ୟୁରୋ : ବିଶ୍ୱରେ ପରିବର୍ତ୍ତନ ହିଁ ଏକମାତ୍ର ସ୍ଥିର ପ୍ରକ୍ରିୟା ଜ୍ଝ ପରିଚାଳନା ସମ୍ପର୍କିତ ନୂତନ ଓ କ୍ରିୟାଶୀଳ ଭିତିଭୂମି ମଧ୍ୟ ସର୍ବଦା ପରିବର୍ତନଶୀଳ । ଏହା ସଦାସର୍ବଦା ଯୁଗୋପୋଯୋଗୀ ଏବଂ ସମଗ୍ର ପୃଥିବୀର ଆବଶ୍ୟକତା ଅନୁଯାୟୀ ପରିବର୍ତିତ ହୋଇଥାଏ ଯେଉଁଥିରେ ସମସ୍ତ ଅଂଶୀଦାର ଭାଗୀଦାର ହୋଇଥାନ୍ତି । ଏହି କ୍ରମରେ ଭୁବନେଶ୍ବର ସ୍ଥିତ ଇଉନାଇଟେଡ ସ୍କୁଲ ଅଫ ବିଜନେସ ମ୍ୟାନେଜମେ ତରଫରୁ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି । “ପରିଚାଳନାContinue reading “ୟୁଏସବିଏମରେ ଜାତୀୟ ଆଲୋଚନା ଚକ୍ର । “ପରିଚାଳନା ସମ୍ପର୍କିତ ନୂତନ ଦିଗନ୍ତ ଓ ଆହ୍ୱାନ : ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ””
ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି । ଇମ୍ରାନଙ୍କ ସଜା ଉପରେ ରୋକ ଲଗାଇଲେ କୋର୍ଟ
କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋର୍ଟ ବଡ ଆଶ୍ୱସ୍ତି ଦେଇଛି । ତୋଷଖାନା ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ପ୍ରଥମେ ତାଙ୍କୁ ୩ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ହେଲେ କୋର୍ଟ ଏହି ଦଣ୍ଡବିଧାନ ଉପରେ ରୋକ୍ ଲଗାଇଛନ୍ତି । ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ ତାଙ୍କ ରାୟରେ ଇମ୍ରାନଙ୍କୁ ଜେଲରୁ ମୁକୁଳାଇବାକୁContinue reading “ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ବଡ ଆଶ୍ୱସ୍ତି । ଇମ୍ରାନଙ୍କ ସଜା ଉପରେ ରୋକ ଲଗାଇଲେ କୋର୍ଟ”
ଚିଲିକା ବିଧାୟକ ବିଜେପି ଯାଉଥିବା ନେଇ ବିଜେଡି ସାଂସଦଙ୍କ ଟୁଇଟ ପରେ ବିଜେପିର ପ୍ରତିକ୍ରିୟା। ପୃଥ୍ୱୀରାଜ ହରିଚନ୍ଦନ କହିଲେ ଏହା ସମ୍ପୂର୍ଣ୍ଣ ମିଛ
କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ଯୋଗଦେବେ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କରିଥିବା ଟୁଇଟ୍ ରାଜ୍ୟ ରାଜନୀତିକୁ ସରଗରମ କରଛି । ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଥ୍ୟା କଥା, କେନ୍ଦ୍ରମନ୍ତ୍ରୀଙ୍କ ସହ ଚିଲିକା ବିଧାୟକ ଯୋଗାଯୋଗରେ ନାହାନ୍ତି । ଯଦି ପ୍ରମାଣ ଅଛି ସସ୍ମିତ ବାବୁ ଦିଅନ୍ତୁ ବୋଲି କହିଛନ୍ତି ପୃଥିରାଜ ହରିଚନ୍ଦନ ।Continue reading “ଚିଲିକା ବିଧାୟକ ବିଜେପି ଯାଉଥିବା ନେଇ ବିଜେଡି ସାଂସଦଙ୍କ ଟୁଇଟ ପରେ ବିଜେପିର ପ୍ରତିକ୍ରିୟା। ପୃଥ୍ୱୀରାଜ ହରିଚନ୍ଦନ କହିଲେ ଏହା ସମ୍ପୂର୍ଣ୍ଣ ମିଛ”
ପୁଣି ବଢିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା। ଆସନ୍ତାମାସରେ ଓଡିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ
କନକ ବ୍ୟୁରୋ: ଆସନ୍ତା ମାସରେ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ । ଏହା ପୂର୍ବରୁ ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଇଭିଏମ୍ ପହଞ୍ଚି ସାରିଛି । ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ ଏପରି ଏକ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଓଡିଶା ଆସି ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛିContinue reading “ପୁଣି ବଢିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା। ଆସନ୍ତାମାସରେ ଓଡିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ”
ଯାଜପୁରରେ ବିବାଦ ଭିତରେ ସଭା କଲେ ଫାଇଭ-ଟି ସଚିବ। ଲୋକଙ୍କଠାରୁ ଗ୍ରହଣ କଲେ ଅଭିଯୋଗପତ୍ର
କନକ ବ୍ୟୁରୋ: ବିବାଦ ଭିତରେ ଯାଜପୁର ରୋଡର ଚାନ୍ଦମା ପଡିଆରେ ସଭା କରିଛନ୍ତି ଫାଇବ-ଟି ସଚିବ । କଂଗ୍ରେସ କର୍ମୀଙ୍କ ହଙ୍ଗାମା ସତ୍ତେ୍ୱ ସଭା କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏହାପରେ ଲୋକଙ୍କ ଠାରୁ ସଚିବ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି । The post ଯାଜପୁରରେ ବିବାଦ ଭିତରେ ସଭା କଲେ ଫାଇଭ-ଟି ସଚିବ। ଲୋକଙ୍କଠାରୁ ଗ୍ରହଣ କଲେ ଅଭିଯୋଗପତ୍ର first appeared on Kanak News. from KanakContinue reading “ଯାଜପୁରରେ ବିବାଦ ଭିତରେ ସଭା କଲେ ଫାଇଭ-ଟି ସଚିବ। ଲୋକଙ୍କଠାରୁ ଗ୍ରହଣ କଲେ ଅଭିଯୋଗପତ୍ର”
ଆଜି ଭାରତରେ ଲଞ୍ଚ ହେବ ଇଥାନଲ କାର
ଆଜି ଭାରତରେ 100% ଇଥାନଲ ଚାଳିତ ଟୟୋଟା ଇନୋଭା ଗାଡି ଲଞ୍ଚ ହେବାକୁ ଯାଉଛି । ଆଜକୁ ପ୍ରାୟ 50 ବର୍ଷ ତଳର କଥା । 1973 ମସିହା ଆରବ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା । ସାଉଦି ଆରବ ଇସ୍ରାଏଲକୁ ସମର୍ଥନ କରୁଥିବା ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶକୁ ପେଟ୍ରୋଲିୟମ ଯୋଗାଣ ବନ୍ଦ କରିଦେଇଥିଲା । ଏହା ସମଗ୍ର ବିଶ୍ୱରେ ତୈଳବଜାରରେ ଏକ ଅସନ୍ତୁଳନ ସୃଷ୍ଟି କଲା । ଏହି ସମୟରେ ବ୍ରାଜିଲContinue reading “ଆଜି ଭାରତରେ ଲଞ୍ଚ ହେବ ଇଥାନଲ କାର”
ବିଜେପିକୁ ଚିଲିକା ବିଧାୟକ ଯାଉଥିବା ନେଇ ସସ୍ମିତଙ୍କ ଟ୍ୱିଟର ଜବାବ ରଖିଲା ବିଜେଡି । ପୃଥ୍ୱୀରାଜ କହିଲେ, ଏହା ସମ୍ପୂର୍ଣ୍ଣ ଡାହା ମିଛ । ପ୍ରମାଣ ଥିଲେ ଦିଅନ୍ତୁ ସସ୍ମିତ ।
କନକ ବ୍ୟୁରୋ : ଜଗଦ୍ଦେବ ବିଜେପି ସହ ଯୋଗସୂତ୍ରରେ ଥିବା ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦେଇଥିବା ବୟାନର ଜବାବ ରଖିଛି ବିଜେପି । ସସ୍ମିତ ପାତ୍ର ରଖିଥିବା ବୟାନ ସମ୍ପୂର୍ଣ୍ଣ ମିଥ୍ୟା । କେନ୍ଦ୍ରମନ୍ତ୍ରୀଙ୍କ ସହ କୌଣସି ଯୋଗାଯୋଗ ହୋଇନାହିଁ, ଏହାର ସତ୍ୟତା ନାହିଁ । ଯଦି ପ୍ରମାଣ ଅଛି ତେବେ ସସ୍ମିତ ପାତ୍ର ଦିଅନ୍ତୁ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ତୃତୀୟ ମହଲାର ଇଙ୍ଗିତରେ ସସ୍ମିତ ଏମିତିContinue reading “ବିଜେପିକୁ ଚିଲିକା ବିଧାୟକ ଯାଉଥିବା ନେଇ ସସ୍ମିତଙ୍କ ଟ୍ୱିଟର ଜବାବ ରଖିଲା ବିଜେଡି । ପୃଥ୍ୱୀରାଜ କହିଲେ, ଏହା ସମ୍ପୂର୍ଣ୍ଣ ଡାହା ମିଛ । ପ୍ରମାଣ ଥିଲେ ଦିଅନ୍ତୁ ସସ୍ମିତ ।”
ଓଡିଶା ସହ ସୀମା ବିବାଦ, ଭୁଲ ମାନିଲା ଆନ୍ଧ୍ର। କଥା ଦେଲେ ଆଗକୁ ଓଡିଶା ସୀମାରେ ଅନୁପ୍ରବେଶ କରିବନି ଆନ୍ଧ୍ର ପ୍ରଶାସନ
କନକ ବ୍ୟୁରୋ: ରାଇ ପାହାଡ଼ ସୀମା ବିବାଦ । ଭୁଲ ସ୍ୱୀକାର କଲା ଆନ୍ଧ୍ର । ରାଇପାହାଡକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦରେ ସମାଧାନ ହୋଇଛି । ଆଗକୁ ଓଡ଼ିଶା ସୀମାରେ ଅନୁପ୍ରବେଶ କରିବ ନାହିଁ ଅବା ତାଙ୍କ ରାଜ୍ୟର କୌଣସି ଯୋଜନା ଏଠାରେ କାର୍ଯ୍ୟକାରୀ କରିବ ନାହିଁ ବୋଲି କହିଛି ଆନ୍ଧ୍ର ପ୍ରଶାସନ । ଯୋଜନାର ପ୍ରଲୋଭନ ଦେଖାଇ ଓଡ଼ିଶାରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିବା ଆନ୍ଧ୍ର ସରକାରକୁ ଶକ୍ତContinue reading “ଓଡିଶା ସହ ସୀମା ବିବାଦ, ଭୁଲ ମାନିଲା ଆନ୍ଧ୍ର। କଥା ଦେଲେ ଆଗକୁ ଓଡିଶା ସୀମାରେ ଅନୁପ୍ରବେଶ କରିବନି ଆନ୍ଧ୍ର ପ୍ରଶାସନ”
ସହଜ ପାସୱାର୍ଡ ରଖି ଠକେଇର ଶିକାର ହେଲେ ଯୁବକ। ମୋବାଇଲ ଚୋରି ହେବା ପରେ ଫୋନ ପେ’ରୁ ଦୁର୍ବୃତ୍ତ ନେଇଗଲା ୮୦ ହଜାରରୁ ଅଧିକ ଟଙ୍କା
କନକ ବ୍ୟୁରୋ: ସହଜ ପାସୱାର୍ଡ ଯେ କେତେ ମହଙ୍ଗା ହୋଇପାରେ ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ସହଜ ପାସୱାର୍ଡ ରଖିଥିବାରୁ ଯୋଗୁ ଜଣେ ବ୍ୟକ୍ତିଙ୍କୁ ୮୦ ହଜାରରୁ ଅଧିକ ଠକେଇ ଶିକାର ହେବାକୁ ପଡିଛି । ୟୁପିଆଇ ପେମେଣ୍ଟପାଇଁ ଥିବା ଆପ୍ ‘ଫୋନ ପେ’ରେ ସହଜ ପାସୱାର୍ଡ ରଖିôଥିଲେ । ଚୋର ମୋବାଇଲ ଚୋରି କରିବାପରେ ଉକ୍ତ ଆପ ମଧ୍ୟରେ ଟଙ୍କା ନେଇଯାଇଥିଲେ । ଏଭଳି ଠକେଇର ଶିକାର ହୋଇଛନ୍ତି, କଟକ କମରପୁର ଅଞ୍ଚଳରContinue reading “ସହଜ ପାସୱାର୍ଡ ରଖି ଠକେଇର ଶିକାର ହେଲେ ଯୁବକ। ମୋବାଇଲ ଚୋରି ହେବା ପରେ ଫୋନ ପେ’ରୁ ଦୁର୍ବୃତ୍ତ ନେଇଗଲା ୮୦ ହଜାରରୁ ଅଧିକ ଟଙ୍କା”