କନକ ବ୍ୟୁରୋ: ଗୁଳି ଫୁଟାଇ, ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ସୁନା ଗହଣା ବ୍ୟାଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ନେହେରୁ ଛକରେ ଆତଙ୍କ ଖେଳାଇ ଲୁଟ କରିଛନ୍ତି ଦୁର୍ବୃତ୍ତ । ଆଜି ସକାଳ ସାଢେ ୧୦ଟାରେ ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ନେହେରୁ ଛକରେ ଥିବା ପାଟ୍ଟଖଣ୍ଡା ଜୁଏଲାରୀ ମାଲିକଙ୍କୁ ଲୁଟ୍ କରିଛନ୍ତି । ସୂଚନା ଅନୁସାରେ ପାଟ୍ଟଖଣ୍ଡା ଜୁଏଲାରୀ ମାଲିକ ସୁବାସ ଆଚାରୀ ଘରୁ ବାହାରି ଦୋକାନ ଖୋଲିବାକୁ ଆସିଥିଲେ । ଦୋକାନContinue reading “ଗୁଳି ଫୁଟାଇ ଭୁଜାଲିରେ ହାଣି ଝାମ୍ପି ନେଲେ ସୁନାଗହଣା ବ୍ୟାଗ। ବାଲିଗୁଡା ନେହେରା ଛକ ପଟ୍ଟଖଣ୍ଡା ଜୁଏଲାରୀ ସାମ୍ନାରେ ଦୁର୍ବୃତ୍ତଙ୍କ ଆତଙ୍କ”
Tag Archives: News
ଯାଜପୁରରେ ଫାଇଭ ଟି ସଚିବଙ୍କ ସଭାରେ ହଙ୍ଗାମା। ସଭାସ୍ଥଳକୁ ଧସେଇ ପଶିଲେ କଂଗ୍ରେସ କର୍ମୀ
କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ । ସବିଚଙ୍କ ସଭାକୁ ଧସେଇ ପଶିଲେ କଂଗ୍ରେସ କର୍ମୀ । ଏହାକୁ ବିଜେଡି କର୍ମୀ ବିରୋଧ କରିବାରୁ ସଭାସ୍ଥଳରେ କଂଗ୍ରେସ ଓ ବିଜେଡି କର୍ମୀ ହାତହାତି ହୋଇଛନ୍ତି । ଉଭୟଦଳର କର୍ମୀଙ୍କ ଗଣ୍ଡଗୋଳରେ ସଭାସ୍ଥଳ ରଣାଙ୍ଗନ ପାଲଟିଯାଇଛି । ଆଜି ସକାଳେ କଳା ଶାଢି ପିନ୍ଧି ମହିଳା କଲେ ପ୍ରତିବାଦ । ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବଳିତା ପରିଡାଙ୍କ ନେତୃତ୍ୱରେ ମହିଳା ମାନେ ପ୍ରତିବାଦContinue reading “ଯାଜପୁରରେ ଫାଇଭ ଟି ସଚିବଙ୍କ ସଭାରେ ହଙ୍ଗାମା। ସଭାସ୍ଥଳକୁ ଧସେଇ ପଶିଲେ କଂଗ୍ରେସ କର୍ମୀ”
35A – ଅଣ କାଶ୍ମୀରବାସୀଙ୍କ ଅଧିକାର କ୍ଷୁର୍ଣ କରୁଛି
5 ଅଗଷ୍ଟ 2019 ରେ କେନ୍ଦ୍ର ସରକାର ଧାରା 370କୁ ଉଚ୍ଛେଦ୍ଦ କରିଦେଲେ ଯାହା ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା 23 ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ୍ଦ ହେବା ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡିକ ଆଜି ଅର୍ଥାତ୍ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଗଷ୍ଟ 28 ରେ ହୋଇଥିବା ଶୁଣାଣିରେ କୋର୍ଟ ଧାରା 35AContinue reading “35A – ଅଣ କାଶ୍ମୀରବାସୀଙ୍କ ଅଧିକାର କ୍ଷୁର୍ଣ କରୁଛି”
ଇସ୍ରୋର ସୂର୍ଯ୍ୟଙ୍କ ଉପରେ ନଜର । ‘ଆଦିତ୍ୟ-ଏଲ-୧’ ସହ ଯିବ PAPA । କେତେ ଦୂର ଯାଏଁ ଏହା ଯାତ୍ରା କରିବ? କ’ଣ କ’ଣ କରିବ?
କନକ ବ୍ୟୁରୋ: ଇସ୍ରୋର ସୂର୍ଯ୍ୟଯାନ ତଥା ‘ଆଦିତ୍ୟ ଏଲ-୧’ ପାଖରେ ସୂର୍ଯ୍ୟଙ୍କ ଉପରେ ତଥ୍ୟ ସଂଗ୍ରହ କରିବାକୁ ୭ଟି ପେଲୋଡ୍ସ ଲାଗିଛି । ଏହା ମଧ୍ୟରେ ରହିଛି PAPA । ୭ ପେଲୋଡ୍ସ ଏକାଠି ସୂର୍ଯ୍ୟଙ୍କ ଉପରେ ସର୍ବେକ୍ଷଣ କରିବେ । ତେବେ ଏହା କିପରି କାର୍ଯ୍ୟକ୍ଷମ କିରିବେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଇସ୍ରୋ ଦ୍ୱାରା ପ୍ରସ୍ତୁତ ଆଦିତ୍ୟ ଏଲ-୧ ସୂର୍ଯ୍ୟଙ୍କର ଏଚଡି ଫଟୋ ଉତ୍ତୋଳନ କରିବ । ଏହାକୁ ପିଏସଏଲଭି ରେକେଟରୁContinue reading “ଇସ୍ରୋର ସୂର୍ଯ୍ୟଙ୍କ ଉପରେ ନଜର । ‘ଆଦିତ୍ୟ-ଏଲ-୧’ ସହ ଯିବ PAPA । କେତେ ଦୂର ଯାଏଁ ଏହା ଯାତ୍ରା କରିବ? କ’ଣ କ’ଣ କରିବ?”
ସାମ୍ନାକୁ ଆସିଲା ରାଜଧାନୀରେ ରାତିର ଆତଙ୍କର ଦୃଶ୍ୟ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ
କନକ ବ୍ୟୁରୋ: ଭୁବନେଶ୍ୱର ଶିଶୁପାଳ ଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ । ହାତରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ । ଘଟଣାରେ ୭ଜଣ ଆହତ ହୋଇଥିବା ବେଳେ ୧୨ଟି ବାଇକ୍ ଭାଙ୍ଗିଛନ୍ତି । ଶିଶୁପାଳଗଡ଼ ଅଂଚଳର ଏକ ନିଛାଟିଆ ସ୍ଥାନରେ ବସି ୮ ଜଣ ମଦ ପିଉଥିଲେ । ଏହା ପରେ ନିଶାଶକ୍ତ ଅବସ୍ଥାରେ ଗାଁ ଭିତରେ ପଶିଥିଲେ । ଗାଡି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଖଣ୍ଡା,Continue reading “ସାମ୍ନାକୁ ଆସିଲା ରାଜଧାନୀରେ ରାତିର ଆତଙ୍କର ଦୃଶ୍ୟ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ”
କେନ୍ଦ୍ରାପଡା ଜନଶୁଣାଣିରେ ବାବୁଙ୍କ ଉପରେ ବର୍ଷିଲେ ଆଦିବାସୀ ମହିଳା। ଗାଁ ସମସ୍ୟା ଓ ରାସ୍ତା କଥା କହି ଉପଜିଲ୍ଲାପାଳଙ୍କୁ କଡା କଥା ଶୁଣାଇଲେ ଦୁଃଖୀ ଭକ୍ତା
କନକ ବ୍ୟୁରୋ: ଜନଶୁଣାଣିରେ ଗାଁ ସମସ୍ୟା କଥା କହି ସରକାରୀ ବାବୁଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଆଦିବାସୀ ମହିଳା । ବାବୁ ଆମ ଗାଁକୁ ରାସ୍ତା ନାହିଁ, ରାସ୍ତା କେବେ ଦେବୁ, ଆମେ ଆଦିବାସୀ ଲୋକ ବାବୁ । ଭୋଟ ଦେଉଛୁ, ହେଲେ ଆମ କଥା କେହି ଶୁଣୁନାହାନ୍ତି । ରାସ୍ତା ଓ ଗାଁର ବିଭିନ୍ନ ସମସ୍ୟା କଥା ସରକାରୀ ଅଧିକାରୀଙ୍କ ଉପରେ କ୍ଷୋଭର ଆଦିବାସୀ ମହିଳା ବର୍ଷିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କାର୍ଯ୍ୟାଳୟContinue reading “କେନ୍ଦ୍ରାପଡା ଜନଶୁଣାଣିରେ ବାବୁଙ୍କ ଉପରେ ବର୍ଷିଲେ ଆଦିବାସୀ ମହିଳା। ଗାଁ ସମସ୍ୟା ଓ ରାସ୍ତା କଥା କହି ଉପଜିଲ୍ଲାପାଳଙ୍କୁ କଡା କଥା ଶୁଣାଇଲେ ଦୁଃଖୀ ଭକ୍ତା”
ଯାଜପୁରରେ ଫାଇଭ ଟି ସଚିବଙ୍କୁ ବିରୋଧ। କଳା ଶାଢି ପିନ୍ଧି ମହିଳା କଂଗ୍ରେସର ପ୍ରତିବାଦ
କନକ ବ୍ୟୁରୋ: ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ । କଳା ଶାଢି ପିନ୍ଧି ମହିଳା କଲେ ପ୍ରତିବାଦ । ତିନିଦିନିଆ ଗସ୍ତରେ ଥିବା ସଚିବଙ୍କର ଆଜି ଚାନ୍ଦମା ପଡିଆରେ କାର୍ଯ୍ୟକ୍ରମ ରହିଛି । ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବଳିତା ପରିଡାଙ୍କ ନେତୃତ୍ୱରେ ମହିଳାମାନେ ପ୍ରତିବାଦ କରିଛନ୍ତି । ତେବେ ପୋଲିସ ଚୋରଦା ଛକଠାରେ ତାଙ୍କୁ ଅଟକାଇଛି । ନିକଟରେ ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସଚିବଙ୍କୁ କଂଗ୍ରେସ ବିରୋଧ କରିବContinue reading “ଯାଜପୁରରେ ଫାଇଭ ଟି ସଚିବଙ୍କୁ ବିରୋଧ। କଳା ଶାଢି ପିନ୍ଧି ମହିଳା କଂଗ୍ରେସର ପ୍ରତିବାଦ”
ସିବିଆଇ ଅଧିକାରୀ କହି ଲୁଟିନେଲେ । ୩ ଅଭିଯୁକ୍ତଙ୍କୁ କାବୁ କଲା କମିସନରେଟ ପୁଲିସ
କନକ ବ୍ୟୁରୋ: ରାଜଧାନୀର ନନ୍ଦନବିହାରୀ ଅଞ୍ଚଳରେ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ ହୋଇଛି । ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି କମିସନରେଟ ପୋଲିସ ପଚରା ଉଚରା କରୁଛି । ପୂର୍ବରୁ ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ୩ ଜଣ ଧରାପଡିଛନ୍ତି । ଗିରଫ ଅଭିଯୁକ୍ତଙ୍କର ଝାରପଡା ଜେଲରେ ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧Continue reading “ସିବିଆଇ ଅଧିକାରୀ କହି ଲୁଟିନେଲେ । ୩ ଅଭିଯୁକ୍ତଙ୍କୁ କାବୁ କଲା କମିସନରେଟ ପୁଲିସ”
କୋଟା ପାଲଟିଛି ସୁଇସାଇଡ୍ ହବ୍ । ୨୪ ଘଣ୍ଟା ଭିତରେ ଆଉ ୨ଜଣ ଛାତ୍ରଙ୍କ ଆତ୍ମହତ୍ୟା
କନକ ବ୍ୟୁରୋ: କୋଚିଂ ହବ୍ ଭାବେ ପରିଚିତ ରାଜସ୍ଥାନ କୋଟାରେ ଆତ୍ମହତ୍ୟା କରୁଛନ୍ତି ଜଣଙ୍କ ପରେ ଜଣେ ଛାତ୍ର । ଲଗାତାର ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇବା ଘଟଣା ଏବେ ଚିନ୍ତା ବଢାଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ଆଉ ୨ଜଣ ଛାତ୍ର । ଡାକ୍ତରୀ ପଢିବା ଆଶାରେ ନିଟରେ କୃତକାର୍ଯ୍ୟ ହେବା ଆଶା ରଖିଥିଲେ । ପରୀକ୍ଷା ହଲରୁ ବାହାରିବାର ମାତ୍ର କିଛି ସମୟ ପରେ ୨ ଛାତ୍ର ଆତ୍ମହତ୍ୟା କରିଛନ୍ତିContinue reading “କୋଟା ପାଲଟିଛି ସୁଇସାଇଡ୍ ହବ୍ । ୨୪ ଘଣ୍ଟା ଭିତରେ ଆଉ ୨ଜଣ ଛାତ୍ରଙ୍କ ଆତ୍ମହତ୍ୟା”
ସ୍ୱାମୀ ଆଗରେ ସ୍ତ୍ରୀକୁ ଦଳିଦେଲା ଦନ୍ତା । ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
କନକ ବ୍ୟୁରୋ: ସ୍ୱାମୀ ଆଗରେ ସ୍ତ୍ରୀକୁ ଦଳିଦେଲା ଦନ୍ତା ହାତୀ । ମୃତ ମହିଳା ହେଉଛନ୍ତି ସୁଲୋଚନା ବିଶ୍ୱାଳ । ସ୍ୱାମୀ ଛବିଳ ବିଶ୍ୱାଳଙ୍କ ସହ ବାଇଗଣ ବାଡିକୁ ଆସିଥିଲେ । ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ସ୍ୱାମୀ-ସ୍ତ୍ରୀ । ଏବେ ଛବିଳଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଉତ୍ପାତ ହେବା ଆରମ୍ଭ କରିଛି । ଏହାକୁ ନେଇ ଏବେ ତଳଗଡ ଗାଁ ଲୋକେ ଭୟଭୀତContinue reading “ସ୍ୱାମୀ ଆଗରେ ସ୍ତ୍ରୀକୁ ଦଳିଦେଲା ଦନ୍ତା । ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି”